fbpx
Browsing Category

ଶିକ୍ଷା

ନୂଆ ଶିକ୍ଷାବର୍ଷରେ ପିଲାମାନେ ପଢ଼ିବେନାହିଁ ମୋଗଲ ଇତିହାସ : ନୂଆ ଅଧ୍ୟାୟକୁ ହଟାଇବା ଉପରେ ଆସିଲା ଶିକ୍ଷାମନ୍ତ୍ରୀଙ୍କ ବୟାନ୍

ନୂଆଦିଲ୍ଲୀ: ଦେଶରେ ନୂଆ ଶିକ୍ଷା ନୀତି କାର୍ଯ୍ୟକାରୀ ହେଉଛି । ପୁସ୍ତକଗୁଡ଼ିକର ଅଧ୍ୟାୟରେ ସଂଶୋଧନ କରାଯାଉଛି । ଏହି କ୍ରମରେ ନ୍ୟାସନାଲ୍ କାଉନସିଲ୍ ଅଫ୍ ଏଜୁକେସନାଲ୍ ରିସର୍ଚ୍ଚ ଆଣ୍ଡ ଟ୍ରେନିଂ (ଏନସିଇଆରଟି) ନିଜ…

SSC CGL 2023ର ବିଜ୍ଞପ୍ତି ଜାରି: ୭୫୦୦ ପଦବୀ ପାଇଁ ଆବେଦନ ଆରମ୍ଭ, ମେ’ ୩ ପର୍ଯ୍ୟନ୍ତ କରିପାରିବେ ଆପ୍ଲାଏ

ନୂଆଦିଲ୍ଲୀ: ଷ୍ଟାଫ୍ ସିଲେକ୍ସନ୍ କମିଶନ ମିଳିତ ସ୍ନାତକ ସ୍ତର ପରୀକ୍ଷା ଯଥା ସିଜିଏଲ ୨୦୨୩ ର ବିଜ୍ଞପ୍ତି ଜାରି କରିଛି । ଯେଉଁ ପ୍ରାର୍ଥୀମାନେ ଏସଏସସି ସିଜିଏଲ ଅଧୀନରେ ପ୍ରକାଶିତ ବମ୍ପର ପୋଷ୍ଟ ପାଇଁ ଆବେଦନ କରିବାକୁ…

ଓଡ଼ିଆ ସମେତ ଅନ୍ୟ ୧୫ଟି ଭାଷାରେ ଶିକ୍ଷାଦାନ ନିମନ୍ତେ ୩ ଲକ୍ଷରୁ ଅଧିକ ଶିକ୍ଷକ ଆବଶ୍ୟକ; ଲୋକସଭାରେ ସୂଚନା ଦେଲେ କେନ୍ଦ୍ର ଶିକ୍ଷା ରାଷ୍ଟ୍ର…

ନୂଆଦିଲ୍ଲୀ: ଜାତୀୟ ଶିକ୍ଷାନୀତି-୨୦୨୦ ଅନୁଯାୟୀ ଓଡ଼ିଶାରେ ମାତୃଭାଷା ସମେତ ବିଭିନ୍ନ ଭାଷାରେ ଶିକ୍ଷାଦାନ ଲାଗି ୩ ଲକ୍ଷ ୩୧ ହଜାର ୩୩୬ ଜଣ ଭାଷା ଶିକ୍ଷକଙ୍କ ଆବଶ୍ୟକ ରହିଥିବା କେନ୍ଦ୍ରଶିକ୍ଷା ରାଷ୍ଟ୍ର ମନ୍ତ୍ରୀ…

ପ୍ରକାଶ ପାଇଲା ରେଜଲ୍ଟ: ମାଗଣାରେ ଦିଆଯିବ ସିଭିଲ୍ ସର୍ଭିସ୍ କୋଚିଂ, ମାର୍ଚ୍ଚ ୨୬ରେ ହୋଇଥିଲା ପ୍ରବେଶିକା ପରୀକ୍ଷା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସର୍ବଭାରତୀୟ ପ୍ରଶାସନିକ ସେବା ପରୀକ୍ଷାରେ ପ୍ରତିବର୍ଷ ଓଡ଼ିଶାର ଛାତ୍ରଛାତ୍ରୀଙ୍କର ସଫଳତାର ହାର କମିବା ନେଇ ରାଜ୍ୟ ସରକାର ମାଗଣା ସିଭିଲ୍ ସର୍ଭିସ କୋଚିଂ ବ୍ୟବସ୍ଥା ଆରମ୍ଭ କରିଥିଲେ ।…

ଜାତୀୟ ରାଜପଥ ଓ ବିକାଶ ନିଗମ ପକ୍ଷରୁ ଆସିଲା ବଢ଼ିଆ ନିଯୁକ୍ତି ସୁଯୋଗ: ପ୍ରାର୍ଥୀଙ୍କୁ ମିଳିବ ହାଇ ପ୍ୟାକେଜ୍

ଚାକିରି ଖୋଜୁଥିବା ଯୁବକ, ଯୁବତୀଙ୍କ ପାଇଁ ଏକ ବଢ଼ିଆ ଖବର ଆସିଛି । ଜାତୀୟ ରାଜପଥ ଓ ଭିତ୍ତିଭୂମି ବିକାଶ ନିଗମ ଲିମିଟେଡ (ଏନଏଚଆଇଡିସିଏଲ) ପକ୍ଷରୁ ଅନେକ ପଦ ପାଇଁ ବିଜ୍ଞାପନ ବାହାରିଛି । ପ୍ରାର୍ଥୀଙ୍କୁ ଜେନେରାଲ…

NCERTର ବଡ଼ ପଦକ୍ଷେପ: CBSE ଦ୍ୱାଦଶ ବହିରୁ ହଟିଲା ମୁଗଲ ଶାସନ ବିଷୟ

ନୂଆଦିଲ୍ଲୀ: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସଇ)ର ଯୁକ୍ତଦୁଇ ଛାତ୍ରଛାତ୍ରୀଙ୍କ ପାଇଁ ଏକ ବଡ଼ ଖବର ଆସିଛି । ଛାତ୍ରଛାତ୍ରୀମାନେ ଏଣିକି ମୁଗଲ ଶାସନର ଇତିହାସ ପଢ଼ିବେ ନାହିଁ । ଇଣ୍ଟରମିଡିଏଟରେ ଚାଲିଆସୁଥିବା…

ଓଡ଼ିଶା ସରକାରଙ୍କ ବଡ଼ ପଦକ୍ଷେପ: ଡାକ୍ତରମାନଙ୍କୁ ଉଚ୍ଚଶିକ୍ଷା ପାଇଁ ମିଳିବ ଲମ୍ବା ଛୁଟି

ଭୁବନେଶ୍ୱର: ଓଡ଼ିଶାରେ ଡାକ୍ତରମାନଙ୍କୁ ଉଚ୍ଚଶିକ୍ଷିତ ତଥା ସେମାନଙ୍କର ଦକ୍ଷତା ବୃଦ୍ଧି କରିବା ପାଇଁ ରାଜ୍ୟ ସରକାର ବଡ଼ ନିଷ୍ପତି ନେଇଛନ୍ତି । ସରକାରୀ ଡାକ୍ତରଖାନା ଗୁଡ଼ିକରେ ନିଯୁକ୍ତ ଥିବା ଡାକ୍ତରମାନଙ୍କ ଉଚ୍ଚତର…

ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ବଦଳିଲା ସ୍କୁଲ ସମୟ,ଏପ୍ରିଲରୁ ସମସ୍ତ ସ୍କୁଲ ସକାଳୁଆ ହେବ

ଭୁବନେଶ୍ୱର: ଏପ୍ରିଲ ୧୧ ରୁ ସକାଳୁଆ ସ୍କୁଲ । ଉଭୟ ସରକାରୀ ଏବଂ ବେସକାରୀ ସ୍କୁଲ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ତେବେ ସକାଳ ୭ ଟାରୁ ୧୧.୩୦ ପର୍ଯ୍ୟନ୍ତ ପାଠ ପଢ଼ା ହେବ । ଏନେଇ ଲୋକ ସମ୍ପର୍କ ବିଭାଗ ତରଫରୁ…

GAIL Recruitment:ମାସକୁ ୬୦ହଜାର ଦରମା ; ହାତଛଡା କରନ୍ତୁ ନାହିଁ ସୁବର୍ଣ୍ଣ ସୁଯୋଗ, ଶୀଘ୍ର କରନ୍ତୁ ଆବେଦନ

ନୂଆଦିଲ୍ଲୀ:ସିନିୟର ଆସୋସିଏଟ୍ ଏବଂ ଜୁନିଅର ଆସୋସିଏଟ୍ ର ଖାଲି ପଦ ପାଇଁ GAIL ଗ୍ୟାସ୍ (ଇଣ୍ଡିଆ) ଲିମିଟେଡ୍ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ କରିଛି । GAIL ଗ୍ୟାସ୍ (ଇଣ୍ଡିଆ) ଲିମିଟେଡ୍ ର ଏହି ନିଯୁକ୍ତି ପାଇଁ ଆବେଦନ…

ଏପ୍ରିଲରୁ ଆରମ୍ଭ ହେବ ନୂତନ ଶିକ୍ଷାବର୍ଷ ଗଣଶିକ୍ଷା ମନ୍ତ୍ରୀ ସୂଚନା

ଭୁବନେଶ୍ୱର: ପିଲାଙ୍କ ପାଠପଢ଼ା କୁ ନେଇ ଏକ ବଡ ଖବର ସାମ୍ନାକୁ ଆସିଛି । ଆସନ୍ତା ଏପ୍ରିଲରୁ ଆରମ୍ଭ ହେବ ନୂତନ ଶିକ୍ଷାବର୍ଷ । ଏପ୍ରିଲ୩ ତାରିଖରୁ ନୂଆ ଶିକ୍ଷା ବର୍ଷ ପାଇଁ ପାଠ ପଢ଼ା ଆରମ୍ଭ ହେବ । ଏନେଇ ଗଣଶିକ୍ଷା…