Browsing Category
ଜୀବନଚର୍ଯ୍ୟା
ଜୁଲାଇରେ ଶନି ହେବେ ବକ୍ର, ଜାଣନ୍ତୁ କେତେ ରାଶି ହେବେ ପ୍ରଭାବିତ? ଶନି ଜୟନ୍ତିରେ କରନ୍ତୁ ଏହି କାମ ପାଇବେ ବିଶେଷ ଲାଭ
ଶନି ଗତ ଏପ୍ରିଲରେ ରାଶି ପରିବର୍ତ୍ତନ କରିଛନ୍ତି । ଶନି ବର୍ତ୍ତମାନ ନିଜର ରାଶି ଚିହ୍ନ କୁମ୍ଭରେ ପ୍ରବେଶ କରିଛନ୍ତି, କୁମ୍ଭରେ ପ୍ରବେଶ କରିବା ପରେ ଶନିଙ୍କର ଦୁଇଟି ରାଶି ଉପରେ ପ୍ରଭାବ ସମାପ୍ତ ହୋଇଛି । ମିଥୁନ ଏବଂ…
ତାରାତାରିଣୀ ପୀଠର ନୂଆ ମନ୍ଦିର ପ୍ରତିଷ୍ଠା ଉତ୍ସବରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ
ଗଞ୍ଜାମ: ଗଞ୍ଜାମ ଜିଲ୍ଲା ଆଜି ଉତ୍ସବ ମୁଖରିତ । ଜିଲ୍ଲାର ସବୁ ରାସ୍ତା ଆଜି ଯାଇ ପହଞ୍ଚିଛି ମା ତାରାତାରିଣୀଙ୍କ ପୀଠରେ । ଲୋକଙ୍କ ସୁଅ ଛୁଟିଛି ରତ୍ନଗିରି ପାହାଡକୁ, ମାଙ୍କ ଆସ୍ଥାନକୁ । ଗଞ୍ଜାମର ଆରାଧ୍ୟ ଦେବୀ ମା…
(Video) କିଡ଼ନୀ ଖରାପ ହେବା ପୂର୍ବରୁ ଶରୀରରେ ଦେଖାଦିଏ ଏପରି ଲକ୍ଷଣ: ଅଣଦେଖା କଲେ ଜୀବନ ପ୍ରତି ବିପଦ
ନୂଆଦିଲ୍ଲୀ: କିଡ଼ନୀ ଆମ ଶରୀରର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ମଧ୍ୟରୁ ଗୋଟିଏ ହୋଇଥିବା ବେଳେ ଏହାର ଯତ୍ନ ନେବା ଆବଶ୍ୟକ । ଗତ କିଛି ବର୍ଷ ମଧ୍ୟରେ କିଡ଼ନୀ ସମ୍ବନ୍ଧୀୟ ସମସ୍ୟା ଅତି ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି…
ରାଶିଫଳ(ବୁଧବାର,୧୮ ମେ ୨୦୨୨)
ମେଷ - ଆଜି ଆପଣ କର୍ମକ୍ଷେତ୍ରରେ ଅନ୍ୟମାନଙ୍କ କଥାକୁ ସରଳ ଓ ସହଜରେ ଗ୍ରହଣ କରି ପାରିବେ ନାହିଁ । ସମୟ ସୁବିଧାକୁ ନେଇ ବନ୍ଧୁଙ୍କ ପାଖରେ ଅଭାବ ଅସୁବିଧା ଜଣାନ୍ତୁ, ଅବଶ୍ୟ ଆଶା ପୂରଣ ହୋଇଯିବ, ଏଥିରେ ଆଦୌ ସନ୍ଦେହ…
ଏବେ ଚାଲିଛି ଗରମ ସିଜିନ୍, ଏହି ସମୟରେ ଆପଣ କେମିତି ଫିଟ୍ ରହିପାରିବେ, ଜାଣନ୍ତୁ
ବର୍ତ୍ତମାନର ଗରମ ସିଜିନରେ ଫିଟ୍ ରହିବା ପାଇଁ ଆପଣମାନେ ଦୈନନ୍ଦିନର ଖାଦ୍ୟକୁ ପରିବର୍ତ୍ତନ କରିବା ଆବଶ୍ୟକ । ଗ୍ରୀଷ୍ମଋତୁରେ ଖାଇବା ପିଇବା ଆମର ସ୍ୱାସ୍ଥ୍ୟ ଉପରେ ଅନେକ ପ୍ରଭାବ ପକାଇଥାଏ । ଏଥିରେ ସାମାନ୍ୟ ବ୍ୟତିକ୍ରମ…
ପାରାସିଟାମଲକୁ ନେଇ ଏପରି ଭୁଲ୍ କରୁଥିଲେ ହୋଇପାରେ କ୍ଷତି: ତୁରନ୍ତ ଛାଡ଼ନ୍ତୁ ଅଭ୍ୟାସ
ନୂଆଦିଲ୍ଲୀ: କୁହାଯାଏ ଅତି ଲେମ୍ବୁ ଚିପୁଡିଲେ ପିତା । କୌଣସି ଜିନିଷ ଆବଶ୍ୟକତାଠାରୁ ଅଧିକ ହୋଇଥିଲେ, ତାହା କ୍ଷତି ଘଟାଇବା ଆରମ୍ଭ କରିଥାଏ । ଏହି କଥା ମେଡିସିନ୍ କ୍ଷେତ୍ରରେ ବି ଲାଗିଥାଏ, ଯାହା ଆମକୁ ରୋଗଠାରୁ ଦୂରେଇ…
ରାଶିଫଳ(ମଙ୍ଗଳବାର,୧୭ ମେ,୨୦୨୨)
ମେଷ - ଟଙ୍କାପଇସାକୁ ନେଇ ଚିନ୍ତା କମିବ ଏବଂ କୌଣସି ଜାଗାରୁ ଅର୍ଥ ଓ କର୍ମ ପ୍ରାପ୍ତିର ସୂଚନା ମିଳିଵ, ନୂଆ ଭୁମି କ୍ରୟ, ଗାଡି କ୍ରୟ, ରୋଜଗାର ପନ୍ଥା, ଔଷଧ ଏବଂ ଖେଳ ସାମଗ୍ରୀ ଜନିତ ବ୍ୟବସାୟ ଆଦି କ୍ଷେତ୍ରରେ ଶୁଭଫଳ…
ଆସନ୍ତାକାଲିଠୁ ଏହି ରାଶିର ଆରମ୍ଭ ହେବ ଭଲ ଦିନ, ଅନୁଗ୍ରହ ବର୍ଷା କରିବେ ମଙ୍ଗଳ ଦେବ
ଜ୍ୟୋତିଷ ଶାସ୍ତ୍ରରେ ମଙ୍ଗଳ ଗ୍ରହକୁ ବିଶେଷ ସ୍ଥାନ ମିଳିଛି । ମଙ୍ଗଳ ଗ୍ରହଙ୍କୁ ସମସ୍ତ ଗ୍ରହଙ୍କ ସେନାପତି କୁହାଯାଏ । ମଙ୍ଗଳଙ୍କୁ ଉର୍ଜା, ଭାଇ, ଭୂମି, ଶକ୍ତି, ସାହାସ, ପରାକ୍ରମ, ସୋର୍ଯ୍ୟର କାରକ ବୋଲି କୁହାଯାଏ ।…
ଜଣେ ପୁରୁଷର ୪ ଜଣ ପତ୍ନୀ ରହିବା ଉଚିତ୍: କ’ଣ ପାଇଁ ଭଗବାନ ବୁଦ୍ଧ ଏପରି କହିଥିଲେ, ଜାଣନ୍ତୁ ଏହା ପଛର କାହାଣୀ
ନୂଆଦିଲ୍ଲୀ: ଆଜି ଲୋକମାନେ ବୁଦ୍ଧ ପୂର୍ଣ୍ଣିମା ମନାଉଥିବା ବେଳେ ଅଧିକାଂଶ ଲୋକ ବୁଦ୍ଧଙ୍କ ସତ ବାଣୀର ଅସଲ ତାତ୍ପର୍ୟ୍ୟ ବିଷୟରେ ଅଜ୍ଞ ଥାଆନ୍ତି । ଅହିଂସା, କରୁଣା ଓ ସମଗ୍ର ବିଶ୍ୱକୁ ଶାନ୍ତିର ସନ୍ଦେଶ ଦେବା ପାଇଁ…
ନେପାଳ ବିନା ଆମର ରାମ ମଧ୍ୟ ଅସମ୍ପୂର୍ଣ୍ଣ ଅଟେ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
ନେପାଳ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ଦିନିଆ ନେପାଳ ଗସ୍ତସାରି ଭାରତ ଫେରି ସାରିଛନ୍ତି । ତାଙ୍କ ଗସ୍ତ ସମୟରେ ସେ ବୁଦ୍ଧ ଜୟନ୍ତୀ ସମାରୋହରେ ସାମିଲ ହୋଇଥିଲେ ଏବଂ ସେହି କାର୍ଯ୍ୟକ୍ରମରେ ସମ୍ବୋଧିତ କରିଥିଲେ ।…