fbpx
Browsing Category

ବିଦେଶ

ସାଙ୍ଘାଇରେ ବେକାବୁ କରୋନା: ଏକାଠି ଶୋଇବା, କିସ୍ କରିବା ଉପରେ ଲଗାଇଲେ ପ୍ରତିବନ୍ଧକ

ନୂଆଦିଲ୍ଲୀ: କରୋନା ଭାଇରସ ଚୀନର ପିଛା ଛାଡ଼ୁନାହିଁ । ପୁଣିଥରେ ଏଠାରେ କରୋନା ଲୋକଙ୍କ ଉପରେ ଭାରି ପଡ଼ିବାରେ ଲାଗିଛି । ହଜାର ହଜାର ସଂଖ୍ୟାରେ ଲୋକ ସଂକ୍ରମିତ ହେଉଛନ୍ତି । କରୋନାର ନୂଆ ଲହରରେ ସବୁଠୁ ଅଧିକ ସାଙ୍ଘାଇରେ…

ଭାରତ-ଋଷ ଭିତରେ ଆରମ୍ଭ ହେଲା କି ତିକ୍ତତା?: ଦୁଇ ଦେଶ ମଧ୍ୟରେ ବନ୍ଦ ହେଲା ଏହି ସେବା

ନୂଆଦିଲ୍ଲୀ: ଋଷ-ୟୁକ୍ରେନ ଯୁଦ୍ଧ ଭିତରେ ଏବେ ପୁତିନଙ୍କ ପାଇଁ ମୁଣ୍ଡ ଟେକିଛି ଆଉ ଏକ ଅସୁବିଧା । ଋଷ ବିରୁଦ୍ଧରେ ଏକ କଡା ପଦକ୍ଷେପ ନେଇଛି ଭାରତ । ଏବେଠୁ ଉଭୟ ଦେଶ ମଧ୍ୟରେ କୌଣସି ସିଧା ବିମାନ ସେବାକୁ ରଦ୍ଧ କରାଯାଇଛି…

ସୁଧୁରୁନି ଶ୍ରୀଲଙ୍କା ସ୍ଥିତି, ପୁଣି ରାସ୍ତାକୁ ଓହ୍ଲାଇଲେ ଆନ୍ଦୋଳନକାରୀ: ରାଷ୍ଟ୍ରପତିଙ୍କ ଇସ୍ତଫା ଦାବି

କଲୋମ୍ବୋ: ଶ୍ରୀଲଙ୍କାର ଆର୍ଥିକ ଏବଂ ରାଜନୀତିକ ସଙ୍କଟ ମଧ୍ୟରେ ହଜାର ହଜାର ପ୍ରଦର୍ଶନକାରୀ ରାଷ୍ଟ୍ରପତି ଗୋଟବାୟା ରାଜପକ୍ଷେଙ୍କ ତୁରନ୍ତ ଇସ୍ତଫା ଦେବାକୁ ଦାବି କରିଛନ୍ତି । ଗୁରୁବାର ପ୍ରଦର୍ଶନକାରୀମାନେ ମୁଖ୍ୟ…

ବଢୁଛି ପୁତିନଙ୍କ ଅଡୁଆ: ଯୁଦ୍ଧରୁ ବିଦ୍ରୋହକୁ ଓହରିଲେ ଋଷ ସୈନିକ, ରାଷ୍ଟ୍ରପତିଙ୍କ ବିରୋଧରେ ଆଣିଲେ ଏମିତି ଅଭିଯୋଗ

ନୂଆଦିଲ୍ଲୀ: ୟୁକ୍ରେନ ଯୁଦ୍ଧ ଯେତେ ଦିନ ଗଡୁଛି, ସେତିକି ବଢୁଛି ଋଷ ରାଷ୍ଟ୍ରପତି ବ୍ଲାଦିମର ପୁତିନଙ୍କ ଅଡୁଆ । ପ୍ରଥମେ ପଡୋଶୀ ରାଷ୍ଟ୍ର ପୁଣି ଏବେ ନିଜ ଦେଶର ନାଗରିକ ମଧ୍ୟ ପୁତିନଙ୍କ ବିରୋଧରେ ଠିଆ ହୋଇଥିବା…

ପାକିସ୍ତାନକୁ ୯୦ ଦିନ ପାଇଁ ଅସହାୟ ଛାଡି ଦେଲ, ଇମ୍ରାନ ସରକାର ଉପରେ ବର୍ଷିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ପାକିସ୍ତାନରେ ଜାରି ରାଜନୈତିକ ସଙ୍କଟକୁ ନେଇ ସୁପ୍ରିମକୋର୍ଟରେ ଶୁଣାଣି ଜାରି ରହିଛି। ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବକୁ ମଞ୍ଜୁରୀ ନଦେବା ଏବଂ ନ୍ୟାସନାଲ ଆସେମ୍ବଲି ଭଙ୍ଗ…

ମିଳିତ ଜାତିସଂଘ ମାନବାଧିକାର ପରିଷଦରୁ ବାହାର ହେବ ରୁଷ ? ଆଜି ୟୁଏନଜିଏରେ ଭୋଟିଂ

ନୂଆଦିଲ୍ଲୀ: ୟୁକ୍ରେନର ବୁଚା ସହରରେ ରୁଷ ସେନା ଦ୍ଵାରା ଜନ ସାଧାରଣଙ୍କ ନିର୍ମମ ହତ୍ୟା ହୋଇଛି। ଏହି ଘଟଣା ସମଗ୍ର ବିଶ୍ଵଜାତିକୁ ବ୍ୟଥିତ କରିଛି। ଏହାର ପ୍ରତିବାଦରେ ରୁଷ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ପାଇଁ…

ଜଣେ ବ୍ୟକ୍ତି ନେଇ ଥିଲେ ୯୦ ଡୋଜର କରୋନା ଟିକା: ଶେଷରେ ପୋଲିସ ହାତରେ ଧରାପଡି କହିଲେ ଏମିତି

ନୂଆଦିଲ୍ଳୀ: କିଛି ଦିନ ପୂର୍ବରୁ ବିହାରର ଜଣେ ବ୍ୟକ୍ତି ୧୨ ଡୋଜର କରୋନା ଟିକା ନେଇଥିବାର ଖବର ବେଶ ଚର୍ଚ୍ଚାର ବିଷୟ ପାଲଟିଥିଲା । ତେବେ ଜର୍ମାନୀର ଜଣେ ବ୍ୟକ୍ତି ୯୦ ଡୋଜର କରୋନା ଟିକା ନେବା ସହିତ ସମସ୍ତଙ୍କ ହୋସ…

‘ଫୋର୍ବସ୍‌’ ଶ୍ରେଷ୍ଠ ଧନୀ ତାଲିକା ୨୦୨୨: ବିଶ୍ୱର ଧନୀ ତାଲିକାର ୧୦ମ ସ୍ଥାନରେ ମୁକେଶ ଅମ୍ବାନୀ, ଏହି ସ୍ଥାନରେ ରହିଲେ ଗୌତମ ଆଦାନୀ

ମୁମ୍ବାଇ: ପ୍ରକାଶ ପାଇଛି ‘ଫୋର୍ବସ୍‌’ର ବାର୍ଷିକ ବିଶ୍ୱ ଶ୍ରେଷ୍ଠ ଧନୀ ତାଲିକା-୨୦୨୨ । ଏଥର ପୁଣିଥରେ ବାଜି ମାରି ନେଇଛନ୍ତି ‘ରିଲାଏନ୍ସ୍‌ ଇଣ୍ଡଷ୍ଟ୍ରିଜ୍‌’ର ଅଧ୍ୟକ୍ଷ ମୁକେଶ ଅମ୍ବାନୀ । ଏଥିରେ ୧୦ ସ୍ଥାନ ହାସଲ…

ରୁଷ ଉପରେ ନୂତନ କଟକଣା ଲଗାଇଲା ଆମେରିକା, ରୁଷ ବ୍ୟାଙ୍କ ସହିତ ପୁଟିନଙ୍କ ଝିଅକୁ କଲା ଟାର୍ଗେଟ୍

ନୂଆଦିଲ୍ଲୀ : ୟୁକ୍ରେନ ଉପରେ ଆକ୍ରମଣ କରି ଏକ ଘରିଆ ହେବାରେ ଲାଗିଛି ରୁଷ। ହମଲା ପରେ ରୁଷ ବିରୋଧରେ ଅନେକ ପ୍ରକାରର କଟକଣା ଲଗାଯାଇଛି। ଏହା ସତ୍ତ୍ଵେ ବି ରୁଷର ୟୁକ୍ରେନ ଉପରେ ଆକ୍ରମଣ ଜାରି ରହିଛି। ଦୁଇ ଦେଶ ମଧ୍ୟରେ…

୫ ମହିଳାଙ୍କୁ ଗର୍ଭବତୀ କଲା ଏଲିୟନ୍ସ: ଜାଣନ୍ତୁ କଣ ରହିଛି ସତ୍ୟତା

ନୂଆଦିଲ୍ଳୀ: ମହିଳାଙ୍କୁ ଗର୍ଭବତୀ କରୁଛନ୍ତି ଏଲିୟନ୍ସ । ଏ କଥା ଶୁଣି ଆଶ୍ଚର୍ଯ୍ୟ ହେଉଥିବେ ନିଶ୍ଚୟ । ହେଲେ ଏବେ ଏମିତି କିଛି ଖବର ସାମ୍ନାକୁ ଆସିଛି ଏବଂ ଏହା ସତ । ଏଲିୟନ୍ସ ଦ୍ୱାରା ୫ ଜଣ ମହିଳା ପ୍ରେଗନେଣ୍ଟ…