fbpx
Browsing Category

କରୋନା

ଖ୍ରୀଷ୍ଟମାସ ପର୍ବର ଗୋଟିଏ ଦିନ ପୂର୍ବରୁ ଭାରତରେ ୬୫୬ କୋଭିଡର ନୂଆ ମାମଲା, ସଂକ୍ରମିତଙ୍କ ମଧ୍ୟରୁ ଜଣେ ମୃତ

ନୂଆଦିଲ୍ଲୀ: ଭାରତ ରବିବାର ଦିନ ଅର୍ଥାତ ଖ୍ରୀଷ୍ଟମାସ ପର୍ବର ଗୋଟିଏ ଦିନ ପୂର୍ବରୁ ୬୫୬ଟି ନୂଆ କୋରନା ଭାଇରସ ଆକ୍ରାନ୍ତଙ୍କ ରିପୋର୍ଟ ଜାରି କରିଛି । ନୂଆ ଜେଏନ.୧ କୋଭିଡ ଭାରିଆଣ୍ଟ ମାମଲା ଶନିବାର ଦିନର ଆକ୍ରାନ୍ତଙ୍କ…

ନୂଆ ଭାରିଆଣ୍ଟ JN.1 ବିପକ୍ଷରେ ଦିଆଯିବ କି ବୁଷ୍ଟର ଡୋଜ୍? କରୋନାକୁ ନେଇ ଚିନ୍ତାରେ ସ୍ୱାସ୍ଥ୍ୟ ବିଭାଗ

ନୂଆଦିଲ୍ଲୀ: ଦେଶରେ ପୁଣିଥରେ ଆତଙ୍କ ସୃଷ୍ଟି କରୁଛି କରୋନା ମହାମାରୀ । ଦେଶର ବିଭିନ୍ନ ରାଜ୍ୟରେ ନୂଆ ଭାରିଆଣ୍ଟ ସଂକ୍ରମଣକୁ ନେଇ ଏବେ ସ୍ୱାସ୍ଥ୍ୟ ବିଭାଗ ମଧ୍ୟ ଚିନ୍ତାରେ ପଡ଼ିଯାଇଛି । କରୋନାର ଏହି ସଂକ୍ରମଣକୁ ନେଇ…

ବଡ଼ ଖବର; ରାଜ୍ୟରେ ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ: ଭୟ ବଢାଉଛି ନୂଆ ଭାରିଆଣ୍ଟ

ଭୁବନେଶ୍ୱର: ଓଡ଼ିଶାରେ ପୁଣିଥରେ କାୟା ବିସ୍ତାର କରିବ ଲକ୍ଷ୍ୟରେ ରହିଛି କରୋନା ମହାମାରୀ । ରାଜ୍ୟରେ ପୁଣି ବୃଦ୍ଧି ପାଉଛି କରୋନା ସଂକ୍ରମଣ । କରୋନାର ଏହି ମାମଲାରେ ଆଉ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାଜ୍ୟରୁ…

କଥା କହିବାର ଶକ୍ତି ଛଡ଼ାଇ ନେଉଛି କରୋନା: ଭୟଙ୍କର ପ୍ରଭାବ ଉପରେ ରିସର୍ଚ୍ଚରୁ ଖୁଲାସା

ନୂଆଦିଲ୍ଲୀ: ସାରା ବିଶ୍ୱରେ ଏବେ ପୁଣି ଭୟ ବିସ୍ତାର କରୁଛି କରୋନା ମହାମାରୀ । ଚୀନ-ସିଙ୍ଗାପୁର ସମେତ ବିଭିନ୍ନ ଦେଶରେ ପୁଣିଥରେ ବଢିଲାଣି କରୋନା ସଂକ୍ରମଣ । ଯାହାକୁ ନେଇ ଏବେ ସ୍ୱାସ୍ଥ୍ୟ ବିଭାଗ ଚିନ୍ତାରେ ପଡ଼ିଛି ।…

କରୋନା ପାଇଁ ଫେରିଲା ମାସ୍କ, ପୁଣି ଫେରିବ କି LockDown ? Covid-19 କୁ ନେଇ ବଢୁଛି ଭୟ ଓ ଆଶଙ୍କା…

ନୂଆଦିଲ୍ଲୀ: ପୁଣିଥରେ ଭୟଙ୍କର ରୂପ ନେଉଛି କରୋନା ମହାମାରୀ । ଦିନକୁ ଦିନ ଏଥିରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ମୃତ୍ୟୁ ମାମଲା ମଧ୍ୟ ଦେଖିବାକୁ ମିଳିଛି । ତେବେ ଏହି ସଂକ୍ରମଣ ହାରକୁ ଦୃଷ୍ଟିରେ ରଖି…

ଓଡ଼ିଶାକୁ ଫେରିଲା ମାସ୍କ: କରୋନା ପ୍ରତି ସତର୍କ ରୁହନ୍ତୁ, ମାର୍ଗଦର୍ଶିକା ଜାରି କଲା ସ୍ୱାସ୍ଥ୍ୟ ବିଭାଗ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଦୀର୍ଘ ତିନି ବର୍ଷ ଧରି ସାରା ବିଶ୍ୱକୁ କନ୍ଦାଇବା ପରେ ପୁଣି ଥରେ କରୋନା ଭାଇରସ୍ କଡ଼ା ଲେଉଟାଇଛି । ବିଭିନ୍ନ ରାଜ୍ୟରେ ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି କେନ୍ଦ୍ର ସ୍ୱାସ୍ଥ୍ୟ…

ମାସ୍କ ଲଗାଇବା ସମୟ ଆସିଗଲା! ଆସୁଛି କରୋନାର ନୂଆ ଲହର? ଶୁଣନ୍ତୁ ଏକ୍ସପର୍ଟଙ୍କ ରାୟ

ନୂଆଦିଲ୍ଲୀ: କରୋନା ମହାମାରୀ ପାଇଁ ସାରା ବିଶ୍ୱ ପୁଣିଥରେ ଏବେ ଚିନ୍ତା ବଢାଇଛି । ଦେଶର ବିଭିନ୍ନ ରାଜ୍ୟରୁ ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଇଥିବା ବେଳେଆଗାମୀ ପରିସ୍ଥିତିକୁ ନେଇ ଲୋକେ ଏବେ ଭୟଭୀତ ହୋଇଛନ୍ତି । ଓମିକ୍ରନ…

ରାଜ୍ୟର ସମସ୍ତ ସରକାରୀ ହସ୍ପିଟାଲରେ ଖୋଲିବ ‘Fever Clinic’: କୋଭିଡ୍ ମୁକାବିଲା ପାଇଁ ସ୍ୱାସ୍ଥ୍ୟ ବିଭାଗର ପ୍ରାକ୍ ପ୍ରସ୍ତୁତି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପୁଣି ଥରେ କରୋନା ସଂକ୍ରମଣ ବୃଦ୍ଧି ହେବାରେ ଲାଗିଛି । ଗୋଆ, କେରଳ, ମହାରାଷ୍ଟ୍ର, ଉତ୍ତରପ୍ରଦେଶ ପରି କିଛି ରାଜ୍ୟରେ କରୋନାର ନୂଆ ସବ୍ ଭାରିଆଣ୍ଟ ଜେଏନ.୧ର ସଂକ୍ରମଣ ବ୍ୟାପିବାରେ ଲାଗିଛି…

ମାସ୍କ, RTPCR ଟେଷ୍ଟ…. ପୁଣିଥରେ ଫେରିବ କି କରୋନା ଗାଇଡଲାଇନ? ସରକାରଙ୍କ ପ୍ଲାନ କ’ଣ?

ନୂଆଦିଲ୍ଲୀ: ଦେଶରେ ପୁଣିଥରେ କରୋନା ମହାମାରୀକୁ ନେଇ ଚିନ୍ତା ବଢିବାରେ ଲାଗିଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସହିତ କେନ୍ଦ୍ର ସରକାର ମଧ୍ୟ କରୋନା ପ୍ରତି ସତର୍କ ରହିବା ପାଇଁ ପରାମର୍ଶ ଦେଇ ସାରିଛନ୍ତି । ତେଣୁ ଅଧିକ…

ନିମୋନିଆର କାରଣ ପାଲଟୁଛି କି କରୋନାର ନୂଆ ଭାରିଆଣ୍ଟ? ଚିନ୍ତା ବଢାଇଲାଣି JN.1

ନୂଆଦିଲ୍ଲୀ: ବର୍ତ୍ତମାନ ସାରା ବିଶ୍ୱରେ ପୁଣି ଆତଙ୍କ ସୃଷ୍ଟି କରିଛି ମହାମାରୀ କରୋନା । କୋଭିଡର ନୂଆ ଜେ.ଏନ.୧ ଭାରିଆଣ୍ଟରେ ସଂକ୍ରମଣ ହାର ଦିନକୁ ଦିନ ବଢିବାରେ ଲାଗିଛି । ତେବେ ବୈଜ୍ଞାନିକମାନେ କହିଛନ୍ତି ଯେ,…