fbpx
Browsing Category

ନିଯୁକ୍ତି

ଭେଟେରିନାରୀ ଆସିଷ୍ଟାଣ୍ଟ ସର୍ଜନ ଲିଖିତ ପରୀକ୍ଷାର ବିସ୍ତୃତ ବିବରଣୀ ଜାରି କଲା OPSC

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶା ଲୋକସେବା ଆୟୋଗ (ଓପିଏସସି) ତରଫରୁ ଆସିଛି ଏକ ବଡ଼ ଅପଡେଟ୍ । ଭେଟେରିନାରୀ ଆସିଷ୍ଟାଣ୍ଟ ସର୍ଜନ / ଅତିରିକ୍ତ ଭେଟେରିନାରୀ ଆସିଷ୍ଟାଣ୍ଟ ସର୍ଜନ ପଦର ଲିଖିତ ପରୀକ୍ଷାର ବିସ୍ତୃତ…

୬୦୦ ରୁ ଅଧିକ ଆପଲ୍ କର୍ମଚାରୀ ହରାଇଲେ ଚାକିରି, ଜାଣନ୍ତୁ ଛଟେଇ ହେବାର କାରଣ

ନୂଆଦିଲ୍ଲୀ: ୨୦୨୪ ମସିହାରେ ମଧ୍ୟ ସମଗ୍ର ବିଶ୍ୱରେ ଛଟେଇର ଗତି ବନ୍ଦ ହେବାର ନାଁ ନେଉନାହିଁ । ଚଳିତ ବର୍ଷ ଏପର୍ଯ୍ୟନ୍ତ ଅନେକ ନାମୀଦାମୀ କମ୍ପାନୀ ସେମାନଙ୍କ କର୍ମଚାରୀଙ୍କୁ ବାହାରର ରାସ୍ତାର ଦେଖାଇସାରିଛନ୍ତି ।…

ଓଡ଼ିଶା ଲୋକସେବା ଆୟୋଗ ପକ୍ଷରୁ PGT କମ୍ପ୍ୟୁଟର ସାଇନ୍ସ ପଦ ପାଇଁ ସାକ୍ଷାତକାର ତାରିଖ ଘୋଷଣା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗତବର୍ଷ ଏପ୍ରିଲ ମାସ ୩୦ ତାରିଖରେ ପିଜିଟି କମ୍ପ୍ୟୁଟର ସାଇନ୍ସ ପଦର ଲିଖିତ ପରୀକ୍ଷା ଅନୁଷ୍ଠିତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୨ ଜଣ ପ୍ରାର୍ଥୀ ଡକ୍ୟୁମେଣ୍ଟ ଭେରିଫିକେସନ ଓ…

OPSC ପକ୍ଷରୁ ଆବେଦନ ଆରମ୍ଭ: ଆସିଷ୍ଟାଣ୍ଟ ମତ୍ସ୍ୟ ଅଧିକାରୀଙ୍କୁ ନିଯୁକ୍ତି ଦେବେ ରାଜ୍ୟ ସରକାର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟ ସରକାରଙ୍କ ତରଫରୁ ବିଭିନ୍ନ ବିଭାଗ ପାଇଁ ନିଯୁକ୍ତି ପ୍ରକ୍ରିୟା ଚାଲିଥିବା ବେଳେ ପୁଣି ଆସିଛି ଏକ ବଡ଼ ସୁଯୋଗ । ରାଜ୍ୟ ସରକାରଙ୍କ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ ଅଧିନରେ…

OSSC ଜାରି କଲା ବିଜ୍ଞପ୍ତି: ରାଜ୍ୟ ସରକାରଙ୍କର ୬ଟି ବିଭାଗରେ ପୂରଣ ହେବ ୬୭୩ଟି ପଦବୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟ ସରକାରଙ୍କ ତରଫରୁ ସମସ୍ତ ଚାକିରି ଆଶାୟୀଙ୍କ ପାଇଁ ଆସିଛି ଏକ ବଡ଼ ଖବର । ମିଳିତ ଉଚ୍ଚ ମାଧ୍ୟମିକ (ଯୁକ୍ତଦୁଇ) ସ୍ତରୀୟ ବା ସମକକ୍ଷ ନିଯୁକ୍ତି ପରୀକ୍ଷା ପାଇଁ ଓଡ଼ିଶା କର୍ମଚାରୀ ଚୟନ…

ଏପ୍ରିଲ ୨୩ରେ ହେବ PGT ଗଣିତ ପଦ ପାଇଁ ଇଣ୍ଟରଭ୍ୟୁ: OPSC ୱେବସାଇଟରେ ଜାରି ହେଲା ଯୋଗ୍ୟ ପ୍ରାର୍ଥୀଙ୍କ ଲିଷ୍ଟ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗତବର୍ଷ ଏପ୍ରିଲ ମାସ ୩୦ ତାରିଖରେ ପିଜିଟି ଗଣିତ ପଦର ଲିଖିତ ପରୀକ୍ଷା ଅନୁଷ୍ଠିତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୭ ଜଣ ପ୍ରାର୍ଥୀ ଡକ୍ୟୁମେଣ୍ଟ ଭେରିଫିକେସନ ଓ ସାକ୍ଷାତକାର ପାଇଁ…

୨୫୦ ଜଣ ATOଙ୍କୁ ନିଯୁକ୍ତି ଦେବେ ରାଜ୍ୟ ସରକାର: ବିସ୍ତୃତ ବିଜ୍ଞପ୍ତି ଜାରି କଲା OSSC

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସରକାରୀ ଚାକିରି ଆଶାୟୀଙ୍କ ପାଇଁ ଆସିଛି ଏକ ଖୁସି ଖବର । ଓଡ଼ିଶା ବେଷୟିକ ଶିକ୍ଷା ଓ ତାଲିମ ନିର୍ଦ୍ଦେଶାଳୟ (ଡିଟିଇଟି) ଅଧିନରେ ଆସିଷ୍ଟାଣ୍ଟ ଟ୍ରେନିଂ ଅଫିସର (ଏଟିଓ)ଙ୍କୁ ନିଯୁକ୍ତି…

OAVS ନିଯୁକ୍ତି: ୧୩୪୨ଟି ପ୍ରିନ୍ସିପାଲ ଓ ଶିକ୍ଷକ ପଦ ପୂରଣ ହେବ, ଅନଲାଇନ୍ ଆବେଦନ ଆରମ୍ଭ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଶିକ୍ଷା କ୍ଷେତ୍ରରେ କ୍ୟାରିୟର ଗଢ଼ିବାକୁ ଇଚ୍ଛୁକ ଥିବା ରାଜ୍ୟର ସମସ୍ତ ଆଶାୟୀଙ୍କ ପାଇଁ ଏକ ଖୁସି ଖବର । ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନ (ଓଏଭିଏସ) ପକ୍ଷରୁ ୧୩୪୨ ଜଣ ପ୍ରିନ୍ସିପାଲ ଓ…

୨୬୨୯ଟି ଜିଲ୍ଲା କ୍ୟାଡର ଶିକ୍ଷକ ପଦବୀ ପାଇଁ ଆବେଦନ ତାରିଖ ବଦଳିଲା: OSSSC ଜାରି କଲା ସୂଚନା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ବିଭିନ୍ନ ଜିଲ୍ଲା କ୍ୟାଡରରେ ନିଯୁକ୍ତି ପାଇବାକୁ ଥିବା ୨୬୨୯ ଶିକ୍ଷକ ପଦର ଅନଲାଇନ୍ ଆପ୍ଲିକେସନକୁ ନେଇ ଆସିଛି ଏକ ବଡ଼ ଖବର । ଅନଲାଇନ୍ ଆବେଦନ ପାଇଁ ପୂର୍ବରୁ ସ୍ଥିର ହୋଇଥିବା…

PGT ଜୀବ ବିଜ୍ଞାନ ସାକ୍ଷାତକାର ଟେଷ୍ଟ ତାରିଖ ଘୋଷଣା: ଯୋଗ୍ୟ ୫୭ ଜଣ ପ୍ରାର୍ଥୀଙ୍କର ଲିଷ୍ଟ ଜାରି କଲା OPSC

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗତବର୍ଷ ଏପ୍ରିଲ ମାସ ୩୦ ତାରିଖରେ ପିଜିଟି ଜୀବ ବିଜ୍ଞାନ (ବାୟୋଲୋଜି) ପଦର ଲିଖିତ ପରୀକ୍ଷା ଅନୁଷ୍ଠିତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୫୭ ଜଣ ପ୍ରାର୍ଥୀ ଡକ୍ୟୁମେଣ୍ଟ ଭେରିଫିକେସନ ଓ…