fbpx
Browsing Category

Featured

୧୫ ବର୍ଷୀୟ ନିରିହ ଝିଅକୁ ବିକିବାକୁ ଯାଉଥିଲା ଦଲାଲ୍, ଅଫିସରଙ୍କ ହାତରେ ଧରାପଡିବା ପରେ…ଭିଡିଓ ଦେଖି ଥରିଯିବ ଛାତି

ମଧ୍ୟପ୍ରଦେଶ: ନାରୀମାନଙ୍କ ସୁରକ୍ଷା ପାଇଁ ସରକାର ବିଭିନ୍ନ ବ୍ୟବସ୍ଥା କରିବା ସତ୍ତେ୍ୱ ଶାସନ-ପ୍ରଶାସନ ଏ ଦିଗରେ ବିଫଳ ହେଉଛନ୍ତି । ନିରିହ ଶିଶୁ ମାନଙ୍କୁ ଦଲାଲ୍ ମାନେ ବାହାର ଦେଶରେ ବିକ୍ରି କରିଦେଉଛନ୍ତି । ଏପରି ଏକ…

ବିଶ୍ୱ ଟେଷ୍ଟ୍ ଚାମ୍ପିୟନସିପ୍ ପୁର୍ବରୁ ଭାରତୀୟ କ୍ରିକେଟ୍ ଟିମ୍‌ର ନୂଆ ଜର୍ସି ଲଞ୍ଚ କଲା ଆଡିଡାସ୍‌

ନୂଆଦିଲ୍ଲୀ: ବିଶ୍ୱ ଟେଷ୍ଟ୍ ଚାମ୍ପିୟନସିପ୍ ପୁର୍ବରୁ ଗୁରୁବାର ଭାରତୀୟ ଟିମ୍‌ର ନୂଆ ଜର୍ସି ଲଞ୍ଚ କରିଛି ଆଡିଡାସ୍। ଏବେ ଭାରତୀୟ ଟିମ୍ ଟି-୨୦ ଏବଂ ଦିନିକିଆରେ ଦୁଇଟି ଜର୍ସିରେ ନଜର ଆସିବ। ଭାରତୀୟ କ୍ରିକେଟ୍…

୧୨ ପ୍ରତିଶତ ବଢ଼ିଲା GST କଲେକ୍ସନ: ମଇ ମାସରେ ସଂଗ୍ରହ ହେଲା ୧.୫୭ ଲକ୍ଷ କୋଟି

ନୁଆଦିଲ୍ଲୀ: ମଇ ମାସରେ ସେବା ଏବଂ ଦ୍ରବ୍ୟ କର(ଜିଏସ୍‌ଟି) ସଂଗ୍ରହ ଗତବର୍ଷ ମାଇ ତୁଳନାରେ ୧୨ ପ୍ରତିଶତ ବଢି ୧,୫୭,୦୯୦ କୋଟିରେ ପହଞ୍ଚିଛି। ମଇ ମାସରେ ମୋଟ୍ କର ସଂଗ୍ରହ ୧,୫୭,୦୯୦ କୋଟି ରହିଥିଲା। ଏଥିରେ ସିଜିଏସ୍‌ଟି…

ହାତରେ ଭାଗବତ ଗୀତା ଏବଂ ମୁହଁରେ ଚମକ, ଆଇପିଏଲ ଜିତିବା ପରେ ଧୋନୀଙ୍କର ଭାଇରାଲ ହେଉଛି ଏହି ଫଟୋ

ନୂଆଦିଲ୍ଲୀ: ମହେନ୍ଦ୍ର ସିଂ ଧୋନୀଙ୍କ ଅଧିନାୟକତ୍ୱରେ ଚେନ୍ନାଇ ସୁପର କିଙ୍ଗ ଆଇପିଏଲ ୨୦୨୩ର ଟାଇଟଲ ଜିତିଛି । ଗତ ସୋମବାର ଦିନ ରିଜର୍ଭ ଡେ’ରେ ଖେଳାଯାଇଥିବା ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗ, ଗୁଜୁରାଟ ଟାଇଟନ୍ସକୁ…

ମଇ ମାସରେ ଓଡ଼ିଶାରେ ସଂଗ୍ରହ ହେଲା ୪୩୯୮ କୋଟି ଟଙ୍କା ଜିଏସଟି

ଭୁବନେଶ୍ୱର: ମୋଟ ଜିଏସ୍‌ଟି କ୍ଷେତ୍ରରେ ଓଡିଶା ଚଳିତ ବର୍ଷ ମଇ ମାସରେ ୧୧.୧୭% ଅଭିବୃଦ୍ଧି ହାସଲ କରି ୪୩୯୭.୭୩ କୋଟି ଟଙ୍କା ସଂଗ୍ରହ କରିଛି। ଗତବର୍ଷ ମଇ ମାସରେ ଏହି ସଂଗ୍ରହ ୩୯୫୫.୭୫ କୋଟି ଟଙ୍କା ଥିଲା। ଚଳିତ ବର୍ଷ…

କର୍ଣ୍ଣାଟକ ସରକାରଙ୍କ ଗୃହଲକ୍ଷ୍ମୀ ଯୋଜନାରେ ୨୦୦୦ଟଙ୍କା ସହାୟତା ପାଇବ କିଏ? ଶାଶୂ ନା ବୋହୂ, ସେ ନେଇ ଲାଗିଛି ଝଗଡା

ନୂଆଦିଲ୍ଲୀ:ସରକାର ରାଜ୍ୟର ହେଉ କି କେନ୍ଦ୍ରର ଏହାର ଲକ୍ଷ୍ୟ ରହିଥାଏ ନିଜ ନାଗରିକଙ୍କ ସୁଖ ସୁବିଧା ପ୍ରତି ଧ୍ୟାନ ଦେବା । ଏଥିପାଇଁ ସରକାର ବିଭିନ୍ନ ସମୟରେ ବିଭିନ୍ନ ଯୋଜନା ପ୍ରଣୟନ କରିଥାନ୍ତି । କର୍ଣ୍ଣାଟକ ସରକାର…

୫ଟି ଭିଟାମିନ-ମିନେରାଲ୍ସ କମିବାରୁ ଝଡିବାକୁ ଲାଗେ କେଶ, ଏହି ଜିନିଷ ଉପରେ ରଖନ୍ତୁ ଧ୍ୟାନ, ନଚେତ ହୋଇଯିବେ ଚନ୍ଦା!

ଆଜିର ସମୟରେ, କେଶ ଝାଡ଼ିବା ସମସ୍ୟା ବହୁ ସଂଖ୍ୟକ ଲୋକଙ୍କୁ ପ୍ରଭାବିତ କରୁଛି। କେଶ ଝଡ଼ିବାର ଅନେକ କାରଣ ଥାଇପାରେ, ଖରାପ ଜୀବନଶୈଳୀ, ଅସ୍ୱାସ୍ଥ୍ୟକର ଖାଦ୍ୟ ଅଭ୍ୟାସ, ଚିକିତ୍ସା ଅବସ୍ଥା ଏବଂ ଜେନେଟିକ୍ କାରଣଗୁଡିକ।…

ଚିକେନ୍ ଖାଉଥିଲେ ହେବ ଭୟଙ୍କର ରୋଗ, ମେଡିସିନ୍ ବି କାମ ଦେବ ନାହିଁ

ନୂଆଦିଲ୍ଲୀ:ଆମିଷ ପ୍ରିୟ ଲୋକମାନେ ପ୍ରାୟ ଚିକେନ୍ ଖାଇବାକୁ ଭଲ ପାଆନ୍ତି । ବିଶେଷ କରି ଛୋଟ ପିଲାମାନେ ବେଶୀ ମାତ୍ରାରେ ଚିକେନ ପ୍ରିୟ । ଯେତେବେଳେ ଏହି ଚିକେନ୍ ଆମ ଶରୀରକୁ ଯାଇଥାଏ ସେତେବେଳେ ବହୁ ଆଣ୍ଟିବାଓଟିକ୍ସକୁ…

IBPS RRB Recruitment 2023: ୮,୬୦୦ ରୁ ଅଧିକ ପଦବୀରେ ନିଯୁକ୍ତି ସୁଯୋଗ, Clerk ଏବଂ PO ପଦବୀ ପାଇଁ ଆରମ୍ଭ ହେଲା ଆବେଦନ

ନୂଆଦିଲ୍ଲୀ: ବ୍ୟାଙ୍କରେ ଚାକିରି କରିବାକୁ ଚାହୁଁଥିବା ଆଶାୟୀଙ୍କ ପାଇଁ ଖୁସି ଖବର। ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ବ୍ୟାଙ୍କିଙ୍ଗ୍ ପର୍ସନାଲ ସିଲେକସନ୍‌(ଆଇବିପିଏସ୍‌) Clerk ଏବଂ PO ନିଯୁକ୍ତି ପାଇଁ ଅନ୍‌ଲାଇନ୍ ଆବେଦନ…

ସୁନ୍ଦରତା ପାଇଁ ନୁହେଁ ଗଛକୁ ଧଳା କରାଯିବାର ବୈଜ୍ଞାନିକ କାରଣ ବି ରହିଛି

ଆପଣ ପ୍ରାୟ ସମୟରେ ହାଇୱେ କିମ୍ବା ସହରର ସଡକ ଉପରେ ଲାଗିଥିବା ଗଛରେ ଧଳା ରଙ୍ଗ ଲଗା ଯାଇଥିବାର ଦେଖିଥିବେ । ଭାରତରେ ବହୁ ଗଛରେ ଲାଲ ରଙ୍ଗ ମଧ୍ୟ ଦିଆଯାଇଥାଏ । ତେବେ ଏହା ପଛରେ କଣ କାରଣ ରହିଛି ତାହା ଆପଣ ଜାଣନ୍ତି କି?…