fbpx
Browsing Category

Featured

ସରିବାକୁ ଯାଉଛି ସାତଦିନିଆ ଅବଧି: ତପସ୍ୱିନୀ-ସୁମିତ ସାତ ଜନମ ପାଇଁ ସାଥୀ ହୋଇ ରହିବେ, ତାଙ୍କୁ କେହି କେହି ଅଲଗା କରିପାରିବେ ନାହିଁ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସମୟ ଧୀରେଧୀରେ ଆଗେଇବା ସହ କୋର୍ଟଙ୍କ ନିର୍ଦ୍ଦେଶନାମାର ଅବଧି ମଧ୍ୟ ସରିବାକୁ ଯାଉଛି । ତପସ୍ୱିନୀ ଦାଶ ଓ ସୁମିତ ସାହୁଙ୍କୁ କୋର୍ଟ ଦେଇଥିବା ସାତ ଦିନର କଣ୍ଟ ଇତିମଧ୍ୟରେ ପୂରିବାକୁ ଯାଉଛି…

T-Series ନାମରେ ବିଶ୍ୱ ରେକର୍ଡ: ଦୁନିଆର ପ୍ରଥମ YouTube ଚ୍ୟାନେଲ ଭାବେ ପାର କଲା ୨୦୦ ମିଲିଅନ ସବସ୍କ୍ରାଇବର୍ସ

ଭାରତୀୟ ମ୍ୟୁଜିକ କମ୍ପାନୀ ଟି-ସିରିଜ୍ ବିଶ୍ୱ ରେକର୍ଡ ସ୍ଥାପନ କରିଛି । ଦୁନିଆର ପ୍ରଥମ ୟୁଟ୍ୟୁବ ଚ୍ୟାନେଲ ଭାବେ ୨୦ କୋଟି ସବସ୍କ୍ରାଇବର୍ସ ପାର କରିଛି । ଟି-ସିରିଜ କେବଳ ଉଚ୍ଚକୋଟୀର ସଙ୍ଗୀତ ଦର୍ଶକଙ୍କୁ ଯୋଗାଇଛି…

୧୨,୦୦୦ ଲୋକଙ୍କୁ ଚାକିରି ଦେବାକୁ ଯାଉଛି HCL, ଜାଣନ୍ତୁ କେଉଁଠି ନିଯୁକ୍ତ ଦେବ କମ୍ପାନୀ

ନୂଆଦିଲ୍ଲୀ: ଭାରତୀୟ ସଫ୍ଟୱେର ସର୍ଭିସ ଏକ୍ସପୋର୍ଟର କମ୍ପାନୀ HCL ଟେକ୍ନୋଲୋଜି ଆସନ୍ତା ୫ ବର୍ଷ ମଧ୍ୟରେ ୧୨,୦୦୦ ନୂଆ ଚାକିରି ଯୋଗାଇବାକୁ ଯାଉଛି । ଏହି ଭାରତୀୟ କମ୍ପାନୀ ଆମେରିକାରେ ୧୨ ହଜାର ଲୋକଙ୍କୁ ଚାକିରି…

ସାମନାକୁ ଆସିଲା ସୂର୍ଯ୍ୟଙ୍କର ସବୁଠାରୁ ସ୍ୱଚ୍ଛ ଓ ବିରଳ ଫଟୋ: ଆପଣ ବି ଦେଖିଲେ ହୋଇଯିବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ: ଆଷ୍ଟ୍ରୋ ଫଟୋଗ୍ରାଫର ସୂର୍ଯ୍ୟଙ୍କର ଏକ ବିରଳ ଫଟୋ ଉଠାଇଛନ୍ତି । ଏହି ଫଟୋ ଅତି ନିକଟରୁ ଉଠାଯାଇଥିବା ବେଳେ ଏହା ଦେଖିବାକୁ ଖୁବ୍ ସ୍ୱଚ୍ଛ । ଆରିଜୋନାର ଆଣ୍ଡ୍ର୍ୟୁ ମାକକାର୍ଥୀ ନାମକ ଜଣେ ଫଟୋଗ୍ରାଫର ଏହି…

ଆଜି ରାଜ୍ୟରୁ ଚିହ୍ନଟ ହେଲେ ୧୫୧ ପଜିଟିଭ୍, ଜଣଙ୍କର ମୃତ୍ୟୁ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ଅଧିକାଂଶ ଜିଲ୍ଲା ଏବେ କରୋନା କବଳରୁ ମୁକ୍ତ ହେବାରେ ଲାଗିଛି । ରାଜ୍ୟରେ କିଛିଦିନ ଦୈନିକ ସଂକ୍ରମଣ ୫ ଶହ ତଳେ ରହିବା ପରେ ପୁଣି ଥରେ ୬ ଶହ ପାର କରିଥିଲା । ତେବେ ଖୋର୍ଦ୍ଧା…

ଓଡ଼ିଶାକୁ ଚଳୁ କରିଦେବେ ଏମାନେ: OSAP ସିପାହୀଙ୍କର ୧୭ଟି ବ୍ୟାଙ୍କ ଆକାଉଣ୍ଟ, ୪ଟି ଫ୍ଲାଟ, ଭିଜିଲାନ୍ସ ପକ୍ଷରୁ ବଡ଼ଧରଣର ରେଡ୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ଓଡ଼ିଶା ସ୍ୱତନ୍ତ୍ର ସଶସ୍ତ୍ର ପୋଲିସ (ଓଏସଏପି)ର ଜଣେ ସିପାହୀ । ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସିପାହୀ ସହଦେବ ପରିଡ଼ାଙ୍କ ଘରେ ଭିଜିଲାନ୍ସ ରେଡ୍…

ଭିମସାର ଛାତ୍ରଙ୍କ ମଧ୍ୟରୁ ୨ ଡେଲଟା ଭାରିଆଣ୍ଟ ଚିହ୍ନଟ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସମ୍ବଲପୁରର ବୀର ସୁରେନ୍ଦ୍ର ସାଏ ଇନଷ୍ଟିଚ୍ୟୁଟ ଅଫ୍ ମେଡିକାଲ ସାଇନ୍ସ ଆଣ୍ଡ ରିସର୍ଚ୍ଚ (ଭିମସାର)ର କୋଭିଡ୍ ଆକ୍ରାନ୍ତ ଡାକ୍ତରୀ ଛାତ୍ରଙ୍କ ଜେନମ ସିକ୍ୟୁଏନ୍ସ ରିପୋର୍ଟ ଆସିଛି । ଜେନମ…

ଭିଜିଲାନ୍ସ ଜାଲରେ ଫରେଷ୍ଟର, ଏକକାଳୀନ ୪ଟି ସ୍ଥାନରେ ଚଢ଼ାଉ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଭିଜିଲାନ୍ସ ଜାଲରେ ଫସିଛନ୍ତି ଜଣେ ଫରେଷ୍ଟର । ଗଜପତି ଜିଲ୍ଲାର ନୂଆଗଡ଼ ଫରେଷ୍ଟର ଗଣେଶ ପ୍ରଧାନଙ୍କ ଘରେ ଆୟବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢ଼ାଉ କରାଯାଇଛି । ଭିଜିଲାନ୍ସ ଟିମ୍…

ବାୟୁରେ ବ୍ୟାପୁଛି ଓମିକ୍ରନ, ରିସର୍ଚ୍ଚରୁ ପଦାକୁ ଆସିଲା ନୂଆ ତଥ୍ୟ

ନୂଆଦିଲ୍ଲୀ: ଓମିକ୍ରନ ବର୍ତ୍ତମାନ ସମଗ୍ର ବିଶ୍ୱର ଚିନ୍ତା ବଢ଼ାଇ ଦେଇଛି । ତେବେ ଏହି ଭୟଙ୍କର ଭାରିଆଣ୍ଟିକୁ ନେଇ ଆବଶ୍ୟକ ତଥ୍ୟ ପଦାକୁ ଆସିନଥିବା ବେଳେ ବୈଜ୍ଞାନିକମାନେ ଏ ଦିଗରେ ପ୍ରୟାସ ଜାରି ରଖିଛନ୍ତି । ତେବେ ଏଭଳି…

ବିବାହ ଋତୁରେ ନିଆରା ବାହାଘର: ସଂପୂର୍ଣ୍ଣ ରୀତିନୀତି ଅନୁଯାୟୀ ଦମ୍ପତ୍ତିଙ୍କ ବିବାହ କଲେ ମହିଳା ପୁରୋହିତ

କୋଲକାତା :   ଏବେ ଚାଲିଛି ବିବାହ ଋତୁ । କରୋନା କଟକଣା କୋହଳ ହେବା ପରେ ବିବାହକୁ ଧୂମଧାମରେ କରିବାକୁ ସମସ୍ତେ ଲାଗିପଡିଛନ୍ତି । ତେବେ ପଶ୍ଚିମବଙ୍ଗର ହୁଗଲି ଅଞ୍ଚଳରେ ଏକ ନିଆରା ବିବାହ ଏବେ ଚର୍ଚ୍ଚାର ବିଷୟ ପାଲଟିଛି…