CHARIDHAM
Browsing Category

ଅପରାଧ

ପୋଲସରାରେ ଯୁବକଙ୍କ ମୁହଁକୁ ଲଙ୍କାଗୁଣ୍ଡ ଫିଙ୍ଗି ଖଣ୍ଡାରେ ହାଣିଦେଲେ!

ପୋଲସରା: ପୋଲସରାରେ ଯୁବକଙ୍କ ଉପରକୁ ଲଙ୍କାଗୁଣ୍ଡ ଫିଙ୍ଗି ଖଣ୍ଡାରେ ଆକ୍ରମଣ କଲେ ଦୁର୍ବୁତ୍ତ। ପୁରୁଷୋତ୍ତମପୁର ଥାନା ଭାଟକୁମରଡ଼ା ମେଡିକାଲ ଛକରେ ଏଭଳି ମରଣାତ୍ମକ ଆକ୍ରମଣ ହୋଇଥିବାବେଳେ ଗୁରୁତର ଅବସ୍ଥାରେ ଯୁବକଙ୍କୁ…

କୁବେର DFO ବାବୁ ନିତ୍ୟାନନ୍ଦ ଗିରଫ, ପରିବାର ଲୋକଙ୍କ ନାଁରେ ମୋଟ ୧୨୩ ପ୍ଲଟ୍ ଠାବ

ଭୁବନେଶ୍ୱର: କୁବେର ଡିଏଫଓ ନିତ୍ୟାନନ୍ଦ ନାୟକ ଗିରଫ । କେନ୍ଦୁଝର କେନ୍ଦୁପତ୍ର ଡିଭିଜନ୍ ଡିଏଫଓ ନିତ୍ୟାନନ୍ଦ ଗିରଫ । ଆୟଠାରୁ ୨୧୮% ଅଧିକ ସମ୍ପତ୍ତି ଠୁଳ ଅଭିଯୋଗ । ନିଜ ଓ ପରିବାର ଲୋକଙ୍କ ନାଁରେ ମୋଟ ୧୨୩ ପ୍ଲଟ୍…

କାନ୍ଥ ଡେଇଁ କୁନିଝିଅକୁ ଟେକିନେଲେ, ତା’ପରେ ଗୋଟେ ଭଙ୍ଗା ଘରେ…

ହରିୟାଣା: କାନ୍ଥ ଡେଇଁ 6 ବର୍ଷର ଝିଅକୁ ଘରୁ ଟେକିନେଲେ ଦୁର୍ବୁତ୍ତ, ତା ପରେ କଲେ ବଳାତ୍କାର। ହରିୟାଣାର ପାନିପତରୁ ଏପରି ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ଏଠାକାର ଏକ କଲୋନୀର ଜଣେ ଛଅ ବର୍ଷର ଝିଅକୁ…

ଟ୍ରମ୍ପଙ୍କ ଗୁମର; ପର୍ଣ୍ଣ ଷ୍ଟାରଙ୍କ ସହ ହୋଟେଲରେ କରୁଥିଲେ ରାସଲୀଳା, ମୁହଁ ବନ୍ଦ ପାଇଁ ଦେଉଥିଲେ ଟଙ୍କା

ୱାସିଂଟନ: ରଂଗୀଲା ଡୋନାଲ୍ଡ ଟ୍ରମ୍ପଙ୍କ କାଣ୍ଡ କାରଖାନା ହାଟରେ ଗଡୁଛି, ସେ ପର୍ଣ୍ଣ ଷ୍ଟାରଙ୍କ ସହ ହୋଟେଲରେ ରାସଲୀଳା କରି ମୁହଁ ବନ୍ଦ ପାଇଁ ଦେଉଥିଲେ ପୁଳା ପୁଳା ଟଙ୍କା। ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ…

(ଭାଇରାଲ Video)ପ୍ରଥମେ ରିସେପ୍ସନାଲିଷ୍ଟଙ୍କୁ ଠିଆ ଗୋଇଠା ଦେଲେ ତା’ ପରେ ଘର ପୋଛା କପଡ଼ା ପରି ଚୁଟି ଧରି ଭୂଇଁରେ ଘୋଷାଡ଼ି ପକାଇଲେ ଯୁବକ

ଥାଣେ: ମହାରାଷ୍ଟ୍ର ଥାଣେରୁ ଏକ ଚିନ୍ତାଜନକ ଘଟଣା ସାମ୍ନାକୁ ଆସିଛି । ଯେଉଁଥିରେ ଜଣେ ଯୁବକ ଅନ୍ୟ ଜଣେ ଯୁବତୀଙ୍କୁ ମାରଧର କରୁଥିବା ଦେଖିବାକୁ ମିଳିଛି । ଏ କାଣ୍ଡର ଭିଡିଓ ଏବେ ସୋସିଆଲ ମିଡିଆରେ ଘୁରିବୁଲୁଛି ।…

ବେପାରୀଙ୍କ କବଳରୁ ୫୬ ଝିଅ ହେଲେ ଉଦ୍ଧାର, ଚାକିରୀ ଦେବା ବାହାନାରେ ନେଇଯାଉଥିଲେ ବିହାର

ପଶ୍ଚିମବଙ୍ଗ: ଉଦ୍ଧାର ହେଲେ ୫୬ ଝିଅ! ଚାକିରୀ ଦେବାର ମିଛ ପ୍ରତିଶ୍ରୁତି ଦେଇ ନିଆଯାଉଥିଲା ବିହାର। ପଶ୍ଚିମବଙ୍ଗର ନ୍ୟୁ ଜଲପାଇଗୁଡ଼ି ଷ୍ଟେସନରେ ଏକ ଟ୍ରେନରୁ ୫୬ ଜଣ ଝିଅଙ୍କୁ ଉଦ୍ଧାର କରାଯାଇଛି। ଏହି ଝିଅମାନଙ୍କୁ…

ସ୍ତ୍ରୀ ଅସୁସ୍ଥ ହୋଇଗଲା ବୋଲି ନିଜ 8 ବର୍ଷର ଝିଅ ଉପରେ ଖରାପ ନଜର ପକାଇଲା ବାପା, ଦୁଇ-ତିନି ମାସ ଧରି କରୁଥିଲା ଦୁଷ୍କର୍ମ

ଉତ୍ତରପ୍ରଦେଶ: ସ୍ତ୍ରୀ ଅସୁସ୍ଥ ହୋଇଗଲା ବୋଲି ସ୍ୱାମୀ ନିଜ ଝିଅ ଉପରେ ପକାଇଲା ଖରାପ ନଜର। ତାକୁ ଲଗାତାର ଦୁଇ-ତିନି ମାସ ଧରି ଦେଲା ଯୌନ ନିର୍ଯାତନା। ଏଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଦେଖିବାକୁ ମିଳିଛି ଉତ୍ତରପ୍ରଦେଶର…

ଦେବୀ ନଦୀକୁ ଡେଇଁପଡ଼ିଲେ ଛାତ୍ର! ଖୋଜୁଛନ୍ତି ଅଗ୍ନିଶମ କର୍ମଚାରୀ

ଜଗତସିଂପୁର: ଦେବୀ ନଦୀକୁ ଡେଇଁପଡିଲେ ଛାତ୍ର! ଜଗତସିଂପୁର ଡାହାଣୀଖିଆ ନିକଟରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଘଟଣା। ଦେବୀ ନଦୀରେ ଡେଇଁଥିବା ନିଖୋଜ ଛାତ୍ର ଜଣଙ୍କ ହେଉଛନ୍ତି ନାଉଗାଁ ଅଞ୍ଚଳର। ନଦୀକୁ ଡେଇଁ…

ହସ୍ପିଟାଲ ଭିତରୁ ଚୋରି ହୋଇଗଲା ଆମ୍ବୁଲାନ୍ସ, କେହି ବି ପାଇଲେନି ଆଭାସ

ଛତିଶଗଡ଼: ହସ୍ପିଟାଲ ପରିସରରୁ ଚୋରି ହୋଇଗଲା ଆମ୍ବୁଲାନ୍ସ,, ଟିକିଏ ବି ଆଭାସ ମିଳିଲାନି ପ୍ରଶାସନକୁ। ଏଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଦେଖିବାକୁ ମିଳିଛି ଛତିଶଗଡ଼ର ଅମ୍ବିକାପୁରରେ। ଏଠାରେ ଚୋରମାନେ ଅମ୍ବିକାପୁର…

ସ୍ୱାମୀକୁ ଛାଡି ଅନ୍ୟ ପୁରୁଷକୁ ପ୍ରେମ କରୁଥିଲା ଭାଉଜ, ଦେଖିଦେଲା ଦିଅର, ଆଉ ତା ପରେ…

ଉତ୍ତରାଖଣ୍ଡ: ପ୍ରେମିକ ସହ ରହିବା ପାଇଁ ନବବଧୂ ରଚିଲା ଷଡଯନ୍ତ୍ର, କରିଲା ଏପରି ଘୃଣ୍ୟ କାମ। ଉତ୍ତରାଖଣ୍ଡର ହରିଦ୍ୱାରରେ, ଜଣେ ବିବାହିତ ମହିଳା ତାଙ୍କ ପ୍ରେମିକ ସହିତ ରହିବା ପାଇଁ ଦିଅରକୁ ମାରିଦେଇଛନ୍ତି। ସେ ପୁଣି 5…