fbpx
Browsing Category

ବିଦେଶ

ବେଲଗାମ ପିଆଜ ଦର, ଚିକେନ ଦର ଠାରୁ ତିନି ଗୁଣା ଅଧିକ ଦରରେ ହେଉଛି ବିକ୍ରି

ନୂଆଦିଲ୍ଲୀ: ଫିଲିପାଇନ୍ସରେ ପିଆଜ ଦର ଆକାଶଛୁଆଁ ହେଉଛି। ଏଠାରେ ପିଆଜର ବହୁତ ଅଭାବ ଦେଖାଦେଇଛି, ଯେଉଁଥିପାଇଁ ପିଆଜ ମୂଲ୍ୟରେ ଅସ୍ୱାଭାବିକ ବୃଦ୍ଧି ଘଟିଛି। ଫିଲିପାଇନ୍ସରେ ପିଆଜର ଏତେ ଅଭାବ ଦେଖାଦେଇଛି ଯେ ବର୍ତ୍ତମାନ…

୩ ମାସରେ ଚୀନକୁ ପଛରେ ପକାଇ ବିଶ୍ୱର ସବୁଠାରୁ ଜନବହୁଳ ଦେଶ ହେବ ଭାରତ: UN ରିପୋର୍ଟ

ନୂଆଦିଲ୍ଲୀ: ମିଳିତ ଜାତିସଂଘର ଜନସଂଖ୍ୟା ଡିଭିଜନର ଏକ ରିପୋର୍ଟରେ ପ୍ରକାଶ ପାଇଛି କି, ଆସନ୍ତା ତିନିମାସ ମଧ୍ୟରେ ଭାରତ ଚୀନକୁ ଅତିକ୍ରମ କରି ବିଶ୍ୱର ସବୁଠାରୁ ଜନବହୁଳ ଦେଶ ହେବ । ଏହି କାରଣରୁ ଉଭୟ ଦେଶରେ…

ଭାରତରେ ବିଦେଶୀ ଟପ୍ ବିଶ୍ୱବିଦ୍ୟାଳୟର କ୍ୟାମ୍ପସ ଖୋଲିବାକୁ ବିରୋଧ କାହିଁକି: ଏହି ନିୟମ ଦ୍ୱାରା ଛାତ୍ରଛାତ୍ରୀଙ୍କର କ’ଣ ଲାଭ ହେବ ଆଉ କ’ଣ…

ନୂଆଦିଲ୍ଲୀ: ଭାରତରେ ବିଦେଶୀ ବିଶ୍ୱବିଦ୍ୟାଳୟର କ୍ୟାମ୍ପସ ଖୋଲିବା ନେଇ କେନ୍ଦ୍ର ସରକାର ପ୍ରସ୍ତୁତି ଆରମ୍ଭ କରିଦେଇଛିନ୍ତି । ଏହା ମଧ୍ୟରେ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ୬୭ଟି ଦେଶର ରାଜଦୂତ ଓ ଶୀର୍ଷ…

Ozone Layerକୁ ନେଇ ଆସିଲା ଆଶ୍ୱସ୍ତିକର ଖବର: ପୃଥିବୀବାସୀଙ୍କ ଉପରୁ ହଟିଲା ବିପଦ, ଜାରି ହେଲା UN ରିପୋର୍ଟ

ନୂଆଦିଲ୍ଲୀ: ଓଜୋନ ସ୍ତର ସୂର୍ଯ୍ୟଙ୍କଠାରୁ ଆସୁଥିବା ଅତିବାଇଗଣୀ ରଶ୍ମୀକୁ ରୋକିଥାଏ । ଏହି ଅତିବାଇଗଣୀ ରଶ୍ମୀ ମଣିଷ ଶରୀରରେ କ୍ୟାନସର ସହିତ ବିଭିନ୍ନ ପ୍ରକାରର ଚର୍ମ ରୋଗର କାରଣ ସାଜିଥାଏ । ପୃଥିବୀ ପୃଷ୍ଠରେ ବ୍ୟବହାର…

ପୃଥିବୀର ସବୁଠାରୁ ଭଲ ରେଷ୍ଟୁରାଣ୍ଟ ନୋମା, ବନ୍ଦ ହୋଇଯିବ ଆରବର୍ଷ

ଡେନମାର୍କ: ଦୁନିଆର ସବୁଠାରୁ ଭଲ ରେଷ୍ଟରାଣ୍ଟ କଥା କହିଲେ ଆମେ ୫ଷ୍ଟାର ହୋଟେଲ କଥା ଭାବିଥାଉ । ହେଲେ ନୋମା ରେଷ୍ଟୁରାଣ୍ଟ ତାହା ନୁହେଁ । ଦୀର୍ଘ ୨୦ ବର୍ଷ ପୂର୍ବେ ଏହି ରେଷ୍ଟୁରାଣ୍ଟ ଡେନମାର୍କର ରାଜଧାନୀ…

ମହାକାଶରେ ସପ୍ତାହଯାକ ମହାଜାଗତିକ ଦୃଶ୍ୟ ଆଲୋକିତ ହେବ ରାତି

ନୂଆଦିଲ୍ଲୀ: ଚଳିତ ସପ୍ତାହରେ ମହାକାଶରେ ଦେଖିବାକୁ ମିଳିବ ମହାଜାଗତିକ ଦୃଶ୍ୟ । ଆଲୋକିତ ହେବ ରାତି । ଅର୍ଥାତ୍ ରାତି ଆକାଶରେ ଦୃଶ୍ୟମାନ ହେବ ଅନେକ ଉଜ୍ୱଳ ଗ୍ରହ, ଉପଗ୍ରହ ଓ ନକ୍ଷତ୍ର । ଆସନ୍ତା ସାତଦିନ ପର୍ଯ୍ୟନ୍ତ…

ଏ କିଃ ଅଜବ! ଏଣିକି କୋର୍ଟରେ କେସ୍ ଲଢ଼ିବ ରୋବଟ୍

କୋର୍ଟରେ କେସ୍ ଲଢ଼ିବା ପାଇଁ ଓକିଲଙ୍କୁ ନିଯୁକ୍ତ କରାଯାଇଥାଏ । କିନ୍ତୁ ଅଧିକାଂଶ ଲୋକଙ୍କ ପାଇଁ ଏହା ଅତି ମହଙ୍ଗା ବ୍ୟାପାର । ତଣୁ ଏଣିକି ଜଣେ ରୋବଟ ଓକିଲ କୋର୍ଟରେ କେସ୍ ଲଢ଼ିପାରିବ ଯାହା କମ୍ ବ୍ୟୟସାପେକ୍ଷ ହେବ ।…

(Video) ଜାତୀୟ ସଂଗୀତ ବେଳେ ଠିଆ-ଠିଆ ପରିସ୍ରା କରିଦେଲେ ଏହି ଦେଶର ରାଷ୍ଟ୍ରପତି: ଭିଡିଓ କରିଥିବା ସାମ୍ବାଦିକଙ୍କୁ ଜେଲ୍

ନୂଆଦିଲ୍ଲୀ: ସାଉଥ୍ ସୁଡାନର ୭୧ ବର୍ଷୀୟ ରାଷ୍ଟ୍ରପତିଙ୍କ ଏକ ଭିଡିଓ ସାମ୍ନାକୁ ଆସିଛି । ଏହି ଭିଡିଓରେ ସେ ଜାତୀୟ ସଙ୍ଗୀତ ଗାନ ସମୟରେ ତାଙ୍କ ପ୍ୟାଣ୍ଟରେ ପରିସ୍ରା କରୁଥିବା ଦେଖିବାକୁ ମିଳିଛି । ଭିଡିଓ ସାମ୍ନାକୁ…

ବ୍ରାଜିଲ ଦଙ୍ଗା ଉପରେ ଏବେ ବିଶ୍ୱର ନଜର, ପ୍ରଧାନମନ୍ତ୍ରୀ ମୋଦୀ ଟ୍ୱିଟ କରି କହିଲେ..

ନୂଆଦିଲ୍ଲୀ :ରବିବାର ଦିନ ବ୍ରାଜିଲର ରାଜଧାନୀ ବ୍ରାଜିଲିଆରେ ହୋଇଥିବା ଦଙ୍ଗା ଏବଂ ଭଙ୍ଗାରୁଜା ଉପରେ ସାରା ବିଶ୍ୱ ଏବେ ନଜର ରଖିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଠାରୁ ଆରମ୍ଭ କରି ଆମେରିକାର ରାଷ୍ଟ୍ରପତି ଜୋ…

ବସ୍ ଦୁର୍ଘଟଣା ୪୦ ମୃତ୍ୟ, ୮୫ ଆହତ:ତିନି ଦିନ ପାଇଁ ଜାତୀୟ ଶୋକ ଘୋଷଣା କଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ :ରବିବାର ଦିନ ସେଣ୍ଟ୍ରାଲ ସେନେଗାଲର କୋଫ୍ରିନ୍ ସହର ନିକଟରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ଏଠାରେ ଦୁଇଟି ବସ୍ ଧକ୍କାରେ ୪୦ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୮୫ ଜଣ ଆହତ ହୋଇଛନ୍ତି। ଏହି ଦୁର୍ଘଟଣା…