fbpx
Browsing Category

ମନୋରଞ୍ଜନ

ସୋନୁଙ୍କୁ ଐଶ୍ୱର୍ଯ୍ୟା କଣ ଡାକନ୍ତି? କାରଣ ଜାଣିଲେ ହୋଇଯିବେ ଖୁସ୍

ଓଡ଼ିଶା ଭାସ୍କର ବ୍ୟୁରୋ: ସମାଜସେବା ପାଇଁ ଚର୍ଚ୍ଚିତ ବଲିଉଡ୍ ଅଭିନେତା ସୋନୁ ସୁଦଙ୍କୁ ବିଶ୍ୱ ସୁନ୍ଦରୀ ଅଭିନେତ୍ରୀ ଐଶ୍ୱର୍ଯ୍ୟା କଣ ଡାକନ୍ତି? କାହିଁକି ସେ ଏଭଳି ଡାକନ୍ତି ଓ ତାଙ୍କ ପରିବାର ସହ ସୋନୁଙ୍କ କିଭଳି ରହିଛି…

Indian Idolର Winnerମାନେ କ’ଣ କରୁଛନ୍ତି ଏବେ, ଜାଣନ୍ତୁ ସେମାନଙ୍କ ବିଷୟରେ

ଇଣ୍ଡିଆନ ଆଇଡଲ୍ ଦେଶର ଏକ ପ୍ରମୁଖ ସଙ୍ଗୀତଭିତ୍ତିକ ରିୟଲିଟି ଶୋ । ବର୍ତ୍ତମାନ ସିଜିନ-୧୨ ଜାରି ରହିଥିବା ବେଳେ ପୂର୍ବରୁ ୧୧ଟି ସିଜିନ୍ ସମାପ୍ତ ହୋଇ ୧୧ ଜଣ ବିଜେତା ବଛା ହୋଇ ସାରିଛନ୍ତି । ତେବେ ଆପଣଙ୍କ ମନରେ ପ୍ରଶ୍ନ…

୯୦ ଦଶକର ଲୋକପ୍ରିୟ କାର୍ଟୁନ ଚରିତ୍ର; ଜାଣନ୍ତୁ ଟମ୍ ଆଣ୍ଡ ଜେରୀଙ୍କ ବିଷୟରେ କିଛି ଅଜଣା କଥା

ଆପଣ ପିଲାବେଳେ କାର୍ଟୁନ ତ ନିଶ୍ଚୟ ଦେଖିଥିବେ ଏବଂ ଯେତେବେଳେ କାର୍ଟୁନ କଥା ଆସେ ସେତେବେଳେ ପ୍ରଥମେ ‘ଟମ୍ ଆଣ୍ଡ ଜେରୀ’ଙ୍କ କଥା ଆସେ । ‘ଟମ୍ ଆଣ୍ଡ ଜେରୀ’ ର ଲୋକପ୍ରିୟତା ଏମିତି ଯାହା ଆଜିବି ଦୁନିଆରେ ସମସ୍ତଙ୍କର…

୨୯ ମିଡିଆ ହାଉସ ବିରୋଧରେ ଶିଳ୍ପାଙ୍କ ୨୫ କୋଟିର ମାନହାନି

ମୁମ୍ବାଇ: ରାଜ କୁନ୍ଦ୍ରା ପର୍ଣ୍ଣୋଗ୍ରାଫି ମାମଲାରେ ବମ୍ବେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ବଲିଉଡ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ । ବିଭିନ୍ନ ମିଡିଆ ଦ୍ୱାରା ପ୍ରକାଶ ପାଇଥିବା ଖବର ବିରୋଧରେ ଶିଳ୍ପା କୋର୍ଟଙ୍କ…

କୁନ୍ଦ୍ରାଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ଆଣିଲେ ଏହି ମଡେଲ୍, କହିଲେ- ‘ଜୋରଜବରଦସ୍ତି କିସ୍ କରିବାକୁ ଲାଗିଲେ ଓ କହିଲେ…

ମୁମ୍ବାଇ: ପର୍ଣ୍ଣ ଭିଡିଓ ମାମଲାରେ ଗିରଫ ହୋଇଥିବା ବ୍ୟବସାୟୀ ରାଜ୍ କୁନ୍ଦ୍ରା ଏବେ ଅଡ଼ୁଆରେ ବାନ୍ଧି ହୋଇଯାଉଛନ୍ତି । ଗୋଟିଏ ପରେ ଗୋଟିଏ ଅଭିନେତ୍ରୀ ତାଙ୍କ ବିରୋଧରେ ବୟାନ ଦେବାରେ ଲାଗିଛନ୍ତି । ଏବେ ପୁଣି ଜଣେ ମଡେଲ୍…

ବଢ଼ିଲା ଶିଳ୍ପା ଓ ରାଜଙ୍କ ଅଡୁଆ: ୩ ଲକ୍ଷ ଫାଇନ କଲା SEBI

ମୁମ୍ବାଇ: ପର୍ଣ୍ଣୋଗ୍ରାଫି ମାମଲାରେ ଗିରଫ ହୋଇଥିବା ରାଜ କୁନ୍ଦ୍ରାଙ୍କ ଅଡୁଆ ଦିନକୁ ଦିନ ବଢିବାରେ ଲାଗିଛି । ୨୦୧୫ର ଏକ ମାମଲାରେ ସେବି ପକ୍ଷରୁ ରାଜ କୁନ୍ଦ୍ରା ଓ ପତ୍ନୀ ଶିଳ୍ପା ସେଟ୍ଟୀଙ୍କୁ ୩ ଲକ୍ଷ ଟଙ୍କାର ଫାଇନ୍…

‘ମୁଁ ବେଙ୍ଗୁଲି, ତୁମେ କିଏ?’ ଶର୍ଟ ପିନ୍ଧା ଫଟୋ ଭାଇରାଲ୍, ହେଉଛନ୍ତି ଟ୍ରୋଲ୍

ଓଡ଼ିଶା ଭାସ୍କର ବ୍ୟୁରୋ: ସୋସିଆଲ୍ ମିଡିଆରେ ନିଜର ପୋଷ୍ଟକୁ ନେଇ ସର୍ବଦା ଚର୍ଚ୍ଚାରେ ରହୁଥିବା ଅଭିନେତ୍ରୀ ରାଧିକା ଆପ୍ତେ ସମ୍ପ୍ରତି ୟୁଜର୍ସଙ୍କ ଦ୍ୱାରା ଟ୍ରୋଲ୍ ହେଉଛନ୍ତି । ହଟ୍-ବୋଲ୍ଡ ଫଟୋ ପାଇଁ ସବୁବେଳେ ବିବାଦରେ…

ସବୁ ଝିଅଙ୍କ ଖୋଲିବି ଗୁମର… ଗେହନା କହିଲେ ଏମତି

ଓଡ଼ିଶା ଭାସ୍କର ବ୍ୟୁରୋ: ରାଜ କୁନ୍ଦ୍ରାଙ୍କ ପର୍ଣ୍ଣ ଫିଲ୍ମ ମାମଲାକୁ ନେଇ ଅଭିନେତ୍ରୀ ଗେହନା ବଶିଷ୍ଠ ଅଲଗା ପ୍ରକାର ମତ ଦେଇଛନ୍ତି । ତାଙ୍କୁ କ୍ରାଇମ୍ ବ୍ରାଞ୍ଚ୍ ପକ୍ଷରୁ ନୋଟିସ୍ କରାଯାଇଥିବା ବେଳେ ସେ ଠିକଣା ସମୟରେ…

କଙ୍ଗନାଙ୍କୁ ମୁମ୍ବାଇ କୋର୍ଟଙ୍କ ଚେତାବନୀ: ଜାଭେଦ ଅଖତର କେସ୍ ର ଶୁଣାଣିରେ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ

ମୁମ୍ବାଇ: ବଲିଉଡ଼ ଅଭିନେତ୍ରୀ କଙ୍ଗନା ରଣାୱତ ସବୁବେଳେ ବିବାଦରେ ରହିଆସିଛନ୍ତି । କଙ୍ଗନା ରଣାୱତଙ୍କ ବିରୋଧରେ ପ୍ରସିଦ୍ଧ ଗୀତିକାର ଜାଭେଦ ଅଖତର ମାନହାନି ମାମଲା ରୁଜୁ କରିଛନ୍ତି । ପ୍ରକୃତରେ କଙ୍ଗନା ଗତ ବର୍ଷ…

ପର୍ଣ୍ଣୋଗ୍ରାଫୀ ମାମଲା: ୧୪ ଦିନର ନ୍ୟାୟିକ ହେପାଜତକୁ ଗଲେ ରାଜ୍ କୁନ୍ଦ୍ରା

ମୁମ୍ବାଇ: ପର୍ଣ୍ଣୋଗ୍ରାଫୀ ମାମଲାରେ ଫସିଥିବା ଅଭିନେତ୍ରୀ ଶିଳ୍ପା ଶେଟ୍ଟୀଙ୍କ ସ୍ୱାମୀ ତଥା ବ୍ୟବସାୟୀ ରାଜ୍ କୁନ୍ଦ୍ରାଙ୍କୁ ମାଜିଷ୍ଟ୍ରେଟ୍ କୋର୍ଟ ଆଶ୍ୱସ୍ତି ମିଳିନାହିଁ । ରାଜ୍ ଏବଂ ରୟାନ୍ ଥେର୍ପଙ୍କୁ ୧୪ ଦିନର…