fbpx
Browsing Category

ଜୀବନଚର୍ଯ୍ୟା

ନିଜ ବ୍ଲଡ୍‌ ଗ୍ରୁପ୍‌ ଅନୁସାରେ ଆପଣ କେଉଁ ଖାଦ୍ୟ ଖାଇଲେ ରହିବେ ସୁସ୍ଥ ? ଜାଣନ୍ତୁ

ଅନେକ ସମୟରେ ଖାଦ୍ୟପେୟର ପ୍ରଭାବ ସ୍ବାସ୍ଥ୍ୟ ଉପରେ ପଡ଼ିଥାଏ। ସୁସ୍ଥ ରହିବାକୁ ହେଲେ ଉପଯୁକ୍ତ ଖାଦ୍ୟସେବନ କରିବା ଜରୁରୀ। ତେବେ ଆଜିକାଲିର ବ୍ୟସ୍ତବହୁଳ ସମୟରେ ଲୋକମାନେ ଡାଏଟ୍‌ ପ୍ଲାନ୍‌ ଉପରେ ଧ୍ୟାନ ଦେଉଛନ୍ତି।…

ଘରେ ସାଇତି ରଖନ୍ତୁନି ଏହିସବୁ ଅବ୍ୟବହୃତ ପୁରୁଣା ଜିନିଷ, ବାସ୍ତୁ ଦୋଷ ଲାଗି ହୋଇଯିବେ କାଙ୍ଗାଳ

ଆମ ମଧ୍ୟରେ ଏପରି ସ୍ୱଭାବର ବହୁ ବ୍ୟକ୍ତି ରହିଛନ୍ତି ଯେଉଁମାନେ ଘରେ ବହୁ ବର୍ଷ ତଳର ପୁରୁଣା ଅଦରକାରୀ ଜିନିଷକୁ ସାଇତି କରି ରଖିଥାନ୍ତି । ଏହିସବୁ ଜିନିଷ ସେମାନଙ୍କର କିଛି କାମରେ ନ ଆସୁଥଇଲେ ବି ସେମାନେ ତାହା ନିଜ…

ରାଶିଫଳ(ଶୁକ୍ରବାର,୦୭ ଜୁଲାଇ,୨୦୨୩)

ମେଷ : ଆଜିର ଦିନ ଆପଣଙ୍କ ଆୟରେ ବୃଦ୍ଧି ଏବଂ ଲାଭ ହେବାର ସୂଚନା ମିଳିବ। ସାମାଜିକ କାର୍ଯ୍ୟଗୁଡ଼ିକରେ ଭାଗ ନେବାରେ ମନ ପ୍ରସନ୍ନ ରହିବ। ମାନ-ସମ୍ମାନ ଏବଂ ଆୟରେ ବୃଦ୍ଧି ହେବ। ବ୍ୟାପାରରେ ଲାଭ ହେବାର ସମ୍ଭାବନା ଅଛି।…

ଜାତକରେ ଗ୍ରହ ସମ୍ବନ୍ଧିତ କିଛି ଦୋଷ ରହିଛି କି ? ପବିତ୍ର ଶ୍ରାବଣରେ ଦାନ କରନ୍ତୁ ଏହିସବୁ ଜିନିଷ ଦୂର ହୋଇଯିବ ଗ୍ରହଦୋଷ

ପବିତ୍ର ମାସ ଶ୍ରାବଣ ଯାହା ଗତ ୪ ଜୁଲାଇରୁ ଆରମ୍ଭ ହୋଇଯାଇଛି । ଶ୍ରାବଣ ମାସରେ ଭଗବାନ ଶିବଙ୍କର ବିଶେଷ ରୂପରେ ପୂଜା ଆରାଧନା କରାଯାଏ । ତେବେ ଏହି ମାସରେ ଭୋଳାନାଥଙ୍କ ପୂଜା ଆରାଧନା କରିବାର ଯେତିକି ମହତ୍ତ୍ୱ ରହିଛି…

ଆଜିଠାରୁ ବଦଳିଯିବ ଏହି ରାଶିର ଭାଗ୍ୟ, ୧ ମାସେ ଯାଏଁ ‘ଶୁକ୍ର’ ଦେବେ ଅପାର ଧନ-ସମୃଦ୍ଧି!

ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଶୁକ୍ର ହେଉଛନ୍ତି ଶାରୀରିକ ସୁଖ, ପ୍ରେମ, ସୌନ୍ଦର୍ଯ୍ୟର କାରଣ। ସେଥିପାଇଁ ଶୁକ୍ରଙ୍କ ରାଶି ପରିବର୍ତ୍ତନ ଲୋକଙ୍କ ଆର୍ଥିକ ଅବସ୍ଥା, ଶାରୀରିକ ସୁଖ, ପ୍ରେମ ସମ୍ପର୍କ, ​​ବିବାହିତ ଜୀବନ…

ଦୁନିଆର ସବୁଠାରୁ ଶକ୍ତଶାଳୀ ପରିବା ‘କାଙ୍କଡ’, ଯାହାକୁ ଖାଇଲେ ପାଖ ମାଡିବନି ହୃଦରୋଗ, କ୍ୟାନସର ଭଳି ରୋଗ

ବ୍ୟସ୍ତବହୁଳ ଜୀବନଶୈଳୀ ତଥା ଖାଦ୍ୟପେୟରେ ଅନିୟମିତତା ଯୋଗୁ ଆମକୁ ସ୍ବାସ୍ଥ୍ୟ ସମ୍ବନ୍ଧୀୟ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି। ବାହାର ଖାଦ୍ୟ ଖାଇ ନାନା ରୋଗ ଗ୍ରାସ କରୁଛି । ଏଥିରୁ ମୁକ୍ତି ପାଇବା ବିଭିନ୍ନ…

ସକାଳେ ସ୍କୁଲ ଯିବା ପାଇଁ ଉଠୁନାହାନ୍ତି କି ପିଲା? ଆପଣାନ୍ତୁ ଏହି ଟିପ୍ସ

ନୂଆଦିଲ୍ଲୀ: ସକାଳେ ପିଲାମାନଙ୍କୁ ବିଦ୍ୟାଳୟ ପାଇଁ ଉଠାଇବା ପ୍ରତ୍ୟେକ ପିତାମାତାଙ୍କ ପାଇଁ ଏକ ବଡ଼ ଦାୟିତ୍ୱ ଠାରୁ କମ୍ ନୁହେଁ। ଅନେକ ପିଲା ସକାଳେ ବିଦ୍ୟାଳୟ ପାଇଁ ଠିକ୍ ସମୟରେ ଉଠିବାକୁ ଅସମର୍ଥ, ଏହି କାରଣରୁ ଅନେକ…

ଗର୍ଭବତୀ ମହିଳାଙ୍କୁ କାହିଁକି ପିନ୍ଧାଯାଏନି ରୁଦ୍ରାକ୍ଷ, ଜାଣନ୍ତୁ ଏହାର କାରଣ

ଶିବ ନିଜେ ରୁଦ୍ରାକ୍ଷରେ ରୁହନ୍ତି ବୋଲି ବିଶ୍ୱାସ କରାଯାଏ। କୁହାଯାଏ ଯେ, ରୁଦ୍ରାକ୍ଷ ପିନ୍ଧିବା ଦ୍ୱାରା ପ୍ରତ୍ୟେକ ସଙ୍କଟ ଦୂର ହୁଏ, କାର୍ଯ୍ୟ ସମାପ୍ତ ହୁଏ କିନ୍ତୁ ଏହା ସମସ୍ତେ ଜାଣିନଥାନ୍ତି ଯେ, କେଉଁ ଲୋକମାନେ…

ଶିଶୁମାନଙ୍କଠାରେ ଦେଖାଯାଉଥିବା ଅଟିଜିମ୍‌ ରୋଗର ଲକ୍ଷଣ କ’ଣ ? କିପରି ଏହାକୁ ଏଡାଇବେ ଜାଣନ୍ତୁ

ଅଟିଜିମ୍‌ (Autism) ଏକ ତୃଟିଯୁକ୍ତ ଶାରୀରିକ ବିକାଶ ଯେଉଁଥିରେ ଅନ୍ୟ ଲୋକମାନଙ୍କ ସ‌ହିତ ସାମାଜିକ ଭାବ ବିନିମୟ ଓ ଯୋଗାଯୋଗ ସମସ୍ୟା ଦେଖାଯାଏ ଓ ସୀମିତ ତ‌ଥା ପୁନଃପୌନିକ ବ୍ୟବ‌ହାର ଦେଖାଯାଏ । ଶିଶୁର ପ୍ରଥମ ଦୁଇ ବା…

ବର୍ଷା ଦିନେ ଓଦାଳିଆ ହୋଇଯାଉଛି କି ଚିନି, ଆପଣାନ୍ତୁ ଏହି ଉପାୟ ଦେଖିବେ ଗୋଟା ଗୋଟା ରହିବ ଚିନି

ବର୍ଷା ଦିନେ ଚିନି ଓ ଲୁଣ ଶୀଘ୍ର ଖରାପ ହୋଇଯାଏ । ବର୍ଷା ଋତୁରେ ଜଳବାୟୁ ଅଧିକ ଆର୍ଦ୍ର ରହୁଥିବା କାରଣରୁ ଏପରି ହୋଇଥାଏ । ଚିନି ଓଦାଳିଆ ହୋଇଯିବାରୁ ଏହା ଡବା ଢାଙ୍କୁଣୀରେ ଲାଖି ରହିଯାଏ ଫଳରେ ଡବାକୁ ଟାଇଟ୍ କରି ବନ୍ଦ…