fbpx
Browsing Category

ଅପରାଧ

ଇମ୍ରାନ ଖାନଙ୍କ ଗିରଫ ଅବୈଧ! ଘଣ୍ଟାକରେ ହାଜର ହେବାକୁ ଆଦେଶ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ପାକିସ୍ତାନର ପୂର୍ବ ଇମ୍ରାନ ଖାନଙ୍କ ଗିରଫ ମାମଲାକୁ ସମ୍ପୂର୍ଣ୍ଣ ଅବୈଧ ବୋଲି ଘୋଷଣା କରିଛନ୍ତି ମାନ୍ୟବର ସୁପ୍ରିମକୋର୍ଟ । ସୁପ୍ରିମକୋର୍ଟ ବର୍ତ୍ତମାନ ପିଯିଆଇ ମୁଖ୍ୟ ଇମ୍ରାନ ଖାନଙ୍କୁ ସପୋର୍ଟ କରୁଥିବାର…

ବାପାଙ୍କ କଥା ବହୁତ ମନେ ପଡିବ, ମୁଁ କାହା ସହ କଥା ହେବି …ଏକଥା ଭାବି ବାପାଙ୍କ ମର ଶରୀରକୁ ୧୮ ମାସ ହେଲା ଫ୍ରିଜରେ ରଖିଥିଲା ପୁଅ

ନୂଆଦିଲ୍ଲୀ: ପ୍ରିୟଜନଙ୍କ ମୃତ୍ୟୁ ପରେ ଜଣେ ବ୍ୟକ୍ତି ବହୁତ ଭାଙ୍ଗି ପଡେ। ଅନେକ ଥର ସେ ଏପରି କିଛି କରନ୍ତି ଯାହା ବିଶ୍ୱାସ କରିବା କଷ୍ଟକର ହେଇପଡ଼େ । ତେବେ ଜଣେ ବ୍ୟକ୍ତି ଏଭଳି କିଛି କରିଛନ୍ତି ଯାହା ଶୁଣିଲେ ଆପଣ…

ସାଇବର ଅପରାଧ: ଗୋଟିଏ ଚଢ଼ାଉରେ ୨୮ ହଜାର ମାମଲା ରୁଜୁ, ୧୦୦ କୋଟିରୁ ଅଧିକ ଠକେଇ

ନୂଆଦିଲ୍ଲୀ: ହରିୟାଣାର ନୁହୁ ଜିଲ୍ଲାରେ ଜମତାର ମଡେଲରେ ସାଇବର ଅପରାଧ ଚାଲିଛି। ନିକଟରେ ଏକ ବଡ ପୋଲିସ ଟିମ ଦ୍ୱାରା ହରିୟାଣାରେ ଚଢ଼ାଉ କରାଯାଇଥିଲା। ଏହି ଆକ୍ରମଣରୁ ୨୮ ହଜାର ମାମଲା ରୁଜୁ ହୋଇଛି। ଏହା ବ୍ୟତୀତ ୧୦୦…

ସେବା କରିବାକୁ ପଡିଲା ବୋଲି ଶାଶୁକୁ ପିଟିପିଟି ମାରିଦେଲା ବୋହୂ, ଜାଣନ୍ତୁ ସଂପୂର୍ଣ୍ଣ ମାମଲା

ନୂଆଦିଲ୍ଲୀ: ଦକ୍ଷିଣ ଦିଲ୍ଲୀର ନେବ ସରାୟ ଅଞ୍ଚଳରେ ଜଣେ ମହିଳା ନିଜ ଶାଶୁକୁ ପିଟିପିଟି ହତ୍ୟା କରିଥିବା କଥା ସାମ୍ନାକୁ ଆସିଛି । ଅଭିଯୁକ୍ତ ବୋହୂ ନିଜ ବୃଦ୍ଧା ଶାଶୁର ସେବା କରିବାରେ ଅସମର୍ଥ ଥିଲା ଏବଂ ତାଙ୍କୁ ସେ…

UK ରୁ ଆସୁଛି ହତ୍ୟା ଧମକ ! ମେଡିକାଲ ଛାତ୍ର ପଠାଉଛି ଇ-ମେଲ, ଲୁକ ଆଉଟ ସର୍କୁଲାର ଜାରି

ମୁମ୍ବାଇ : ବଲିଉଡ ଅଭିନେତା ସଲମନ ଖାନଙ୍କୁ ବାରମ୍ବାର ହତ୍ୟା ଧକମ ମିଳୁଛି । ଥରେ କି ଦୁଇ ଥର ନୁହେଁ ବାରମ୍ବାର ଧକମପୂର୍ଣ୍ଣ ଇମେଲ ଆସୁଛି । ତେବେ କିଏ ଦେଉଛି ଏହି ଧମକ? ଏହାକୁ ପୋଲିସ ଯେତିକି ଚିନ୍ତିତ ତାହାକୁ ନେଇ…

ଭଉଣୀର ଋତୁସ୍ରାବ ଦେଖି, ଶାରୀରିକ ସମ୍ପର୍କ ଉପରେ ସନ୍ଦେହ କଲା ଭାଇ, ପରେ ଘଟିଲା ଏପରି ହତ୍ୟାକାଣ୍ଡ..

ମୁମ୍ବାଇ: ଆମେ ବର୍ତ୍ତମାନ ଏକବିଂଶ ଶତାବ୍ଦୀରେ ବାସ କରୁଛୁ, ତଥାପି ପୁରୁଣା ଆଦର୍ଶ ଏବଂ ଅଜ୍ଞତାରୁ ମୁକ୍ତି ପାଇ ନାହୁଁ। ପ୍ରତିଦିନ ଏହିପରି ଖବର ସାମ୍ନାକୁ ଆସୁଛି ଯାହା ଅଜ୍ଞତା ହେତୁ ହିଁ ଘଟୁଛି। ମୁମ୍ବାଇର ଥାନେରୁ…

ଗିରଫ ହେଲେ ପୂର୍ବତନ ପ୍ରଧାନମନ୍ତ୍ରୀ: ହାଇକୋର୍ଟ ବାହାରୁ ଗିରଫ କଲା ପୋଲିସ

ନୂଆଦିଲ୍ଲୀ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଗିରଫ କରିଛି ପୋଲିସ । ଇସଲାମାବାଦ ହାଇକୋର୍ଟ ବାହାରୁ ପିଟିଆଇର ମୁଖ୍ୟ ଇମ୍ରାନ ଖାନ ଗିରଫ ହୋଇଛନ୍ତି । ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ…

୫ବର୍ଷରେ ୪୦ ହଜାର ମହିଳା ନିଖୋଜ, NCRB ରିପୋର୍ଟରେ ହେଲା ଆଶ୍ଚର୍ଯ୍ୟଜନକ ଖୁଲାସା

ଅହମ୍ମଦାବାଦ: ଗୁଜୁରାଟରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ସରକାରୀ ଆକଳନ ଅନୁଯାୟୀ, ଗତ ପାଞ୍ଚ ବର୍ଷ ମଧ୍ୟରେ ଗୁଜୁରାଟରେ ୪୦,୦୦୦ ରୁ ଅଧିକ ମହିଳା ନିଖୋଜ ହୋଇଯାଇଛନ୍ତି। ଜାତୀୟ କ୍ରାଇମ ରେକର୍ଡ ବ୍ୟୁରୋ…

୫୦ରୁ ଅଧିକ ଝିଅଙ୍କୁ ରେପ କରିଥିବା ଯୁବକ ହେଲେ ଗିରଫ, ମାଟ୍ରିମୋନିଆଲ ସାଇଟରୁ ଖୋଜୁଥିଲେ ଶିକାର

ଜୟପୁର: ରାଜସ୍ଥାନର ସାନଗର ପୋଲିସ ୨୭ ବର୍ଷୀୟ ସୟଦ ଶାହ ଖୱାର ଅଲିଙ୍କୁ ଗିରଫ କରିଛି। ଅଭିଯୁକ୍ତ ସୟଦ ଶାହା ଝିଅମାନଙ୍କୁ ବିବାହ ବନ୍ଧନରେ ଆବଦ୍ଧ କରି ଯୌନ ଶୋଷଣ କରୁଥିଲେ, ପରେ ତାଙ୍କୁ ଛାଡି ପଳାଉଥିଲେ। ରିପୋର୍ଟ…

ସମ୍ବଲପୁରରେ ପୁଣିଥରେ ଗୋଷ୍ଠୀ ସଂଘର୍ଷ: ୫ ଜଣକୁ ଅଟକ ରଖିଲା ପୋଲିସ

ସମ୍ବଲପୁର: ସମ୍ବଲପୁର ହନୁମାନ ଜୟନ୍ତୀରେ ଶୋଭାଯାତ୍ରାରେ ହୋଇଥିବା ଦଙ୍ଗା ଥମିବା ପରେ ପୁଣି ଏକ ଗୋଷ୍ଠୀ ସଂଘର୍ଷ ଏଠାରେ ମୁଣ୍ଡ ଟେକିଛି । ଧନୁପାଲି ଥାନା ଅନ୍ତର୍ଗତ କୁମ୍ଭାରପଡାରେ ଗୋଷ୍ଠୀ ସଂଘର୍ଷ ସହିତ ଘର ଉପରକୁ…