fbpx
Browsing Category

ଅପରାଧ

କ୍ରେଡିଟ୍ କାର୍ଡ ବ୍ୟବହାରକାରୀ ହୋଇଯାଆନ୍ତୁ ସାବଧାନ, ଏପରି ମେସେଜ ଠାରୁ ରୁହନ୍ତୁ ସତର୍କ

ନୂଆଦିଲ୍ଲୀ: ଆପଣ ଯଦି କ୍ରେଡିଟ୍ କାର୍ଡ ବ୍ୟବହାରକାରୀ, ତେବେ ଆପଣଙ୍କୁ ସତର୍କ ରହିବାକୁ ପଡିବ, କାରଣ ଆଜିକାଲି ବଜାରରେ ଏକ ନୂଆ ସ୍କାମ ସୃଷ୍ଟି ହୋଇଛି, ଯେଉଁଥିରେ ଆପଣଙ୍କୁ ଏକ ବାର୍ତ୍ତା ପଠାଯାଇଛି ଯେ, ଆପଣଙ୍କର…

ଛୁରୀରେ ଭାଇକୁ ଆକ୍ରମଣ କଲା ୫ ବର୍ଷର ଶିଶୁ, ହସ୍ପିଟାଲରେ ଡାକ୍ତର କଲେ ମୃତ ଘୋଷଣା

ନୂଆଦିଲ୍ଲୀ: ଆମେରିକା କାଲିଫର୍ଣ୍ଣିଆରୁ ଏପରି ଏକ ଖବର ସାମ୍ନାକୁ ଆସିଛି ଯାହାକୁ ଆପଣ ସହଜରେ ବିଶ୍ୱାସ କରିପାରିବେ ନାହିଁ । ଏଠାରେ ଏକ ୫ ବର୍ଷର ଶିଶୁ ନିଜ ଭାଇକୁ ହତ୍ୟା କରିଛି । ଆପଣ ଏହା କେବେ ବିଶ୍ୱାସ କରିପାରିବେ…

କୁଖ୍ୟାତ ଅପରାଧୀ ଏନକାଉଣ୍ଟରରେ ମୃତ, ମୁଣ୍ଡ ଉପରେ ଥିଲା ୧.୨୫ ଲକ୍ଷ ଟଙ୍କାର ପୁରସ୍କାର

ଝାନ୍‌ସୀ: ୨୦୨୦ରେ ଚର୍ଚ୍ଚିତ ପିଣ୍ଟୁ ସେନଗାର ହତ୍ୟାକାଣ୍ଡ ଘଟଣାର ମୁଖ୍ୟ ଅଭିଯୁକ୍ତ ତଥା ସାର୍ପ ଶୁଟର ରଶିଦ କାଲିଆ ଉତ୍ତରପ୍ରଦେଶ ପୋଲିସ ଏନକାଉଣ୍ଟରରେ ମୃତ୍ୟୁବରଣ କରିଛି । ଝାନ୍‌ସୀ ଖଜୁରାହୋ ଜାତୀୟ ରାଜପଥ କଡରେ…

ଯଦି ଏହି ଦିଗରେ ସତର୍କ ନହୁଅନ୍ତି, ତେବେ ଗୁଗୁଲ୍ ପେ ସହିତ ଲିଙ୍କ୍ ହୋଇଥିବା ବ୍ୟାଙ୍କ ଆକାଉଣ୍ଟ୍ ହୋଇଯିବ ଖାଲି!

ନୂଆଦିଲ୍ଲୀ: ଯଦି ଆପଣ ପେମେଣ୍ଟ ଆପ୍ ଗୁଗୁଲ୍ ପେ ବ୍ୟବହାର କରୁଛନ୍ତି, ତେବେ ଆପଣଙ୍କୁ ମଧ୍ୟ କିଛି ସତର୍କତା ଅବଲମ୍ବନ କରିବାକୁ ପଡିବ । ଅନେକ ଥର ଜାଣିଶୁଣି କିମ୍ବା ଅଜାଣତରେ, ଆମେ ଏପରି ଭୁଲ୍ କରିଥାଉ ଯାହା…

ବିଦ୍ୟାଳୟ ଯାଉଥିବା ବେଳେ ଛାତ୍ରୀଙ୍କ ସହ ଗଣଦୁଷ୍କର୍ମ, ଚାରି ଜଣ ଯୁବକ ମିଶି କଲେ ଗ୍ୟାଙ୍ଗ ରେପ୍

ନୂଆଦିଲ୍ଲୀ: ବିଦ୍ୟାଳୟ ଯାଉଥିବା ଛାତ୍ରୀଙ୍କ ସହ ଗ୍ୟାଙ୍ଗ ରେପ୍ ମାମଲା ସାମ୍ନାକୁ ଆସିଛି । ଅଭିଯୋଗ ହୋଇଛି ଯେ, ଛାତ୍ରୀଙ୍କୁ ଚାରି ଜଣ ଯୁବକ ଜୋର ଜବରଦସ୍ତି ଅଟକାଇ ଗଣ ଦୁଷ୍କର୍ମ କରିଛନ୍ତି । ପିଡିତାଙ୍କ ଅଭିଯୋଗ ପରେ…

ଯୁବକଙ୍କଠାରୁ ଝାମ୍ପି ନେଲେ ୧ ଲକ୍ଷ ୯୯ ହଜାର, ମୁଖା ପିନ୍ଧି କଲେ ଲୁଟ

କଣ୍ଟାବାଞ୍ଜି: ଯୁବକଙ୍କ ଠାରୁ ଟଙ୍କା ଲୁଟିନେବା ଖବର ସାମ୍ନାକୁ ଆସିଛି । ଏପରି ଏକ ଘଟଣା କଣ୍ଟାବାଞ୍ଜି ଠାରେ ଘଟିଛି । ଯୁବକଙ୍କୁ ଅଟକାଇ ୧ ଲକ୍ଷ ୯୯ ହଜାର ଟଙ୍କା ଲୁଟିନେଇଛନ୍ତି ଦୁର୍ବୃତ୍ତ । ଏସବିଆଇରୁ ଟଙ୍କା ଉଠାଇ…

ଯାଜପୁର: ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡିଲେ ସ୍କୁଲ କିରାଣୀ

ଓଡିଶା ଭାସ୍କର(ଯାଜପୁର); ପେନସନ ଟଙ୍କା କରାଇ ଦେବା ପାଇଁ ୪୦୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡିଲେ ସ୍କୁଲ କିରାଣୀ । କବିରପୁର ସ୍ଥିତ ପୁରୁଷୋତ୍ତମପୁର ଉଚ୍ଚ ବିଦ୍ୟାଳୟର କିରାଣୀ ମହେଶ୍ୱର…

ପ୍ରେମ ବିବାହ କରିବା ପଡ଼ିଲା ମହଙ୍ଗା: ଝିଅ ଓ ଜ୍ୱାଇଁଙ୍କୁ ଗୁଳିକଲା ଶ୍ୱଶୂର

ହରିୟାଣା: ପ୍ରେମ ବିବାହ କରିଥିବା ଜଣେ ଯୁବକ ଏବଂ ଯୁବତୀଙ୍କୁ ସେମାନଙ୍କ ପରିବାର ସଦସ୍ୟ ଗୁଳି ଚଳାଇଥିବା ଅଭିଯୋଗ ହୋଇଛି । ଏପରି ଚାଞ୍ଚଲ୍ୟକର ଘଟଣା ଘଟିଛି ହରିୟାଣାର ଚରଖୀ ଦାଦରୀ ସବଡିଭିଜନ ଅନ୍ତର୍ଗତ ବନ୍ଧଗଲା…

ଫୋନ ଚାର୍ଜରେ ବସାଇବା ମାତ୍ରେ ବ୍ୟାଙ୍କ ଆକାଉଣ୍ଟ ହୋଇଯାଉଛି ଖାଲି, ଆଶ୍ଚର୍ଯ୍ୟଜନକ ଦୁର୍ନୀତି

ନୂଆଦିଲ୍ଲୀ: ସାଇବର କ୍ରାଇମକୁ ନେଇ ଦିନକୁ ଦିନ ନୂଆ ନୂଆ ମାମଲା ସାମ୍ନାକୁ ଆସୁଛି । ସାଇବର ଠକ ଲୋକଙ୍କଠାରୁ ଲୁଟିବା ପାଇଁ ଅନେକ ପ୍ରଣାଳୀ ଆପଣାଉଛନ୍ତି । ଆଜି ଆମେ ଏକ ଉପାୟ କହିବାକୁ ଯାଉଛୁ, ଯେଉଁଥିରେ କ୍ଷଣିକରେ…

BREAKING NEWS; ବନ୍ଧୁକ ଦେଖାଇ Flipkart officeର ଲକର ଟେକି ନେଲେ ଦୁର୍ବୃତ୍ତ

ଓଡିଶା ଭାସ୍କର; ପୁଣି ଆଠଗଡ଼ରେ ଲୁଟ୍ । ବନ୍ଧୁକ ଦେଖାଇ ଫ୍ଲିପ୍ କ୍ଲାର୍ଟ ଅଫିସର ଲକର ଟେକି ନେଲେ ଦୁର୍ବୃତ୍ତ । ଆଠଗଡ଼ ଅଶୋକ ନଗର ସ୍ଥିତ ଏକ ଫ୍ଲିପ୍ କ୍ଲାର୍ଟ ଅଫିସରୁ ଏଭଳି ଡକାୟତି କରାଯାଇଥିବା ଖବର ଆସିକି…