fbpx
Browsing Category

Featured

ନିଜ ଗୋଡରେ କୁରାଢୀ: ଜମ୍ମୁ-କାଶ୍ମୀର ଭାରତର ଅଂଶ ବୋଲି ଦେଖାଇଲା ପାକିସ୍ତାନୀ ଟିଭି ଚ୍ୟାନେଲ

ନିଜ ଗୋଡରେ କୁରାଢୀ ମାରିଛି ପାକିସ୍ତାନ । ଶେଷରେ ଜମ୍ମୁ-କାଶ୍ମୀର ଭାରତର ଅଂଶ ବୋଲି କହିଲା ସତ । ଏପରି ଘଟଣା ପାକିସ୍ତାନର ଏକ ସରକାରୀ ଟିଭି ଚ୍ୟାନେଲ ପିଟିଭି ସହ ହୋଇଛି । କାଶ୍ମୀରକୁ ପାକିସ୍ତାନର ବୋଲି କହୁଥିବା…

ସ୍ୱାସ୍ଥ୍ୟ ଓ ପ୍ରତିରକ୍ଷା ମନ୍ତ୍ରାଳୟ ପରେ ଏବେ ଶ୍ରମ ମନ୍ତ୍ରାଳୟକୁ ପହଞ୍ଚିଲା କରୋନା, ୧୧ ପଜିଟିଭ୍

ଦେଶରେ କରୋନା ଭାଇରସ୍ ହୁ ହୁ ହୋଇ ବଢିଚାଲିଛି । ସ୍ୱାସ୍ଥ୍ୟ ଓ ପ୍ରତିରକ୍ଷା ମନ୍ତ୍ରାଳୟ ପରେ ଏବେ ଶ୍ରମ ମନ୍ତ୍ରାଳୟରେ ପହଞ୍ଚିଛି କରୋନା । ଶ୍ରମ ଓ ରୋଜଗାର ମନ୍ତ୍ରାଳୟର ୧୧ ଜଣ କର୍ମଚାରରଙ୍କ କରୋନା ରିପୋର୍ଟ ପଜିଟିଭ୍…

କରୋନା ଭାଇରସ୍: ସେବାୟତଙ୍କୁ ଦିଆଯିବ ହୋମିଓପାଥିକ ଔଷଧ

ପୁରୀ, ୮ା୬(ଓଡ଼ିଶା ଭାସ୍କର): କରୋନା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପ୍ରତିଶେଧକ ବ୍ୟବସ୍ଥା ହୋଇଛି । ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଁ ସେବାୟତ ଖାଇବେ ହୋମିଓପାଥିକ ଔଷଧ । ୯ରୁ ୧୩ ତାରିଖ ଯାଏ ନିଳାଦ୍ରୀ…

ନିୟମ କୋହଳର ପ୍ରଥମ ଦିନରେ ହିଁ ହନୁମାନ ଜୀଙ୍କୁ ଥାନାରେ ପହଞ୍ଚାଇଲେ ଭକ୍ତ

ମନ୍ଦିର ଖୋଲିବାକୁ ଅନୁମତି ମିଳିବାର ପ୍ରଥମ ଦିନରେ ହିଁ ଭଗବାନ୍ ହନୁମାନ ଜୀଙ୍କୁ ସିଧାସଳଖ ଥାନାରେ ପହଞ୍ଚାଇଦେଲେ ଭକ୍ତ । ପୂଜା-ପାଠ ପାଇଁ ନିୟମକୁ କୋହଳ କରିବା ପରେ ବିବାଦ ଆରମ୍ଭ ହୋଇଥିଲା ଓ ପରେ ଏହି ମାମଲା ପୋଲିସ…

ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜରିୱାଲଙ୍କୁ କରୋନା!

ନୂଆଦିଲ୍ଲୀ, ୮ା୬: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଅସୁସ୍ଥ ହୋଇଥିବା ସୂଚନା ମିଳିଛି । ତାଙ୍କର ସାମାନ୍ୟ ଜ୍ୱର ଓ ଗଳାରେ କଷ୍ଟ ଅନୁଭବ ହେଉଥିବା ଜଣାପଡ଼ିଛି । ଏହାସବୁ କରୋନା ଲକ୍ଷଣ ହୋଇଥିବାରୁ ସେ ଘରେ…

୪ରୁ ୫ ଦିନ ବଢିପାରେ ସଟ-ଡାଉନ୍ ଅବଧି !

ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିଚାଲିଥିଲେ ବି କଟକଣାକୁ ଖାତିର କରୁନାହାନ୍ତି ଜନତା । ସଟଡାଉନରେ ବି ମନଇଛା ଚଲାବୁଲା କରିବା ସହ ଲୁଚିଛପି ଦୋକାନ ବଜାର ଖୋଲୁଥିବା ଦେଖିବାକୁ ମିଳୁଛି । ପୋଲିସ ଯେତେ ସତର୍କ…

ବାଲିଗୁଡାରେ ୪ କୁଇଣ୍ଟାଲ ଗଞ୍ଜେଇ ଜବତ

ବାଲିଗୁଡା,୮ ।୬(ଓଡିଶା ଭାସ୍କର): ବାଲିଗୁଡା ଅଞ୍ଚଳରେ ୪ କୁଇଣ୍ଟାଲ ଗଞ୍ଜେଇ ସହ ଏକ ଟ୍ରାକ୍ଟର ଜବତ କରିଛି ପୋଲିସ । ଏହି ଘଟଣାରେ ଜଣେ ଅଭିଯୁକ୍ତ ମଧ୍ୟ ଗିରଫ ହୋଇଛି । ମିଳିଥିବା ଗଞ୍ଜେଇର ମୂଲ୍ୟ ହାରାହାରି ୨୦ ଲକ୍ଷରୁ…