fbpx
Browsing Category

ବିଦେଶ

ଆକାଶରେ ରହସ୍ୟମୟ ସିଗନାଲ ଯୋଗୁ ଦିଗହରା ହେଉଛି ବିମାନ, ୧୫ ଦିନରେ ୨୦ଟି ବିମାନର ହେଲାଣି ସିଗନାଲ ଫେଲ୍‌

ନୂଆଦିଲ୍ଲୀ: ଇରାନ ଆକାଶରେ ଗତ ୧୫ ଦିନ ମଧ୍ୟରେ ଅତି କମ୍‌ରେ ୨୦ଟି ବିମାନର ସିଗନାଲ ଫେଲ ହୋଇଛି । ଏହାପଛରେ ଜିପିଏସ୍ ସ୍ପୁଫିଙ୍ଗ ହିଁ ମୁଖ୍ୟ କାରଣ ବୋଲି କୁହାଯାଉଛି । ଭୂପୃଷ୍ଠରୁ ଏପରି ଷ୍ଟ୍ରଙ୍ଗ ସିଗ୍‌ନାଲ ମିଳିଛି…

ଭାରତରେ ଦୂତାବାସ ବନ୍ଦ କଲା ଆଫଗାନୀସ୍ତାନ, ଜାଣନ୍ତୁ କାରଣ

ନୂଆଦିଲ୍ଲୀ : ଆଫଗାନୀସ୍ତାନ ଆଜିଠାରୁ ଭାରତରେ ଦ୍ରୃତାବାସ ବନ୍ଦ କରିବା ପାଇଁ ଘୋଷଣା କରିଛି । “ଇସଲାମିକ ରିପବ୍ଲିକ ଅଫ ଆଫଗାନୀସ୍ତାନ”ର ଦୂତାବାସ କାର୍ଯ୍ୟକଳାପ ବନ୍ଦ କରିବ ବୋଲି ଶନିବାର ଦିନ ଔପଚାରିକ ବିବୃତିରେ…

ଆସନ୍ତାକାଲି ଠାରୁ ବିଦେଶ ଯାତ୍ରା କରିବାରେ ଥିଲେ ଜାଣିରଖନ୍ତୁ ଏହି ନୂଆ ନିୟମ…ଆପଣଙ୍କୁ ଦେବାକୁ ପଡିବ

ଓଡିଶା ଭାସ୍କର; ଆସନ୍ତାକାଲି ଠାରୁ ବିଦେଶ ଯାତ୍ରା ପାଇଁ ପ୍ଲାନିଂ କରୁଥିବା ବ୍ୟକ୍ତିଙ୍କ ପାଇଁ ଏକ ନୂଆ ସୂଚନା ରହିଛି । ମିଳିଥିବା ସୂଚନା ଅନୁସାରେ, ଅକ୍ଟୋବର ୧ ଅର୍ଥାତ୍‌ ଆସନ୍ତାକାଲି ଠାରୁ ବିଦେଶ ଯାତ୍ରା ମହଙ୍ଗା…

ଚୀନ୍ ମହାକାଶ ବିଜ୍ଞାନୀ କଲେ ଅଭିନବ ପରୀକ୍ଷଣ, ମହାକାଶରେ ଜଳାଇଲେ ମହମବତୀ

ବେଇଜିଂ: ଯଦି ମହାକାଶରେ ମହମବତୀ ଜଳାଯିବ ତେବେ କ’ଣ ହେବ ? ଏହିପରି ଏକ ପ୍ରଶ୍ନ ଅଧିକାଂଶ ଲୋକଙ୍କ ମନରେ ଉଠୁଥିବ ନିଶ୍ଚୟ । ଏପରି ଏକ ପ୍ରଶ୍ନର ଉତ୍ତର ଖୋଜିବା ଲାଗି ଚୀନ୍‌ର ମହାକାଶ ଯାତ୍ରୀମାନେ ଏକ ପରୀକ୍ଷଣ କରିଥିଲେ…

ଏସୀୟ କ୍ରୀଡ଼ା:ପାକିସ୍ତାନକୁ ହରାଇ ସ୍ୱର୍ଣ୍ଣ ଜିତିଲା ଭାରତ

ଏସୀୟ କ୍ରୀଡ଼ା: ସ୍କ୍ୱାଶ୍‌ରେ ପାକିସ୍ତାନକୁ ହରାଇଲା ଭାରତ । ଫାଇନାଲରେ ପାକିସ୍ତାନକୁ ମାତ୍‌ ଦେଇ ସ୍ୱର୍ଣ୍ଣ ଜିତିଲା ଭାରତ । ପୁରୁଷ ଟିମ୍‌ ଇଭେଣ୍ଟରେ ପାକିସ୍ତାନକୁ ୨-୧ରେ ହରାଇଲା । ଚେନ୍ନାଇର ଅଭୟ ସିଂହ, ନିଜର…

ଜଙ୍ଗଲରୁ ମିଳିଲା ଏକ ଅଜବ କୀଟ : କାଟିଲେ କ’ଣ ହେବ, ଆସନ୍ତୁ ଜାଣିବା

ପ୍ରକୃତି ଦ୍ୱାରା ସୃଷ୍ଟି ହୋଇଥିବା ଏହି ଜଗତ ଅଜବ ଜୀବରେ ପରିପୂର୍ଣ୍ଣ । ଏହି କାରଣରୁ ଯେତେବେଳେ ବି ଏପରି ଜୀବ ଆମ ସାମ୍ନାକୁ ଆସେ, ଆମେ ତାହାକୁ ଦେଖି ଆଶ୍ଚର୍ଯ୍ୟ ହୋଇଥାଉ | ପ୍ରକୃତରେ ଦେଖିବାକୁ ଗଲେ, ଏହା ଆମକୁ…

ବାଂଲାଦେଶ ସୀମାରେ ଅର୍ଦ୍ଧଦଗ୍ଧ ଶବ, ବିବାଦରେ BSF

ପଶ୍ଚିମବଙ୍ଗ : ପଶ୍ଚିମବଙ୍ଗରେ ଉତ୍ତର ୨୪ ପ୍ରଗଣା ଜିଲ୍ଲାରେ ଭାରତ ବାଙ୍ଗଲା ଦେଶ ସୀମା ପାଖରେ ଶବ ମିଳିବା ପରେ ହଇଚଇ ସୃଷ୍ଟି ହୋଇଛି । ସ୍ଥାନୀୟ ଲୋକ ୨୬ ସେପ୍ଟେମ୍ବର ସକାଳେ ଅନ୍ତରାଷ୍ଟ୍ରୀୟ ସୀମା ଠାରୁ ଏକ କିଲୋମିଟର…

ବିଶ୍ୱର ସବୁଠାରୁ ଅଧିକ ଦୁଃଖୀ ଦେଶ: ଜାଣନ୍ତୁ ଏହି ତାଲିକାରେ ଭାରତର ସ୍ଥାନ କେଉଁଠି

ଓଡ଼ିଶା ଭାସ୍କର: ଦୁନିଆରେ ଏମିତି କେହି ବ୍ୟକ୍ତି ନାହାନ୍ତି ଯିଏ କିଛି ନା କିଛି କାରଣରୁ ଦୁଃଖୀ ହୋଇ ନଥିବେ । ପ୍ରତ୍ୟେକ ବ୍ୟକ୍ତିଙ୍କ ଜୀବନରେ କିଛି ନା କିଛି ସୁଖ ଦୁଃଖ ରହିଥାଏ। ତେବେ ଅନେକ ଲୋକ ବା କହୁଛନ୍ତି ଅନେକ…

(Video) ଦ୍ରୁତ ଗତିରେ ତଳକୁ ଧସି ହୋଇ ଯାଉଛି ଏହି ସହର: ନାସା ଦେଲା ଭୟାନକ ତଥ୍ୟ

ଦବୁଛି ଆମେରିକାର ନ୍ୟୁୟର୍କ ସହର । ନିକଟରେ ନାସା ପକ୍ଷରୁ ଏ ନେଇ ଏକ ରିପୋର୍ଟ ପ୍ରକାଶ ପାଇଛି । ଯାହା ସମସ୍ତଙ୍କୁ ଚକିତ କରିଛି । ରିପୋର୍ଟ ଅନୁଯାୟୀ, ଆମେରିକାର ନ୍ୟୁୟର୍କ ସିଟି ନିଜ ଓଜନ କାରଣରୁ ଧୀରେ ଧୀରେ ଚାପ…

ବନ୍ୟା ପାଇଁ ଘୋଷଣା ହେଲା ଜରୁରୀକାଳୀନ ପରିସ୍ଥିତି: ଆଗକୁ ଆହୁରି ଭୟଙ୍କର ହେବ ପରିସ୍ଥିତି

ଓଡ଼ିଶା ଭାସ୍କର: ନ୍ୟୁୟର୍କ ସହରରେ ଘୋଷଣା ହେଲା ଜରୁରୀକାଳୀନ ପରିସ୍ଥିତି । ପ୍ରବଳ ବର୍ଷା ଯୋଗୁଁ ବନ୍ୟା ପରିସ୍ଥିତି ଉପୁଜିଥିବାରୁ ନ୍ୟୁୟର୍କ ସହରରେ ଆଜି ଜରୁରୀକାଳୀନ ପରିସ୍ଥିତି ଘୋଷଣା କରାଯାଇଛି । ଜାତୀୟ ପାଣିପାଗ…