fbpx
Browsing Category

ଅପରାଧ

(Video) ଚଳନ୍ତା ବାଇକରେ ବସି ୨ କପଲଙ୍କ ଅଶ୍ଳୀଳ କାର୍ଯ୍ୟାଳାପ, ପୋଲିସ ଦେଲା ଏପରି ଦଣ୍ଡ

ନୂଆଦିଲ୍ଲୀ: ହୋଲି ଉତ୍ସବରେ ସାଧାରଣତଃ ଲୋକେ ନିଜ ପରିବାର ସହ କିମ୍ଭା ସାଙ୍ଗ ସାଥୀଙ୍କ ସହ ରଙ୍ଗ ଖେଳନ୍ତି ଏବଂ ଉତ୍ସବର ମଜା ନିଅନ୍ତି । ହେଲେ ଏପରି କିଛି ଲୋକେ ଅଛନ୍ତି, ଯେଉଁମାନେ ଉତ୍ପାତ ହେବା ସହ ଅଶ୍ଳୀଳ…

ନିର୍ବାଚନ ପୂର୍ବରୁ ପୋଲିସର ଜିରୋ ଟଲରେନ୍ସ; ୫ବନ୍ଧୁକ ସହ ୨୪ରାଉଣ୍ଡ ଗୁଳି ଜବତ, ୨ଗିରଫ

ଭୁବନେଶ୍ଵର: କମିଶନରେଟ ପୋଲିସ ହାତରେ କୁଖ୍ୟାତ ଅପରାଧୀ । ୫ ବନ୍ଧୁକ ସହ ମାଗାଜିନ,୨୪ ରାଉଣ୍ଡ ଗୁଳି ୨ ଜଣକୁ ଗିରଫ କଲା ପୋଲିସ । ଅପରାଧ ଘଟେଇବା ପୁର୍ବରୁ ସ୍ପେଶାଲ କ୍ରାଇମ ୟୁନିଟ ପଞ୍ଝାରେ ପଡ଼ିଲା ହାର୍ଡକୋର…

ନିଃବସ୍ତ୍ର କରି ମହିଳାଙ୍କୁ ଗାଁରେ ବୁଲାଇଲେ ଅନ୍ୟ ୪ ମହିଳା, ସାମ୍ନାକୁ ଆସିଲା ଲଜ୍ଜିତ କରିଦେବା ଭଳି ଭୟଙ୍କର ଘଟଣା

ଇନ୍ଦୋର: ମଧ୍ୟପ୍ରଦେଶ ଇନ୍ଦୋର ଜିଲ୍ଲାରୁ ଛାତି ଥରାଇ ଦେବା ଭଳି ଏକ ଘଟଣା ସାମ୍ନାକୁ ଆସିଛି । ଏଠାରେ ମହିଳାମାନେ ମିଳିମିଶି ଅନ୍ୟଜଣେ ମହିଳାଙ୍କ ଉପରେ ଏପରି ଅତ୍ୟାଚାର କରିଛନ୍ତି ଯାହା ଜାଣିଲେ ଆପଣଙ୍କ ଛାତି ଥରି…

ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ନକ୍ସଲ: ମିଳିତ ଅପରେସନରେ ୬ ଜଣ ଦୁର୍ଦ୍ଦାନ୍ତଙ୍କୁ ମୃତ୍ୟୁଦଣ୍ଡ

ଛତିଶଗଡ଼: ଛତିଶଗଡ଼ ସୀମାରେ ଲଗାତାର ନକ୍ସଲ ଗତିବିଧି ଦେଖିବାକୁ ମିଳୁଛି । ଆଜି ଛତିଶଗଡ଼ରେ ସୁରକ୍ଷାକର୍ମୀଙ୍କ ଗୁଳିରେ ୬ ଜଣ ନକ୍ସଲ ପ୍ରାଣ ହରାଇଛନ୍ତି । ବିଜାପୁର ଜିଲ୍ଲା ଚିକୁରବାଟି-ପୁସବାକା ନିକଟ ଜଙ୍ଗଲରେ…

ହୋଲିରେ ଅଶାନ୍ତ ହେଲା ରାଜଧାନୀ; ବୁଲିଲା ଖଣ୍ଡା ଭୁଜାଲି, ଯାହାକୁ ଦେଖିଲେ ଗୋଡ଼ାଇ ହାଣିଲେ

ଭୁବନେଶ୍ଵର: (ଓଡ଼ିଶା ଭାସ୍କର) ହୋଲିରେ ଅଶାନ୍ତ ହେଲା ରାଜଧାନୀର ନୟାପଲ୍ଲୀ ଗଡ଼ସାହି । ଏତେ ସୁ୍ରକ୍ଷା ସତ୍ତ୍ୱେ ମାତିଲେ ଅସାମାଜିକ ଯୁବଗୋଷ୍ଠୀ । ବୁଲାଇଲେ ଖଣ୍ଡା ଭୁଜାଲି ଆଉ କଲେ ଗୋଡେଇ ଗୋଡେଇ ଆକ୍ରମଣ । କାର…

ଭୁବନେଶ୍ବର: ଅଧାରେ ରହିଲା ହୋଲି ଖେଳ, ମତୁଆଲା ଯୁବକଙ୍କୁ ରୋକିଲା ପୋଲିସ

ଭୁବନେଶ୍ବର: ହୋଲି ବେଳେ ମତୁଆଲା ଯୁବକଙ୍କୁ ରୋକିଲା ପୋଲିସ । ସହିଦନଗରରେ ଡିଜେ ବଜାଇ ହୋହଲ୍ଲା କଲା ବେଳେ ରୋକିଲା । ଡିଜେ ସିଜ୍‌ କରି ଯୁବକଙ୍କୁ ଜନଗହଳି ସ୍ଥାନରୁ ତଡ଼ିଦେଲା କମିଶନରେଟ୍ ପୋଲିସ। ସାରା ରାଜ୍ୟ ପାଳୁଛି…

(Video) ‘ମୋହେ ରଙ୍ଗ ଲଗା ଦେ ରେ…’ ଚଳନ୍ତା ସ୍କୁଟିରେ ଷ୍ଟଣ୍ଟ କରୁଥିଲେ ‘ପାପା କି ପରୀ’: ଦେଖନ୍ତୁ…

ନୂଆଦିଲ୍ଲୀ: ଆଜି ରଙ୍ଗର ପର୍ବ ହୋଲିରେ ସାରା ଦେଶ ଉତ୍ସବମୁଖର ହୋଇଉଠିଛି । ହୋଲିକୁ ଅନେକ ଲୋକ ନିଜ ନିଜ ଷ୍ଟାଇଲରେ ପାଳନ କରୁଛନ୍ତି । ଏହାଭିତରେ ନୋଏଡାରୁ ଏକ ଭିଡିଓ ଏବେ ସାମନାକୁ ଆସିଛି, ଯାହା ସମସ୍ତଙ୍କୁ…

ଚୀନ୍ ଉପରେ ସାଇବର ଆକ୍ରମଣ ଅଭିଯୋଗ ଆଣିଲା ବ୍ରିଟେନ୍

ନୂଆଦିଲ୍ଲୀ: ବ୍ରିଟେନ ସରକାର ଅଭିଯୋଗ କରିଛନ୍ତି ଯେ ଚୀନ୍ ସାଂସଦ ଏବଂ ନିର୍ବାଚନ ଆୟୋଗଙ୍କ ବିରୋଧରେ ଏକ "ଅଶାଳୀନ" ସାଇବର ଅଭିଯାନ ଚଳାଇଛି। ସାଇବର ଆକ୍ରମଣ ଅଭିଯୋଗରେ ବ୍ରିଟେନ ୨ ଜଣ ବ୍ୟକ୍ତି ଏବଂ ଗୋଟିଏ କମ୍ପାନୀକୁ…

୫ ଜଣଙ୍କୁ ଡମ୍ପର ଚଢ଼ାଇ ହତ୍ୟା ଘଟଣା, ୨ ଜଣଙ୍କୁ ଗିରଫ କଲା ପୋଲିସ

ଝାଲୱାର: ରାଜସ୍ଥାନର ଝାଲାଓ୍ଵାର ଜିଲ୍ଲାର ଭବାନୀ ମଣ୍ଡି ଅଞ୍ଚଳରେ ଏକ ହୃଦୟବିଦାରକ ଘଟଣା। ନିଷ୍ଠୁରତାର ପରିଚୟ ଦେଲେ ଦୁଇ ସାଙ୍ଗ। ଡମ୍ପର ଚଡାଇ ୫ ଜଣଙ୍କୁ ହତ୍ୟା । ଭବାନୀ ମଣ୍ଡି ର ପାଗରିଆ ଥାନା ଅନ୍ତର୍ଗତ ବିନୟଗା…

ଫ୍ୟାନ୍ସି ଗାଡ଼ିର ଧଜିଆ ଉଡେଇଲେ ମଦୁଆ ଡ୍ରାଇଭର; ଫସିଲେ କୋଟିପତି ନେତା ଓ ବ୍ୟବସାୟୀ

ଭୁବନେଶ୍ଵର: (ଓଡ଼ିଶା ଭାସ୍କର) ଫେନ୍ସି ଗାଡି, ଫେନ୍ସି ନମ୍ବରର ଧଜିଆ ଉଡେଇଲା ମଦୁଆ ଡ୍ରାଇଭର। ମଦୁଆ ଡ୍ରାଇଭର ପାଇଁ ,ଥାନାରେ କୋଟି କୋଟି ଟଙ୍କା ଦାମି କାର୍। ସେଭ୍ ସିଟି ଡ୍ରାଇଭ୍ ରେ ଫସିଲେ କୋଟିପତି ନେତା ଓ…