fbpx
Browsing Category

ମନୋରଞ୍ଜନ

ବିବାହ ବନ୍ଧନରେ ବାନ୍ଧି ହେଲେ ଦିଶା ଓ ରାହୁଲ, ସାମ୍ନାକୁ ଆସିଲା ଭିଡିଓ

ନୂଆଦିଲ୍ଲୀ: ବିଗବସ୍ ସିଜନ ୧୪’ର ଫାଷ୍ଟ ରନର୍ସ ଅପ୍ ବା ପ୍ଲେବ୍ୟାକ୍ ସିଙ୍ଗର ରାହୁଲ ବୈଦ୍ୟ ନିଜ ପ୍ରେମିକ ଦିଶା ପରମାରଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଏହାରି ମଧ୍ୟରେ ଦମ୍ପତ୍ତିଙ୍କ ବାହାଘରର ଭିଡିଓ…

ଜଷ୍ଟିସ୍ ଶଙ୍କରନ୍ ନାୟାର ଭୂମିକାରେ ଖିଲାଡ଼ି ଷ୍ଟାର୍, ପ୍ରଦର୍ଶିତ ହେବ ସଂଘର୍ଷର ଗାଥା

ଓଡ଼ିଶା ଭାସ୍କର ବ୍ୟୁରୋ: ବଡ଼ ପରଦାରେ ଖେିବାକୁ ମିଳିବ ଜାଲିୱାନାବାଗ ନରସଂହାର କଥା । କରନ ଜୋହର ପ୍ରସ୍ତୁତ କରୁଛନ୍ତି ଏହି ବିଷୟବସ୍ତୁକୁ ନେଇ ଏକ ଫିଲ୍ମ। ଏହାର ନାମ ଦି ଅନଟୋଲ୍ଡ ଷ୍ଟୋରି ଅଫ ସି.ଶଙ୍କରନ ନାୟାର ।…

ଫଟୋ ଦେଖି କହିଲେ; କାହା ପରି ଦେଖା ଯାଉଛି ସୈଫ୍-କରୀନାଙ୍କ ପୁଅ

ମୁମ୍ବାଇ: କରୀନା କପୁର ଖାନ୍ ଓ ସୈଫ୍ ଅଲୀ ଖାନଙ୍କ ଦ୍ୱିତୀୟ ସନ୍ତାନ ଜେହ ର ଫଟୋ ଭାଇରାଲ ହେବାରେ ଲାଗିଛି । ନିକଟରେ କରୀନା ନିଜର ପୁସ୍ତକ ପ୍ରେଗନାନ୍ସି ବାଇବେଲରେ ଜେହର ଫଟୋ ରହିଥିବା ବେଳେ ଏହା ସୋସିଆଲ ମିଡିଆରେ…

କଙ୍ଗନାଙ୍କ ନୂଆ ଟେଷ୍ଟ୍‌, ହୋଷ୍ଟ୍‌ କରି ଦେଖିବେ ରିଲେସନ୍‌ ଓ କନେକ୍ସନ୍‌

ଓଡ଼ିଶା ଭାସ୍କର ବ୍ୟୁରୋ: ଚର୍ଚ୍ଚିତ ଅଭିନେତ୍ରୀ କଙ୍ଗନା ରଣାୱତ୍‌ ଫିଲ୍ମ ଇଣ୍ଡଷ୍ଟ୍ରିରେ ନିଜର ଦକ୍ଷତା ପ୍ରତିପାଦନ କରିସାରିଲେଣି। ୩ଥର ଶୀର୍ଷ ପୁରସ୍କାର ଲାଭ କରିଥିବା କଙ୍ଗନାଙ୍କ ଭଳି ଅଭିନେତ୍ରୀ ନିଶ୍ଚିତ ଭାବେ…

ପୁତ୍ର ସନ୍ତାନକୁ ଜନ୍ମଦେଲେ ଅଭିନେତ୍ରୀ, ଫେବ୍ରୁଆରିରେ ହୋଇଥିଲା ବାହାଘର

ଓଡ଼ିଶା ଭାସ୍କର ବ୍ୟୁରୋ: ରିଲ୍‌ରେ ଅନେକ ପ୍ରକାର ଅଭିନୟ କରିପାରନ୍ତି ସେ। ହେଲେ ରିଅଲ୍‌ ଲାଇଫ୍‌ରେ ହୋଇଛନ୍ତି ମା‘। ଗତ ଫେବ୍ରୁଆରିରେ ତାଙ୍କର ବିବାହ ହୋଇଥିଲା। ଜଣାଶୁଣା ବ୍ୟବସାୟୀ ବୈଭବ ରେଖିଙ୍କୁ ବିବାହ କରିଥିଲେ…

‘୨୦୨୨ ଶେଷ ସୁଦ୍ଧା ହେବ ଆଲିଆ ଓ ରଣବୀରଙ୍କ ବାହାଘର, ୨୦୩୭ରେ ଛାଡ଼ପତ୍ର’

ମୁମ୍ବାଇ: ବଲିଉଡ ଅଭିନେତା ରଣୀବୀର କପୁର ଓ ଆଲିଆ ଭଟ୍ଟଙ୍କ ବାହାରକୁ ନେଇ ବିବାଦୀୟ ବୟାନ ପରେ ଟ୍ରୋଲ ହୋଇଛନ୍ତି ଅଭିନେତା ତଥା ସମାଲୋଚକ କମାଲ ରାଶିଦ ଖାନ୍ । ସେ ନିଜର ବୟାନକୁ ନେଇ ସର୍ବଦା ଚର୍ଚ୍ଚାରେ ରହିଥାନ୍ତି ।…

Mimi Trailer Out: ସରୋଗେସୀରୁ ମା’ ହେବାକୁ ଯାଉଥିବା କ୍ରୀତିଙ୍କ ଲାଇଫରେ ଆସୁଛି ନୂଆ ଟ୍ୱିଷ୍ଟ

ମୁମ୍ବାଇ: ଅଭିନେତ୍ରୀ କ୍ରୀତି ସାନନଙ୍କ ଫିଲ୍କ "ମିମି" ର ଟ୍ରେଲର୍ ରିଲିଜ୍ ହୋଇଯାଇଛି । ଏହି ଫିଲ୍କରେ ସେ ଜଣେ ଆମେରିକୀୟ ଦମ୍ପତିଙ୍କ ସନ୍ତାନର ସରୋଗେଟ୍ ମାତା ଭୂମିକାରେ ନଜର ଆସିବେ । ଏଥିରେ ପଙ୍କଜ ତ୍ରିପାଠୀ…

ମିଷ୍ଟର୍ ଡୋଲୁଙ୍କ ନିଧନ ପରେ ତାଙ୍କ ଚ୍ୟାନେଲ ମାଧ୍ୟମରେ ଲୋକଙ୍କୁ ହସାଇବେ ସାନଭାଇ

ଓଡ଼ିଶା ଭାସ୍କର ବ୍ୟୁରୋ: ସମ୍ବଲପୁରୀ କମେଡିଆନ୍ ତଥା ପଶ୍ଚିମ ଓଡ଼ିଶାର ମିଷ୍ଟର୍ ଡୋଲୁ ଅର୍ଥାତ୍ ଡୋଲାମଣି ଦାଶ ଲକ୍ଷ ଲକ୍ଷ ଲୋକଙ୍କ ମନ ଜିଣିଛନ୍ତି । ୟୁ-ଟ୍ୟୁବ୍ ରେ ଏକ ଚ୍ୟାନେଲ୍ ମାଧ୍ୟମରେ ସେ ଲୋକଙ୍କୁ ବେଶ୍ କମେଡି…

ଭର୍ଚୁଆଲ୍ ମୋଡ୍ ରେ ଲୋକାର୍ପିତ ହେଲା ‘ସ୍ୱପ୍ନା ଟିଭି’

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା ଅବସରରେ ରାଜ୍ୟ ଗଣମାଧ୍ୟମ ଜଗତକୁ ପ୍ରବେଶ କରିଛି ଆଉଏକ ଚାନେଲ୍ । ଭର୍ଚୁଆଲ୍ ମୋଡ୍ରେ ଲୋକାର୍ପିତ ହୋଇଯାଇଛି ‘ସ୍ୱପ୍ନା ଟିଭି’ । ଓଡ଼ିଶା ବିଧାନସଭାର…

ଅଙ୍କିତା ଲୋଖଣ୍ଡେ ଆରମ୍ଭ କଲେ ‘ପବିତ୍ର ରିସ୍ତା-୨’ର ସୁଟିଂ, କଙ୍ଗନା ପ୍ରତିକ୍ରିୟାରେ ଲେଖିଲେ ଏପରି

ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ କଙ୍ଗନା ରନାୱତ୍ ସୋସିଆଲ୍ ମିଡିଆରେ ବେଶ୍ ଆକ୍ଟିଭ୍ ରୁହନ୍ତି । ସେ ନିଜର ବୟାନ ସବୁକୁ ନେଇ ସର୍ବଦା ସୋସିଆଲ୍ ମିଡିଆରେ ଚର୍ଚ୍ଚାରେ ଥାଆନ୍ତି । ସେ ନିଜର ଫିଲ୍ମ ବ୍ୟତୀତ ଅନ୍ୟ ଷ୍ଟାର୍…