fbpx
Browsing Category

Featured

ଲଗାତାର ଦ୍ୱିତୀୟ ଦିନପାଇଁ ବଢିଲା ପେଟ୍ରୋଲ-ଡିଜେଲ ଦାମ୍

ଦେଶରେ ପେଟ୍ରୋଲ-ଡିଜେଲ ଦର ଲଗାତାର ଦ୍ୱିତୀୟ ଦିନ ପାଇଁ ମହଙ୍ଗା ହୋଇଛି । ଆଜି ସମସ୍ତ ତୈଳ କମ୍ପାନୀଗୁଡିକ ପେଟ୍ରୋଲ ଓ ଡିଜେଲ ମୂଲ୍ୟରେ ୬୦ ପଇସା ବୃଦ୍ଧି କରିବାକୁ ଘୋଷଣା କରିଛନ୍ତି । ବର୍ତ୍ତମାନ ଦିଲ୍ଲୀରେ ଗୋଟିଏ…

ବିରାଶାଳ ଏୟାରଷ୍ଟ୍ରିପରେ ଦୁର୍ଘଟଣା: ବିମାନ ଖସିପଡିବାରୁ ୨ ପାଇଲଟ୍ ମୃତ

କାଳିଆପାଣି,୮ ।୬(ଓଡିଶା ଭାସ୍କର): ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ ବ୍ଳକ ଅନ୍ତର୍ଗତ ବିରାଶାଳ ଏୟାରଷ୍ଟ୍ରାପରେ ଆଜି ସକାଳୁ ଏକ ଟ୍ରେନିଂ ବିମାନ ତଳକୁ ଖସିପଡି ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ଭୟଙ୍କର ଦୁର୍ଘଟଣାରେ ୨…

ରାଜ୍ୟରେ ନୂଆ ୧୩୮ ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର,୮ ।୬(ଓଡିଶା ଭାସ୍କର): ରାଜ୍ୟର ୧୮ଟି ଜିଲ୍ଲାରୁ ଆଜି ଆଉ ୧୩୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି କ୍ରମରେ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୯୯୪କୁ ବୃଦ୍ଧି ପାଇଛି । କ୍ୱାରେଣ୍ଟାଇନ…

ଦେଶରେ ୭ହଜାର ଟପିଲା କରୋନା ମୃତ୍ୟୁ ସଂଖ୍ୟା

ନୂଆଦିଲ୍ଲୀ,୮/୬(ଓଡିଶା ଭାସ୍କର): ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨,୫୬,୬୧୧ କୁ ବୃଦ୍ଧି ପାଇଥିବା  ବେଳେ ମୃତ୍ୟୁ ସଂଖ୍ୟା ୭,୧୩୫ ରେ ପହଞ୍ଚିଛି। ସକ୍ରିୟ ସଂକ୍ରମିତ ସଂଖ୍ୟା ୧,୨୫,୩୮୧ ଥିବା ବେଳେ ସୁସ୍ଥ ହେଲେଣି…

ଏନକାଉଣ୍ଟରରେ ୪ ଆତଙ୍କବାଦୀ ସଫା

ଜମ୍ମୁକାଶ୍ମୀର,୮/୬: ଜମ୍ମୁକାଶ୍ମୀର ରେ ଏନକାଉଣ୍ଟରରେ ୪ ଆତଙ୍କବାଦୀ ନିହତ ହୋଇଛନ୍ତି। ସୋପିଆନ୍ ପଞ୍ଜୋରା ଅଞ୍ଚଳରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟିଥିଲା। ଏଥିସହିତ ଗତ ୨୪ ଘଣ୍ଟା ମଧ୍ୟରେ…

ସକାଳୁ ଉଠିବାକୁ ଅଳସ ଲାଗୁଛି କି ? ତେବେ ଆପଣାନ୍ତୁ ଏହି ଉପାୟ

ଆଜିକାଲି ଟେକ୍‌ନୋଲୋଜି ଯୁଗରେ ସକାଳୁ ଉଠିବା ବଡ ସମସ୍ୟା । ମୋବାଇଲ୍‌, କମ୍ପୁଟର୍‌ ସାମ୍ନାରେ ବିଳମ୍ବିତ ରାତ୍ରୀ ପର୍ଯ୍ୟନ୍ତ ଚେଇଁ ରହୁଥିବା ଲୋକଙ୍କ ପାଇଁ ସକାଳୁ ଉଠିବା ଅସମ୍ଭବ ପରି ଲାଗୁଛି । ଯଦି ବି କିଛି କାମ…

ଡଙ୍ଗାକୁ ଡେଇଁ ବିୟର୍ ପିଉଛି ମାଛ, ଦେଖନ୍ତୁ ଏହି ବିରଳ ଦୃଶ୍ୟ

ବିୟର ପିଉଛି ମାଛ । କଥାଟି ଆପଣଙ୍କୁ ବିଶ୍ୱାସ ନହେଲେ ବି ସତ । ନିକଟରେ ସୋସିଆଲ ମିଡିଆରେ ଏପରି ଏକ ଭିଡିଓ ଖୁବ୍ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓରେ ଗୋଟିଏ ମାଛ କିପରି ଡଙ୍ଗାକୁ ଡେଇଁ ଜଣେ ବ୍ୟକ୍ତିଙ୍କ ହାତରୁ…

ଆଜିଠୁ ସ୍କୁଲରେ ନାମଲେଖା ପ୍ରକ୍ରିୟା ଆରମ୍ଭ

ଭୁବନେଶ୍ୱର,୮/୬(ଓଡ଼ିଶା ଭାସ୍କର): ଆଜିଠୁ ସ୍କୁଲରେ ନାମଲେଖା ପ୍ରକ୍ରିୟା ଆରମ୍ଭ ହେବ।ଜୁଲାଇ ୧୫ ଯାଏଁ ଚାଲିବ ନାମଲେଖା ପ୍ରକ୍ରିୟା । ସମସ୍ତ ସରକାରୀ,ଅନୁଦାନପ୍ରାପ୍ତ ଓ ଅଣଅନୁଦାନପ୍ରାପ୍ତ ସ୍କୁଲରେ ନାମଲେଖା ହେବ।…

ରାଶିଫଳ (ସୋମବାର, ଜୁନ୍ ୮/୨୦୨୦)

ମେଷ -ଆପଣ ଆଜି ବିଦେଶରୁ ଗୋଟିଏ ଖୁସି ଖବର ପାଇପାରନ୍ତି ଯଦି ଆପଣ ବିଦ୍ୟାର୍ôଥ ହୋଇଥାନ୍ତି ତେବେ ଆପଣ ବୃତ୍ତି ପାଇପାରନ୍ତି କିମ୍ବା ଆପଣଙ୍କର ନାମ ଲେଖା ହୋଇପାରେ । ଏହା ମଧ୍ୟ କୌଣସି ଏକ ନୂଆ ଚାକିରି ହୋଇଥାଇପାରେ ।…