fbpx
Browsing Category

Featured

ଟ୍ରାନ୍ସଫର୍ମ ଉପରକୁ କାହିଁକି ଚଢିଥିଲେ ୭ ବର୍ଷର ବାଳକ? କାରଣ ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହେବେ

ଯାଜପୁର ଜିଲ୍ଲା କୋରେଇ ବ୍ଳକ ରଗଡି ଛକ ନିକଟରେ ଗତକାଲି ସନ୍ଧ୍ୟାରେ ଘଟିଥିଲା ଏକ ଆଶ୍ଚର୍ଯ୍ୟଜନକ ଘଟଣା । ସେଠାରେ ଥିବା ଏକ ଟ୍ରାନ୍ସଫର୍ମରେ ୭ ବର୍ଷର ବାଳକ ଚଢିଯାଇଥିବା ଦେଖି ଲୋକେ ଛାନିଆ ହୋଇଥିଲେ । ସମସ୍ତେ…

କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହାର ଓଡ଼ିଶାରେ ସବୁଠୁ କମ୍ ରହିଛି: ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର, ୨୬ା୫(ଓଡ଼ିଶା ଭାସ୍କର): କରୋନା ନେଇ ମୁଖ୍ୟ ଶାସନ ସଚିବ ଅସୀତ ତ୍ରିପାଠୀ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ କରୋନା ପରି ସମସ୍ୟା ବିଶ୍ୱରେ ଆଗରୁ କେବେ ଦେଖାଯାଇ ନାହିଁ । ଓଡ଼ିଶାରେ ଆଗୁଆ କରାଯାଇଥିବା…

ତାଲାବନ୍ଦ ଯୋଗୁଁ କରୋନା ମୃତ୍ୟୁ ସଂଖ୍ୟା କମ ରହିଛି: କେନ୍ଦ୍ର ସରକାର

ନୂଆଦିଲ୍ଲୀ, ୨୬ା୫: କରୋନା ସମ୍ପର୍କିତ ଅପଡ଼େଟ ଦେଇଛନ୍ତି କେନ୍ଦ୍ର ସରକାର । ଦେଶରେ ତାଲାବନ୍ଦ ଯୋଗୁଁ କରୋନା ମୃତ୍ୟୁ ସଂଖ୍ୟା କମ ରହିଛି ବୋଲି ଲବ ଅଗ୍ରୱାଲ କହିଛନ୍ତି । ବିଶ୍ୱର ଅନ୍ୟ ଦେଶ ତୁଳନାରେ ଭାରତରେ ମୃତ୍ୟୁ…

କୋଭିଡ଼-୧୯କୁ ନେଇ ସ୍ୱତନ୍ତ୍ର ପୋଷ୍ଟକାର୍ଡ଼ ଉନ୍ମୋଚିତ

ଭୁବନେଶ୍ୱର, ୨୬ା୫(ଓଡ଼ିଶା ଭାସ୍କର): କୋଭିଡ଼-୧୯କୁ ନେଇ ସ୍ୱତନ୍ତ୍ର ଡାକ ଲଫାପା ଉନ୍ମୋଚିତ ହୋଇଛି ।୧୦ଜଣ ମହାନ ବ୍ୟକ୍ତିଙ୍କୁ ନେଇ ପିକଚର ପୋଷ୍ଟକାର୍ଡ଼ ମଧ୍ୟ ଉନ୍ମୋଚିତ ହୋଇଛି । ରାଜଭବନରେ ଉନ୍ମୋଚନ କରିଛନ୍ତି…

ବାତିଲ ହେଲା +୩ର ୨ୟ ଓ ୪ର୍ଥ ସେମିଷ୍ଟର ପରୀକ୍ଷା

ଭୁବନେଶ୍ୱର, ୨୬ା୫(ଓଡ଼ିଶା ଭାସ୍କର): +୩ର ଦ୍ୱିତୀୟ ଓ ୪ର୍ଥ ସେମିଷ୍ଟାର ପରୀକ୍ଷା ହେବନାହିଁ । ପିଜିର ଦ୍ୱିତୀୟ ସେମିଷ୍ଟାର ପରୀକ୍ଷା ମଧ୍ୟ ହେବ ନାହିଁ । ବିଶ୍ୱବିଦ୍ୟାଳୟ ବିକଳ୍ପ ବ୍ୟବସ୍ଥା ଗ୍ରହଣ କରିବାକୁ…

ପରିବା ବିକାଳିଙ୍କ ପୁଅ ହେଲେ ରାଜ୍ୟର ବୋର୍ଡ ଟପ୍ପର

ବିହାର ବୋର୍ଡ ପରୀକ୍ଷାର ଫଳାଫଳ ଆଜି ଘୋଷଣା କରାଯାଇଛି । ରାଜ୍ୟର ରୋହତାସ ଜିଲ୍ଲାର ହିମାଂଶୁ ରାଜ୍ ଟପ୍ପର ହୋଇଛନ୍ତି । ହିମାଂଶୁଙ୍କୁ ୪୭୮ ମାର୍କ ବା ୯୬.୨୦% ମିଳିଥିବା ବେଳେ ସେ ଜନତା ହାଇସ୍କୁଲର ଛାତ୍ର ଥିବା…