fbpx
Browsing Category

Featured

ଆସିବ କି ଲକ-ଡାଉନ ୫.୦?

ନୂଆଦିଲ୍ଲୀ,୨୮/୫: ଦେଶରେ ଦିନକୁ ଦିନ କରୋନା ଆକ୍ରାନ୍ତ  ଓ ମୃତକଙ୍କ ସଂଖ୍ୟା ବଢିବାରେ ଲାଗିଛି। ତେଣୁ କରୋନା ସତର୍କତା ଦୃଷ୍ଟିରୁ ଦେଶ ତାଲା ବନ୍ଦ ରହିଛି। କିନ୍ତୁ ଏହି ତାଲା ବନ୍ଦର ଅବଧି ମେ ୩୧ ରେ ଶେଷ ହେବ।…

ଏହି ଆଇଲ୍ୟାଣ୍ଡରେ ଚାଲିଛି ସାପଙ୍କ ରାଜୁତି: ଯିଏ ଗଲା ସେ ମଲା

ଦେଶରେ ଏପରି ଏକ ଆଇଲ୍ୟାଣ୍ଡ ରହିଛି, ଯେଉଁଠାରେ ସାପଙ୍କ ରାଜୁତି ଦେଖିବାକୁ ମିଳିଛି । ଥରେ ଯିଏ ସେଠିକି ଯାଇଛି, ସେ ଆଉ ଜୀବନ୍ତ ଫେରିପାରିନାହିଁ । ଏପରି ଆଇଲ୍ୟାଣ୍ଡ ବ୍ରାଜିଲରେ ଥିବା ବେଳେ ଏହାକୁ ସାପ ଆଲଲ୍ୟାଣ୍ଡ…

ରାଶିଫଳ, ଗୁରୁବାର, ମଇ ୨୮/୨୦୨୦

ମେଷ - ଆଜି ଆତ୍ମନିର୍ଭରତାକୁ ମୂଳ ମନ୍ତ୍ର କରିଚ଼ାଲନ୍ତୁ । ଘର କଥା ହେଉ ଅଥବା ବନ୍ଧୁଙ୍କ ବିଷୟରେ ,ଏବିଷୟରେ ଆପଣ ନିଷ୍ପତ୍ତି ନେବା ଉଚ଼ିତ୍ ହେବ । ଏଥିପାଇଁ ଆପଣ ନିଷ୍ପତ୍ତି ନେବା ପାଇଁ ନିଜର ମନର କଥା ନିଶ୍ଚୟ…

ଦୁଇ ହୋମଗାର୍ଡ କରୋନା ଆକ୍ରାନ୍ତ

ଗଂଜାମ, ୨୭/୫(ଓଡ଼ିଶା ଭାସ୍କର): ଗଞ୍ଜାମରେ ପ୍ରଥମ ଥର ପାଇଁ ୨ ହୋମ୍‌ଗାର୍ଡ ଙ୍କର କରୋନା ରିପୋର୍ଟ ପଜିଟିଭ୍‌ ଆସିଛି।  ଏନେଇ ଟ୍ବିଟ୍‌ ଯୋଗେ ସୂଚନା ଦେଇଛନ୍ତି ଗଞ୍ଜାମ ଏସପି । ପୋଲସରା ଥାନା ଅଧୀନରେ ଦୁହେଁ କାର୍ଯ୍ୟରତ…

ବିଳମ୍ବିତ ରାତିରେ ହେବ ଶ୍ରୀଜିଉଙ୍କ ସ୍ନାନଯାତ୍ରା ପହଣ୍ଡି

ପୁରୀ, ୨୭ା୫(ଓଡ଼ିଶା ଭାସ୍କର): ଶ୍ରୀଜିଉଙ୍କ ସ୍ନାନଯାତ୍ରା ପାଇଁ ଚୂଡ଼ାନ୍ତ ହୋଇଛି ନୀତି ନିର୍ଘଣ୍ଟ । ରାତି ୧ଟାରୁ ଭୋର୍ ୪ଟା ମଧ୍ୟରେ ସ୍ନାନଯାତ୍ରା ପହଣ୍ଡି ହେବ । ପରେ ଭୋର୍ ୪ଟା ୩୦ ସମୟରେ ମଙ୍ଗଳ ଆଳତି ହେବ । ଭୋର୍…

ଗ୍ରୀଷ୍ମ ପ୍ରବାହ ନେଇ ୬ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର, ୨୭ା୫(ଓଡ଼ିଶା ଭାସ୍କର): ଦିନକୁ ଦିନ ରାଜ୍ୟରେ ତାପମାତ୍ରା ବଢ଼ିବାରେ ଲାଗିଛି । ଆଗକୁ ଆହୁରି ତାତି ବଢ଼ିବ ବୋଲି ମଧ୍ୟ ସୂଚନା ରହିଛି ।ପଶ୍ଚିମ ଓଡ଼ିଶାର ୬ଜିଲ୍ଲାକୁ ଗ୍ରୀଷ୍ମ ପ୍ରବାହ ସତର୍କତା ଜାରି କରାଯାଇଛି…

ବଢ଼ିବନି ବସ୍ ଭଡ଼ା: ଏସଟିଏ

ଭୁବନେଶ୍ୱର, ୨୭ା୫(ଓଡ଼ିଶା ଭାସ୍କର): ରାଜ୍ୟରେ ଆସନ୍ତାକାଲିଠାରୁ ଗଡ଼ିବ ଘରୋଇ ବସ୍ । ବସ୍ ଭଡ଼ାକୁ ନେଇ ସୂଚନା ଦେଇଛି ରାଜ୍ୟ ପରିବହନ କର୍ତ୍ତୃପକ୍ଷ । ଏନେଇ ଟ୍ୱିଟ ଜରିଆରେ ବସ୍ ଭଡ଼ା ବଢ଼ିନଥିବା ସ୍ପଷ୍ଟ କରିଛି ଏସଟିଏ ।…