fbpx
Browsing Category

କରୋନା

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ବଡ଼ ଘୋଷଣା: ଗ୍ଲୋବାଲ ମହାମାରୀ ତାଲିକାରୁ ହଟିଲା କରୋନା

ନୂଆଦିଲ୍ଲୀ: ଦୀର୍ଘ ତିନି ବର୍ଷରୁ ଅଧିକ ସମୟ ଧରି କରୋନା ଭାଇରସ୍ ସାରା ବିଶ୍ୱକୁ ତା’ର ମାୟାଜାଲରେ କବଳିତ କରି ରଖିଛି । ଏହା ମଧ୍ୟରେ କରୋନାର ଏକାଧିକ ସବଭାରିଆଣ୍ଟ ସୃଷ୍ଟି ହେବା ସହ ତାହା ଲୋକଙ୍କ ମଧ୍ୟରେ ଆଶଙ୍କା…

Covid-19: ଦେଶର ୨୪ ଘଣ୍ଟା ମଧ୍ୟରେ ୫,୮୭୪ ପଜିଟିଭ, ୨୫ ମୃତ

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୫,୮୭୪ ଟି ନୂଆ କରୋନା ମାମଲା ପଞ୍ଜିକୃତ ହୋଇଛି। ଏଥି ସହିତ, ଗତ ୨୪ ଘଣ୍ଟା ମଧ୍ୟରେ ୮,୧୪୮ ଜଣ ଲୋକ କରୋନାରୁ ଆରୋଗ୍ୟ ଲାଭ କରିଛନ୍ତି। ପୁନରୁଦ୍ଧାରର ମୋଟ ସଂଖ୍ୟା…

ସତର୍କ କଲେ ବୈଜ୍ଞାନିକ: ଓଡ଼ିଶାରୁ ଚିହ୍ନଟ ହେଲା କରୋନାର ଏକ ନୂଆ ସବ୍ ଲିନିଏଜ୍

ନୂଆଦିଲ୍ଲୀ: ସାରା ଦେଶରେ ଏବେ କରୋନା ସଂକ୍ରମଣ ଓ ମୃତ୍ୟୁସଂଖ୍ୟା ବଢ଼ିବାରେ ଲାଗିଛି । ବିଶେଷ କରି ଦିଲ୍ଲୀ ଓ ମହରାଷ୍ଟ୍ରରେ ଦୈନିକ ମୃତ୍ୟୁ ଉପରେ ରୋକ ଲାଗି ପାରୁନି । ତେବେ ଓଡ଼ିଶାରେ ଏବେ କରୋନା ସଂକ୍ରମଣ ବୃଦ୍ଧି…

ମଣିଷ ଶରୀରେ ରକ୍ତ ଜମାଟ ବାନ୍ଧୁଛି ଏହି କୋଭିଡ ଟିକା! ଯାହା ପାଇଁ ଜଣେ ମୃତ ; ଆପଣ ମଧ୍ୟ ନେଇ ନାହଁନ୍ତିତ ଏହି ଟିକାର ଡୋଜ ?

ନୂଆଦିଲ୍ଲୀ: କରୋନା କାୟାରେ ସାରା ବିଶ୍ୱ ରହିଥିବା ବେଳେ ସରକାର ଏହି ରୋଗରୁ ରକ୍ଷା ପାଇବା ପାଇଁ ଟୀକା ନେବାକୁ ପରାମର୍ଶ ଦେଉଛନ୍ତି। ବର୍ତ୍ତମାନ ସମୟରେ ଟୀକା ହେଉଛି ଏକ ମାତ୍ର ବିକଳ୍ପ । କିନ୍ତୁ ଏହି ଟୀକା ପାଇଁ ଯଦି…

ରାଜ୍ୟକୁ ପୁଣି ଫେରିଲା ମାସ୍କ: ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି, ସମସ୍ତ ସ୍ୱାସ୍ଥ୍ୟ ଅନୁଷ୍ଠାନକୁ ସ୍ୱାସ୍ଥ୍ୟ ବିଭାଗର ଚିଠି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଦିନକୁ ଦିନ ଦେଶର ବିଭିନ୍ନ ରାଜ୍ୟରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି । ଏପରି ସ୍ଥିତିରେ ଓଡ଼ିଶାରେ ମଧ୍ୟ ସଂକ୍ରମଣ କମିବାର ନାଁ ଧରୁନାହୁଁ । ତେଣୁ ଏନେଇ ରାଜ୍ୟ ସରକାର ନୂଆ ନିଷ୍ପତ୍ତି…

କରୋନା ପାଇଁ ଅଟକିଲା same sex marriage ଶୁଣାଣି ; ପଜିଟିଭ ଚିହ୍ନଟ ହେଲେ ସୁପ୍ରିମକୋର୍ଟର ୪ ବିଚାରପତି

ନୂଆଦିଲ୍ଲୀ : ଦିଲ୍ଲୀ ସମେତ ସମଗ୍ର ଦେଶରେ କରୋନା ପୁଣି ବଢିବାରେ ଲାଗିଛି । ଏହି ବର୍ଦ୍ଧିତ ମାମଲାରେ ବର୍ତ୍ତମାନ ସୁପ୍ରିମକୋର୍ଟର ପାଞ୍ଚଜଣ ବିଚାରପତି ସାମିଲ ହୋଇଛନ୍ତି। ସମଲିଙ୍ଗୀ ବିବାହ ମାମଲାର ଶୁଣାଣି କରୁଥିବା…

ସାଂଘାତିକ ରୂପ ନେଉଛି କରୋନା: ଦିନକରେ ୨୮ ଜଣଙ୍କ ମୃତ୍ୟୁ, ୧୧ ହଜାରରୁ ଅଧିକ ପଜିଟିଭ

ନୂଆଦିଲ୍ଲୀ: ସାରା ଦେଶରେ କରୋନା ମହାମାରୀ ପୁଣିଥରେ ଆତଙ୍କ ଖେଳାଇବା ଆରମ୍ଭ କରିଛି । ବିଭିନ୍ନ ରାଜ୍ୟରେ ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଇବା ସହ ବଢିବାରେ ଲାଗିଛି ମୃତ୍ୟୁ ସଂଖ୍ୟା । ଏ ନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ…

ଭାରତରେ ୨୦ ପ୍ରତିଶତ ବଢିଲା ନୂଆ ମାମଲା, ୨୪ ଘଣ୍ଟାରେ ୧୨,୫୯୧ କେସ, ସକ୍ରିୟ ରୋଗୀଙ୍କ ସଂଖ୍ୟା ପାର କଲା ୬୫ ହଜାର

ନୂଆଦିଲ୍ଲୀ: ଭାରତରେ କ୍ରମାଗତ ଦୁଇ ଦିନ ଧରି ନୂଆ ମାମଲାରେ ବୃଦ୍ଧି ଘଟୁଛି। ଗୁରୁବାର ଦିନ ପ୍ରାୟ ୨୦ ପ୍ରତିଶତ ବୃଦ୍ଧି ରେକର୍ଡ କରାଯାଇଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ୧୨ ହଜାରରୁ ଅଧିକ…

ରକ୍ଷାମନ୍ତ୍ରୀ ହେଲେ କୋଭିଡ ଚିହ୍ନଟ, ଏହି କାର୍ଯ୍ୟକ୍ରମରେ ଦେଲେନି ଯୋଗ

ନୂଆଦିଲ୍ଲୀ: ରକ୍ଷାମନ୍ତ୍ରୀ ରାଜନାଥ ସିଂହଙ୍କ କରୋନା ସଂକ୍ରମିତ କଥା ସାମ୍ନାକୁ ଆସିଛି । ସେ ନୂଆଦିଲ୍ଲୀରେ ଆୟୋଜିତ ଇଣ୍ଡିଆନ ଏୟାର ଫୋର୍ସ କମାଣ୍ଡରର୍ସ କନଫରେନ୍ସରେ ୨୦ ଏପ୍ରିଲ ଅର୍ଥାତ ଆଜି ଯୋଗ ଦେଇଥାନ୍ତେ ହେଲେ…

ଏହି ତିନୋଟି ରାଜ୍ୟରେ ହଇଚଇ ସୃଷ୍ଟି କରୁଛି କରୋନା, ୨୪ ଘଣ୍ଟାରେ ୧୩ ଜଣ ମୃତ୍ୟୁ, ୩ ହଜାରରୁ ଅଧିକ ଟପିଲା ମାମଲା

ନୂଆଦିଲ୍ଲୀ: କରୋନା ସାରା ଦେଶରେ ବିପଦ ସୃଷ୍ଟି କରିବାରେ ଲାଗିଛନ୍ତି। ବିଶେଷକରି ଏହି ସମୟରେ ତିନୋଟି ରାଜ୍ୟରେ ସର୍ବାଧିକ କରୋନା ସଂକ୍ରମଣ ମାମଲା ବଢ଼ିବାରେ ଲାଗିଛି। ଗତ ୨୪ ଘଣ୍ଟା ମଧ୍ୟରେ ଦିଲ୍ଲୀ, ମହାରାଷ୍ଟ୍ର ଏବଂ…