fbpx
Browsing Category

Featured

ଶ୍ରମିକ ଟ୍ରେନରେ ଜନ୍ମିତ ଶିଶୁର ନାମ ‘କରୋନା କୁମାରୀ’

ଶ୍ରମିକ ସ୍ୱତନ୍ତ୍ର ଟ୍ରେନରେ ଘରକୁ ଫେରିବା ଆନନ୍ଦ ସହ ନବଜାତ ଶିଶୁର ଜନ୍ମକୁ ନେଇ ଦ୍ୱିଗୁଣିତ ହେଉଛି ଖୁସି । ମେ ୧ ରୁ ବର୍ତ୍ତମାନ ସୁଦ୍ଧା ଶ୍ରମିକ ଟ୍ରେନରେ ୩୦ଟି ଶୁଶି ଜନ୍ମ ନେଇସାରିଲେଣି । ସେହିପରି ଗତ ସୋମବାର…

ଆଜି ଚିହ୍ନଟ ହୋଇଥିବା ୧୦୩ ଆକ୍ରାନ୍ତଙ୍କ ତଥ୍ୟ ଦେଲେ ସରକାର

ଭୁବନେଶ୍ୱର, ୨୫ା୫(ଓଡ଼ିଶା ଭାସ୍କର): ଆଜି ରାଜ୍ୟରେ ୧୦୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ତଥ୍ୟ ଦେଇଛନ୍ତି ସରକାର । ଯାଜପୁରର ଚିହ୍ନଟ ହୋଇଥିବା ଜଣକ ସୁରତ ଫେରନ୍ତା ଓ ସେ କ୍ୱାରେଣ୍ଟିନରେ ଥିଲେ ।…

ଏୟାରପୋର୍ଟ ତଳୁ ମିଳିଲା ହଜାର-ହଜାର ବର୍ଷ ପୁରୁଣା ବିଶାଳ ହାତୀର ଅବଶିଷ୍ଟାଂଶ

ମେକ୍ସିକୋ ସିଟିରେ ହାତୀମାନଙ୍କର ପୂର୍ବପୁରୁଷଙ୍କ ଅବଶିଷ୍ଟାଂଶ ବା ମୃତଦେହ ମିଳିଛି । ଏହି ଅବଶିଷ୍ଟାଂଶ ସେହି ହାତୀ. ଯିଏକି ହଜାର ବର୍ଷ ପୂର୍ବେ ବରଫରେ ବାସ କରୁଥିଲେ । ମେକ୍ସିକୋ ସିଟିରେ ନୂଆ ବିମାନବନ୍ଦର ପାଇଁ…

ମୁଖ୍ୟମନ୍ତ୍ରୀଙ୍କ ଇଦ୍ ଶୁଭେଚ୍ଛା

ଭୁବନେଶ୍ୱର, ୨୫ା୫(ଓଡ଼ିଶା ଭାସ୍କର): ଆଜି ପବିତ୍ର ଇଦ ଅବସରରେ ମୁସଲମାନମାନଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭେଚ୍ଛା ଜଣାଇଛନ୍ତି । ଏହାସହ ସମସ୍ତଙ୍କର ସୁଖ ଓ ସମୃଦ୍ଧି କାମନା କରିଛନ୍ତି ନବୀନ । ସାମାଜିକ…

ଦିଲ୍ଲୀ ଏୟାରପୋର୍ଟରୁ ୮୦ ବିମାନ ବାତିଲ୍, ଭୁବନେଶ୍ୱରରୁ ୫

ଓାରା ଦେଶରେ ଆଜିଠାରୁ ଘରୋଇ ବିମାନ ଉଡାଣ ଆରମ୍ଭ ହୋଇଛି । କିନ୍ତୁ କିଛି ଯାତ୍ରୀଙ୍କୁ ପ୍ରଥମ ଦିନରେ ହିଁ ନିରାଶ ହେବାକୁ ପଡିଛି । ମଧ୍ୟରାତ୍ରିରେ ବହୁ ଯାତ୍ରୀ ବିମାନବନ୍ଦରରେ ପହଞ୍ଚିଥିଲେ ବି ଶେଷ ସମୟରେ ଉଡାଣ ବାତିଲ…

ରାଜ୍ୟରେ ଆଉ ୧୦୩ କରୋନା ପଜିଟିଭ୍

ଭୁବନେଶ୍ୱର,୨୫ ।୫(ଓଡିଶା ଭାସ୍କର): ରାଜ୍ୟରେ ଆଜି ଆଉ ୧୦୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି କ୍ରମରେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୪୩୮କୁ ବୃଦ୍ଧି ପାଇଛି । ଏବେ ୮୮୧ ଜଣ ଚିକିିତ୍ସାଧୀନ ଅବସ୍ଥାରେ…

ଚାରି ହଜାର ଟପିଲା ଦେଶରେ କରୋନା ମୃତ୍ୟୁ ସଂଖ୍ୟା

ନୂଆଦିଲ୍ଲୀ, ୨୫/୫: ଦେଶରେ କରୋନା ମୃତ୍ୟୁସଂଖ୍ୟା  ଏବେ ୪୦୨୧ରେ ପହଞ୍ଚିଛି । କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧,୩୮,୮୪୫ ଥିବାବେଳେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୧୦୩ ରହିଛି।  ସୁସ୍ଥ ହୋଇଛନ୍ତି ୫୭,୭୨୦ ଜଣ । ଗତ ୨୪…