Browsing Category
ଶିକ୍ଷା
ନଭେମ୍ବର ୧୧ରେ ହେବ ଅନୁବାଦକ ପଦର ପ୍ରିଲିମିନାରୀ ପରୀକ୍ଷା: ଓଡ଼ିଶା ହାଇକୋର୍ଟ ତରଫରୁ ଘୋଷଣା
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶା ହାଇକୋର୍ଟର ଅନୁବାଦକ ପଦର ନିଯୁକ୍ତିକୁ ନେଇ ଆସିଛି ଏକ ବଡ଼ ଅପଡେଟ୍ । ଗତ ଅଗଷ୍ଟ ମାସରେ ଅନୁବାଦକ ପଦ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିବା ବେଳେ ସେପ୍ଟେମ୍ବର ୨ରୁ ୧୭ ତାରିଖ…
ଦୁଇ କୋଟି ଫ୍ରେଶରଙ୍କୁ ସ୍ୱିଗି, ଫୋନପେ, ପିଡବ୍ଲୁସି ସହିତ କାମ କରିବାର ସୁଯୋଗ, ଜାଣନ୍ତୁ କିପରି?
ନୂଆଦିଲ୍ଲୀ: ବୃତ୍ତିଗତ ନେଟୱାର୍କିଂ ପ୍ଲାଟଫର୍ମ ‘ଅପନା ଜବ୍ସ’ ଭାରତର ୨୫୦୦ ସହରରୁ ୨ କୋଟିରୁ ଅଧିକ ଫ୍ରେଶରଙ୍କୁ ସ୍ୱିଗି, ଫୋନପେ, ପିଡବ୍ଲୁସି ଏବଂ ଲିଭରେଜ୍ ଏଡୁ ଭଳି ୭ ଲକ୍ଷରୁ ଅଧିକ କମ୍ପାନୀ ସହିତ କାମ କରିବାର…
ଯୁକ୍ତଦୁଇ ପ୍ରାକ୍ଟିକାଲ ଓ ଇଣ୍ଟରନାଲ ପରୀକ୍ଷା ତାରିଖ ଘୋଷଣା କଲା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଯୁକ୍ତଦୁଇ ପ୍ରାକ୍ଟିକାଲ ଓ ଇଣ୍ଟରନାଲ ପରୀକ୍ଷା ତାରିଖ ଘୋଷଣା କରିଛି ରାଜ୍ୟ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚଏସଇ) । ଡିସେମ୍ବର ୨୩ରୁ ଯୁକ୍ତଦୁଇ ଇଣ୍ଟରନାଲ ପରୀକ୍ଷା ଆରମ୍ଭ ହେବ ।…
ଓଡ଼ିଶାର ପ୍ରାର୍ଥୀଙ୍କ ପାଇଁ ବଡ଼ ସୁଯୋଗ: ୟୁନିୟନ ବ୍ୟାଙ୍କରେ ୧୫୦୦ ଚାକିରି, ଓଡ଼ିଶାର ୭ଟି କେନ୍ଦ୍ରରେ ହେବ ପରୀକ୍ଷା
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବ୍ୟାଙ୍କ କ୍ଷେତ୍ରରେ ଚାକିରି କରିବାକୁ ଇଚ୍ଛୁକ ଥିବା ଓଡ଼ିଶାର ସମସ୍ତ ପ୍ରାର୍ଥୀଙ୍କ ପାଇଁ ଆସିଛି ଏକ ବଡ଼ ସୁଯୋଗ । ୟୁନିୟନ ବ୍ୟାଙ୍କ ପକ୍ଷରୁ ମୋଟ ୧୫୦୦ଟି ପଦ ଖାଲି ରହିଛି । ସେଥିମଧ୍ୟରୁ…
ବାତ୍ୟା ଆଶଙ୍କା ମଧ୍ୟରେ ଚାକିରି ଆଶାୟୀ ଖୁସି: କନଷ୍ଟେବଳ / ସିପାହୀ ପଦ ସଂଖ୍ୟା ୨୦୮୦କୁ ବୃଦ୍ଧି ପାଇଲା
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ଦେଖାଦେଇଥିବା ସମ୍ଭାବ୍ୟ ବାତ୍ୟା ‘ଦାନା’କୁ ନେଇ ଏବେ ରାଜ୍ୟବାସୀ ଆଶଙ୍କା ମଧ୍ୟର ରହିଥିବା ବେଳେ ଏହା ମଧ୍ୟରେ ଚାକିରି ଆଶାୟୀଙ୍କ ମଧ୍ୟ ପାଇଁ ଆସିଛି ଏକ ବଡ଼ ଖୁସି ଖବର । ଓଡ଼ିଶା…
OSSC ପକ୍ଷରୁ ପୁଣି ନିଯୁକ୍ତି: ANM, ଫାର୍ମାସିଷ୍ଟ, ଷ୍ଟାଫ୍ ନର୍ସ ପଦ ପୂରଣ ହେବ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶା କର୍ମଚାରୀ ଚୟନ ଆୟୋଗ (ଓଏସଏସସି) ତରଫରୁ ନିକଟରେ କିଛି ପଦ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିବା ବେଳେ ଏବେ ପୁଣି ଆସିଛି ନିଯୁକ୍ତି ସୁଯୋଗ । ଏଏନଏମ (କେବଳ ମହିଳା), ଜୁନିୟର…
MBBS ଅପଗ୍ରେଡ୍ ଲିଷ୍ଟ ନେଇ ସାନି ନୋଟିସ୍, ଟାଇମ ଲାଇନ ପରିବର୍ତ୍ତନ କଲା OJEE
ଭୁବନେଶ୍ବର: MBBS, BDS କାଉନସେଲିଂ ପାଇଁ ନୋଟିସ୍ । ତୃତୀୟ ରାଉଣ୍ଡ କାଉନସେଲିଂ ପାଇଁ ନୂଆ ନୋଟିସ୍ । ଟାଇମ୍ ଲାଇନ ପରିବର୍ତ୍ତନ କଲା OJEE । ସାନି ନୋଟିସ ଜାରି କରି ବାତ୍ୟା ପାଇଁ 30ରେ ରିପୋର୍ଟିଂ ପାଇଁ…
ପରୀକ୍ଷା ତାରିଖ ଘୋଷଣା କଲା CBSE: ୧ ଜାନୁଆରୀରୁ ପ୍ରାକ୍ଟିକାଲ, ଜାଣନ୍ତୁ କେବେ ହେବ ଥିଓରୀ ?
ନୂଆଦିଲ୍ଲୀ : ସିବିଏସଇ ବୋର୍ଡ ପକ୍ଷରୁ ପ୍ରାକ୍ଟିକାଲ ଏବଂ ଥିଓରୀ ପରୀକ୍ଷା ପାଇଁ ତାରିଖ ଘୋଷଣା କରାଯାଇଛି । ୨୦୨୪-୨୦୨୫ ଶିକ୍ଷାବର୍ଷ ପାଇଁ ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ପାଇଁ ପ୍ରାକ୍ଟିକାଲ ପରୀକ୍ଷା ୧ ଜାନୁୟାରୀ ୨୦୨୪…
OAS-2023 ପ୍ରିଲିମିନାରୀ ପରୀକ୍ଷା ସ୍ଥଗିତ: ବାତ୍ୟା କାରଣରୁ ଅକ୍ଟୋବର ୨୭ରେ ହେବ ନାହିଁ ପରୀକ୍ଷା
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶା ପ୍ରଶାସନିକ ସେବା (ଓଏଏସ)- ୨୦୨୩ ପ୍ରିଲିମିନାରୀ ପରୀକ୍ଷା ସ୍ଥଗିତ ହୋଇଛି । ଆସନ୍ତା ୨୭ ତାରିଖରେ ଏହି ପରୀକ୍ଷା ନେବା ନେଇ ପୂର୍ବରୁ ସ୍ଥିରୀକୃତ ହୋଇଥିବା ବେଳେ ଏବେ ଉକ୍ତ…
ଗଣିତରେ ୨୦ ମାର୍କ ରଖିଲେ ପାସ ହେବେ ଛାତ୍ରଛାତ୍ରୀ ! ଏହି ରାଜ୍ୟରେ ଲାଗୁ ହେବ ନୂତନ ନିୟମ
ମୁମ୍ବାଇ: ସାଧାରଣତଃ ସ୍କୁଲ ଛାତ୍ରଛାତ୍ରୀ ଗଣିତକୁ ଅଧିକ ଭୟ କରିଥାନ୍ତି । ଗଣିତ ସୂତ୍ର ବୁଝିବା ଏବଂ ସମାଧାନ କରିବା ଯେମିତି ସେମାନଙ୍କ ପାଇଁ ପାହାଡ଼ର ବୋଝ ପରି ମନେ ହୁଏ । ତଥାପି ଟ୍ୟୁସନ୍ ଓ ଘରେ ମାଡ଼ ଗାଳି ଶୁଣି…