fbpx
Browsing Category

Featured

୧୫ ଅଗଷ୍ଟ ପରେ ଖୋଲିବ ସ୍କୁଲ-କଲେଜ୍

ନୂଆଦିଲ୍ଲୀ,୭ ।୬: କରୋନା ସଙ୍କଟ ମଧ୍ୟରେ କେବେ ସ୍କୁଲ କଲେଜ୍ କେବେ ଖୋଲିବ, ସେନେଇ କଳ୍ପନାଜଳ୍ପନା ଲାଗି ରହିଛି । ଯାହାର ଅନ୍ତ ଘଟାଇଛନ୍ତି ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିୟାଲ । ଅଗଷ୍ଟ ୧୫ ତାରିଖ ପରେ…

ଓଡିଆଙ୍କ ଭାବାବେଗକୁ ସମ୍ମାନ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୭ ।୬(ଓଡିଶା ଭାସ୍କର): ଆଜି ‘ବନ୍ଦେ ଉତ୍କଳ ଜନନୀ’କୁ ରାଜ୍ୟ ସଙ୍ଗୀତ ଭାବେ ଘୋଷଣା କରିଛି କ୍ୟାବିନେଟ୍ । ଘୋଷଣା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ୱିଟ୍ ମାଧ୍ୟମରେ ନିଜର ପ୍ରତିକ୍ରିିୟା ପ୍ରକାଶା…

୫ଟି ଜିଲ୍ଲାକୁ କାଳବୈଶାଖୀ, ଭୟଙ୍କର ବର୍ଷିବ !

ଭୁବନେଶ୍ୱର,୭ ।୬(ଓଡିଶା ଭାସ୍କର): ରାଜ୍ୟରେ ସନ୍ଧ୍ୟା ୭ଟା ସୁଦ୍ଧା ବର୍ଷା ସହ ବଜ୍ରପାତ ହେବାର ଆଶଙ୍କା ରହିଛି । ୩୦ରୁ ୪୦ କିମି ବେଗରେ ପବନ ମଧ୍ୟ ବହିବାର ସମ୍ଭାବନା ରହିଛି । ଏନେଇ ୫ଟି ଜିଲ୍ଲାକୁ ସର୍ତକ ରହିବାକୁ…

କରୋନା: କଟକରେ ଫସିଲେ ସ୍ୱାମୀ, ମୁମ୍ବାଇରେ ଚାଲିଗଲା ଓଡିଆ ଶିକ୍ଷୟିତ୍ରୀଙ୍କ ଜୀବନ

କରୋନା ପାଇଁ ଏବେ ହନ୍ତସନ୍ତ ହେଉଛି ମଣିଷ । ଗୋଟିଏ ପଟେ ଅନ୍ୟତ୍ର ଚଳପ୍ରଚଳ କରିପାରୁନଥିବା ବେଳେ ଆତ୍ମୀୟମାନଙ୍କୁ ହରାଇବାର ଦୁଃଖ ମଣିଷ ସମାଜକୁ ଦୁର୍ବଳ କରିଚାଲିଛି । ସେହିପରି ମୁମ୍ବାଇର ଏକ ଘରୋଇ ଇଂରାଜୀ ମାଧ୍ୟମ…

ବଡ ଖବର: ରାଜ୍ୟରେ ଗୋଟିଏ ଦିନରେ ସର୍ବାଧିକ ୧୭୮ ସୁସ୍ଥ

ଭୁବନେଶ୍ୱର,୭ ।୬(ଓଡିଶା ଭାସ୍କର): ରାଜ୍ୟରେ କରୋନା ରୋଗୀଙ୍କ ସଂଖ୍ୟା ବଢିଚାଲିଥିବା ବେଳେ ଆସିଛି ଭଲ ଖବର । ଆଜି ରାଜ୍ୟରେ ଆଉ ୧୭୮ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଗୋଟିଏ ଦିନରେ ସର୍ବାଧିକ ୧୭୮ ଜଣ ସୁସ୍ଥ…