fbpx
Browsing Category

Featured

ଜିଦରେ ଅଟଳ ଅମରିନ୍ଦର; କ୍ଷମା ନମାଗିଲେ ସିଦ୍ଧୁଙ୍କୁ ଭେଟିବିନି

ନୂଆଦିଲ୍ଲୀ: ନଭଜୋତ ସିଂ ସିଦ୍ଧୁଙ୍କୁ ପଞ୍ଜାବ କଂଗ୍ରେସର ମୁଖିଆ ଭାବରେ ନିଯୁକ୍ତ ଦିଆଯିବା ପରେ କ୍ୟାପଟେନ ଓ ତାଙ୍କ ମଧ୍ୟରେ ଥିବା ବିବାଦରେ ପୂର୍ଣ୍ଣଛେଦ ପଡିବା ନେଇ ଆଶା କରାଯାଉଥିଲା । ତେବେ ଏହି ଅଡୁଆ କମିବା…

୬ ମାସ ପାଇଁ ଦୁନିଆ ଭୁଲିଗଲେ: ପରିଶ୍ରମ ବନାଇଦେଲା ଆଇଏଏସ୍

ନୂଆଦିଲ୍ଲୀ: ଅଦମ୍ୟ ଇଚ୍ଛାଶକ୍ତି ରହିଥିଲେ ସବୁକିଛି ସମ୍ଭବ । ଏହାକୁ ପ୍ରମାଣ କରି ଦେଖାଇଛନ୍ତି ନିଧି ସିୱାଚ୍ । ୧୩୫ କୋଟି ଜନସଂଖ୍ୟା ବିଶିଷ୍ଟ ଭାରତରେ ବହୁତ ଛାତ୍ରଛାତ୍ରୀ ପ୍ରଶାସନିକ ସେବାର ଲକ୍ଷ୍ୟ ରଖିଥାନ୍ତି ।…

ହାଇଆଲର୍ଟରେ ଦିଲ୍ଳୀ; ଅଗଷ୍ଟ ୧୫ ଯାଏଁ ବନ୍ଦ ରହିବ ଲାଲକିଲ୍ଲା

ନୂଆଦିଲ୍ଲୀ: ଆତଙ୍କବାଦୀଙ୍କ ଟାର୍ଗେଟରେ ରହିଛି ନୂଆଦିଲ୍ଳୀ । ଗୁଇନ୍ଦା ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଦିଲ୍ଲୀରେ ଡ୍ରୋନ୍ ଆକ୍ରମଣ ହେବାର ସମ୍ଭାବନା ରହିଛି । ଏହି ସୂଚନା ମିଳିବା ପରେ ଆସନ୍ତା ସ୍ୱାଧୀନତା ଦିବସ…

ପିତୃପକ୍ଷ ପାଇଁ ଚାଲିବ ସ୍ୱତନ୍ତ୍ର ଟ୍ରେନ୍, ଜାଣନ୍ତୁ ସବିଶେଷ ସୂଚନା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପିତୃପକ୍ଷ ସମୟରେ ତୀର୍ଥଯାତ୍ରୀଙ୍କ ପାଇଁ ଚାଲିବ ପିଲଗ୍ରୀମ ସ୍ପେସାଲ ଟୁରିଷ୍ଟ୍ ଟ୍ରେନ । ଇଷ୍ଟକୋଷ୍ଟ୍ ରେଲୱେ ପକ୍ଷରୁ ଏଭଳି ସୂଚନା ଦିଆଯାଇଛି । ସେପ୍ଟେମ୍ବର ୨୫ରୁ ଏହି ଟ୍ରେନ…

ସୁରୁଖୁରୁରେ ଶେଷ ହେଲା ରଥଯାତ୍ରା; ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର):କୋ‍ଭିଡ କଟକଣା ମଧ୍ୟରେ ସମସ୍ତଙ୍କ ସହଯୋଗରେ ମହାପ୍ରଭୁଙ୍କ ନବଦିନ ଯାତ୍ରା ସୁରୁଖୁରୁରେ ଶେଷ ହୋଇଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆନନ୍ଦ ପ୍ରକାଶ କରିଛନ୍ତି। ଏହି କଠିନ…

୮୨ ବର୍ଷରେ ମହାକାଶ ଯାଇ ଇତିହାସ ରଚିଲେ ୱାଲି ଫଙ୍କ

ନୂଆଦିଲ୍ଲୀ: ୮୨ ବର୍ଷ ବୟସରେ ସାଧାରଣ ଲୋକଙ୍କ ଚଲାବୁଲା କରିବା କଷ୍ଟ ହୋଇ ପଡିଥାଏ । ତେବେ ଏହି ବୟସରେ ମହକାଶ ଯାଇ ଇତିହାସ ରଚିଛନ୍ତି ପାଇଲଟ୍ ୱାଲି ଫଙ୍କ । ଜଣେ ପେଶାଦାର ପାଇଲଟ୍ ରହିଥିବା ଫଙ୍କ ୧୬ ହଜାର ଘଣ୍ଟା…

ଖଟ ମଜଭୁତ୍ କି ନାହିଁ ବୋଲି ଖେଳାଳି ଉଠାଇଲେ ପ୍ରଶ୍ନ, ବଣ୍ଟାଯିବ କଣ୍ଡୋମ…

ଓଡ଼ିଶା ଭାସ୍କର ବ୍ୟୁରୋ: ଟୋକିଓ ଅଲିମ୍ପିକ-୨୦୨୦ ଆସନ୍ତା ୨୩ ଜୁଲାଇରୁ ଆରମ୍ଭ ହେବ । ବିଶ୍ୱର ସବୁଠୁ ବଡ଼ କ୍ରୀଡ଼ା ମହାକୁମ୍ଭ ପାଇଁ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ । ତେବେ କ୍ରୀଡ଼ା ଗ୍ରାମରେ ଖେଳାଳିଙ୍କ ବିଶ୍ରାମ ପାଇଁ…

ଆମାଜନ ମାଲିକଙ୍କ ମହାକାଶରେ ୧୦ ମିନିଟିଆ ଟ୍ରିପ୍

ନୂଆଦିଲ୍ଲୀ: ଆମାଜନର ପ୍ରତିଷ୍ଠାତା ଜେଫ୍ ବେଜୋସ୍ ମହକାଶ ଯାତ୍ରା କରି ଫେରିଛନ୍ତି । ସମୁଦାୟ ପ୍ରକ୍ରିୟାକୁ ମାତ୍ର ୪୫ ମିନିଟ ସମୟ ଲାଗିଥିବା ବେଳେ ବେଜୋସ୍ ମହାକାଶରେ ୧୧ ମିନିଟ୍ ବିତାଇଥିଲେ । ବେଜୋସଙ୍କ ସହିତ ତାଙ୍କ…

ବୁଲେଟ୍ ଠାରୁ ମହଙ୍ଗା ଛେଳି; ଦାମ୍ ଶୁଣିଲେ ଉଡ଼ିଯିବ ହୋସ୍

ନୂଆଦିଲ୍ଳୀ: ଛେଳି ଗୁଡିକର ଦାମ ସାଧାରଣତଃ ୨୦ରୁ ୨୫ ହଜାର ମଧ୍ୟରେ ରହିଥାଏ । ତେବେ ଉତ୍ତର ପ୍ରଦେଶରେ ଜଣେ ବ୍ୟକ୍ତି ଦୁଇଟି ଛେଳି କିଣି ଚର୍ଚ୍ଚାରେ ରହିଛନ୍ତି । ଛେଳିର ମୂଲ୍ୟରେ ଆପଣ କିଣି ପାରିବେ ବୁଲେଟ୍ ଗାଡି ।…

ପୁଅ ସହ ମା’ କଲା ଏମିତି କିଛି, ଲୋକେ କହିଲେ ଛି…ଛି…

ଓଡ଼ିଶା ଭାସ୍କର ବ୍ୟୁରୋ: ସମ୍ପ୍ରତି ସୋସିଆଲ୍ ମିଡିଆ ପ୍ଳାଟଫର୍ମରେ ଲୋକେ ନିଜର ଅନେକ ଭାବ, ପ୍ରସଙ୍ଗ, ଫଟୋ, ଭିଡିଓ ଆଦି ସେଆର୍ କରୁଛନ୍ତି । ବିଶେଷକରି ବିଭିନ୍ନ ସୋସିଆଲ୍ ମିଡିଆରେ ୟୁଜର୍ସମାନେ ଦୁଃଖ-ସୁଖର ମୁହୂର୍ତ୍ତ…