fbpx
Browsing Category

ଅପରାଧ

ଯାଜପୁର: ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡିଲେ ସ୍କୁଲ କିରାଣୀ

ଓଡିଶା ଭାସ୍କର(ଯାଜପୁର); ପେନସନ ଟଙ୍କା କରାଇ ଦେବା ପାଇଁ ୪୦୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡିଲେ ସ୍କୁଲ କିରାଣୀ । କବିରପୁର ସ୍ଥିତ ପୁରୁଷୋତ୍ତମପୁର ଉଚ୍ଚ ବିଦ୍ୟାଳୟର କିରାଣୀ ମହେଶ୍ୱର…

ପ୍ରେମ ବିବାହ କରିବା ପଡ଼ିଲା ମହଙ୍ଗା: ଝିଅ ଓ ଜ୍ୱାଇଁଙ୍କୁ ଗୁଳିକଲା ଶ୍ୱଶୂର

ହରିୟାଣା: ପ୍ରେମ ବିବାହ କରିଥିବା ଜଣେ ଯୁବକ ଏବଂ ଯୁବତୀଙ୍କୁ ସେମାନଙ୍କ ପରିବାର ସଦସ୍ୟ ଗୁଳି ଚଳାଇଥିବା ଅଭିଯୋଗ ହୋଇଛି । ଏପରି ଚାଞ୍ଚଲ୍ୟକର ଘଟଣା ଘଟିଛି ହରିୟାଣାର ଚରଖୀ ଦାଦରୀ ସବଡିଭିଜନ ଅନ୍ତର୍ଗତ ବନ୍ଧଗଲା…

ଫୋନ ଚାର୍ଜରେ ବସାଇବା ମାତ୍ରେ ବ୍ୟାଙ୍କ ଆକାଉଣ୍ଟ ହୋଇଯାଉଛି ଖାଲି, ଆଶ୍ଚର୍ଯ୍ୟଜନକ ଦୁର୍ନୀତି

ନୂଆଦିଲ୍ଲୀ: ସାଇବର କ୍ରାଇମକୁ ନେଇ ଦିନକୁ ଦିନ ନୂଆ ନୂଆ ମାମଲା ସାମ୍ନାକୁ ଆସୁଛି । ସାଇବର ଠକ ଲୋକଙ୍କଠାରୁ ଲୁଟିବା ପାଇଁ ଅନେକ ପ୍ରଣାଳୀ ଆପଣାଉଛନ୍ତି । ଆଜି ଆମେ ଏକ ଉପାୟ କହିବାକୁ ଯାଉଛୁ, ଯେଉଁଥିରେ କ୍ଷଣିକରେ…

BREAKING NEWS; ବନ୍ଧୁକ ଦେଖାଇ Flipkart officeର ଲକର ଟେକି ନେଲେ ଦୁର୍ବୃତ୍ତ

ଓଡିଶା ଭାସ୍କର; ପୁଣି ଆଠଗଡ଼ରେ ଲୁଟ୍ । ବନ୍ଧୁକ ଦେଖାଇ ଫ୍ଲିପ୍ କ୍ଲାର୍ଟ ଅଫିସର ଲକର ଟେକି ନେଲେ ଦୁର୍ବୃତ୍ତ । ଆଠଗଡ଼ ଅଶୋକ ନଗର ସ୍ଥିତ ଏକ ଫ୍ଲିପ୍ କ୍ଲାର୍ଟ ଅଫିସରୁ ଏଭଳି ଡକାୟତି କରାଯାଇଥିବା ଖବର ଆସିକି…

ଟିଏମସି ନେତାଙ୍କୁ ଗୁଳିକରି ହତ୍ୟା: ଆକ୍ରମଣକାରୀଙ୍କ ପିଟିପିଟି ଜୀବନ ନେଲେ ସମର୍ଥକ

କୋଲକାତା: ପଶ୍ଚିମବଙ୍ଗର ଦକ୍ଷିଣ ୨୪ ପରଗାନା ଜିଲ୍ଲାରେ ଟିଏମସି ନେତାଙ୍କ ହତ୍ୟା ମାମଲା ସାମ୍ନାକୁ ଆସିଛି। ସୂଚନାନୁସାରେ, ସୋମବାର ସକାଳେ ଦକ୍ଷିଣ ୨୪ ପରଗାନା ଜିଲ୍ଲାର ଜୋନାଗରରେ କିଛି ଦୁଷ୍କର୍ମକାରୀ ତୃଣମୂଳ…

(video)ଦିନ ଦ୍ୱିପ୍ରହରରେ ମାର୍କେଟ ଉପରେ ୩ ଜଣଙ୍କ ଉପରେ ଚଢିଗଲା କାର୍‌, ସିସିଟିଭି କ୍ୟାମେରାରେ ରେକର୍ଡ ଦୁର୍ଘଟଣା ବେଳର ଦୃଶ୍ୟ

ବେଙ୍ଗାଲୁର: ବେଙ୍ଗାଲୁରରେ ଏକ ସଡକ ଦୁର୍ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି । ଭିଡିଓରେ ଦେଖିବାକୁ ମିଳୁଛି ଦିନ ଦି୍ୱପ୍ରହରରେ ଏକ ଏସୟୁଭି କାର୍ ୩ ଜଣଙ୍କ ଉପରେ ଚଢି ଯାଉଛି । ଏହି ଦୁର୍ଘଟଣାରେ…

ମଦ ଦେବାକୁ ମନା କରିବାରୁ ଦୋକାନରେ ନିଆଁ ଲଗାଇଲା ମଦୁଆ: ୧.୫ ଲକ୍ଷରୁ ଅଧିକ ମୂଲ୍ୟର ସମ୍ପତ୍ତି ନଷ୍ଟ

ବିଶାଖାପାଟନମ୍‌: ମଦ ନ ଦେବାରୁ ପୁରା ଦୋକାନରେ ନିଆଁ ଲଗାଇଲେ ବ୍ୟକ୍ତି । ଏପରି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଆନ୍ଧ୍ରପ୍ରଦେଶର ବିଶାଖାପାଟନମ୍‌ ଅନ୍ତର୍ଗତ ମଦୁରୱାଡା ପୋଲିସ ଷ୍ଟେସନ ଅଞ୍ଚଳରେ ଘଟିଛି । ତେବେ ଏହି ମାମଲାରେ…

ଦିୱାଲିରେ ମିଳିଲାନି ବୋନସ୍‌, ରାଗରେ ମାଲିକଙ୍କ ଜୀବନ ନେଇଗଲେ ଦୁଇ କର୍ମଚାରୀ

ନାଗପୁର: ମହାରାଷ୍ଟ୍ର ନାଗପୁରରେ ଶନିବାର ଦୀପାବଳି ବୋନସ୍ ଦେବାକୁ ମନା କରିଦେବାରୁ ଢାବା ମାଲିକଙ୍କୁ ତାଙ୍କର ୨ କର୍ମଚାରୀ ପିଟି ପିଟି ମାରି ଦେଇଛନ୍ତି । ମୃତକ ହେଉଛନ୍ତି ରାଜୁ ଢେଙ୍ଗରେ ଯାହାଙ୍କୁ ଶନିବାର ନାଗପୁର…

ରାଜନୈତିକ ଶତ୍ରୁତା ନେଲା ଭୟଙ୍କର ରୂପ: ବୋମାମାଡ଼ରେ ୮ ଆହତ

ନୟାଗଡ଼: ଦେଶରେ ଆସନ୍ତା ବର୍ଷ ପାଇଁ ସାଧାରଣ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ ଆରମ୍ଭ ହୋଇସାରିଛି । ତେବେ ଦେଶର ବିଭିନ୍ନ ସ୍ଥାନରେ ଏହାର ପ୍ରଭାବ ଦେଖାଯାଇଥିବା ବେଳେ ଓଡ଼ିଶାରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ…

ଲଜ୍ୟାଜନକ! ୪ ବର୍ଷର ଶିଶୁ ସହ ଦୁଷ୍କର୍ମ କଲା ସବ୍-ଇନିସ୍ପେକ୍ଟର, ଅଭିଯୁକ୍ତଙ୍କୁ ପିଟିଲେ ଉତ୍ତ୍ୟକ୍ତ ଗ୍ରାମବାସୀ

ନୂଆଦିଲ୍ଲୀ: ଦେଶରେ ଲୋକମାନଙ୍କ ସୁରକ୍ଷା ଦିଏ ପୋଲିସ । ହେଲେ ପୋଲିସ ଯଦି ଦୁଷ୍କର୍ମ କରିବ ତେବେ ଲୋକେ ଭରଷା କରିବେ କାହାକୁ । ଆଜ୍ଞା ହଁ ଏପରି ଏକ ଘଟଣା ରାଜସ୍ଥାନର ଏକ ୪ ବର୍ଷର ଝିଅକୁ ପୋଲିସ ବିଭାଗର…