fbpx
Browsing Category

Featured

ଫେରିବ ପୁରୁଣା ପାଟର୍ଣ୍ଣ: ଆସନ୍ତାବର୍ଷଠୁ ପୁଣି ଦଶମ ଦ୍ୱାଦଶଙ୍କ ପରୀକ୍ଷାରେ ଆସିବ ଏହି ପରିବର୍ତ୍ତନ

ନୂଆଦିଲ୍ଲୀ: ଶିକ୍ଷା ବିଭାଗରେ ପୁଣି ଆସିପାରେ ପରିବର୍ତ୍ତନ । ପୁଣି ଥରେ ପରୀକ୍ଷାରେ ଲାଗୁ ହୋଇପାରେ ପୁରୁଣା ପାଟର୍ଣ୍ଣ । ଏ ନେଇ ମାଧ୍ୟମିକ ଶିକ୍ଷା ପରିଷଦ ପ୍ରସ୍ତୁତି କରୁଥିବା ସୂଚନା ମିଳିଛି । ଏହି ନିୟମ…

ବଣ ଭୋଜିରେ ଛାତ୍ରଙ୍କ ମୃତ୍ୟୁ ଘଟଣା: ସିବିଆଇ ତଦନ୍ତ ପାଇଁ ନୋଟିସ୍‌ ଜାରି

କଟକ (ଭାସ୍କର ନ୍ୟୁଜ୍‌): ବଣଭୋଜିରେ ଛାତ୍ର କରଣ ପଟ୍ଟନାୟକ(୧୮)ଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାରେ ସିବିଆଇ ତଦନ୍ତ ପାଇଁ ରୁଜୁ ମାମଲାରେ ହାଇକୋର୍ଟ ରାଜ୍ୟ ସରକାରଙ୍କୁ ନୋଟିସ୍‌ ଜାରି କରିଛନ୍ତି । ମୃତ ଛାତ୍ରଙ୍କ ମା…

ଅନୁଗୁଳରେ ରକ୍ତ ଜୁଡ଼ୁବୁଡ଼ୁ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ଅନୁଗୁଳ(ଓଡ଼ିଶା ଭାସ୍କର): ଅନୁଗୁଳରେ ଘଟିଯାଇଛି ଏକ ଅଭାବନୀୟ ଘଟଣା । ଜଣେ ଯୁବକଙ୍କ ରକ୍ତ ଜୁଡ଼ୁବୁଡ଼ୁ ମୃତଦେହ ଉଦ୍ଧାର ହୋଇଥିବା ବେଳେ ତାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି । ମୃତ ଯୁବକ ଜଣକ ଜରପଡ଼ା ଥାନା…

ମାଆ ସାଜିଲା ପିଶାଚୀ: ୩ ବର୍ଷର ପୁଅ ବେକ କାଟିଦେଲା ମାରିଦେଲା, ମଦ ନିଶାରେ ହତ୍ୟା କରିଥିବା ନେଇ ଚର୍ଚ୍ଚା

କୋରାପୁଟ, (ଭାସ୍କର ନ୍ୟୁଜ୍‌): ପିଶାଚୀ ମାଆର ବର୍ବର କାଣ୍ଡ । ଯେଉଁ ରକ୍ତରେ ଜନ୍ମ ଦେଇଥିଲା, ସେହି ରକ୍ତ ନିଗାଡ଼ି ଶେଷରେ ଜୀବନ ନେଇଗଲା । ଧାରୁଆ ଅସ୍ତ୍ରରେ ୩ ବର୍ଷର ଶିଶୁ ପୁତ୍ରର ବେକ କାଟି ହତ୍ୟାକଲା । ଏପରି ଏକ…

ମାହାଙ୍ଗା କୁସୁୁର ଗଣହତ୍ୟା ମାମଲା: ଅଭିଯୁକ୍ତ ଶିବକୁ ୩ ଦିନିଆ ରିମାଣ୍ଡରେ ନେଲା ପୋଲିସ, କ୍ରାଇମ୍‌ ସ୍ପଟରେ କରାଯିବ ସିନ୍ ରିକ୍ରିଏସନ୍

ମାହାଙ୍ଗା/ସାଲେପୁର, (ଭାସ୍କର ନ୍ୟୁଜ୍‌): ବହୁଚର୍ଚ୍ଚିତ ମାହାଙ୍ଗା କୁସୁୁର ଗଣହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଶିବ ସାହୁକୁ ମାହାଙ୍ଗା ପୋଲିସ ୩ ଦିନିଆ ରିମାଣ୍ଡରେ ନେଇଛି । ତାର ମେଡିକାଲ ଟେଷ୍ଟ କରାଯିବା ପରେ ତାକୁ…

ରାଶିଫଳ(ଶୁକ୍ରବାର,୧୫ ଏପ୍ରିଲ,୨୦୨୨)

ମେଷ - ଆଜି ପୂର୍ବସ୍ଥିରୀକୃତ ସ୍ଥାନକୁ ଯାତ୍ରା କରିପାରନ୍ତି। ବନ୍ଧୁମିଳନ ସହ ସାମୂହିକ ଆଲୋଚନା ମଧ୍ୟ ଫଳପ୍ରଦ ହୋଇପାରିବ। ବ୍ୟବସାୟ ଓ ଶିଳ୍ପ, ବାଣିଜ୍ୟ କ୍ଷେତ୍ରରେ ସହଜ ଓ ସୁବିଧାରେ ଲକ୍ଷ୍ୟ ହାସଲ କରିବେ।…

ବଡ଼ ନିଷ୍ପତି: କେନ୍ଦ୍ରୀୟ ବିଦ୍ୟାଳୟରେ ସାଂସଦ, ଜିଲ୍ଲାପାଳ ଏବଂ କେନ୍ଦ୍ରମନ୍ତ୍ରୀଙ୍କ କୋଟାରେ ଆଉ ମିଳିବନି ଆଡମିଶନ

କେନ୍ଦ୍ରୀୟ ବିଦ୍ୟାଳୟରେ ଆଉ ମନ୍ତ୍ରୀ କିମ୍ବା ଜିଲ୍ଲାଧିକାରୀ କୋଟାରୁ ମିଳିବନି ଆଡମିସନ । ସାଂସଦ, ଜିଲ୍ଲାଧୀକାରୀ ଏବଂ ସ୍ୱତନ୍ତ୍ର ସୁବିଧା ବାବଦରେ ମନ୍ତ୍ରୀ କୋଟାରେ ମିଳୁଥିବା ନାମ ଲେଖା ପ୍ରାବଧାନକୁ ପରବର୍ତ୍ତୀ…

ପ୍ରସେସନ ସମୟରେ ଅଘଟଣ: ଲୋକଙ୍କ ଉପରେ ଓଲଟି ପଡିଲା ଡିଜେ ଗାଡି

ବାରିପଦା: ମହଙ୍ଗା ପଡିଛି ପ୍ରସେସନ ଆଉ ଡିଜେ ଗାଡିର ପ୍ରେମ । ବାରିପଦା ଅଞ୍ଚଳରେ ଉଡାପର୍ବକୁ ନେଇ ଚାଲିଥିବା ପ୍ରସେସନ ବେଳେ ଘଟିଯାଇଛି ଏକ ଅଘଟଣ । ଲୋକଙ୍କ ଉପରେ ଡିଜେ ଗାଡି ଓଲଟି ପଡିବାରୁ ଅନେ ଲୋକ ଆହତ ହୋଇଥିବା…

(Video) ଉଚ୍ଚତା କମ୍ ଥବାରୁ ମିଳୁନଥିଲା ଚାକିରି, ବିଧାୟକ ନିଜେ କଲେ ପୋଷ୍ଟ: ଏହାପରେ ହେଲା ଏମିତି…

କେବେ କେବେ ସୋସିଆଲ ମିଡିଆ କେବଳ ଚର୍ଚ୍ଚାର ମାଧ୍ୟମ ନ ସାଜି ଅନେକଙ୍କ ଜୀବନ ପରିବର୍ତ୍ତନ କରିଦିଏ । ସୋସିଆଲ ମିଡିଆ ଯୋଗୁଁ ଅନେକ ରାତାରାତି ପାଲଟିଯାନ୍ତି ଚର୍ଚ୍ଚିତ ଚେହେରା । ସେହିଭଳି ଏକ ଘଟଣା ଏବେ ସାମ୍ନାକୁ…

ଜୀବନ ବଞ୍ଚାଇଦେଲେ CISF : ଅକ୍ଷରଧାମ ମେଟ୍ରୋ ଷ୍ଟେସନରୁ ଡେଇଁ ପଡିଲେ ଯୁବତୀ, ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ: ଅକ୍ଷରଧାମ ମେଟ୍ରୋ ଷ୍ଟେସନରେ ଘଟିଯାଇଛି ଏକ ଅଭାବନୀୟ ଘଟଣା । ୨ ନମ୍ବର ପ୍ଲାଟଫର୍ମରେ ଚଢି ଜଣେ ଯୁବତୀ ୫୦ ଫୁଟକୁ ତଳକୁ ଡେଇଁ ପଡିଛନ୍ତି । ତେବେ ଘଟଣାସ୍ଥଳରେ ଉପସ୍ଥିତ ଥିବା CISF ଯବାନ ମହିଳାଙ୍କୁ…