fbpx
Browsing Category

ଶିକ୍ଷା

ସିବିଏସଇ ପକ୍ଷରୁ ଆବେଦନ ଆରମ୍ଭ: ପୂରଣ ହେବ ସହକାରୀ ସଚିବ, ଆକାଉଣ୍ଟସ ଅଫିସର, ଅନୁବାଦକ ଅଫିସର ଓ ଆକାଉଣ୍ଟାଣ୍ଟ ପଦ

ନୂଆଦିଲ୍ଲୀ: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସଇ) ପକ୍ଷରୁ ଆସିଛି ଏକ ବଢ଼ିଆ ନିଯୁକ୍ତି ସୁଯୋଗ । ପ୍ରାର୍ଥୀଙ୍କୁ ଆସିଷ୍ଟାଣ୍ଟ ସେକ୍ରେଟାରୀ (ଆଡମିନିଷ୍ଟ୍ରେସନ), ଆସିଷ୍ଟାଣ୍ଟ ସେକ୍ରେଟାରୀ (ଆକାଡେମିକ୍ସ),…

ଲୋକସଭା ନିର୍ବାଚନ ପାଇଁ CUET UG ୨୦୨୪ ପରୀକ୍ଷା ଘୁଞ୍ଚିବ କି? ବୟାନ ଜାରି କଲା NTA

ନୂଆଦିଲ୍ଲୀ: ଆଗକୁ ଆସୁଛି ଲୋକସଭା ନିର୍ବାଚନ । ଏପ୍ରିଲ ମାସ ୧୯ ତାରିଖରୁ ଦେଶରେ ସାତଟି ପର୍ଯ୍ୟାୟରେ ମତଦାନ ହେବା ନେଇ ନିର୍ବାଚନ ଆୟୋଗ ତାରିଖ ଘୋଷଣା କରିଛନ୍ତି । ତେବେ ଆଗକୁ ସିୟୁଇଟି ୟୁଜି ୨-୨୪ ପରୀକ୍ଷା ହେବାକୁ…

OSSC ପକ୍ଷରୁ ସୂଚନା ଜାରି: ସିଜିଏଲଆରଇ-୨୦୨୪ ଗ୍ରୁପ-ବି ଓ ଗ୍ରୁପ-ସି ଷ୍ଟେଟ କ୍ୟାଡର ପଦ ସଂଖ୍ୟା ବୃଦ୍ଧି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସମସ୍ତ ଗ୍ରାଜୁଏଟ ଶିକ୍ଷାଗତ ଯୋଗ୍ୟତାଧାରୀଙ୍କ ପାଇଁ ଗତ ୧୫ ତାରିଖରେ ଓଡ଼ିଶା କର୍ମଚାରୀ ଚୟନ ଆୟୋଗ (ଓଏସଏସସି) ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରାଯାଇଥିଲା । ୫୮୬ ଜଣ ପ୍ରାର୍ଥୀଙ୍କୁ ରାଜ୍ୟ…

ପ୍ରଥମଥର ପାଇଁ ମାଟ୍ରିକ ପରୀକ୍ଷାର୍ଥୀଙ୍କୁ ମିଳିବ ଡିଜିଟାଲ ସାର୍ଟିଫିକେଟ, ସୂଚନା ଦେଲେ ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇ

ଭୁବନେଶ୍ୱର: ଚଳିତ ବର୍ଷ ମାଟ୍ରିକ ପରୀକ୍ଷାର୍ଥୀଙ୍କୁ ମିଳିବ ଡିଜିଟାଲ ସାର୍ଟିଫିକେଟ । ପରୀକ୍ଷାର୍ଥୀମାନଙ୍କୁ ପ୍ରଥମ ଥର ପାଇଁ ମାଧ୍ୟମିକ ଶିକ୍ଷା ପରିଷଦ ଡିଜିଟାଇଜଡ ସାର୍ଟିଫିକେଟ ପ୍ରଦାନ କରିବ । ତେବେ ପରୀକ୍ଷା…

କେନ୍ଦ୍ର ସରକାରଙ୍କ ESICରେ ଖାଲିପଡିଛି ୧୯୩୦ଟି ନର୍ସିଂ ଅଫିସର ପଦ, ଏପରି କରନ୍ତୁ ଆବେଦନ

କେନ୍ଦ୍ର ସରକାରଙ୍କ ଶ୍ରମ ଓ ରୋଜଗାର ମନ୍ତ୍ରଣାଳୟ ଅଧୀନରେ ଥିବା କର୍ମଚାରୀ ରାଜ୍ୟ ବୀମା ନିଗମ (ESIC)ରେ ଖାଲି ପଡ଼ିଥିବା ୧୯୩୦ଟି ନର୍ସିଂ ଅଫିସର ପଦବୀ ରେ ନିଯୁକ୍ତି ଦେବାକୁ ୟୁପିଏସ୍‌ସି ବିଜ୍ଞପ୍ତି ଜାରି କରିଥିବା…

ଓଡ଼ିଶା ଗୃହ ଓ ସହରୀ ବିକାଶ ବିଭାଗ ଅଧିନରେ ନିଯୁକ୍ତି ପାଇବେ ଫାଇନାନ୍ସ ଓ ଆକାଉଣ୍ଟସ ଅଧିକାରୀ: ଜାରି ହେଲା ବିଜ୍ଞପ୍ତି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟ ସରକାରଙ୍କ ଗୃହ ଓ ସହରୀ ବିକାଶ ବିଭାଗ ଅଧିନରେ ଓଡ଼ିଶା ମ୍ୟୁନିସିପାଲ ଫାଇନାନ୍ସ ସର୍ଭିସ କ୍ୟାଡର (ଗ୍ରୁପ-ଏ)ର ଅର୍ବାନ ଲୋକାଲ ବଡିଜରେ ଫାଇନାନ୍ସ ଓ ଆକାଉଣ୍ଟସ ଅଧିକାରୀଙ୍କୁ…

ରେଡିଓଗ୍ରାଫର ପଦ ସଂଖ୍ୟା ସଂଶୋଧନ: କେଉଁ ଜିଲ୍ଲାରେ କେତେ ପଦ ଖାଲି, OSSSC ପକ୍ଷରୁ ଜାରି ହେଲା ଲିଷ୍ଟ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗତବର୍ଷ ସେପ୍ଟେମ୍ବର ମାସରେ ରେଡିଓଗ୍ରାଫର ପଦ ପୂରଣ ପାଇଁ ଓଡ଼ିଶା ଅଧସ୍ତନ କର୍ମଚାରୀ ଚୟନ ଆୟୋଗ (ଓଏସଏସଏସସି) ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ମୋଟ ୩୭୮ଟି ରେଡିଓଗ୍ରାଫର ପଦ…

DTET ଓଡ଼ିଶା ଅଧିନରେ ନିଯୁକ୍ତି ପାଇବେ ଆସିଷ୍ଟାଣ୍ଟ ଟ୍ରେନିଂ ଅଫିସର: ପ୍ରକାଶ ପାଇଲା ବିଜ୍ଞପ୍ତି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସରକାରୀ ଚାକିରି ଆଶାୟୀଙ୍କ ପାଇଁ ଆସିଛି ଏକ ଖୁସି ଖବର । ଓଡ଼ିଶା ବେଷୟିକ ଶିକ୍ଷା ଓ ତାଲିମ ନିର୍ଦ୍ଦେଶାଳୟ (ଡିଟିଇଟି) ଅଧିନରେ ଆସିଷ୍ଟାଣ୍ଟ ଟ୍ରେନିଂ ଅଫିସର (ଏଟିଓ)ଙ୍କୁ ନିଯୁକ୍ତି…

Air India Layoffs: ୧୮୦ କର୍ମଚାରୀଙ୍କୁ ବାହାର କଲା ଏୟାରଲାଇନ୍ସ, କହିଲା ଏହାର କାରଣ

ନୂଆଦିଲ୍ଲୀ: ଏୟାର ଇଣ୍ଡିଆ ଏୟାରଲାଇନ୍ସ ୧୮୦ କର୍ମଚାରୀଙ୍କୁ ବାହାର କରିଛି । ଏହି କର୍ମଚାରୀମାନେ ବିଭିନ୍ନ ବିଭାଗରେ ନନ୍-ଫ୍ଲାଇଙ୍ଗ୍ ରୋଲରେ କାର୍ଯ୍ୟ କରୁଥିଲେ । ଛଟେଇକୁ ନେଇ କମ୍ପାନୀ ସ୍ପଷ୍ଟ କରିଛି ଯେ, ବାହାର…

ଭାରତୀୟ ଡାକରେ ନିଯୁକ୍ତି ପାଇବାର ସୁବର୍ଣ୍ଣ ସୁଯୋଗ: ମାସିକ ଦରମା ୩୦୦୦୦ ଟଙ୍କା

ନୂଆଦିଲ୍ଲୀ: ଭାରତୀୟ ଡାକ ବା ଇଣ୍ଡିଆ ପୋଷ୍ଟରେ ଚାକିରି ଖୋଜୁଥିବା ଯୁବପିଢ଼ିମାନଙ୍କ ପାଇଁ ଏକ ବଡ଼ ସୁଯୋଗ ଆସିଛି । ଇଣ୍ଡିଆ ପୋଷ୍ଟ ପେମେଣ୍ଟ ବ୍ୟାଙ୍କ (ଆଇପିପିବି) କାର୍ଯ୍ୟନିର୍ବାହୀ ପଦବୀରେ ନିଯୁକ୍ତି ପାଇଁ ପଦବୀ…