fbpx
Browsing Category

ଅପରାଧ

ୟୁପିରେ ଶ୍ରଦ୍ଧାଙ୍କ ପରି ମାମଲା! ଲିଭ୍-ଇନ୍ ଗର୍ଲଫ୍ରେଣ୍ଡ ଗର୍ଭବତୀ ହେବାରୁ ହତ୍ୟା କଲା ପ୍ରେମିକ, ଶରୀରକୁ କରିଦେଲା ଖଣ୍ଡ ଖଣ୍ଡ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ଦେଓରିଆରେ ୩୦ ସେପ୍ଟେମ୍ବରରେ, ୩୦ ବର୍ଷ ବୟସ୍କା ମହିଳାଙ୍କ ମୃତଦେହ ତିନି ଖଣ୍ଡରେ ମିଳିଥିଲା । ଏହି ହତ୍ୟାକାଣ୍ଡର ଖୁଲାସା କରି ଅଭିଯୁକ୍ତ ମୁନ୍ନା ନିଶାଦଙ୍କୁ ଗିରଫ କରାଯାଇଛି ।…

କଖାରୁ ଚୋରକୁ ମୁଣ୍ଡ କାଟ ନୀତି: ରସୁଣ ଚୋରି କରିବା ସନ୍ଦେହରେ ଶ୍ରମିକଙ୍କୁ ପିଟି ପିଟି ହତ୍ୟା କଲେ ଦୋକାନୀ

ମହାରାଷ୍ଟ୍ର: ଓଡ଼ିଆରେ ଏକ କଥା ଅଛି ଯେ କଖାରୁ ଚୋରକୁ ମୁଣ୍ଡ କାଟ, ଅର୍ଥାତ ଛୋଟ ଅପରାଧ ପାଇଁ ବଡ଼ ଦଣ୍ଡ । ତେବେ ଏହାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ମୁମ୍ବାଇର ବୋରିଭଲି ଅଞ୍ଚଳରେ । ଏଠାରେ ରସୁଣ ଚୋରି…

ନାବାଳିକାକୁ ଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ ହେଲେ ବିଜେପି ବିଧାୟକ: ୨୫ ବର୍ଷ କାରାଦଣ୍ଡ ଘୋଷଣା

ଉତ୍ତରପ୍ରଦେଶ: ନାବାଳିକା ସହ ଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ବିଜେପି ବିଧାୟକ । ଉତ୍ତରପ୍ରଦେଶ ଜିଲ୍ଲା ଦୁଧୀ ବିଧାନସଭା ନିର୍ବାଚନ ମଣ୍ଡଳୀର ବିଜେପି ବିଧାୟକ ରାମଦୁଲାର ଗୌଡ଼ଙ୍କୁ ସୋନଭଦ୍ରା…

ପୁଣି ଅଲୋଡ଼ା ହେଲା କନ୍ୟାସନ୍ତାନ: ବିଲ ଭିତରୁ ଶିଶୁ କନ୍ୟାର ମୃତଦେହ ଉଦ୍ଧାର

ଭୁବନେଶ୍ୱର: ବୋରୱେଲ ଭିତରୁ ନବଜାତ କନ୍ୟା ଉଦ୍ଧାର ଘଟଣାକୁ ଦିନ କେଇଟା ନପୂରୁଣୁ ଆଉ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି । ବିଲରୁ ଆଜି ଆଉ ଏକନବଜାତ କନ୍ୟାର ମୃତଦେହ ଉଦ୍ଧାର ହୋଇଥିବା ଘଟଣା ସାମ୍ନାକୁ ଆସିଛି ।…

ଧୋନୀଙ୍କ ପାଇଁ ଜେଲ୍ ଦଣ୍ଡ ଭୋଗିବେ IPS ଅଫିସର: କୋର୍ଟ ଶୁଣାଇଲେ ରାୟ

ନୂଆଦିଲ୍ଲୀ: ଟିମ ଇଣ୍ଡିଆର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀଙ୍କ ପାଇଁ ଆଜି ଜଣେ ଆଇପିଏସ ଅଫିସରଙ୍କୁ ଜେଲ ଦଣ୍ଡାଦେଶ ହୋଇଛି । ଏହି ଅଫିସରଙ୍କ ବିରୋଧରେ ମାହି ମାମଲା ରୁଜୁ କରିଥିବା ବେଳେ ହାଇକୋର୍ଟ ଏହାକୁ…

ପରିବାର ଉଜାଡ଼ିଦେଲା ଘର ଭଡ଼ା ଚାପ; ତିନି ପିଲାଙ୍କ ସବ ଜୀବନ ହାରିଲେ ବାପା-ମାଆ

ଜୟପୁର: ରାଜସ୍ଥାନର ବିକାନେରରେ ରାଏବରେଲି ଭଳି ଏକ ଆତ୍ମହତ୍ୟା ମାମଲା ସାମ୍ନାକୁ ଆସିଛି। ହନୁମାନ ସୋନି ପତ୍ନୀ ଓ ପିଲାଙ୍କ ସହ ଜୀବନ ହାରିଥିଲେ। ଏହି ଘଟଣା ଜଣାପଡ଼ିବା ପରେ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି।…

ପ୍ରଧାନମନ୍ତ୍ରୀ ଓ ସ୍ୱିସ ବ୍ୟାଙ୍କରୁ ଟଙ୍କା… ସଂସଦ ସୁରକ୍ଷା ଭଙ୍ଗ ମାମଲାରେ ବଡ଼ ଖୁଲାସା

ନୂଆଦିଲ୍ଲୀ: ସଂସଦରେ ସୁରକ୍ଷା ବ୍ୟବସ୍ଥା ଭାଙ୍ଗିବା ମାମଲାରେ ଦିଲ୍ଲୀ ପୋଲିସ ୬ ଜଣ ଅଭିଯୁକ୍ତକୁ ଗିରଫ କରିଛି । ଘଟଣାସ୍ଥଳରୁ ୪ ଜଣଙ୍କୁ ଗିରଫ କରିଥିବା ବେଳେ ଗତକାଲି ରାତିରେ ମାଷ୍ଟରମାଇଣ୍ଡ ଲଳିତ ଝା ମଧ୍ୟ ଗିରଫ…

ଧରା ପଡ଼ିଲା ମାଷ୍ଟର ମାଇଣ୍ଡ: ସଂସଦ ସୁରକ୍ଷା ବଳୟ ଭଙ୍ଗ ଘଟଣାରେ ପୋଲିସକୁ ବଡ଼ ସଫଳତା

ନୂଆଦିଲ୍ଲୀ: ସଂସଦରେ ସୁରକ୍ଷା ବ୍ୟବସ୍ଥା ଉଲ୍ଲଙ୍ଘନ କରିବା ମାମଲାରେ ଏକ ବଡ଼ ଖବର ଜାଣିବାକୁ ମିଳିଛି । ଏହି କାଣ୍ଡରେ ସାମିଲ ତିବା ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିଛି ଦିଲ୍ଲୀ ପୋଲିସ । ସଂସଦରେ ପଶି ସୁରକ୍ଷା ବ୍ୟବସ୍ଥା…

ସଂସଦରେ ସୁରକ୍ଷା ଭାଙ୍ଗିବା ମାମଲା: ୪ ଅଭିଯୁକ୍ତଙ୍କୁ ହେପାଜତକୁ ନେଲା ପୋଲିସ

ନୂଆଦିଲ୍ଲୀ: ସଂସଦରେ ସୁରକ୍ଷା ବ୍ୟବସ୍ଥା ଉଲ୍ଲଙ୍ଘନ କରିବା ଅଭିଯୁକ୍ତଙ୍କୁ ମହଙ୍ଗା ପଡ଼ିଛି । ଏଭଳି ଏକ ସଙ୍ଗୀନ ଅଭିଯୋଗରେ ୪ ଜଣ ମୁଖ୍ୟ ଅଭିଯୁକ୍ତଙ୍କୁ ୭ ଦିନ ପାଇଁ ପୋଲିସ ହେପାଜତକୁ ପଠାଯାଇଛି । ଏହି ସମୟ ମଧ୍ୟରେ…

ହଷ୍ଟେଲରେ ବମ୍‌ ତିଆରି ବେଳେ ହଠାତ୍‌ ବିସ୍ଫୋରଣ, ଛାତ୍ର ଗୁରୁତର

ଓଡ଼ିଶା ଭାସ୍କର: ହଷ୍ଟେଲରେ ପିଜି ଛାତ୍ରଙ୍କ ଅଜବ କାରନାମା। ପାଠ ପଢ଼ିବା ବଦଳରେ ବମ୍‌ ତିଆରି କରୁଥିଲେ ଛାତ୍ର। ଭିଡ଼ୁ ଭିଡ଼ୁ ଅଚାନକ ଫୁଟିଲା ବମ୍, ଛାତ୍ର ଗୁରୁତର। ସୂଚନା ଅନୁସାରେ ତାଙ୍କ ଡାହାଣ ହାତ ସମ୍ପୂର୍ଣ୍ଣ…