fbpx
Browsing Category

କରୋନା

ଆଜି ରାଜ୍ୟରୁ ଚିହ୍ନଟ ହେଲେ ୧୯୯୩ ପଜିଟିଭ୍, ଜାଣନ୍ତୁ କେଉଁଠୁ କେତେ

ଭୁବନେଶ୍ୱର, (ଓଡିଶା ଭାସ୍କର): ରାଜ୍ୟରେ ଦୈନିକ ସଂକ୍ରମଣ ୧୨ ହଜାରରୁ ହ୍ରାସ ପାଇ ୩ ହଜାରରେ ପହଞ୍ଚିବା ପରେ ଆଶା କରାଯାଉଥିଲା ଖୁବଶୀଘ୍ର ଏହି ସଂଖ୍ୟା ନିମ୍ନସ୍ତରରେ ପହଞ୍ଚିବ । ମାତ୍ର ରାଜ୍ୟରେ କରୋନା କଟକଣା ଲାଗୁ…

ଇସ୍କନ୍‌ରେ ଅସ୍ଥାୟୀ ରଥରେ ପୂଜା ପାଇବେ ତିନି ଠାକୁର, କରୋନା କଟକଣା ନିୟମ ଅନୁଯାୟୀ ପାଳନ ହେବ ନୀତିକାନ୍ତି

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ମହାମାରୀ କରୋନା ସଂକମ୍ରଣ ଆଜି ସବୁ କ୍ଷେତ୍ରରେ ତାର ପ୍ରଭାବ ବିସ୍ତାର କରିଚାଲିଛି । ଗତ ଦୁଇବର୍ଷ ହେବ ଓଡ଼ିଶାର କଳା ସଂସ୍କୃତିକୁ ମଧ୍ୟ ରାଜ୍ୟବାସୀଙ୍କ ନିକଟରୁ ଛଡାଇ ନେଇଛି । ଗତବର୍ଷ…

ରାଜ୍ୟରେ ଟିକା ଅଭାବ, ଆଜି ୨୪ ଜିଲ୍ଲାରେ ବନ୍ଦ ରହିବ ଟିକାକରଣ

ଭୁବନେଶ୍ୱର,(ଓଡ଼ିଶା ଭାସ୍କର): ରାଜ୍ୟରେ ଟିକା ଅଭାବ ଯୋଗୁ  ଆଜି ୨୪ ଜିଲ୍ଲାରେ ଟିକାକରଣ ବନ୍ଦ ରହିବ । ଅନୁଗୁଳ, ବଲାଙ୍ଗୀର, ବାଲେଶ୍ୱର, ବରଗଡ଼, ଭଦ୍ରକ, ବୌଦ୍ଧ, ଦେବଗଡ଼, ଢେଙ୍କାନାଳ, ଗଜପତି, ଜଗତସିଂହପୁର, ଯାଜପୁର,…

୨୪ ଜିଲ୍ଲାରେ ବନ୍ଦ ରହିବ ଟିକାକରଣ; ଜାଣନ୍ତୁ କାହିଁକି

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ଆସନ୍ତା କାଲି ରାଜ୍ୟର ୨୪ଟି ଜିଲ୍ଲାରେ ବନ୍ଦ ରହିବ ଟିକକରଣ । ଟିକା ଅଭାବରୁ ରାଜ୍ୟରେ ଟିକାକରଣ ଗଭୀର ଭାବରେ ପ୍ରଭାବିତ ହୋଇଛି । ସୋମବାର ରାଜ୍ୟର ୨୪ଟି ଜିଲ୍ଲାରେ ଟିକାକରଣ ବନ୍ଦ…

ଏକାସାଥୀରେ ଆଲ୍ଫା ଓ ବୀଟା ଭାରିଆଣ୍ଟରେ ସଂକ୍ରମିତ ହେଲେ ମହିଳା; ତା ପରେ କଣ ହେଲା ଜାଣନ୍ତୁ

ନୂଆଦିଲ୍ଲୀ: ଏକାସାଥୀରେ କରୋନାର ଦୁଇ ଦୁଇଟି ଭାରିଆଣ୍ଟରେ ସଂକ୍ରମିତ ହୋଇଥିଲେ ବେଲଜିୟମର ଜଣେ ୯୦ ବର୍ଷୀୟ ମହିଳା । ଦୁଇଟି ଯାକ ଭାରିଆଣ୍ଟରେ ସଂକ୍ରମିତ ହେବା ପରେ ମହିଳା ଜଣଙ୍କ ପ୍ରାଣ ହରାଇଛନ୍ତି । ଶନିବାର ପ୍ରକାଶ…

ୟୁରୋ କପର ଜନସମୁଦ୍ର ପାଇଁ ଇଂଲଣ୍ଡରେ ଆସିବ କରୋନାର ତୃତୀୟ ଲହର, ବିଶେଷଜ୍ଞଙ୍କ ଚେତାବନୀ

ନୂଆଦିଲ୍ଲୀ: କରୋନାର ଦ୍ୱିତୀୟ ଲହର କ୍ରମଶଃ ହ୍ରାସ ପାଇବା ପରେ ୟୁରୋପରେ ୟୁରୋ କପ୍-୨୦୨୦ ଅନୁଷ୍ଠିତ ହୋଇଥିଲା । ତେବେ ବର୍ତ୍ତମାନ ପରିସ୍ଥିତି ଏପରି ହୋଇଛି ଯେ, ୟୁରୋ କପ୍ କରୋନାର ତୃତୀୟ ଲହରକୁ ଡାକି ଆଣିବ । ଇଂଲଣ୍ଡ…

କୁକୁଡ଼ା ଝୋଳ ଓ ଅଣ୍ଡା ବଢାଉଛି ଇମ୍ୟୁନିଟି, କରୋନା କାଳରେ ଖୁବ୍ ଲାଭଦାୟକ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମହାମାରୀ କରୋନା କାଳରେ ଲୋକେ କିଭଳି ନିଜର ରୋଗ ପ୍ରତିରୋଧକ ଶକ୍ତି ବଢାଇବେ; ଏନେଇ ଅନେକ ଡାକ୍ତର ଓ ବୈଜ୍ଞାନିକ ମତ ଦେଇସାରିଲେଣି। ତେବେ ନିକଟରେ ଭୁବନେଶ୍ୱର AIIMS ପକ୍ଷରୁ ପଖାଳର ଗୁଣ…

ଆଜି ଦେଶରେ ୪୧ ହଜାର କରୋନା ପଜିଟିଭ୍, ୮୯୫ ମୃତ

ନୂଆଦିଲ୍ଲୀ : ଦେଶରେ ଗତ କିଛିଦିନ ଧରି କରୋନା ସଂକ୍ରମଣ ଓ ମୃତ୍ୟୁସଂଖ୍ୟା ହ୍ରାସବୃଦ୍ଧି ଘଟିଥିବା ବେଳେ ଆଜି ସାମାନ୍ୟ ହ୍ରାସ ପାଇଛି । ବିଭିନ୍ନ ରାଜ୍ୟରେ ଲାଗୁ କରାଯାଇଥିବା କଟକଣାର ଫଳସ୍ୱରୂପ ଦେଶରେ ଧିରେଧିରେ…

ଆଜି ରାଜ୍ୟରେ ୬୫ ଜଣଙ୍କର କରୋନାରେ ମୃତ୍ୟୁ

ଭୁବନେଶ୍ୱର, (ଓଡିଶା ଭାସ୍କର): ଆଜି ରାଜ୍ୟରେ କରୋନା ମୃତ୍ୟୁ ରେକର୍ଡ ପାର କରିଛି । ଗତ ଛଅଦିନ ହେଲା କରୋନାରେ ୫୦ରୁ ଅଧିକ ଲୋକ ମୃତ୍ୟୁବରଣ କରୁଥିବା ଦେଖାଯାଉଛି । କରୋନା ରାଜ୍ୟକୁ ସମ୍ପୂର୍ଣ୍ଣ ଭାବେ କବଳିତ…

ଆଜି ରାଜ୍ୟରୁ ଚିହ୍ନଟ ହେଲେ ୨୨୮୨ ପଜିଟିଭ୍, ଜାଣନ୍ତୁ କେଉଁଠୁ କେତେ

ଭୁବନେଶ୍ୱର, (ଓଡିଶା ଭାସ୍କର): ରାଜ୍ୟରେ ଦୈନିକ ସଂକ୍ରମଣ ୧୨ ହଜାରରୁ ହ୍ରାସ ପାଇ ୩ ହଜାରରେ ପହଞ୍ଚିବା ପରେ ଆଶା କରାଯାଉଥିଲା ଖୁବଶୀଘ୍ର ଏହି ସଂଖ୍ୟା ନିମ୍ନସ୍ତରରେ ପହଞ୍ଚିବ । ମାତ୍ର ରାଜ୍ୟରେ କରୋନା କଟକଣା ଲାଗୁ…