Browsing Category

Featured

ଶୀତଦିନ ପାଇଁ ନନ୍ଦନକାନନ ପ୍ରାଣୀ ଉଦ୍ୟାନ ସମୟରେ ପରିବର୍ତ୍ତନ: ଜାଣନ୍ତୁ ନୂଆ ସମୟ…

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ନନ୍ଦନକାନନ ପ୍ରାଣୀଉଦ୍ୟାନ ସମୟରେ ପରିବର୍ତ୍ତନ । ଶୀତଦିନକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ନନ୍ଦନକାନନ ପ୍ରାଣୀଉଦ୍ୟାନ ଏବଂ ଷ୍ଟେଟ୍ ବଟାନିକାଲ ଗାର୍ଡେନ ପାଇଁ ନୂଆ ସମୟ ନିର୍ଦ୍ଧାରିତ…

ପିଲାଙ୍କ ଇଚ୍ଛା ପୂରଣ କରି ବିଶ୍ୱ ରେକର୍ଡ କଲେ ଜନ୍ ସେନା: ଛୁଟୁଛି ପ୍ରଶଂସାର ସୁଅ…

ନୂଆଦିଲ୍ଲୀ: WWE ର ଚାମ୍ପିୟନ ରହିସାରିଥିବା ରେସଲର ଜନ୍ ସେନା(John Cena) ଙ୍କୁ ବହୁତ ଲୋକ ଜାଣିଥିବେ । ଖାଲି ଜଣେ ରେସଲର ଭାବରେ ନୁହେଁ ସେ ଜଣେ ସେଲିବ୍ରିଟି ଭାବରେ ମଧ୍ୟ ପରିଚିତ । କିନ୍ତୁ ଏବେ ତାଙ୍କର କିଛି…

କାନପୁରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଦର୍ଶନ ସାରି ଫେରୁଥିବାବେଳେ ଦୁର୍ଘଟଣାରେ ଚାଲିଗଲା ୨୪ ଭକ୍ତଙ୍କ ଜୀବନ…

ଲକ୍ଷ୍ନୌ: ଉତ୍ତରପ୍ରଦେଶ କାନପୁରରେ ନରବର ଥାନା ଅଧୀନରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । କୁହାଯାଉଛି ଯେ ବକେବରରୁ ଦୁଇ ଡର୍ଜନରୁ ଅଧିକ ଲୋକ ଦର୍ଶନ ସାରି ଏକ ଟ୍ରାକ୍ଟରରେ ଫେରୁଥିବା ସମୟରେ ରାସ୍ତାରେ ଟ୍ରାକ୍ଟର…

ଦେଶରେ କମିଛି ବେକାରି ହାର: ସେପ୍ଟେମ୍ବରରେ ୬.୪୩ ପ୍ରତିଶତକୁ ଖସିଲା… 

ନୂଆଦିଲ୍ଲୀ: ଭାରତରେ ଦ୍ରୁତ ଭାବରେ ହ୍ରାସ ପାଉଛି ବେକାରି । ସେଣ୍ଟ୍ରର ଫର୍ ମନିଟରିଂ ଇଣ୍ଡିଆନ ଇକୋନୋମୀ (CMIE) ର ତଥ୍ୟ ଅନୂଯାୟୀ ଭାରତରେ ଅଗଷ୍ଟ ମାସରେ ବେକାରି ପ୍ରତିଶତ ୮.୩ ପ୍ରତିଶତ ଥିଲା ଯାହା ସେପ୍ଟେମ୍ବରରେ…

ପତଳା ହେବାକୁ ଚାହୁଁଛନ୍ତି କି ? ତେବେ ତୁରନ୍ତ ବଦଳାନ୍ତୁ ଏହି ଅଭ୍ୟାସ

ଲୋକମାନଙ୍କ ଖରାପ ଲାଇଫଷ୍ଟାଇଲ ଯୋଗୁଁ ସେମାନେ ମୋଟା ହେବାରେ ଲାଗିଛନ୍ତି । ଭାରତରେ ପିଲାଙ୍କଠାରୁ ନେଇ ବୃଦ୍ଧ ପର୍ଯ୍ୟନ୍ତ ସମସ୍ତେ ମୋଟାପଣର ଶିକାର ହୋଇଛନ୍ତି । ଏଭଳି ପରିସ୍ଥିତିରେ ସମୟ ଆଗରୁ ଆପଣଙ୍କୁ ସତର୍କ…

Cricket vs Football: ଫୁଟବଲ୍ ବିଶ୍ଵ କପ୍ ସାମ୍ନାରେ କିଛି ନୁହେଁ ଟି-୨୦ ବିଶ୍ଵ କପର ପୁରସ୍କାର ରାଶି, ଜାଣନ୍ତୁ କେମିତି

ନୂଆଦିଲ୍ଲୀ: ଟି-୨୦ ବିଶ୍ଵ କପ୍ ୨୦୨୨ର କାଉଣ୍ଟ ଡାଉନ୍ ଆରମ୍ଭ ହୋଇ ଯାଇଛି। ଅକ୍ଟୋବର ୧୬ରୁ ଏହି ମେଗା ଇଭେଣ୍ଟ ଅଷ୍ଟ୍ରେଲିଆରେ ଆରମ୍ଭ ହେବାକୁ ଯାଉଛି। ଗ୍ରୁପ୍ ପର୍ଯ୍ୟାୟରୁ ଟୁର୍ଣ୍ଣାମେଣ୍ଟର ଶୁଭାରମ୍ଭ ହେବ। ଗ୍ରୁପ…

CAA ବିରୋଧ କରୁଥିବା ଲୋକେ ଦେବେ କ୍ଷତିପୂରଣ: ୬୦ ପ୍ରଦର୍ଶନକାରୀଙ୍କୁ ୫୭ ଲକ୍ଷ ନୋଟିସ ପଠାଇଲା ପୋଲିସ

ଲକ୍ଷ୍ନୌ: ତିନି ବର୍ଷ ପୂର୍ବେ ସିଏଏ ଏବଂ ଏନଆରସି ବିରୋଧୀ ପ୍ରଦର୍ଶନ ସମୟରେ ହୋଇଥିବା ହିଂସା ଏବଂ ଉତ୍ତେଜନା ଘଟଣାରେ ସାମିଲ ନହଟୋରର ୬୦ ପ୍ରଦର୍ଶନକାରୀଙ୍କୁ ୫୭ ଲକ୍ଷ ଟଙ୍କାର କ୍ଷତିପୂରଣ ଭରିବା ପାଇଁ ପୋଲିସ ନୋଟିସ…

ୟୁକ୍ରେନ ବିରୋଧରେ ଲଢିବ ଏହି ୭ ଫୁଟ୍ ଉଚ୍ଚର ଓ୍ଵାର୍ଲ୍ଡ ବକ୍ସିଂ ଚାମ୍ପିଅନ, ପୁଟିନ୍ ସେନାରେ ହେଲେ ଭର୍ତ୍ତି

ନୂଆଦିଲ୍ଲୀ: ରୁଷ ଏବଂ ୟୁକ୍ରେନ ଯୁଦ୍ଧରୁ ବାଦ୍ ପଡିନି କ୍ରୀଡା ଜଗତ। ଦୁଇ ଦେଶର ଖେଳାଳି ପରସ୍ପରର ବହିଷ୍କାର କରିଛନ୍ତି। ସାରା ଦୁନିଆ ବି ଯୁଦ୍ଧର ନିନ୍ଦା କରି ଆସିଛନ୍ତି। ବହୁତ କମ ଆଥଲେଟ୍ ଥିବେ ଯିଏ ଏହି ଯୁଦ୍ଧର…

ସକାଳୁ ଶୀଘ୍ର ଉଠିବାର ଅଭ୍ୟାସ ଅଛି କି ? ଜାଣନ୍ତୁ ଏହା ଦ୍ୱାରା ଶରୀରକୁ କ’ଣ ମିଳିଥାଏ ଲାଭ

ସଫଳ ବ୍ୟକ୍ତିମାନେ ସେମାନଙ୍କ ଜୀବନରେ କିଛି ଭଲ ଅଭ୍ୟାସ ଫଲୋ କରିଥାନ୍ତି । ସେହିପରି ଗୋଟିଏ ଭଲ ଅଭ୍ୟାସ ହେଉଛି ସକାଳୁ ଉଠିବା । ସକାଳୁ ଉଠିବା ଦ୍ୱାରା ଅନେକ ଫାଇଦା ରହିଛି । ଏହା ଆପଣଙ୍କୁ ସଫଳତାର ଶୀର୍ଷକୁ ନେବା ସହ…

୧୦ ବର୍ଷର ବାଳିକାକୁ ଯୌନ ନିର୍ଯାତନା ପାଇଁ ୧୪୨ ବର୍ଷ କାରାଦଣ୍ଡ; ଆଉ ୫ ଲକ୍ଷ ଟଙ୍କା ଜରିମାନା

କେରଳ:କେରଳରେ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। ଯେଉଁଠାରେ, ପତନମାଟିତା ର ଏକ POCSO କୋର୍ଟ ଜଣେ ୪୧ ବର୍ଷ ବୟସ୍କା ବ୍ୟକ୍ତିଙ୍କୁ ଦୁଇ ବର୍ଷ ଧରି ୧୦ ବର୍ଷର ବାଳିକାକୁ ଯୌନ ନିର୍ଯାତନା ଅଭିଯୋଗରେ୧୪୨ ବର୍ଷ…