Browsing Category

Featured

DCGI ନେଲା କଠୋର ପଦକ୍ଷେପ: ୧୮ଟି ଫାର୍ମା କମ୍ପାନୀର ଲାଇସେନ୍ସ ବାତିଲ୍, ନିମ୍ନମାନର ଔଷଧ ପ୍ରସ୍ତୁତ ପଡ଼ିଲା ମହଙ୍ଗା

ନୂଆଦିଲ୍ଲୀ: ନିମ୍ନମାନର ଔଷଧ ପ୍ରସ୍ତୁତ କରିବା ପଡ଼ିଛି ମହଙ୍ଗା । ଏହି କାରଣ ପାଇଁ ୧୮ଟି ଫାର୍ମା କମ୍ପାନୀର ଲାଇସେନ୍ସ ବାତିଲ କରାଯାଇଛି । ଏଥିସହିତ ଏହି କମ୍ପାନୀମାନଙ୍କୁ ଔଷଧ ଉତ୍ପାଦନ ବନ୍ଦ କରିବାକୁ ନିର୍ଦ୍ଦେଶ…

ଭୁବନେଶ୍ୱର ଇସ୍କନ ମନ୍ଦିର ସାମନାରେ ଗଢି ଉଠିଲା ନଈ: ବର୍ଷାପାଣିରେ ଉବୁଟୁବୁ ରାସ୍ତା

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରର ସ୍ମାର୍ଟ କାହାଣୀ ବର୍ତ୍ତମାନ ଲୋକଲୋଚନକୁ ଆସିଛି । ଟିକିଏ ବର୍ଷାରେ ସହରର ଅନେକ ପ୍ରମୁଖ ରାସ୍ତା ଜଳାର୍ଣ୍ଣବ ହୋଇଯାଉଛି । ଏହି ତାଲିକାରେ ରହିଛି ଭୁବନେଶ୍ୱରର ପ୍ରସିଦ୍ଧ ଇସ୍କନ…

ଛି ଲଜ୍ଜ୍ୟା! ଛେଳି ସହ ଅପ୍ରାକୃତିକ ଯୌନ ସମ୍ପର୍କ ରଖିଲା ଯୁବକ: ଏବେ ପୋଲିସ ହେପାଜତରେ

କେନ୍ଦ୍ରାପଡା: ଗୋଟିଏ ନିରୀହ ନିର୍ବାକ ପଶୁ ଉପରେ ହୋଇଛି ଅମାନୁଷିକ ଅପରାଧ । ଅପ୍ରାକୃତିକ ଭାବରେ ଛେଳି ସହ ଯୌନ ସମ୍ପର୍କ ରଖିଥିବା ନେଇ ଜଣେ ଯୁବକଙ୍କ ବିରୋଧରେ ଅଭିଯୋଗ ହୋଇଛି । ପରେ ପୋଲିସ ଏ ନେଇ ତଦନ୍ତ ଆରମ୍ଭ…

ହଠାତ୍ ମାଡ଼ି ଆସିଲା ଯମରୂପୀ ଅଗ୍ନିକାଣ୍ଡ: ଜଳିଗଲେ ୩୯ ଲୋକ, ମୃତ୍ୟୁ ସହ ସଂଘର୍ଷ କରୁଛନ୍ତି ୩୦ ଜଣ

ନୂଆଦିଲ୍ଲୀ: କଥାରେ ଅଛି ଅଗ୍ନିକାଣ୍ଡଠାରୁ ଆଉ ବଡ଼ ବିପତ୍ତି ନାହିଁ । ଭୟଙ୍କର ନିଅାଁ ଆଗରେ ମଣିଷ ସତେ ଯେମିତି ଅସହାୟ ହୋଇ ପଡ଼େ । ତେବେ ଆଜି ଏପରି ଏକ ଭୟଙ୍କର ଘଟଣା ଦେଖିବାକୁ ମିଳିଛି । ଅଗ୍ନିର ଭୟଙ୍କର ତାଣ୍ଡବରେ…

ୟୁକ୍ରେନ ଫେରନ୍ତା ଭାରତୀୟ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର: MBBS ଡିଗ୍ରୀ ସମାପ୍ତ ପାଇଁ ମିଳିବ ଆଉ ଏକ ସୁଯୋଗ

ନୂଆଦିଲ୍ଲୀ: ଋଷ-ୟୁକ୍ରେନ ଯୁଦ୍ଧ ସମୟରେ ହଜାର ହଜାର ଭାରତୀୟ ମେଡିକାଲ ଛାତ୍ରଛାତ୍ରୀ ୟୁକ୍ରେନରେ ଫଶି ରହିଥିଲେ । ଏହି ଘଟଣାକୁ ନେଇ ଗତବର୍ଷ ଭାରତୀୟ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ମଧ୍ୟରେ ଏକପ୍ରକାର ଭୟର ବାତାବରଣ…

ପ୍ରଧାନମନ୍ତ୍ରୀ ହୋଇପାରନ୍ତି M.S Dhoni! ନିର୍ବାଚନ ଲଢିବାକୁ ନେଇ କ’ଣ କହିଲେ ମାହି?

ନୂଆଦିଲ୍ଲୀ: ଭାରତ ସହ ସାରା ବିଶ୍ୱରେ ଟିମ ଇଣ୍ଡିଆର ପୂର୍ବ ଅଧିନାୟକ ଏମ.ଏସ ଧୋନୀଙ୍କର କୋଟି କୋଟି ପଶଂସକ ରହିଛନ୍ତି । କ୍ୟାପଟେନ କୁଲ ନାମରେ ସେ ଖୁବ ପରିଚୟ ହାସଲ କରିଛନ୍ତି । ଭାରତର ବିଭିନ୍ନ କୋଣ ଅନୁକୋଣରେ…

ପୁରୀ ଲେଭେଲ୍‌ କ୍ରସିଂ ନିକଟରେ ଦୁର୍ଘଟଣା: ଲାଇନଚ୍ୟୁତ ହେଲା ଯାତ୍ରୀବାହୀ ଟ୍ରେନ

ପୁରୀ: ପୁରୀ ରେଳ ଷ୍ଟେସନରେ ଏହା ବଡ ଧରଣର ଅଘଟଣ ଘଟିଯାଇଛି । ଯାତ୍ରୀବାହୀ ଟ୍ରେନ ହୋଇଛି ଲାଇନଚ୍ୟୁତ । ପୁରୀ-ଗୁଣୁପୁର ଯାତ୍ରୀବାହୀ ଟ୍ରେନ ଲାନଚ୍ୟୁତ ହୋଇଥିବା ଜଣାପଡିଛି । ପ୍ଲାଟଫର୍ମ ନମ୍ବର-୧ରେ ଟ୍ରାକରୁ ଖସି…

NPS-OPS: କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ ଗଠନ କଲା କମିଟି, ବଦଳିବ ନୂଆ ପେନସନ ଯୋଜନା!

ନୂଆଦିଲ୍ଲୀ: ସମସ୍ତ ସରକାରୀ କର୍ମଚାରୀଙ୍କୁ ଏକ ଖୁସି ଖବର ମିଳିବାକୁ ଯାଉଛି । ପୁରୁଣା ପେନସନ ସ୍କିମ (ଓପିଏସ)କୁ ପୁଣି ଥରେ ଲାଗୁ କରିବା ପାଇଁ କର୍ମଚାରୀମାନେ ବାରମ୍ବାର ଦାବି କରି ଆସୁଛନ୍ତି । ଦେଶର ଅଣବିଜେପି…

ଆଜିକାଲି ଝିଅଙ୍କ ଅପେକ୍ଷା ବିବାହିତ ମହିଳାଙ୍କୁ ଅଧିକ ପସନ୍ଦ କରୁଛନ୍ତି ଯୁବକ ! ଜାଣନ୍ତୁ କାରଣ

ବାହାଘର ଗୋଟେ ପବିତ୍ର ସମ୍ପର୍କ । ଏହାକୁ ମୂଳରୁ ମଜବୁତ ରଖିବା ପାଇଁ ଓ ଏହା ମଧ୍ୟରେ ପ୍ରେମ ବଢ଼ାଇ ରଖିବା ପାଇଁ ଦୁହେଁ ଦୁହିଁଙ୍କ ପ୍ରତି ଭରସା ରଖିବା ନିହାତି ଦରକାର । କିନ୍ତୁ ଆଜିକାଲି ସମାଜରେ ଯୁବକମାନେ କୁମାରୀ…

‘Mo Bus’ରୁ ୫୦ ହଜାର ଲୁଟିନେଲେ ଦୁର୍ବୃତ୍ତ: ଝିଅ ଘରକୁ ଭାର ପାଇଁ ନେଉଥିଲେ ଟଙ୍କା

ବାରଙ୍ଗ: ଓଡିଶା ସରକାରଙ୍କ ତରଫରୁ ଲୋକଙ୍କ ସୁରକ୍ଷା ଏବଂ ସୁବିଧା ପାଇଁ 'ମୋ ବସ୍' ବ୍ୟବସ୍ଥା କରାଯାଇଛି । କିନ୍ତୁ ଏହି ସୁରକ୍ଷା ବ୍ୟବସ୍ଥା ଦିନକୁ ଦିନ ଭୁଷୁଡିବାରେ ଲାଗିଛି । ମୋ ବସ୍ ସେବାରେ ବୃଦ୍ଧି ପାଉଛି…