Browsing Category
ଅପରାଧ
ନବ ଦାସ ହତ୍ୟାକାଣ୍ଡ ମାମଲାରେ ଚାର୍ଜସିଟ ଦାଖଲ: ୫୪୩ ପୃଷ୍ଠାର ଚାର୍ଜସିଟ ଦାଖଲା କଲା କ୍ରାଇମବ୍ରାଞ୍ଚ
ଭୁବନେଶ୍ୱର: ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟାକାଣ୍ଡ ମାମଲାରେ ଚାର୍ଜସିଟ ଦାଖଲ କରିଛି କ୍ରାଇମବ୍ରାଞ୍ଚ ଟିମ୍ । ବହୁଚର୍ଚ୍ଚିତ ଏହି ହତ୍ୟାକାଣ୍ଡ ମାମଲାରେ ଦାଖଲ ହୋଇଛି ୫୪୩ ପୃଷ୍ଠାର ଏକ ଚାର୍ଜସିଟ୍ ।…
ସାବଧାନ; ଟ୍ରାଫିକ ନିୟମ ଭାଙ୍ଗିଲେ ରୁଜୁ ହେବ ମାମଲା: କମିଶନରେଟ ପୋଲିସର ବଡ ପଦକ୍ଷେପ
ଭୁବନେଶ୍ୱର: ରାଜ୍ୟରେ ଟ୍ରାଫିକ ସମସ୍ୟାକୁ ଦୂର କରିବା ପାଇଁ ଏକ ବଡ ପଦକ୍ଷେପ ନେଇଛନ୍ତି କମିଶନରେଟ ପୋଲିସ । ଏଣିକି ଗାଡି ଚାଳକଙ୍କୁ ରହିବାକୁ ହେବ ଅଧିକ ସତର୍କ । କାରଣ ଏବେ ଟ୍ରାଫିକ ନିୟମ ଭାଙ୍ଗିବାର ପରିଣାମ ଆହୁରି…
ଆଜୀବନ ସଜା କାଟୁଥିବା କଏଦୀ ଜେଲରୁ ମୁକୁଳିବେ : ରାଜ୍ୟ ସରକାରଙ୍କ ଅନୁମୋଦନ
ଭୁବନେଶ୍ୱର : ଜେଲରେ ସଜା କାଟୁଥିବା କଏଦୀମାନଙ୍କୁ ମୁକ୍ତ କରିବାକୁ ରାଜ୍ୟ ସରକାର ଚିନ୍ତା କରୁଛନ୍ତି । ସେଥିପାଇଁ ମୋଟ ୮ ଜଣଙ୍କ ନାଁକୁ ଅନୁମତି ମିଳିଛି । ସେମାନେ ମଧ୍ୟରୁ ବଲାଙ୍ଗିର ଜେଲରେ ଥିବା ୩ ଜଣ କଏଦୀ ଖଲାସ…
ସ୍ୱାମୀ ଏବଂ ସ୍ତ୍ରୀ ମଧ୍ୟରେ ଶାରୀରିକ ସମ୍ପର୍କର ଅଭାବ , ଛାଡପତ୍ରର କାରଣ ହୋଇପାରେ : ହାଇକୋର୍ଟଙ୍କ ନିଷ୍ପତ୍ତି
ନୂଆଦିଲ୍ଲୀ : ଯଦି ଦୀର୍ଘ ଦିନ ଧରି ସ୍ୱାମୀ-ସ୍ତ୍ରୀ ମଧ୍ୟରେ କୌଣସି ଶାରୀରିକ ସମ୍ପର୍କ ନଥାଏ, ତେବେ ଏହା ମାନସିକ ନିର୍ଯ୍ୟାତନା ଏବଂ କ୍ରୁରତା ବା ନିଷ୍ଠୁରତା ହୋଇପାରେ ଏବଂ ସେହି ଆଧାରରେ ଛାଡପତ୍ର ମଧ୍ୟ ନିଆଯାଇପାରେ…
ମଣିପୁରରେ ପୁଣି ତେଜିଲା ହିଂସାକାଣ୍ଡ, ମନ୍ତ୍ରୀଙ୍କ ଘରେ ଲାଗାଇଦେଲେ ନିଆଁ, ଗୁଳି ବାଜି ଜଣେ ମୃତ
ନୂଆଦିଲ୍ଲୀ: ମଣିପୁରରେ ହିଂସାକାଣ୍ଡ ଥମିବାର ନାମ ନେଉନି । ମୈତେଇ ସମୁଦାୟକୁ ଏସଟି କରାଯିବା ବିରୋଧରେ ମେ ୩ ତାରିଖରେ ଏହି ହିଂସାକାଣ୍ଡ ଆରମ୍ଭ ହୋଇଥିଲା । ବର୍ତ୍ତମାନ ଏହାକୁ ୨୧ ଦିନ ବିତିଗଲାଣି । ବହୁ ଦିନ କର୍ଫ୍ୟୂ…
ସାଂସଦଙ୍କ କାର୍ ଧକ୍କାରେ ସ୍କୁଟି ଚାଳକ ମୃତ, ୨୦୦ ମିଟର ପର୍ଯ୍ୟନ୍ତ ଘୋଷାଡି ନେଲା ଗାଡ଼ି
ନୂଆଦିଲ୍ଲୀ: ରାଜ୍ୟସଭାର ସଂସଦଙ୍କ ଗାଡି ଧକ୍କାରେ ସ୍କୁଟି ଚାଳକଙ୍କ ମୃତ୍ୟୁ ଘଟଣା ସାମ୍ନାକୁ ଆସିଛି । କାରରେ ସାଂସଦ ଥିଲେ କି ନାହିଁ ତାହା ବର୍ତ୍ତମାନ ଯାଏଁ ସ୍ପଷ୍ଟ ହୋଇନାହିଁ । ଦୁର୍ଘଟଣାରେ ସାଂସଦଙ୍କ ଗାଡିର…
ପୋଲିସ କବଜାରେ ଗାଇସିଲେଟ ଥାନା IIC: ଜେଲରେ ନିଜେ ଥାନାବାବୁ
ସମ୍ବଲପୁର: ସମ୍ବଲପୁର ଗାଇସିଲେଟର ଆଇଆଇସିଙ୍କୁ ଗିରଫ କରିଛି ପୋଲିସ । ଆୟ ବହର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ବର୍ତ୍ତମାନ ଜେଲ ଭିତରକୁ ପଶି ଆସିଛନ୍ତି ନିଜେ ଜେଲର ଦାୟିତ୍ୱରେ ଥିବା ଥାନାବାବୁ । ସମ୍ବଲପୁରରେ…
Big Breaking; ମୁଣ୍ଡଳି ଟୋଲଗେଟରେ ମାରପିଟ: ଗଣ୍ଡଗୋଳରେ ୧୦ ଜଣ ଆହତ
କଟକ: ମୁଣ୍ଡଳି ଟୋଲଗେଟରେ ଦେଖିବାକୁ ମିଳିଛି ଏକ ବିରାଟ ଅଘଟଣ । ବସ୍ କର୍ମଚାରୀ ଏବଂ ଟୋଲଗେଟର ଷ୍ଟାଫଙ୍କ ମଧ୍ୟରେ ପାଟିତୁଣ୍ଡ ପରେ ଏହି ଘଟଣା ମାରପିଟ ଗଣ୍ଡଗୋଳ ପର୍ଯ୍ୟନ୍ତ ପହଞ୍ଚି ଯାଇଛି । ଗେଟ ପାସ୍ ପାଇଁ ଟଙ୍କା…
୩ ବର୍ଷର ଝିଅକୁ ଦୁଷ୍କର୍ମ ଉଦ୍ୟମ, ୭ବର୍ଷର ନାବାଳକ ବିରୋଧରେ ରହିଛି ଅଭିଯୋଗ
ଉତ୍ତରପ୍ରଦେଶ : ଆମ ସମାଜରେ ବିଭିନ୍ନ ସମୟରେ ନୂଆ ନୂଆ ଘଟଣା ସବୁ ଘଟି ଥାଏ, ସେଥି ମଧ୍ୟରୁ ଦୁଷ୍କର୍ମର ସଂଖ୍ୟା ଧିରେ ଧିରେ ବଢିବାରେ ଲାଗିଛି । ସେହିଭଳି ଏକ ଦୁଃଖଦ ଘଟଣା ସାମ୍ମନାକୁ ଆସିଛି ଉତ୍ତରପ୍ରଦେଶର କାନପୁରରୁ…
Video: ସିସୋଦିଆଙ୍କ ବେକକୁ ଧରି ଟାଣିନେଲା ପୋଲିସ, କେଜ୍ରିୱାଲ କହିଲେ ଏପରି ବ୍ୟବହାର ପାଇଁ ଉପରୁ ଆଦେଶ ମିଳିଛି କି?
ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ନୀତି ମାମଲାରେ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆଙ୍କୁ ଆଜି ପୋଲିସ ରାଉଜ ଏଭେନ୍ୟୁ କୋର୍ଟ ନେଇଯାଇଛନ୍ତି । ଏହାଦ୍ୱାରା ପୋଲିସ ମନିଷ ସିସୋଦିଆଙ୍କୁ ସୁରକ୍ଷା ଘେରରେ ନେଉଥିବା…