fbpx
Browsing Category

Featured

ଫୋନ୍ ହଜିଗଲେ କିମ୍ବା ଚୋରି ହୋଇଗଲେ ଡରନ୍ତୁ ନାହିଁ, ପ୍ରଥମେ ଆପଣାନ୍ତୁ ଏହି ପଦକ୍ଷେପ

ଭୁବନେଶ୍ୱର: ବର୍ତ୍ତମାନ ସମୟରେ ଲୋକମାନଙ୍କ ପାଖରେ କିଛି ଥାଉ କି ନଥାଉ ଖଣ୍ଡିଏ ଫୋନ୍ ନିହାତି ଥାଏ। ନୂତନ ପ୍ରଯୁକ୍ତିବିଦ୍ୟା ସହିତ ଲୋକେ ଫୋନ୍ ମାଧ୍ୟମରେ ସେମାନଙ୍କର ଅନେକ କାମ କରି ପାରୁଛନ୍ତି। ଲୋକମାନେ ପ୍ରାୟତଃ…

ଚମତ୍କାର ! ଭୟଙ୍କର ବିମାନ ଦୁର୍ଘଟଣା ପରେ ବି ବଞ୍ଚିଛି ଜୀବନ, ଜଙ୍ଗଲରେ ୪୦ ଦିନ କାଟିବା ପରେ ଜୀବନ୍ତ ଉଦ୍ଧାର ହେଲେ ୪ ଶିଶୁ

ନୂଆଦିଲ୍ଲୀ : କୁହାଯାଏ ରଖେ ହରି, ମାରେ କିଏ । ଏହାର ଅର୍ଥ ଯଦି ହରି କାହାକୁ ବଞ୍ଚାଇବାକୁ  ଚାହିଁବେ, ତେବେ ସେଠୋର କିଏ ବା କ’ଣ କରିପାରିବ । ସେହିଭଳି କିଛି ଘଟଣା ସାମ୍ନାକୁ ଆସିଛି । ଏକ ଭୟଙ୍କର ବିମାନ ଦୁର୍ଘଟଣାରେ…

Video: ଲାଇଭ୍ ଟିଭି ଶୋରେ ଶୋଏବ ଜମାଇଙ୍କ ଉପରେ ଆକ୍ରମଣ କଲେ ସହ ପେନାଲିଷ୍ଟ ସୁବୁହୀ ଖାନ୍‌, ପ୍ରଥମେ ପିଟିଲେ ପୁଣି ଦୌଡ଼ାଇଲେ

ନୂଆଦିଲ୍ଲୀ: ନିଜକୁ ଇସଲାମବାଦୀ ଜ୍ଞାନୀ କହୁଥିବା ଶୋଏବ ଜମାଇ ଅନେକ ସମୟରେ ଟିଭିରେ ନଜର ଆସିଥାନ୍ତି। ଶୁକ୍ରବାର ଏକ ଲାଇଭ୍ ଟିଭି ଶୋରେ ଜଣେ ସାଥି ପେନାଲିଷ୍ଟ ଶୋଏବଙ୍କ ଉପରେ ଆକ୍ରମଣ କରି ଦେଇଛନ୍ତି। ଶୋ ଚାଲିଥିବା…

ଅଧିକ ଦିନ ପର୍ଯ୍ୟନ୍ତ ସ୍ତନ୍ୟପାନ କରିଥିବା ଶିଶୁର ବ୍ରେନ ହୋଇଥାଏ ତୀକ୍ଷ୍ଣ, ପାଠପଢ଼ାରେ ହୋଇଥାନ୍ତି ମେଧାବୀ: ରିପୋର୍ଟରୁ ଖୁଲାସା

ଅଧିକ ଦିନ ପର୍ଯ୍ୟନ୍ତ ସ୍ତନ୍ୟପାନ କରିଥିବା ଶିଶୁର ବ୍ରେନ ତୀକ୍ଷ୍ଣ ହୋଇଥାଏ । ଏହା ସହ ଦୀର୍ଘଦିନ ସ୍ତନ୍ୟପାନ କରିଥିବା ଶିଶୁ ଭଲ ପାଠ ପଢିଥାଆନ୍ତି । ବ୍ରିଟେନର ଏକ ରିପୋର୍ଟରେ ପ୍ରକାଶ ପାଇଛି । ୧୬ ବର୍ଷ ବୟସର…

ପିଛା ଛାଡୁନି ଟ୍ରେନ୍ ଅଘଟଣ ; ଆଜି ପୁଣି କୋଇଲା ବୋଝେଇ ଟ୍ରେନ୍ ରେ ଅଗ୍ନିକାଣ୍ଡ

ଭୁବନେଶ୍ୱର : ପିଛା ଛାଡୁନି ଟ୍ରେନ୍ ଅଘଟଣ । ପ୍ରତିଦିନ ଟ୍ରେନ୍ ଅଘଟଣକୁ ନେଇ ଖବର ଆସୁଛି । ଗୋଟିଏ ସପ୍ତାହ ମଧ୍ୟରେ ଅନେକ ଟ୍ରେନ୍ ଅଘଟଣ ଘଟି ସାରିଛି । ଆଜି ସକାଳୁ ଆଉ ଏକ ବଡ ଅଘଟଣ ଖବର ଆସିଛି । ବାଲେଶ୍ୱର ଜିଲା…

ମଧୁମେହ ଏବଂ ଉଚ୍ଚ ରକ୍ତଚାପ ସମେତ ୨୩ ଔଷଧର ରିଟେଲ ଦର ଧାର୍ଯ୍ୟ କଲା ଏପିପିଏ

ନୂଆଦିଲ୍ଲୀ: ଜାତୀୟ ଔଷଧ ନିୟନ୍ତ୍ରକ ଏନ୍‌ପିପିଏ ୨୩ ଟି ଔଷଧର ରିଟେଲ ଦର ଧାର୍ଯ୍ୟ କରିଛନ୍ତି । ମଧୁମେହ ଏବଂ ଉଚ୍ଚ ରକ୍ତଚାପ ପାଇଁ ଔଷଧ ମଧ୍ୟ ଏଥିରେ ସାମିଲ ଅଛି। ଗତମାସ ୨୬ ତାରିଖରେ ହୋଇଥିବା ଏନ୍‌ପିପିଏର ୧୧୩ ତମ…

ଶନି ଦେବଙ୍କ ଆଶୀର୍ବାଦ ପୂର୍ବରୁ ମିଳିଥାଏ ଏହି ସଙ୍କେତ, ଭାଗ୍ୟ ଉଜ୍ଜ୍ୱଳ ହେବା ଆରମ୍ଭ କରେ

ଶନି ଦେବ ଶୁଭ ସଙ୍କେତ: ଜ୍ୟୋତିଷ ଶାସ୍ତ୍ରରେ ସପ୍ତାହର ସାତ ଦିନ ଗୋଟିଏ ଦେବତା ବା ଗ୍ରହ ପାଇଁ ଉତ୍ସର୍ଗୀ ହୋଇଥାଏ । ଶନିବାର ଶନି ଦେବଙ୍କ ଦିନ ବୋଲି ବିବେଚନା କରାଯାଏ । ଏହି ଦିନ ଲୋକମାନେ ଶନି ଦେବଙ୍କ ଆଶୀର୍ବାଦ…

ଭାରତରେ ରହୁଥିବା ଲୋକଙ୍କୁ ଭାରତ ପ୍ରତି ବିଶ୍ୱସ୍ତ ହେବା ଉଚିତ୍: ହାଇକୋର୍ଟ

ନୂଆଦିଲ୍ଳୀ: ସୋସିଆଲ ମିଡିଆରେ ଭାରତ ବିରୋଧୀ ବିଷୟବସ୍ତୁ ସେୟାର କରିଥିବା ଅଭିଯୁକ୍ତ କଂଗ୍ରେସ ନେତା ଅଫଜଲ ଲଖାନୀଙ୍କ ଜାମିନ୍ ଆବେଦନକୁ ଖାରଜ କରିଛନ୍ତି ଗୁଜରାଟ ହାଇକୋର୍ଟ । ଏହା ସହ ସେ କହିଛନ୍ତି ଯେ, ଦେଶରେ…

ବ୍ରିଟେନ୍ ସାଂସଦ ପଦରୁ ଇସ୍ତଫା ଦେଲେ ବୋରିସ୍ ଜନସନ୍, ପାର୍ଟିଗେଟ୍ ଦୁର୍ନୀତିର ଯାଞ୍ଚ ରିପୋର୍ଟ ଆସିବା ପରେ ବଡ଼ ପଦକ୍ଷେପ

ନୂଆଦିଲ୍ଲୀ: ବ୍ରିଟେନରୁ ଏବେ ଏକ ବଡ଼ ଖବର ସାମ୍ନାକୁ ଆସିଛି । ପୂର୍ବତନ ପ୍ରଧାନମନ୍ତ୍ରୀ ବୋରିସ ଜନସନ୍ ବ୍ରିଟେନର ସାଂସଦ ପଦରୁ ତକ୍ରାଳ ପ୍ରଭାବରେ ଇସ୍ତଫା ଦେଇଛନ୍ତି । ଏହି ପଦରୁ ଇସ୍ତଫା ଦେବା ପରେ ଜନସନ କହିଛନ୍ତି…

କଲବଲ କରୁଛି ଗ୍ରୀଷ୍ମ ପ୍ରବାହ ସାଙ୍ଗକୁ ଅସହ୍ୟ ଗୁଳୁଗୁଳି: ୬ ଜିଲ୍ଲାକୁ ହିଟ୍‌ ୱେଭ୍ ୱାର୍ଣ୍ଣିଂ

ଭୁବନେଶ୍ୱର: ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ କଲବଲ କଲାଣି। ତା ସହ ଅସହ୍ୟ ଗୁଳୁଗୁଳି ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହେଲାଣି। ଶନିବାର ସକାଳୁ ଅସହ୍ୟ ରାଜଧାନୀ ଭୁବନେଶ୍ୱରରେ ଅସହ୍ୟ ଗୁଳୁଗୁଳି ଅନୁଭୂତ ହେଉଛି। ଭୁବନେଶ୍ୱର ରେ…