fbpx
Browsing Category

Featured

Google pay ବ୍ୟବହାରକାରୀଙ୍କ ପାଇଁ ଖୁସି ଖବର: ବିନା ଡେବିଟ କାର୍ଡରେ ଖୋଲି ପାରିବେ ଆକାଉଣ୍ଟ

ନୂଆଦିଲ୍ଲୀ : ଆଜିର ଦୁନିଆ ଡ଼ିଜିଟାଲର ଦୁନିଆ । ଜନ ସାଧାରଣର ପ୍ରାୟ ସମସ୍ତେ ଡିଜିଟାଲ ପ୍ଲାଟଫର୍ମ ବ୍ୟବହାର କରୁଛନ୍ତି । Google pay ବ୍ୟବହାରକାରୀଙ୍କ ପାଇଁ ଏକ ନୂଆ ଫିଚର ଆସିଛି । Google pay ଏବେ ଡେବିଟ କାର୍ଡର…

ଆମେରିକା ରାଷ୍ଟ୍ରପତି ଭବନରେ ରାହୁଲ ଗାନ୍ଧୀଙ୍କ ସିକ୍ରେଟ୍ ମିଟିଂ, ଜାଣନ୍ତୁ କାହା ସହିତ ଦେଖା ହେଲେ କଂଗ୍ରେସ ନେତା

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଆମେରିକା ଗସ୍ତରେ ସିକ୍ରେଟ୍ ମିଟିଂ ଏବେ ଖୁବ୍ ଚର୍ଚ୍ଚାରେ । ରିପୋର୍ଟରେ ଦାବି ମୁତାବକ ରାହୁଲଙ୍କ ଏହି ବୈଠକ ହ୍ୱାଇଟ୍ ହାଉସ୍ ଭିତରେ ହୋଇଥିଲା । ଏହି ବୈଠକ ସମୟରେ…

ଖାଇବା ପିଇବାର ଏହି ସମସ୍ୟା ପାଇଁ ବଢିଥାଏ ସୁଗାରର ସ୍ତର, କଣ ରହିଛି ଏହାର ସମସ୍ୟା

ନୁଆ ଦିଲ୍ଲୀ : ବର୍ତ୍ତମାନ ସମୟରେ ସୁଗାରର ସମସ୍ୟା ବଢିବାରେ ଲାଗିଛି । ଭାରତରେ ମଧ୍ୟ ଏହାର ସମସ୍ୟା ଅଧିକ ଦେଖିବାକୁ ମିଳିଲାଣି । ସୁଗାର ଭଳି ରୋଗରୁ ମୁକ୍ତି ପାଇବା ପାଇଁ ହେଲେ ଜିବନଶୈଳୀରେ ପରିବର୍ତ୍ତନ ଏବଂ…

ଭୁଲ୍ ରେ ବି କାହାକୁ ଥାଳିରେ ଏକ ସଙ୍ଗେ ଖାଇବାକୁ ଦିଅନ୍ତୁ ନାହିଁ ୩ ରୁଟି, ହୋଇଥାଏ ବହୁ ଅଶୁଭ

ହିନ୍ଦୁ ଧର୍ମରେ ବିଭିନ୍ନ ମାନ୍ୟତା ପ୍ରଚଳିତ । ପୂଜା ପାଠ, ବ୍ରତ ଠାରୁ ଆରମ୍ଭ କରି ଦୈନିକ ଆଚରଣକୁ ନେଇ ବି ବିଭିନ୍ନ ମାନ୍ୟତା ରହିଛି । ପ୍ରତିଦିନ ଆମ ଚାରପଟେ ଏପରି ବହୁ କାର୍ଯ୍ୟ ହୋଇଥାଏ ଯାହାକୁ ଶୁଭ ଓ ଅଶୁଭ…

ରାଜଧାନୀରେ ସର୍କସ : ଭୁଶୁଡିଲା ଅଜନ୍ତାର ତମ୍ବୁ

ଭୁବନେଶ୍ୱର : ସର୍କସ ଏମିତି ଗୋଟେ ଜିନିଷ ଯାହାକୁ ଦେଖିବା ପାଇଁ ଛୋଟ ଛୁଆ ଠାରୁ ଆରମ୍ଭ କରି ବୃଦ୍ଧ ବ୍ୟକ୍ତି ପର୍ଯ୍ୟନ୍ତ ସମସ୍ତେ ଭଲ ପାଆନ୍ତି । ଏହି ଖୁସିକୁ ଉପଭୋଗ କରିବା ଦୀର୍ଘ ୭ ବର୍ଷ ପରେ ଭୁବନେଶ୍ୱରକୁ ସର୍କସ…

(Video) ପ୍ରକୃତି ମିଶ୍ର ଓ ଜସ୍ମିନ ରଥଙ୍କ ଅଭିଯୋଗର କଡ଼ା ଜବାବ ଦେଲେ ପ୍ରଯୋଜକ ଟୁଟୁ ନାୟକ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଲିଉଡ ପ୍ରଯୋଜକ ସଞ୍ଜୟ ନାୟକ ଓରଫ ଟୁଟୁଙ୍କ ବିରୋଧରେ ଗତକାଲି ଓଲିଉଡର ଦୁଇଜଣ ଅଭିନେତ୍ରୀ କାଷ୍ଟିଂ କାଉଚ ଅଭିଯୋଗ ଆଣିଥିଲେ । ଅଭିନେତ୍ରୀ ପ୍ରକୃତି ମିଶ୍ର ଓ ଜସ୍ମିନ ରଥ ସଞ୍ଜୟଙ୍କ ନାମରେ…

Today’s Gold Rate : ଆଜି ପୁଣି ସୁନା ଓ ରୂପା ଦରରେ ବୃଦ୍ଧି : କିଣିବା ଆଗରୁ ଜାଣି ନିଅନ୍ତୁ ରେଟ୍

ନୁଆଦିଲ୍ଲୀ : ସ୍ତ୍ରୀ ଲୋକମାନେ ସମସ୍ତେ ଗହଣା ପିନ୍ଧିବା ପାଇଁ ଭଲ ପାଆନ୍ତି । ସ୍ତ୍ରୀ ମାନେ ଗହଣା ପିନ୍ଧିଲେ ଅତ୍ୟଧିକ ସୁନ୍ଦର ଦେଖାଯାଆନ୍ତି । ବିବାହ ସିଜନରେ ସୁନା ଓ ରୂପାର ମୂଲ୍ୟ ବୃଦ୍ଧି ପାଇବାରେ ଲାଗିଥାଏ ।…

କେନ୍ଦ୍ର ସରକାର ନିଯୁକ୍ତି: ବଢ଼ିଆ ଦରମା, ଭୁବନେଶ୍ୱରରେ ରହିଛି ପରୀକ୍ଷା ସେଣ୍ଟର

ଚାକିରି ଖୋଜୁଥିବା ସମସ୍ତ ଆଶାୟୀଙ୍କ ପାଇଁ ଏକ ବଡ଼ ଖବର । ନ୍ୟାସନାଲ ହାଇଡ୍ରୋକ୍ଲୋରିକ ପାୱାର କର୍ପୋରେସନ ପକ୍ଷରୁ ଅନେକ ପଦ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ପ୍ରାର୍ଥୀଙ୍କୁ ଜୁନିୟର ଇଞ୍ଜିନିୟର, ସୁପରଭାଇଜର,…

ଅମରନାଥ ଯାତ୍ରାରେ ଫୁଡ୍ ମେନ୍ୟୁ ଜାରି, ଜାଣି ନିଅନ୍ତୁ କ’ଣ ଖାଇବେ କ’ଣ ନ ଖାଇବେ

ନୂଆଦିଲ୍ଲୀ:ଚଳିତ ବର୍ଷ ଜୁଲାଇରେ ଆରମ୍ଭ ହେବାକୁ ଯାଉଛି ପ୍ରସିଦ୍ଧ ଅମରନାଥ ଯାତ୍ରା । ତେବେ ଆପଣ ବି ଏହି ଯାତ୍ରାରେ ବାହାରିଥିଲେ ଏହା ପୂର୍ବରୁ ଏକ ବିଶେଷ ଖବର ଜାଣିନେବା ଉଚିତ । ଆପଣ ଏହି ତୀର୍ଥ ଯାତ୍ରାରେ ଯାଉଥିଲେ…

ଅନ୍ୟ ରାଜ୍ୟ ଓ ବିଦେଶରେ ରହୁଥିବା ପିଲାମାନେ ଶିଖିବେ ଓଡ଼ିଆ ଭାଷା: ରାଜ୍ୟ ସଂସ୍କୃତି ବିଭାଗର ନୂଆ ପ୍ରୟାସ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ଛାତ୍ରଛାତ୍ରୀଙ୍କ ଶିକ୍ଷାର ବିକାଶ ପାଇଁ ରାଜ୍ୟ ସରକାରଙ୍କ ତରଫରୁ ଅନେକ ନୂଆ ପଦକ୍ଷେପ ପୂର୍ବରୁ ଗ୍ରହଣ କରାଯାଇଛି । ରାଜ୍ୟର ସଂସ୍କୃତି, ପରମ୍ପରା ଓ ଐତିହ୍ୟକୁ ବିଶ୍ୱ ଦରବାରରେ…