Browsing Category
Featured
ମିଷ୍ଟର ମୋଦୀ, ଆସନ୍ତୁ ଆମ କଥା ଶୁଣନ୍ତୁ… ଟିଏମସି ସାଂସଦଙ୍କ ପ୍ରଧାନମନ୍ତ୍ରୀଙ୍କୁ ଅପିଲ୍
ନୂଆଦିଲ୍ଲୀ : ସଂସଦର ମୌସୁମି ଅଧିବେଶନକୁ ଆଉ କେବଳ ଗୋଟିଏ ସପ୍ତାହ ବାକି ରହିଛି। ତୃଣମୂଳ କଂଗ୍ରେସର ସାଂସଦ ଡେରେକ ଓ ବ୍ରାଏନ ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସଦନର ଗୃହ କାର୍ଯ୍ୟରେ ଭାଗ ନେବାକୁ…
ରେଲୱେର ନୂଆ ନିୟମ! ଟ୍ରେନ୍ ଟିକେଟ୍ ବୁକ୍ କରିବା ସମୟରେ ଏହି ସ୍ୱତନ୍ତ୍ର କୋଡ୍ ଉପରେ ଧ୍ୟାନ୍ ଦିଅନ୍ତୁ, ନହେଲେ ମିଳିବନି ସିଟ୍
ନୂଆଦିଲ୍ଲୀ: ରେଳ ଯାତ୍ରୀଙ୍କ ପାଇଁ ଆସିଛି ଏକ ଗୁରୁତ୍ୱପୂର୍ଣ୍ଣ ଖବର । ବର୍ତ୍ତମାନ ଟ୍ରେନ୍ ଟିକେଟ୍ ବୁକିଂ କରିବାବେଳେ ଆପଣଙ୍କୁ କିଛି ସ୍ୱତନ୍ତ୍ର କୋଡ୍ ଉପରେ ଧ୍ୟାନ ଦେବାକୁ ପଡିବ, ନଚେତ୍ ଆପଣଙ୍କୁ ଅନେକ ସମସ୍ୟାର…
ଭାରତୀୟ ଦଳ ଉପରେ ବଡ ବିପଦ, ଇଂଲଣ୍ଡରେ ୨୦୦ରୁ ଅଧିକ ରନର ବିଜୟ ଲକ୍ଷ୍ୟ କେବେ ବି ହାସଲ କରିନି
ନର୍ଟିଂହାମ: ନର୍ଟିଂହାମରେ ଖେଳାଯାଉଥିବା ପ୍ରଥମ ଟେଷ୍ଟରେ ଭାରତକୁ ୨୦୯ ରନର ବିଜୟ ଲକ୍ଷ୍ୟ ମିଳିଛି। ଦଳ ଚତୁର୍ଥ ଦିନର ଖେଳ ଶେଷ ସୁଦ୍ଧା ଦ୍ଵିତୀୟ ଇନିଂସରେ ଏକ ଓ୍ଵିକେଟ୍ ବିନିମୟରେ ୫୨ ରନ କରିଛି। ଭାରତକୁ ମ୍ୟାଚ୍…
ଡ୍ରଗ୍ସ ପାଇଁ ପୁଅକୁ ୪୦ ହଜାର ଟଙ୍କାରେ ବିକିଦେଲା ବାପା, ପୋଲିସ୍ ଏପରି କଲା ଉଦ୍ଧାର
ଗୌହାଟି: ଆସାମର ମୋରିଗନ ଜିଲ୍ଲାରେ ଡ୍ରଗ୍ସ କିଣିବା ପାଇଁ ଜଣେ ବ୍ୟକ୍ତି ତାର ଅଢ଼େଇ ବର୍ଷର ପୁଅକୁ ୪୦,୦୦୦ ଟଙ୍କାରେ ବିକ୍ରି କରିଥିବା ଅଭିଯୋଗ ହୋଇଛି। ରାଜଧାନୀ ଗୌହାଟିର ପ୍ରାୟ ୮୦ କିଲୋମିଟର ପୂର୍ବରେ ଥିବା ମୋରିଗନର…
ଆଇଟିବିପିର ୩୦ ଯବାନ ଯିବାକୁ ଚାହାନ୍ତି ଆଫଗାନିସ୍ତାନ, କୋର୍ଟ କହିଲେ- ଏ କେମିତି କା ଦାବି
ନୂଆଦିଲ୍ଲୀ : ଆଫଗାନିସ୍ତାନ ଓ ତାଲିବାନ ମଧ୍ୟରେ ଜାରି ଲଢେଇକୁ ନେଇ ସମଗ୍ର ଦୁନିଆରେ ଆତଙ୍କର ମାହୋଲ ରହିଛି। ତାଲିବାନ ପକ୍ଷରୁ ଲଗାତାର ହମଲା ପରେ ଏବେ ଆଫଗାନିସ୍ତାନରେ ନାଗରିକ ସଙ୍କଟ ସୃଷ୍ଟି ହୋଇଛି।…
ସରିନାହିଁ କରୋନା ଲଢ଼େଇ, ଏବେ ଭାରତ ପାଇଁ ସତର୍କ ଘଣ୍ଟି: ଆମେରିକା ଓ ବ୍ରାଜିଲକୁ ପୁଣି ଫେରିଲାଣି ଭାଇରସ୍
ନୂଆଦିଲ୍ଲୀ: ବର୍ତ୍ତମାନ ସମଗ୍ର ଦେଶରେ କରୋନାର ପ୍ରକୋପରେ ସାମାନ୍ୟ ସ୍ଥାଣୁତା ଦେଖାଦେବା ପରେ ଅଧିକାଂଶ ରାଜ୍ୟରେ କଟକଣା କୋହଳ କରାଯାଇଛି । ତେବେ ଆଗକୁ ତୃତୀୟ ଲହର ଆସିବାର ଆଶଙ୍କା ରହିଥିଲେ ମଧ୍ୟ ଅଧିକାଂଶ ଲୋକ…
ଜାଣନ୍ତୁ କାହାକୁ ନିଜ ବାୟୋପିକରେ ଦେଖିବାକୁ ପସନ୍ଦ କରିବେ ଗୋଲ୍ଡେନ୍ ବୟ୍ ନୀରଜ ଚୋପ୍ରା
ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକ୍ ରେ ସ୍ୱର୍ଣ୍ଣ ପଦକ ଜିତି ଭାରତର ଛାତି ଚଉଡ଼ା କରିଥିବା ନୀରଜ ଚୋପ୍ରା ଏବେ ଚର୍ଚ୍ଚାରେ ରହିଛନ୍ତି । ଜାଭଲିନ୍ ଥ୍ରୋରେ ସ୍ୱର୍ଣ୍ଣ ପଦକ ଜିତିବା ପରେ ସବୁଆଡ଼ୁ ତାଙ୍କ ପାଇଁ ଶୁଭେଚ୍ଛାର ସୁଅ…
ସେଟରେ ବନ୍ଧୁକ ନେଇ ପହଞ୍ଚିଲେ ସନି ଲିଓନି, ଦେଖନ୍ତୁ ଭାଇରାଲ ଭିଡିଓ
ନୂଆଦିଲ୍ଲୀ: ବଲିଉଡ ଅଭିନେତ୍ରୀ ସନି ଲିଓନି ଆଜିକାଲି ତାଙ୍କ ଫିଲ୍ମ ସୁଟିଂରେ ବ୍ୟସ୍ତ ଅଛନ୍ତି । ଏହା ସହ ସେ ଅନେକ ମଜାଦାର ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ସେୟାର କରୁଛନ୍ତି । ସୁଟିଂ ଅବସରରେ ସନି ନିଜର ଖାଲି ସମୟରେ…
ସ୍ୱାଧୀନତା ଦିବସ ପୂର୍ବରୁ ମହାକାଶରେ ମୁତୟନ ହେବ ଉପଗ୍ରହ ଜିସାଟ୍-୧, ହାସଲ କରିବ ନୂଆ ସଫଳତା
ନୂଆଦିଲ୍ଲୀ: ସ୍ୱାଧୀନତା ଦିବସ ଅବସରର ପ୍ରସ୍ତୁତି ମଧ୍ୟରେ ଭାରତ ଲଞ୍ଚ କରିବାକୁ ଯାଉଛି ନିଜର ବହୁ ପ୍ରତୀକ୍ଷିତ ଜିୟୋ ଇମେଜିଂ ଉପଗ୍ରହ ଜିସାଟ୍-୧ । ଅଗଷ୍ଟ ୧୨ ତାରିଖରେ ଏହାକୁ ଲଞ୍ଚ କରାଯିବ । ଇସ୍ରୋ ପକ୍ଷରୁ ଶ୍ରୀହରୀ…
ଭାରତର ମୁକ୍ତି ସଂଗ୍ରାମର ଅନନ୍ୟ ମହାନାୟକ ଚନ୍ଦ୍ରଶେଖର ଆଜାଦ୍ ମାତ୍ର ୨୫ ବର୍ଷ ବୟସରେ ହୋଇଥିଲେ ଆଜାଦ୍
ବ୍ରିଟିଶ କବଳରୁ ଦେଶକୁ ରକ୍ଷା କରିବାରେ ଯେଉଁ କେତେଜଣ ବୀର ନିଜର ଜୀବନକୁ ବାଜିରେ ଲଗାଇ ଦେଇଥିଲେ ସେମାନଙ୍କ ମଧ୍ୟରୁ ଜଣେ ଅନନ୍ୟ ବୀର ହେଉଛନ୍ତି ଚନ୍ଦ୍ରଶେଖର ଆଜାଦ । ସ୍ୱାଧୀନତା ସଂଗ୍ରାମର ଏହି ମହାନାୟକ ୧୯୦୬ ମସିହା…