fbpx
Browsing Category

ବିଦେଶ

ଆପଣଙ୍କୁ କୋଟିପତି କରିଦେଇପାରେ ଏଇ ଦୁର୍ଲଭ ଗ୍ରହାଣୁ: ରିପୋର୍ଟ

ମଙ୍ଗଳ ଓ ବୃହଷ୍ପତି ଗ୍ରହ ମଧ୍ୟରେ ଥିବା ‘୧୬ ସାଇକ୍’ ନାମରେ ଗୋଟାଏ ପ୍ରକାଣ୍ଡ ଧାତବ ଗ୍ରହାଣୁ ବିଶ୍ୱର ପ୍ରତ୍ୟେକ ଲୋକଙ୍କୁ କୋଟିପତି କରିଦେଇ ପାରେ ବୋଲି ‘ଫୋର୍ବସ୍’ ପତ୍ରିକାରେ ପ୍ରକାଶିତ ରିପୋର୍ଟରୁ ଜଣାପଡ଼ିଛି ।…

(video) ଏ କି ଦୃଶ୍ୟ ! ଘରର ଛାତ ଭାଙ୍ଗି ଆକାଶରେ ଉଡୁଛି, କାରର ଗ୍ଲାସ ଭାଙ୍ଗିଛି, ଘୂର୍ଣ୍ଣିବଳୟ ସମୟର ଭୟଙ୍କର ଦୃଶ୍ୟ

ନୂଆଦିଲ୍ଲୀ : କାଲିଫର୍ନିଆରେ ବିନାଶର ଦୃଶ୍ୟ ଦେଖିବାକୁ ମିଳିଛି । ପ୍ରବଳ ଘୂର୍ଣ୍ଣିବଳୟ ଅନେକ ଘରର ଛାତକୁ ସଂପୂର୍ଣ୍ଣ ଭାବେ ଭାଙ୍ଗି ଯାଇଛି । ୱିଣ୍ଡୋ ଏବଂ କବାଟଠାରୁ ବିଳାସପୂର୍ଣ୍ଣ କାର ଭାଙ୍ଗିରୁଜି ଆକାଶରେ ଉଡୁଛି…

ଦଲାଇ ଲାମା ଚୀନକୁ ଦେଲେ ବଡ ଆଘାତ, ଆଠ ବର୍ଷର ମଙ୍ଗୋଲିଆ ବାଳକକୁ କଲେ ବୌଦ୍ଧ ଧର୍ମର ତୃତୀତ ବଡ ଧର୍ମଗୁରୁ

ହ୍ଲାସା: ବୌଦ୍ଧ ଧର୍ମର ବରିଷ୍ଠ ନେତା ଦଲାଇ ଲାମା ଆମେରିକୀୟ ମଙ୍ଗୋଲିୟାଇ ବାଳକକୁ ତୀବ୍ଦତୀୟ ବୌଦ୍ଧଧର୍ମର ସବୁଠାରୁ ମହତ୍ତ୍ୱ ପୂର୍ଣ୍ଣ ଆଧ୍ୟାତ୍ମିକ ନେତା ରୂପରେ ନାମିତ କରିଛନ୍ତି । ସୂଚନା ଅନୁଯାୟୀ, ଏଥିରେ ୬୦୦ ରୁ…

ଜେନାଭାରେ ପିଏଚଡି କରୁଛନ୍ତି ସଫେଇକର୍ମଚାରୀଙ୍କ ଝିଅ, UNHRC ରେ କହିଲେ ଦଳିତଙ୍କୁ ହକ୍ ଦେଇଛନ୍ତି ଭାରତୀୟ ସମ୍ବିଧାନ

ଜେନେଭା: ଇନ୍ଦୋରର ଜଣେ ସୁଇପରଙ୍କ ଝିଅ ଜେନେଭା ସରକାରୀ ଛାତ୍ରବୃତ୍ତିରେ ସ୍ୱିଜରଲ୍ୟାଣ୍ଡରେ ପିଏଚଡି କରୁଛନ୍ତି। ଜେନେଭାରେ ମାନବ ଅଧିକାର ପରିଷଦ (UNHRC) ର ୫୨ତମ ଅଧିବେଶନରେ ସେ ଯୋଗ ଦେଇ ଦଳିତ ଲୋକଙ୍କୁ ଆଗକୁ…

ଆସନ୍ତା ୭ ବର୍ଷରେ ପ୍ରାୟ ୭୦ ଲକ୍ଷ ଲୋକ ଲୁଣ ପାଇଁ ମୃତ୍ୟୁ ବରଣ କରିବେ: WHOର ରିପୋର୍ଟ

ନୂଆଦିଲ୍ଲୀ: କୌଣସି ଖାଦ୍ୟ ହେଉ କି ପାନୀୟ ଲୁଣ ବିନା ସ୍ୱାଦ ଲାଗେନା । ଆଉ ଯଦି ଆପଣଙ୍କ ଅଭ୍ୟାସ୍ ଅଧିକ ଲୁଣ ଖାଇବା ତାହାଲେ ସତର୍କ ହୋଇ ଯାଆନ୍ତୁ । ନିକଟରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ଲୁଣ ସେବନକୁ ନେଇ ଜାରି…

ଭାଷା ସହିତ ମଣିଷର ନିଦ୍ରା ଓ ସ୍ୱପ୍ନର ସିଧାସଳଖ ସମ୍ପର୍କ ରହିଛି: ଭାଷାର ବିକାଶ ପାଇଁ ସୁନିଦ୍ରା ନିହାତି ଜରୁରୀ- ଗବେଷକ

ନୂଆଦିଲ୍ଲୀ: ଅନେକ ସମୟରେ ମଣିଷର ଶରୀର, ମନ, ମସ୍ତିଷ୍କକୁ ନେଇ ଅନେକ ପ୍ରକାରର ନୂଆ ତଥ୍ୟ ସାମ୍ନାକୁ ଆସିଥାଏ । ତେବେ ଭାଷା ସହିତ ମଣିଷର ନିଦ୍ରା ଓ ସ୍ୱପ୍ନର ସହିତ ସିଧାସଳଖ ସମ୍ପର୍କ ରହିଥିବା ନିକଟରେ କରାଯାଇଥିବା ଏକ…

ପିତା ହେଲେ ମାର୍କ ଜୁକରବର୍ଗ: ନୂଆ ଅତିଥିକୁ ସ୍ୱାଗତ, ଶେୟାର କଲେ ପୋଷ୍ଟ

ନୂଆଦିଲ୍ଲୀ: ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ମେଟାର ପ୍ରତିଷ୍ଠାତା ମାର୍କ ଜୁକରବର୍ଗ ଓ ତାଙ୍କର ପତ୍ନୀ ପ୍ରିସିଲା ଚାନଙ୍କ ପାଇଁ ଆଜିର ଦିନଟି ଅତ୍ୟନ୍ତ ଶୁଭଦାୟକ ହୋଇଛି । ଆଜି ଏହି ଦମ୍ପତି ଜଣେ ନୂଆ ଅତିଥିକୁ ସ୍ୱାଗତ…

କାଉଣ୍ଟର ଆଗରେ ଲମ୍ବା ଧାଡିର ଚିନ୍ତା, ନା ବିୟର ଗରମ ହେବାର ଆଶାଙ୍କା; ବଜାରକୁ ଆସିଲା ବିୟର ପାଉଡର ବାସ ୨ମିନିଟରେ…

ନୂଆଦିଲ୍ଲୀ: ଆପଣ ଦୁଇ ମିନିଟରେ ମ୍ୟାଗି ହେବା କଥା ଶୁଣିଥିବେ କିନ୍ତୁ ଦୁଇ ମିନିଟରେ ବିୟର ଏହା ହୁଏତ ଆପଣଙ୍କ ପାଇଁ ପ୍ରଥମ ହେଇଥାଇ ପାରେ । ଗ୍ରୀଷ୍ମ ଋତୁ ଆରମ୍ଭ ହେବା ମାତ୍ରେ ବଜାରରେ ବିୟରର ଚାହିଦା ମଧ୍ୟ ବଢିଥାଏ।…

Twitter Blue Tick:କମ୍ପାନୀର ବଡ଼ ଘୋଷଣା, ଏପ୍ରିଲ୍ ପହିଲାରୁ ସବୁ ଆକାଉଣ୍ଟରୁ ହଟିଯିବ ବ୍ଲୁ ଟିକ!

ନୂଆଦିଲ୍ଲୀ: ଯଦି ଆପଣଙ୍କ ପାଖରେ ଟ୍ୱିଟରର ବ୍ଲୁ ଟିକ ଅଛି ତେବେ ଏହା କେବଳ ଏପ୍ରିଲ୍ ୧ ତାରିଖ ପର୍ଯ୍ୟନ୍ତ ରହିବ। କାରଣ ସୋସିଆଲ ମିଡିଆ ରେ ଟ୍ୱିଟର ପୁଣି ଏକ ବଡ଼ ଘୋଷଣା କରିଛି ।ଏହା କହିଛି ଯେ ଆସନ୍ତା ଏପ୍ରିଲ୍ ୧ ରୁ…

Video:ସୋସିଆଲ ମିଡିଆରେ ଋଷିଙ୍କ ନୂଆ ଲୁକ,ସାମ କରଣ ଏବଂ କ୍ରିସ ଜୋର୍ଡାନଙ୍କ ପରି ଷ୍ଟାରଖେଳାଳୀଙ୍କ ସହ ଆସିଲେ ନଜର

ନୂଆଦିଲ୍ଲୀ:ଗତ ବର୍ଷ ଟି -୨୦ ବିଶ୍ୱକପ ଟାଇଟଲ ଜିତିଥିବା ଇଂଲଣ୍ଡ ଦଳ ଦେଶର ପ୍ରଧାନମନ୍ତ୍ରୀ ଋଷି ସୁନକ ଙ୍କୁ ଭେଟିଛନ୍ତି।ଏହା ସହ ବିଶ୍ୱ ଚାମ୍ପିୟନ ହେବାର ଉତ୍ସବମଧ୍ୟ ପାଳନ କରିଛି। ତେବେ ଏହି ଉତ୍ସବ କେବଳ ମଧ୍ୟାହ୍ନ…