fbpx
Browsing Category

ଶିକ୍ଷା

କର୍ମଚାରୀ ଚୟନ ଆୟୋଗରେ ନିଯୁକ୍ତି: ୧୨୦୭ଟି ପଦ ପାଇଁ ବାହାରିଲା ବିଜ୍ଞାପନ

ଚାକିରି ଖୋଜୁଥିବା ଯୁବକ, ଯୁବତୀଙ୍କ ପାଇଁ ଆସିଛି ଏକ ବଡ଼ ଖବର । ଷ୍ଟେନୋଗ୍ରାଫର ଗ୍ରୁପ-ସି ଓ ଗ୍ରୁପ-ଡି ପଦ ପାଇଁ ଏହି ବିଜ୍ଞାପନ ବାହାରିଛି । ଯୁକ୍ତଦୁଇ ପାସ କରିଥିବା ପ୍ରାର୍ଥୀମାନେ ଏଥିରେ ଆବେଦନ କରିପାରିବେ । ମୋଟ…

ଅଗ୍ନିବୀର ବାୟୁସୈନିକ ପାଇଁ ଆବେଦନ କରିବାକୁ ଚାହୁଁଛନ୍ତି କି ? ଚଳିତମାସ ୧୭ ତାରିଖ ପର୍ଯ୍ୟନ୍ତ ଚାଲିବ ଅନ୍‍ଲାଇନ୍‍ ପଂଜୀକରଣ

ନୂଆଦିଲ୍ଲୀ: ଭାରତୀୟ ବାୟୁସେନାରେ ଅଗ୍ନିବୀର ବାୟୁସୈନିକମାନଙ୍କ ନିଯୁକ୍ତି ଲାଗି ଅନଲାଇନ୍‍ ନାମ ପଂଜୀକରଣ ଗତମାସ ୨୭ ତାରିଖରୁ ଆରମ୍ଭ ହୋଇଛି । ଚଳିତମାସ ୧୭ ତାରିଖ ପର୍ଯ୍ୟନ୍ତ ଅନ୍‍ଲାଇନ୍‍ ପଂଜୀକରଣ ଚାଲିବ । ଉଭୟ…

Indian Post Recruitment: ୩୦ ହଜାର ଖାଲି ପଦ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି, ଦଶମ ପାସଙ୍କ ପାଇଁ ବଡ଼ ସୁଯୋଗ

ସମସ୍ତ ଚାକିରି ଆଶାୟୀଙ୍କ ପାଇଁ ଆସିଛି ଏକ ଖୁସି ଖବର । ଇଣ୍ଡିଆନ ପୋଷ୍ଟାଲ ସର୍କଲ ପକ୍ଷରୁ ୩୦ ହଜାରରୁ ଅଧିକ ପଦ ପାଇଁ ବିଜ୍ଞାପନ ବାହାରିଛି । ପ୍ରାର୍ଥୀଙ୍କୁ ଗ୍ରାମୀଣ ଡାକ ସେବକ (ଜିଡିଏସ) - ବ୍ରାଞ୍ଚ ପୋଷ୍ଟ ମାଷ୍ଟର…

ବିଦେଶୀ ଛାତ୍ରଛାତ୍ରୀମାନଙ୍କ ପାଇଁ ‘ଷ୍ଟଡି ଇନ୍‍ ଇଣ୍ଡିଆ ପୋର୍ଟାଲ’ର ଶୁଭାରମ୍ଭ କଲେ ସରକାର 

ନୂଆଦିଲ୍ଲୀ: ଭାରତରେ ପଢ଼ିବା ପାଇଁ ଇଚ୍ଛା କରୁଥିବା ବିଦେଶୀ ଛାତ୍ରଛାତ୍ରୀମାନଙ୍କ ଉଦ୍ଦେଶ୍ୟରେ କେନ୍ଦ୍ର ସରକାର ‘ଷ୍ଟଡି ଇନ୍‍ ଇଣ୍ଡିଆ’ ପୋର୍ଟାଲର ଶୁଭାରମ୍ଭ କରିଛନ୍ତି । କେନ୍ଦ୍ର ଶିକ୍ଷା, ଦକ୍ଷତାବିକାଶ ଓ ଉଦ୍ୟମିତା…

ଏକଲବ୍ୟ ମଡେଲ ସ୍କୁଲରେ ଖାଲିପଡିଛି ୪୦୬୨ ପଦବୀ, ବଢିଲା ଆବେଦନ ତାରିଖ

ଭୁବନେଶ୍ୱର : ଏକଲବ୍ୟ ମଡେଲ ସ୍କୁଲରେ ଖାଲି ପଡିଥିବା ପଦବୀ ପାଇଁ ବିଜ୍ଞପ୍ତି ଜାରି କରାଯାଇଛି । ୪୦୬୨ଟି ପଦବୀ ପାଇଁ ଆବେଦନ ତାରିଖ ଜୁଲାଇ ୩୧ ପର୍ଯ୍ୟନ୍ତ ରହିଥିଲା, କିନ୍ତୁ ବର୍ତ୍ତମାନ ଆବେଦନ ତାରିଖ ବଢିବ ଅଗଷ୍ଟ…

ଭଦ୍ରକରେ ବି ସବୁ ସ୍କୁଲ ଛୁଟି ଘୋଷଣା: ପ୍ରବଳ ବର୍ଷା ସହ ବନ୍ୟା ଆଶଙ୍କାରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ

ଭଦ୍ରକ: ରାଜ୍ୟରେ ଲଗାଣ ବର୍ଷା ଯୋଗୁଁ ବିଭିନ୍ନ ଜିଲ୍ଲାରେ ପିଲାମାନଙ୍କ ସୁରକ୍ଷା ପାଇଁ ସ୍କୁଲ ଛୁଟି ଘୋଷଣା କରାଯାଇଛି । ଏହି ତାଲିକାରେ ବର୍ତ୍ତମାନ ସାମିଲ ହୋଇଛି ଭଦ୍ରକ ଜିଲ୍ଲା । ଏବେ ଭଦ୍ରକ ଜିଲ୍ଲାରେ ମଧ୍ୟ ସ୍କୁଲ…

ଅଗଷ୍ଟ ୩ ତାରିଖରେ ସରକାରୀ ଓ ବେସରକାରୀ ସ୍କୁଲ ଛୁଟି ଘୋଷଣା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ଏବେ ଲଗାଣ ବର୍ଷା ଜାରି ରହିଛି । ବର୍ଷା କାରଣରୁ ଜନସାଧାରଣ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତେଣୁ ପରିସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏକ ବଡ଼…

OPSCର ନୂଆ ଅଧ୍ୟକ୍ଷ ଭାବେ ନିଯୁକ୍ତି ପାଇଲେ ସନତ କୁମାର ମହାନ୍ତି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶା ଲୋକ ସେବା ଆୟୋଗ (ଓପିଏସସି)ର ନୂଆ ଅଧ୍ୟକ୍ଷଙ୍କୁ ନିଯୁକ୍ତି ଦିଆଯାଇଛି । ସନତ କୁମାର ମହାନ୍ତିଙ୍କୁ ଓପିଏସସିର ନୂଆ ଅଧ୍ୟକ୍ଷ ଭାବେ ନିଯୁକ୍ତି ଦିଆଯାଇଛି । ସତ୍ୟଜିତ ମହାନ୍ତିଙ୍କ…

ପାର୍ବଣ ଋତୁ ଆଣୁଛି ଖୁସିର ଉପହାର: E-Commerce ସେକ୍ଟରରେ ୭ ଲକ୍ଷ ଲୋକଙ୍କୁ ମିଳିବ ଚାକିରି !

ନୂଆଦିଲ୍ଲୀ: ପାର୍ବଣ ଋତୁ ପାଖେଇ ଆସୁଛି । ଏହା ସହିତ ଭାରତୀୟ ଇ-କମର୍ସ କମ୍ପାନୀଗୁଡିକ ପାର୍ବଣ ଋତୁରେ ଗ୍ରାହକଙ୍କ ସପିଂ ଚାହିଦା ପୂରଣ କରିବାକୁ ପ୍ରସ୍ତୁତ ହେଉଛନ୍ତି । ଏହା ଫଳରେ ନୂଆ ଚାକିରି ସୃଷ୍ଟି କରିବ । ସପିଂ…

Big Breaking; ସାରା ଦେଶରେ ବ୍ୟାପିଛି ନକଲି ବିଶ୍ୱବିଦ୍ୟାଳୟର ରାଜୁତି: ଓଡ଼ିଶାରେ କେତୋଟି?

ନୂଆଦିଲ୍ଲୀ: ସାରା ଦେଶରେ ବର୍ତ୍ତମାନ ନକଲି ଜିନିଷର ମାମଲା ବଢିବାରେ ଲାଗିଛି । ନକଲି ଔଷଧରୁ ଆରମ୍ଭ କରି ନକଲି ଖାଦ୍ୟ ବିକ୍ରି କରି ଟଙ୍କା ରୋଜଗାର କରିବା ଯେମିତି ଏକ ଟ୍ରେଣ୍ଡ ପାଲଟିଗଲାଣି । ଏବେ ଏହି ନକଲି…