fbpx
Browsing Category

City News

୨୦୨୪ ସାଧାରଣ ନିର୍ବାଚନ ହାତେଇବା ପାଇଁ ବିଜେପିର ରଣନୀତି, ପ୍ରଭାରୀ କରିବେ ସମୀକ୍ଷା

ଭୁବନେଶ୍ୱର:ଧାମନଗର ଉପ ନିର୍ବାଚନ ଆସନ ହାତେଇବା ପରେ ବିଜେପି ଭାବୁଥିଲା ଯେ ପଦ୍ମପୁରରେ ମଧ୍ୟ ତାଙ୍କୁ ସଫଳତା ମିଳିବ । କିନ୍ତୁ ପଦ୍ମପୁରରେ ହେଭି ଟକ୍କର ହେବା ପରେ ମଧ୍ୟ ଦଳ ସେଠାରେ ବିଜୟ ହୋଇପାରିଲା ନାହିଁ ।…

ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ଖଣ୍ଡାରେ ମରଣାନ୍ତକ ଆକ୍ରମଣ

ଭୁବନେଶ୍ୱର: ଜମି ବିବାଦକୁ ନେଇ ଯୁବକଙ୍କୁ ଖଣ୍ଡାରେ ମରଣାନ୍ତକ ଆକ୍ରମଣ ହୋଇଛି । ଭୁବନେଶ୍ୱର ରସୁଲଗଡ଼ ଛକ ଠାରେ ଜଣେ ଯୁବକଙ୍କୁ ଏହି ଆକ୍ରମଣ ହୋଇଥିବା ଖବର ସାମ୍ନାକୁ ଆସିଛି । ଯୁବକଙ୍କୁ ମଝି ରାସ୍ତାରେ ଗୋଡ଼ାଇ ଗୋଡ଼ାଇ…

ଅସମ୍ପୂର୍ଣ୍ଣ ପ୍ରକଳ୍ପ କେବେ ହେବ ପୂରା? ମୁକ୍ତିଙ୍କ ପ୍ରୟାସରେ କାର୍ଯ୍ୟକ୍ଷମ ହେବକି କି ସ୍ମାର୍ଟ ସିଟିର ଏହି ଅଧାଗଡା କାର୍ଯ୍ୟ

ଭୁବନେଶ୍ୱର :କୁହାଯାଏ ଗୋଟେ ଦେଶର,ହେଉ ଅବା ଗୋଟେ ରାଜ୍ୟର,ଗୋଟେ ଜିଲ୍ଲାର ହେଉ ଅବା ଗୋଟେ ପଲ୍ଲୀ ଏହାକୁ ପ୍ରଗତି ପଥରେ ବଢ଼ିବାରେ ମୁଖ୍ୟ ଭୂମିକା ଲିଭେଇ ଥାଏ ଜଣେ ଯୁବ। ଜଣେ ଯୁବ ବିଭିନ୍ନ ସମସ୍ୟା କୁ ଭିନ୍ନ ନଜରରେ…

ରାଉଣ୍ଡ ୧୦ ଫଳାଫଳ: ବିଜୟ ଆଡକୁ ବଢ଼ି ଚାଲିଛନ୍ତି ବର୍ଷା, ବିଜେପି ନିରାଶ

ଭୁବନେଶ୍ୱର: ପଦ୍ମପୁରରେ ଏବେ ବିଜେଡି ଆଉ ବିଜେପି ମଧ୍ୟରେ କଡା ଟକ୍କର ଚାଲିଥିବା ବେଳେ ଏବେ ସୁଦ୍ଧା ବର୍ଷା ବରିହା ପ୍ରଦୀପଙ୍କୁ ପଛରେ ପକାଇ ଆଗରେ ରହିଛନ୍ତି । ଆଜି ଉପନିର୍ବାଚନ ଫଳାଫଳ ଆସିବାକୁ ଥିବା ବେଳେ ଏବେ…

ସାଧାରଣ ଲୋକଙ୍କ ସମସ୍ୟା:ଆରମ୍ଭ ହେଲା ଓଭରବ୍ରିଜ କାର୍ଯ୍ୟ ହେଲେ ସରିବ କେବେ ?

ଭୁବନେଶ୍ୱର: କଥା ରହିଛି ଚେଇଁ ଶୋଇଥିବ ଯିଏ, ତାକୁ ଜଗାଇବ କିଏ? ରାଜଧାନୀରେ ରାସ୍ତା ସମସ୍ୟା ସାଧାରଣ କଥା । ଏହା ପ୍ରଶାସନକୁ ମଧ୍ୟ ଅଛପା ନୁହେଁ । ଏହାକୁ ନେଇ ବାରମ୍ବାର ଲୋକେ ହନ୍ତସନ୍ତ ହେଉଥିଲେ ମଧ୍ୟ ସମସ୍ୟାର…

ଓଲଟିଲା ଗ୍ୟାସ ଟ୍ୟାଙ୍କର, ଧୂଆରେ ଆଚ୍ଛାଦିତ ଚର୍ତୁପାଶ୍ୱ

କଳାହାଣ୍ଡି: ଓଲଟିଲା ଗ୍ୟାସ ଟ୍ୟାଙ୍କର । କଳାହାଣ୍ଡିର କର୍ଲାପଡାଏନଏଚ-୧୬ ଠାରେ ଓଲଟିଲା ଗ୍ୟାସ ଟ୍ୟାଙ୍କର । ଟ୍ୟାଙ୍କରରୁ ବହୁ ପରିମାଣର ଗ୍ୟାସ ନିର୍ଗତ ହେଉଥିବାର ଦେଖିବାକୁ ମିଳିଛି ।ବର୍ତ୍ତମାନ ଘଟଣାସ୍ଥଳରେ…

ପ୍ରଚାର ମୈଦାନରେ ଆଜି ସୁପ୍ରିମୋଙ୍କ ଏଣ୍ଟ୍ରି: ପଦ୍ମପୁର ଦେଖିବ ଆଜି ଗ୍ରାଣ୍ଡମାଷ୍ଟରଙ୍କ ଗ୍ରାଣ୍ଡ ସୋ

ଭୁବନେଶ୍ୱର: ପ୍ରଚାର ମୈଦାନରେ ଆଜି ହେବ ନବୀନଙ୍କ ଏଣ୍ଟ୍ରି । ବିଜେପି ଆଉ କଂଗ୍ରେସକୁ ମାତ ଦେବା ପାଇଁ ଆଜି ସୁପ୍ରିମୋ କରିବେ ନିର୍ବାଚନ ପ୍ରଚାର । ପାଇକମାଳ, ଝାରବନ୍ଧ ଆଉ ପଦ୍ମପୁରରେ ଆଜି ହେବ ଶାସକ ଦଳର ଗ୍ରାଣ୍ଡ ସୋ…

ପୋଲିସକୁ ପିଟି ଛଡ଼ାଇନେଲେ ବନ୍ଧୁକ: ଅଭିଯୁକ୍ତକୁ ଧରିବା ବେଳେ ପୋଲିସକୁ ହେଲା ମାଡ଼

ଆଠଗଡ଼: ପୋଲିସକୁ ପିଟି ବନ୍ଧୁକ ଛଡ଼ାଇ ନେଇଥିବା ଖବର ସାମ୍ନାକୁ ଆସିଛି । ଅଭିଯୁକ୍ତକୁ ଧରିବା ବେଳେ ପୋଲିସକୁ ହୋଇଛି ମାଡ଼ । ତେବେ ଏପରି ଏକ ଅଭାବନୀୟ ଘଟଣା ଆଠଗଡ଼ ତିଗିରିଆ ଥାନା ନୂଆପାଟଣା ବଜାର ନିକଟରେ ଘଟିଯାଇଛି ।…

IT-GST ରେଡ୍ ମଧ୍ୟରେ ଆଜିଠୁ ପଦ୍ମପୁରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ମାରାଥନ ନିର୍ବାଚନୀ ପ୍ରଚାର, ବିଜେପି ମହଲରେ ଉତ୍ସାହ

-ପଦ୍ମପୁର ପ୍ରଚାରରେ କେନ୍ଦ୍ର ତଡକା -ଗୋଟେ ପରେ ଗୋଟେ କେନ୍ଦ୍ରମନ୍ତ୍ରୀଙ୍କ ମାରାଥନ ପ୍ରଚାର -ରାଜନୈତିକ ଅଙ୍କ କଷଣ ସହ ସରକାର ଉପରେ ହେଉଛି ବର୍ଷଣ ଭୁବନେଶ୍ଵର: ପଦ୍ମପୁର ଉପ ନିର୍ବାଚନକୁ ନେଇ ନିର୍ବାଚନୀ ପ୍ରଚାର…

ଧାମନଗରବାସୀଙ୍କ ବିକାଶ ପ୍ରସଙ୍ଗ ଗୃହରେ ଉଠାନ୍ତୁ, ଆଶା ପୂରଣ କରନ୍ତୁ: ବିଧାୟକ ସୂର୍ଯ୍ୟଙ୍କୁ ଖୋଲା ଚିଠି

ଭୁବନେଶ୍ୱର: ବାପାଙ୍କ ପରେ ଏବେ ପୁଅଙ୍କ ସ୍ଵରରେ ଗୁଞ୍ଜି ଉଠିବ ବିଧାନସଭାର ଗୃହ। ନିଜ  ନିର୍ବାଚନ କ୍ଷେତ୍ରର ବିକାଶ ପାଇଁ ଶାଣିତ ସ୍ଵରରେ ନିଜର ଦାବି ଉଠାଇବେ। ବାପାଙ୍କ ପରି ନିଜ ଅଞ୍ଚଳର ସମସ୍ୟାର ସମାଧାନ ପାଇଁ…