fbpx
Browsing Category

ଜୀବନଚର୍ଯ୍ୟା

ମୁହଁର ଦାଗ ଦୂର କରିବା ସହ ଶରୀରକୁ ଅନେକ ଫାଇଦା ଦେଇଥାଏ ‘ପୋଖରୀ ଦଳ’

ଓଡିଷା ଭାସ୍କର: ଶରୀର ପାଇଁ ଅନେକ ଲାଭ ଦାୟକ ହୋଇ ଥାଏ ଏହି ପୋଖରୀ ଦଳ । ଜାଣନ୍ତୁ ପୋଖରୀ ଦଳରେ କେଉଁ କେଉଁ ଭିଟାମିନ ଓ ମିନେରାଲ ଥାଏ । ଏହା ସହିତ ଅନେକ ପୋଷକ ତତ୍ୱ ମଧ୍ୟ ରହିଥାଏ । ମୁଖ୍ୟତଃ ଏହା ପେଟ ଜନିତ ସମସ୍ତ…

ଭାରତରେ କ୍ୟାନ୍ସର ଯୋଗୁଁ ମହିଳାଙ୍କର ମୃତ୍ୟୁର ବିପଦ ଅଧିକ, ଲାନସେଟ୍ ରିପୋର୍ଟରେ ବଡ ଖୁଲାସା: ଏହି ୫ ଟି କାମ କରିବା ଦ୍ୱାରା ବଞ୍ଚିଯିବ ଜୀବନ

ଭାରତରେ କ୍ୟାନ୍ସର ବା କର୍କଟ ରୋଗରେ ପୀଡିତ ଅଧିକାଂଶ ମହିଳା ଠିକ୍ ସମୟରେ ଚିକିତ୍ସା ପାଆନ୍ତି ନାହିଁ, ଯେଉଁ କାରଣରୁ ସେମାନଙ୍କର ମୃତ୍ୟୁ ହୋଇଯାଏ । ଲାନସେଟ୍ ଆୟୋଗର ନୂଆ ରିପୋର୍ଟରେ ଏହା ପ୍ରକାଶ ପାଇଛି । ଏହି…

ଅକ୍ଟୋବରରେ ଲାଗୁଛି ସୂର୍ଯ୍ୟପରାଗ ଓ ଚନ୍ଦ୍ରଗ୍ରହଣ, ଜାଣି ନିଅନ୍ତୁ ସମୟ ଓ କେଉଁ ରାଶି ଉପରେ ପଡିବ ପ୍ରଭାବ 

 ଅକ୍ଟୋବରରେ ସୂର୍ଯ୍ୟପରାଗ ଓ ଚନ୍ଦ୍ରଗ୍ରହଣ ଲାଗୁଛି । ସୂର୍ଯ୍ୟପରାଗ ଓ ଚନ୍ଦ୍ରଗ୍ରହଣର ରାଶି ଉପରେ ଗଭୀର ପ୍ରଭାବ ପଡିଥାଏ । ପିତୃପକ୍ଷ ଅମାବାସ୍ୟାରେ ସୂର୍ଯ୍ୟଗ୍ରହଣ ଲାଗୁଛି । ଏହି ଗ୍ରହଣ ଯଦିଓ ଭାରତରେ ଦେଖାଯିବ…

ପିତୃ ପକ୍ଷର ଆଜି ପ୍ରଥମ ଦିନ, ପିତୃପୁରୁଷଙ୍କୁ ପ୍ରସନ୍ନ କରିବା ପାଇଁ କରନ୍ତୁ ଏହି କାମ

ଆଜି ୨୯ ସେପ୍ଟେମ୍ବରରୁ ପିତୃ ପକ୍ଷ ଆରମ୍ଭ ହୋଇଛି । ପିତୃପୁରୁଷଙ୍କ ପ୍ରତି ସମ୍ମାନ ପ୍ରଦର୍ଶନ ପାଇଁ ଏହି ଦିନର ବିଶେଷ ଗୁରୁତ୍ୱ ରହିଛି। ପିତୃ ପକ୍ଷ ସମୟରେ ପିତୃପୁରୁଷଙ୍କ ନାମରେ ଦାନ ଏବଂ ନୈବେଦ୍ୟ…

ବଡ଼ ବିପଦ! ବାଦଲରୁ ପ୍ରଥମଥର ମିଳିଲା ମାଇକ୍ରୋପ୍ଲାଷ୍ଟିକ୍, ବୈଜ୍ଞାନିକମାନେ କଲେ ଆଲର୍ଟ

ଟୋକିଓ: ଜାପାନର ଅନୁସନ୍ଧାନକାରୀମାନେ ଏକ ରିସର୍ଚ୍ଚରେ ଏକ ବଡ଼ ଖୁଲାସା କରିଛନ୍ତି ଯେ ମାଇକ୍ରୋପ୍ଲାଷ୍ଟିକ୍ ଶେଷରେ ମେଘରେ ମିଳିଛି । ଗବେଷକମାନେ ବିଶ୍ୱାସ କରନ୍ତି ଯେ, ଏହା ସାମୁଦ୍ରିକ ପରିବେଶ ଏବଂ ଜଳବାୟୁ…

ଆଜିଠାରୁ ଆରମ୍ଭ ପିତୃ ପକ୍ଷ: ଜାଣନ୍ତୁ ଏହାର ମହତ୍ତ୍ୱ , କେଉଁ ଭୁଲ୍ କଲେ ରାଗିଯାଆନ୍ତି ପିତୃପୁରୁଷ

ହିନ୍ଦୁ ଧର୍ମରେ ପିତୃ ପକ୍ଷର ଅନେକ ମହତ୍ତ୍ୱ ରହିଛି । ଏହି ସମୟରେ ପିତୃପୁରୁଷଙ୍କ ଆତ୍ମାର ଶାନ୍ତି ପାଇଁ ପିଣ୍ଡ ଦାନ, ତର୍ପଣ ଏବଂ ଶ୍ରାଦ୍ଧ କରାଯାଏ । ପ୍ରତିବର୍ଷ ଭାଦ୍ରବ ମାସର ଶୁକ୍ଳ ପକ୍ଷର ପୂର୍ଣ୍ଣିମାରୁ ଆରମ୍ଭ…

ଆଜି ବିଶ୍ୱ ହୃଦୟ ଦିବସ: ହାର୍ଟକୁ ସୁସ୍ଥ ରଖିବା ପାଇଁ ଡାଏଟରେ ସାମିଲ କରନ୍ତୁ ଏହି ୫ଟି ଫୁଡ

ବିଶ୍ୱ ହୃଦୟ ଦିବସ ପ୍ରତିବର୍ଷ ୨୯ ସେପ୍ଟେମ୍ବରରେ ସମଗ୍ର ବିଶ୍ୱରେ ପାଳନ କରାଯାଏ । ଚଳିତ ବର୍ଷର ବିଷୟବସ୍ତୁ ହେଉଛି ‘ବ୍ୟବହାର ଜାଣିବା’ । ଏହାର ଉଦ୍ଦେଶ୍ୟ ହେଉଛି ଏହି ମାରାତ୍ମକ ରୋଗ ବିଷୟରେ ସଚେତନତା ସୃଷ୍ଟି କରିବା…

ଆଇସିଏମଆର ରିପୋର୍ଟକୁ ନେଇ ବଡ଼ ଖୁଲାସା: ୫ ବର୍ଷରେ ଦୁଇଗୁଣା ହାରରେ ଅକାମୀ ହେଉଛି ଔଷଧ

ଓଡ଼ିଶା ଭାସ୍କର: ଭାରତରେ ଆଣ୍ଟିବାୟୋଟିକ ନିଷ୍କ୍ରିୟ ହେବା ହାର ବଢିବାରେ ଲାଗିଛି । ଆଇସିଏମଆରର ଏବେର ରିପୋର୍ଟ ଅନୁଯାୟୀ, ଗତ ୫ ବର୍ଷ ମଧ୍ୟରେ ଭାରତରେ ଆଣ୍ଟିବାୟୋଟିକ କାମ କରୁନଥିବା ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇଛି…

ହେବାକୁ ଯାଉଛି ମହାପ୍ରଳୟ ଗୋଟିଏ ଦିନରେ ଯିବ ୧୦୦ କୋଟି ଲୋକଙ୍କ ଜୀବନ !

ଓଡ଼ିଶା ଭାସ୍କର: ସରି ସରି ଯାଉଛି ୨୦୨୩ ଆସୁଛି ୨୦୨୪ । ୨୦୨୩ ଡିସେମ୍ବରେ ହେବାକୁ ଯାଉଛି ମହା ଅଘଟଣ ! ବାରମାସ ପରିବର୍ତ୍ତେ ହେବ ତେର ମାସ । ଧରାପୃଷ୍ଠରେ ପ୍ରକଟ ହେବେ କଳକୀ ଅବତାର । କେତେବେଳେ ମାଡି ଆସୁଛି ଅଚାନକ…

ଏହି ଲୋକଙ୍କ ପାଖେ ବୁଲନ୍ତି ଭୂତ-ପ୍ରେତ, ଅଜାଣତରେ ଆପଣ ଏମାନଙ୍କୁ ଆକର୍ଷିତ କରୁନାହାନ୍ତି ତ?

ଗରୁଡ ପୁରାଣ ଅନୁଯାୟୀ, ମୃତ୍ୟୁ ପରେ ଆତ୍ମା ​​ଭଲ ଏବଂ ମନ୍ଦ କାର୍ଯ୍ୟ ଅନୁଯାୟୀ ସ୍ୱର୍ଗ କିମ୍ବା ନର୍କରେ ପହଞ୍ଚେ। କିନ୍ତୁ କିଛି ଆତ୍ମା ​​ଅଛନ୍ତି ଯେଉଁମାନେ ଏହି ଜଗତ ଏବଂ ଅନ୍ୟ ଜଗତ ମଧ୍ୟରେ ବୁଲାବୁଲି କରନ୍ତି।…