fbpx
Browsing Category

Featured

ଆଗକୁ ଗ୍ରୀଷ୍ମ ଜ୍ବାଳାରେ ସନ୍ତୁଳି ହେବେ ରାଜ୍ୟବାସୀ, ଆହୁରି ୪ରୁ ୫ ଦିନ ଯାଏଁ କଲବଲ କରିବା ପ୍ରଚଣ୍ଡ ତାତି

ଭୁବନେଶ୍ୱର(ଭାସ୍କର ନ୍ୟୁଜ୍‌): ସାରା ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ମୁଣ୍ଡଫଟା ଖରା ସାଙ୍ଗକୁ ପ୍ରବଳ ଗୁଳୁଗୁଳିରେ ଜନ ଜୀବନ ଅସ୍ତବ୍ୟସ୍ତ । ଆଗକୁ ଆହରୁ କଲବଲ କରିବା ଖରା। ପାଣିପାଗ ବିଭାଗ ଆକଳନ ଅନୁଯାଇ,…

ଦ୍ୱିତୀୟ ଇନିଂସରେ ଟ୍ୱିଷ୍ଟ ଶୋ’: ଚହଲଙ୍କ ଫିରକି ଆଗରେ ଚିତପଟାଙ୍ଗ ହେଲା କୋଲକାତା

ମୁମ୍ବାଇ: ଟସ ହାରିବା ପରେ କେକେଆର ବିପକ୍ଷ ମ୍ୟାଚରେ ରୋମାଞ୍ଚକର ବିଜୟ ହାସଲ କରିଛି ରାଜସ୍ଥାନ । ଦଳର ଷ୍ୟାର ବୋଲର ୟୁଜବେନ୍ଦ୍ର ଚହଲଙ୍କ ଫିରକି ଆଗରେ କୋଲକାତାର ସମସ୍ତ ବ୍ୟାଟ୍ସମ୍ୟାନ ଚିତପଟାଙ୍ଗ ମାରିଛନ୍ତି । ୧୮ତମ…

ସ୍ୱାସ୍ଥ୍ୟ ପାଇଁ ବେଶ ଉପଯୋଗୀ ଖଟା ଫଳ: ନିୟମିତ ଡାଏଟରେ ସାମିଲ କଲେ ମିଳିବ ଏହି ଫାଇଦା

ଦିଲ୍ଲୀ: ସାଧାରଣତଃ ଲୋକମାନେ ମିଠା ଏବଂ ପାଟିକୁ ସୁଆଦିଆ ଲାଗୁଥିବା ଖାଦ୍ୟ ଖାଇବାକୁ ଖୁବ ପସନ୍ଦ କରିଥାନ୍ତି । କିନ୍ତୁ ଏମିତି ଅନେକ କିଛି ଫଳ ଅଛି ଯାହା ପାଟିକୁ ଖଟା ଲାଗିଥିଲେ ବି ଖାଇବାକୁ ଭଲ ଲାଗେ ଏବଂ ସ୍ୱସ୍ଥ୍ୟ…

ଦଙ୍ଗାକାରୀଙ୍କ ବିରୋଧରେ ଉଦାହରଣ ସୃଷ୍ଟି ହେଲାଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କର -ଅମିତ ଶାହା

ଦିଲ୍ଲୀ ଜାହାଙ୍ଗିରପୁରୀ ଅଞ୍ଚଳରେ ହୋଇଥିବା ସାମ୍ପ୍ରଦାୟିକ ହିଂସାରେ ସାମିଲ ଅଭିଯୁକ୍ତ ମାନଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦିଲ୍ଲୀ ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି ଗୃହମନ୍ତ୍ରୀ ଅମିତ ଶାହା । ସେ…

ଡେରୀ ଫାର୍ମ ଖୋଲିବାକୁ ଚାହୁଛନ୍ତି କି? ଏହି ଯୋଜନାର ନେଇପାରିବେ ଫାଇଦା, ୨୫% ରହିଛି ସବସିଡି

ଗାଁରେ କୃଷକମାନେ ଚାଷକାର୍ଯ୍ୟ ବ୍ୟତୀତ ପଶୁପାଳନକୁ ମଧ୍ୟ ଏକ ସୁବିଧାଜନକ ବିକଳ୍ପ ଭାବରେ ସାମ୍ନାକୁ ଆସିଛି । ନିକଟରେ ଦେଖାଯାଇଛି ପଶୁପାଳନକୁ ଆପଣାଇଥିବା କୃଷକଙ୍କ ସଂଖ୍ୟା ବଢ଼ିଛି । କୃଷକଙ୍କ ପାଇଁ ପଶୁପାଳନ ସବୁବେଳେ…

କୋଇଲା ଅଭାବ୍; ଘରୋଇ ଏବଂ ଇଣ୍ଡଷ୍ଟ୍ରୀମାନଙ୍କୁ ଘନଘନ ବିଜୁଳି କାଟ କରୁଛି ପାକିସ୍ତାନ

କୋଇଲା ଅଭାବରୁ ଘରୋଇ ଏବଂ ଇଣ୍ଡଷ୍ଟ୍ରୀମାନଙ୍କୁ ଘନଘନ ବିଜୁଳି କାଟ କରୁଛି ପାକିସ୍ତାନ । ବୈଦେଶିକ ମୁଦ୍ରା ଅଭାବରୁ ବିଦେଶରୁ କୋଇଲା ଏବଂ ତୈଳ କିଣିବାକୁ ଅସମର୍ଥ ହେବା ଆଶଙ୍କା କରି ଏଭଳି ପଦକ୍ଷେପ ଉଠାଇଛି । ୟୁକ୍ରେନ…

ନଦିଆରେ ପୁଣି ଦୁଷ୍କର୍ମ ପରେ ହତ୍ୟା: ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହେଲା ମୃତଦେହ

କୋଲକାତା: ପଶ୍ଚିମବଙ୍ଗର ନଦିଆ ଜିଲ୍ଲାରେ ପୁଣି ଘଟିଯାଇଛି ଆଉ ଏକ ଛାତିଥରା ଘଟଣା । ସମ୍ପର୍କୀୟଙ୍କ ଘରୁ ଜଣେ ନାବାଳିକାଙ୍କ ମୃତଦେହ ଠାବ କରାଯାଇଛି । ତେବେ ଝିଅ ସହିତ ବଳାତ୍କାର କରିବା ପରେ ତାଙ୍କୁ ହତ୍ୟା…

ବାବା ସିଦ୍ଧିକିଙ୍କ ଇଫତାର ପାର୍ଟି: ଯୋଗଦେଲେ ବଲିଉଡର ବହୁ କଳାକାର

ଇଫତାର ପାର୍ଟିରେ ବଲିଉଡ ତାରକାଙ୍କ ମେଳ । ମୁମ୍ବାଇରେ ବାବା ସିଦ୍ଦିକିଙ୍କ ତରଫରୁ ହୋଇଥାଏ ପ୍ରତିବର୍ଷ ଇଫତାର ପାର୍ଟି । ଯାହାକି ବେଶ ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜିଥାଏ । ଅନେକ ସେଲିବ୍ରେଟି ପ୍ରତି ବର୍ଷ ବାବା…

୪ ଦିନିଆ ରିମାଣ୍ଡରେ ଗଲେ ଦୁଇ କୋକେନ ଅଭିଯୁକ୍ତ: ଓଡ଼ିଶାରେ କୋକେନର କଳା ସାମ୍ରାଜ୍ୟ ବିସ୍ତାର କରିବା ଅଭିଯୋଗରେ ହୋଇଥିଲେ ଗିରଫ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ହକି ବିଶ୍ୱକପ୍ ପୂର୍ବରୁ ଓଡ଼ିଶାରେ କୋକେନର କଳା ସାମ୍ରାଜ୍ୟ ତିଆରି ପାଇଁ ଯୋଜନା କରୁଥିବା ଦୁଇ ଅଭିଯୁକ୍ତଙ୍କୁ ଗତ ଏପ୍ରିଲ ୧୫ ତାରିଖ ଶୁକ୍ରବାର ଗିରଫ କରିଥିଲା ଏସଟିଏଫ୍ । ଗିରଫ କରିବା…

ଦଶମ ଶ୍ରେଣୀ ଦ୍ୱିତୀୟ ସମେଟିଭ ଆସେସମେଣ୍ଟ ପାଇଁ କାଲିଠୁ ମିଳିବ ଆଡମିଟ କାର୍ଡ

ଦଶମ ଶ୍ରେଣୀ ଦ୍ୱିତୀୟ ସମେଟିଭ ଆସେସମେଣ୍ଟ ପରୀକ୍ଷା ପାଇଁ ଆସନ୍ତା କାଲିଠୁ ଆଡମିଟ କାର୍ଡ ମିଳିବ । ଆସନ୍ତା କାଲି ପୁର୍ବାହ୍ନ ୧୦ଟାରୁ ପିଲାମାମନେ ଆଡମିଟ କାର୍ଡ ପାଇପାରିବେ । www.bseodisha.ac.in. ୱେବସାଇଟରେ ଏହା…