fbpx
Browsing Category

Featured

କରୋନା ଭାଇରସ୍: ଇଟାଲିକୁ ଟପିଲା ଭାରତ

ନୂଆଦିଲ୍ଲୀ, ୬ା୬: ଦିନକୁ ଦିନ ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଏହାରି ମଧ୍ୟରେ ଆଜି ଆକ୍ରାନ୍ତଙ୍କ ସଂଖ୍ୟାରେ ଇଟାଲିକୁ ପଛରେ ପକାଇଛି ଭାରତ । ଭାରତରେ କରୋନା ଆକ୍ରାନ୍ତ ୨.୩୬ଲକ୍ଷ…

ସଟଡାଉନ ବେଳେ ବନ୍ଦ ରହିବ ମାଟ୍ରିକ ଖାତାଦେଖା

କଟକ, ୬ା୬(ଓଡ଼ିଶା ଭାସ୍କର): ସଟଡାଉନ ପାଇଁ ବନ୍ଦ ରହିବ ମାଟ୍ରିକ ଖାତା ଦେଖା । ଜୁନ ମାସଟି ଗୁରୁତ୍ୱପୂର୍ଣ୍ଣ ହୋଇଥିବାରୁ ୩୦ ତାରିଖ ଯାଏଁ ସପ୍ତାହର ପ୍ରତି ଶନିବାର ଓ ରବିବାର ୧୧ଜିଲ୍ଲା ସଟଡ଼ାଉନ ରଖିବାକୁ ସରକାର ଘୋଷଣା…

୨୪ଘଣ୍ଟାରେ ୨୯୪ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ, ୬ା୬: ଦେଶରେ ଦିନକୁ ଦିନ କରୋନା ଆକ୍ରାନ୍ତ ଓ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଗତ ୨୪ଘଣ୍ଟାରେ ଦେଶରେ ସର୍ବାଧିକ ୯୮୮୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୨୯୪ଜଣଙ୍କର ମୃତ୍ୟୁ ହୋଇଛି ।…

ବଡ଼ ଖବର, ରାଜ୍ୟରେ ଆଉ ୧୭୩ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, ୬ା୬(ଓଡ଼ିଶା ଭାସ୍କର): ରାଜ୍ୟରେ ଆଉ ୧୭୩ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।ଏହାସହ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୭୮୧କୁ ବୃଦ୍ଧି ପାଇଛି । ୧୭୩ ଆକ୍ରାନ୍ତଙ୍କ ମଧ୍ୟରୁ ୧୫୦ ସଙ୍ଗରୋଧ…

୧ କି ୨ ନୁହେଁ, ୧୦୦ କିଲୋର ଲେହେଙ୍ଗା ପିନ୍ଧି ଷ୍ଟେଜରେ ପହଞ୍ଚିଲେ କନ୍ୟା

ବାହାଘର ଝିଅମାନଙ୍କ ପାଇଁ ବହୁତ ଖାସ୍ ହୋଇଥାଏ । ସେଥିପାଇଁ ତ ସେମାନେ ବାହାଘରକୁ କିଛି ନିଆରା କରିବା ପାଇଁ କିଛି ମାସ ପୂର୍ବରୁ ହିଁ ପ୍ରସ୍ତୁତି ଆରମ୍ଭ କରିଦିଅନ୍ତି । ଖାସ୍ କରି ସେମାନେ ନିଜର ବାହାଘରର ପୋଷାକ ମାସେ…

କ୍ବାରେଣ୍ଟାଇନ କେନ୍ଦ୍ରରେ ୬ ବର୍ଷର ଶିଶୁ ମୃତ

ନୂଆପଡ଼ା, ୬/୬ (ଓଡିଶା ଭାସ୍କର): ନୂଆପଡ଼ା ଖଡ଼ିଆଳ ବ୍ଲକ ଚଲାନପଡ଼ା କ୍ବାରେଣ୍ଟାଇନ କେନ୍ଦ୍ରରେ ଏକ ଅଭାବନିୟ ଘଟଣା ଘାଟିଯାଇଛି। ସେଠାରେ ୬ ବର୍ଷର ଶିଶୁର ମୃତ୍ୟୁ ଘଟିଛି। କିନ୍ତୁ ମୃତ୍ୟୁ ପଛର କାରଣ  ଏପର୍ଯ୍ୟନ୍ତ…

ଏକା ସାଙ୍ଗରେ ୨୫ଟି ସ୍କୁଲରେ ପଢାଉଥିଲେ ଶିକ୍ଷୟିତ୍ରୀ, ବର୍ଷକୁ ଦରମା ୧ କୋଟି

ଶିକ୍ଷୟିତ୍ରୀଙ୍କ ଦରମା ବର୍ଷକୁ ୧ କୋଟି । ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । ଏପରି ଏକ ଠକେଇ ମାମଲା ଉତ୍ତରପ୍ରଦେଶ କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟରୁ ଆସିଛି । ଖବର ମୁତାବକ, ମେନପୁରୀ ବାସିନ୍ଦା ଅନାମିକା…

ଦାଦା ଓ ଖୁଡୀକୁ ମାରି ମୃତ ଦେହକୁ କୂଅକୁ ଫିଙ୍ଗିଲା ପୁତୁରା

କଣ୍ଟାବାଂଜି,୬/୬(ଓଡିଶା ଭାସ୍କର): କୁଟ୍ରାବେଡା ଗାଁରେ ଡବଲ ମର୍ଡର ଘଟଣା ଘଟିଥିବା ସାମ୍ନାକୁ ଆସିଛି। ସେଠାରେ ଦାଦା ଖୁଡୀକୁ ମାରଣାସ୍ତ୍ରରେ ହାଣିଦେଇଛି ପୁତୁରା । ଜମିବାଡି ବିବାଦକୁ ନେଇ ଏହି ବୀଭତ୍ସ ହତ୍ୟାକାଣ୍ଡ…

ରାଶିଫଳ (୬।୬।୨୦୨୦, ଶନିବାର)

ମେଷ - ଆପଣ ଆଜି ବିଦେଶରୁ ଗୋଟିଏ ଖୁସି ଖବର ପାଇପାରନ୍ତି ଯଦି ଆପଣ ବିଦ୍ୟାର୍ଥି ହୋଇଥାନ୍ତି ତେବେ ଆପଣ ବୃତ୍ତି ପାଇପାରନ୍ତି କିମ୍ବା ଆପଣଙ୍କର ନାମ ଲେଖା ହୋଇପାରେ । ଏହା ମଧ୍ୟ କୌଣସି ଏକ ନୂଆ ଚ଼ାକିରି ହୋଇଥାଇପାରେ…