fbpx
Browsing Category

Featured

୪ ବର୍ଷର ବାଳିକାକୁ ଚକଲେଟ୍ ଦେବା ବାହାନାରେ ଦୁଷ୍କର୍ମ, ୧୨ ବର୍ଷିୟ ଅଭିଯୁକ୍ତ ଗିରଫ

ଚିଖାଲି: ଚକଲେଟ୍ କିଣିବାକୁ ଯିବା ବୋଲି କହି ଗୋଟିଏ ୧୨ ବର୍ଷର ବାଳକ ଏକ ୪ ବର୍ଷୀୟ ବାଳିକା ସହିତ ଦୁଷ୍କର୍ମ କରିଛି । ଏନେଇ ପୀଡ଼ିତା ବାଳିକାଙ୍କ ମାଆ ଅଭିଯୋଗ କରିଛନ୍ତି । ଏହିଭଳି ଘଟଣାର ଶନିବାର ଦିନ ପୁଣେର ପିମ୍ପରୀ…

ଥଣ୍ଡା, ଜ୍ୱର, କଫ, ଛିଙ୍କ, କାଶ ଦେଖାଦେଲେ ତୁରନ୍ତ ପରୀକ୍ଷା କରାଇ ନିଅନ୍ତୁ: Omicron Variant କବଳରୁ ଠାରୁ ବର୍ତ୍ତିବା ପାଇଁ ଡାକ୍ତରଙ୍କ…

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବର୍ତ୍ତମାନ ଦକ୍ଷିଣ ଆଫ୍ରିକାରୁ ଚିହ୍ନଟ ହୋଇଥିବା କରୋନାର ନୂଆ ଭାରିଆଣ୍ଟ ‘ଓମିକ୍ରନ’କୁ ନେଇ ଚାରିଆଡ଼େ ଚିନ୍ତା ବଢ଼ିଯାଇଛି । ତେବେ ଦେଶରେ ୧୦୦ କୋଟିରୁ ଅଧିକ ଲୋକଙ୍କୁ ଏବେ ସୁଦ୍ଧା ଟିକା…

କନେଷ୍ଟବଳଙ୍କ ଘରେ ଭିଜିଲାନ୍ସ ରେଡ୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବ୍ରହ୍ମପୁର ଥାନାର କନେଷ୍ଟବଳ ସୁଦର୍ଶନ ପ୍ରଧାନଙ୍କ ଘରେ ଭିଜିଲାନ୍ସ ରେଡ୍ କରିଛି । ଆୟ ବର୍ହିଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଚଢ଼ାଉ କରିଥିବା ସୂଚନା ମିଳିଛି । ବ୍ରହ୍ମପୁର ଓ…

ଏୟାରଟେଲ୍ ପରେ Jio ଦେଲା ମହଙ୍ଗା ଝଟକା, ୨୧ ପ୍ରତିଶତ ବଢ଼ିଲା ପ୍ରିପେଡ୍ ପ୍ଲାନ୍ସ

ନୂଆଦିଲ୍ଲୀ: ଏୟାରଟେଲ୍ ଓ ଭିଆଇ ପରେ ରିଲାଏନ୍ସ ଜିଓ ମଧ୍ୟ ମହଙ୍ଗା ମାଡ଼ର ଝଟକା ଗ୍ରାହକଙ୍କୁ ଦେଇଛି । ଏବେ ଜିଓ ପକ୍ଷରୁ ପ୍ରିପେଡ୍ ପ୍ଲାନ୍ସ ମହଙ୍ଗା କରିବା ନେଇ ଘୋଶଣା କରାଯାଇଛି । ଏବେ ପ୍ରିପେଡ୍ ପ୍ଲାନ୍ସ ଗୁଡ଼ିକର…

ଆସନ୍ତା ୧ ତାରିଖରୁ ବଦଳିଯିବ Aadhaar, UAN, Credit Card, Bank, LPG ନିୟମ: ଜାଣନ୍ତୁ କ’ଣ ରହିବ ଏହାର ପ୍ରଭାବ

ନୂଆଦିଲ୍ଲୀ: ଆଉ ଗୋଟିଏ ଦିନ ପରେ ଡିସେମ୍ବର ମାସ ଆରମ୍ଭ ହେବ । ତେବେ ଆସନ୍ତ ମାସ ପହିଲାରୁ ଅନେକ ଗୁଡ଼ିଏ ନିୟମ ପରିବର୍ତ୍ତନ ହେବାକୁ ଯାଉଛି । ସାଧାରଣ ଜନତାଙ୍କ ପାଇଁ ଏହି ବିଷୟରେ ଜାଣିବା ନିହାତି ଜରୁରୀ । କାରଣ ଏହା…

ଦକ୍ଷିଣ ଆଫ୍ରିକାରୁ ମହାରାଷ୍ଟ୍ରକୁ ଫେରିଥିବା ବ୍ୟକ୍ତି କୋଭିଡ୍ ପଜିଟିଭ୍, ଆଇସୋଲେସନକୁ ପଠାଇଲେ ଅଧିକାରୀ; ଓମିକ୍ରୋନକୁ ନେଇ ଆଲର୍ଟ ଜାରି

ମୁମ୍ବାଇ: ଦକ୍ଷିଣ ଆଫ୍ରିକାରୁ ଚିହ୍ନଟ ହୋଇଥିବା କରୋନର ନୂଆ ଭାରିଆଣ୍ଟ ଏବେ ସାରା ବିଶ୍ୱକୁ ଭୟରେ ପକାଇଦେଇଛି । ବିଶେଷଜ୍ଞଙ୍କ କହିବାନୁସାରେ, ଏହା ଡେଲଟା ଭାରିଆଣ୍ଟ ଠାରୁ ଅଧିକ ପ୍ରଭାବଶାଳୀ । ତେବେ ଭାରତ ସରକାର ଏହି…

ଆଜିଠାରୁ MBBS ଓ BDS ନାମଲେଖା ପାଇଁ କାଉନସେଲିଂ ଆରମ୍ଭ

ନୂଆଦିଲ୍ଲୀ: ଆଜିଠାରୁ ଡାକ୍ତରୀ ନାମଲେଖା ପ୍ରକ୍ରିୟା ଆରମ୍ଭ ହେବାକୁ ଯାଉଛି । ୨୦୨୧-୨୨ ବର୍ଷ ପାଇଁ ଏମବିବିଏସ ଓ ବିଡିଏସରେ ଛାତ୍ରଛାତ୍ରୀଙ୍କ ନାମଲେଖା ପାଇଁ କାଉନସେଲିଂ ହେବ । ସରକାରୀ ଓ ହାଇଟେକ୍ ମେଡିକାଲ କଲେଜରେ…

‘Omicron’ରେ ୩୦ରୁ ଅଧିକ ମ୍ୟୁଟେସନ୍, ଟିକାର ପ୍ରଭାବଶୀଳତାକୁ କରିପାରେ କମ୍: ଡା. ରଣଦୀପ ଗୁଲେରିୟା

ନୂଆଦିଲ୍ଲୀ: କରୋନା ଭାଇରସ୍ ର ନୂତନ ଭାରିଆଣ୍ଟ ଓମିକ୍ରୋନ୍ କୁ ନେଇ ବିଶ୍ୱବ୍ୟାପୀ ଜନସାଧାରଣ ଆଶଙ୍କା ମଧ୍ୟରେ ରହିଛନ୍ତି । ଅନ୍ୟ ଦେଶ ଗୁଡ଼ିକ ପରି ଭାରତରେ ମଧ୍ୟ ସମାନ ପରିସ୍ଥିତି ରହିଛି । କେନ୍ଦ୍ର ସରକାର ଏହି ନୂତନ…

ପାହାଡ଼ରୁ ଖସି ମାଇ ହାତୀର ମୃତ, ବାଘ ଗଣନାରେ ବେଳେ ଠାବ ହେଲା ଗଛରେ ଝୁଲନ୍ତା ମୃତଦେହ

କରଞ୍ଜିଆ (ଭାସ୍କର ନ୍ୟୁଜ୍‌): ମୟୂରଭଞ୍ଜ ଜିଲ୍ଲାର ଶିମିଳିପାଳ ହେଉଛି ହସ୍ତୀ ଓ ବ୍ୟଘ୍ର ପ୍ରକଳ୍ପ ତଥା ଏସିଆର ଦୂତୀୟ ଜୈବ ମଣ୍ଡଳ ।ଏହି ଜୈବ ମଣ୍ଡଳରେ ଘଟିଛି ଏକ ଅଭାବନୀୟ ଘଟଣା । ପାହାଡ଼ରୁ ଖସି ଏକ ମାଇ ହାତୀର ମୃତ୍ୟୁ…

ପ୍ରେମ ବିବାହରୁ କରୁଣ ପରିଣତି: ମହିଳାଙ୍କ ହାତଗୋଡ ବାନ୍ଧି କିରୋସିନ୍‌ ଢାଳି ନିଆଁ ଲଗେଇ ମାରିଦେଲେ

ତିହିଡି (ଭାସ୍କର ନ୍ୟୁଜ୍‌): ପ୍ରେମ ବିବାହର କରୁଣ ପରିଣତି ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ତିହିଡି ଥାନା ବାରୋ ପଞ୍ଚାୟତ ଅଧିନ ବାରୋ ଗ୍ରାମରେ । ଏହି ଗାଁର ଜଣେ ବିବାହିତ ମହିଳାଙ୍କୁ ବିବାହର ସାତ ବର୍ଷ ପରେ…