fbpx
Browsing Category

କରୋନା

ରାଜ୍ୟରେ ଉପର ତଳ ହେଉଛି କରୋନା, ଆଜି ୨୬୦୨ ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର, (ଓଡିଶା ଭାସ୍କର): ରାଜ୍ୟରେ ଦୈନିକ ସଂକ୍ରମଣ ୧୨ ହଜାରରୁ ହ୍ରାସ ପାଇ ୩ ହଜାରରେ ପହଞ୍ଚିବା ପରେ ଆଶା କରାଯାଉଥିଲା ଖୁବଶୀଘ୍ର ଏହି ସଂଖ୍ୟା ନିମ୍ନସ୍ତରରେ ପହଞ୍ଚିବ । ମାତ୍ର ରାଜ୍ୟରେ କରୋନା କଟକଣା ଲାଗୁ…

ଓଡ଼ିଶାରେ ମୃତ୍ୟୁର ତାଣ୍ଡବ ରଚିଲା କରୋନା, ଆଜି ୫୯ ଜଣଙ୍କ ମୁଣ୍ଡ ଗଡ଼ିଲା

ଭୁବନେଶ୍ୱର, (ଓଡିଶା ଭାସ୍କର):  ଗତ ଦୁଇଦିନ ଧରି ରାଜ୍ୟରେ କରୋନା ମୃତ୍ୟୁ ୫୦ ଉପରେ ରହୁଥିବା ବେଳେ ଆଜି ସୀମା ଟପିଛି । କରୋନା ରାଜ୍ୟକୁ ସମ୍ପୂର୍ଣ୍ଣ ଭାବେ କବଳିତ କରିସାରିଛି, ଏହା ଆଜିର ମୃତ୍ୟୁ ସଂଖ୍ୟାରୁ…

ରାଜ୍ୟ ସରକାର ଦାଖଲ କରିବେ କୋଭିଡ୍ ମୃତ୍ୟୁର ପ୍ରକୃତ ତଥ୍ୟ, ନିର୍ଦ୍ଦେଶ ଦେଲେ ହାଇକୋର୍ଟ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ କୋଭିଡ୍ ମୃତ୍ୟୁକୁ ନେଇ ବହୁ କଳ୍ପନାଜଳ୍ପନା ପ୍ରକାଶ ପାଇଥିଲା । ସରକାରୀ ତଥ୍ୟ, ଶ୍ମଶାନ ମୃତ୍ୟୁ ସଂଖ୍ୟା, ମୃତ୍ୟୁ ସାର୍ଟିଫିକେଟକୁ ତର୍ଜମା କଲେ କରୋନା ମୃତ୍ୟୁ ସଂଖ୍ୟାରେ…

ଦେଶରେ ହ୍ରାସ ପାଇବାରେ ଲାଗିଛି କରୋନା ସଂକ୍ରମଣ, ଆଜି ୫୫୩ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ : ଦେଶରେ କ୍ରମଶଃ କରୋନାର ପ୍ରଭାବ ହ୍ରାସ ପାଇବାରେ ଲାଗିଛି । ବିଭିନ୍ନ ରାଜ୍ୟରେ ଲାଗୁ କରାଯାଇଥିବା କଟକଣାର ଫଳସ୍ୱରୂପ ଦେଶରେ ଧିରେଧିରେ କରୋନା ନିମ୍ନମୁଖୀ ହେବାରେ ଲାଗିଛି । ୨୪ ଘଣ୍ଟା ମଧ୍ୟରେ ଦେଶରେ…

ବ୍ରାଜିଲ୍ ଓ ଭାରତ ବାୟୋଟେକ୍ ମଧ୍ୟରେ ଟିକା ଚୁକ୍ତିକୁ ନେଇ ଘନେଇଲା ବିବାଦ

ନୂଆଦିଲ୍ଲୀ: କୋଭାକ୍ସିନ୍ ଟିକା ଚୁକ୍ତିକୁ ନେଇ ଭାରତ ବାୟୋଟେକ୍ ଓ ବ୍ରାଜିଲ୍ ମଧ୍ୟରେ ବିବାଦ ବଢ଼ିଛି । ବ୍ରାଜିଲ ରାଷ୍ଟ୍ରପତି ଜାୟର ବୋଲସନାରୋଙ୍କ ବିରୋଧରେ ଟିକା ଦୁର୍ନୀତି ଅଭିଯୋଗ ଆସିବା ପରେ ସେ ଦେଶର…

ରାଜ୍ୟରେ କରୋନାକୁ ନେଇ ବଢ଼ୁଛି ଦ୍ୱନ୍ଦ୍ୱ, ଆଜି ୨୪୮୭ ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର, (ଓଡିଶା ଭାସ୍କର): ରାଜ୍ୟରେ ଦୈନିକ ସଂକ୍ରମଣ ୧୨ ହଜାରରୁ ହ୍ରାସ ପାଇ ୩ ହଜାରରେ ପହଞ୍ଚିବା ପରେ ଆଶା କରାଯାଉଥିଲା ଖୁବଶୀଘ୍ର ଏହି ସଂଖ୍ୟା ନିମ୍ନସ୍ତରରେ ପହଞ୍ଚିବ । ମାତ୍ର ରାଜ୍ୟରେ କରୋନା କଟକଣା ଲାଗୁ…

କରୋନା ମୃତ୍ୟୁ ହାଫ୍ ସେଞ୍ଚୁରୀ ମାରିଲା, ଆଜି ପୁଣି ରାଜ୍ୟରେ ୫୧ ଜଣଙ୍କ ମୃତ୍ୟୁ

ଭୁବନେଶ୍ୱର, (ଓଡିଶା ଭାସ୍କର): ଓଡ଼ିଶାରେ କରୋନା ମୃତ୍ୟୁସଂଖ୍ୟା ଆଜି ପୁଣି ହାଫ୍ ସେଞ୍ଚୁରୀ ମାରିଛି । କରୋନା ରାଜ୍ୟକୁ ସମ୍ପୂର୍ଣ୍ଣ ଭାବେ କବଳିତ କରିସାରିଛି, ଏହା ଆଜିର ମୃତ୍ୟୁ ସଂଖ୍ୟାରୁ ପ୍ରମାଣିତ ହୋଇଛି ।…

ବିଶ୍ୱରେ କରୋନା ମୃତ୍ୟୁସଂଖ୍ୟା ୪୦ ଲକ୍ଷ ଟପିଲା

ନୂଆଦିଲ୍ଲୀ: ସମଗ୍ର ବିଶ୍ୱରେ କରୋନାର ପ୍ରଭାବ କ୍ରମଶଃ ବଢ଼ିବାରେ ଲାଗିଛି । ବିଶ୍ୱରେ କରୋନା ମୃତ୍ୟୁ ସଂଖ୍ୟା ୪୦ ଲକ୍ଷ ୫୨୦ରେ ପହଞ୍ଚିଛି । ତେବେ ବିଶ୍ୱରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୮ କୋଟି ୪୯ ଲକ୍ଷ ୨୩ ହଜାର…

ରାଜ୍ୟରେ ୧୨୯ ବ୍ଲାକ୍‌ ଫଙ୍ଗସ୍‌ ରୋଗୀ ଚିହ୍ନଟ, ୧୮ଜଣଙ୍କ ଗଲାଣି ଜୀବନ

ଭୁବନେଶ୍ୱର,(ଓଡ଼ିଶା ଭାସ୍କର): ରାଜ୍ୟରେ ୧୨୯ ଜଣ ବ୍ଲାକ ଫଙ୍ଗସ୍‌ ରୋଗୀ ଚିହ୍ନଟ ହୋଇଛନ୍ତି ଓ ୧୮ ଜଣଙ୍କ ଜୀବନ ନେଇଛି ବ୍ଲାକ ଫଙ୍ଗସ୍‌ । ବର୍ତ୍ତମାନ ସୁଦ୍ଧା ୧୨ଜଣ ବ୍ଲାକ ଫଙ୍ଗସରୁ ସୁସ୍ଥ ହୋଇ ଘରକୁ ଫେରିଲେଣି ।…

ଆଇସୋଲେସନରେ ବ୍ରିଟେନର ଯୁବରାଣୀ କେଟ୍; ଜାଣନ୍ତୁ କାହିଁକି

ଲଣ୍ଡନ: ବ୍ରିିଟେନ୍ ରାଜ ପରିବାରର ଡଚେସ୍ ଅଫ୍ କେମ୍ବ୍ରିଜ୍(ଯୁବରାଣୀ) କେଟ୍ ମିଡିଲଟନ୍ ଆଇସୋଲେସନରେ ରହିଛନ୍ତି । ଜଣେ କୋଭିଡ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ନେଇ ଯୁବରାଣୀ ବର୍ତ୍ତମାନ ସେଲ୍ଫ ଆଇସୋଲେସନରେ…