Browsing Category

ବିଦେଶ

ଏହି ଦେଶର ଜେଲରେ ନାହାଁନ୍ତି ଜଣେ ବି ହେଲେ କଏଦୀ, କାରଣ ଜାଣିଲେ ବିଶ୍ୱାସ କରିପାରିବେନି

ଓଡିଶାଭାସ୍କର: ନେଦରଲ୍ୟାଣ୍ଡ ଏପରି ଏକ ଦେଶ ଯାହାର ଜେଲରେ କୌଣସି କଏଦୀ ନାହାନ୍ତି। ପ୍ରକୃତରେ, ଅପରାଧ ଏବଂ କାରାଦଣ୍ଡ ହାର ଏତେ ହ୍ରାସ ପାଇଛି ଯେ ଗତ କିଛି ବର୍ଷ ମଧ୍ୟରେ ଅନେକ ଜେଲ ବନ୍ଦ ହୋଇଯାଇଛି କିମ୍ବା…

ଇରାନର ହିଟ୍ ଲିଷ୍ଟରେ ଟ୍ରମ୍ପଙ୍କଠାରୁ ମେଲୋନି ଯାଏଁ, ଇରାନୀ ପୋଷ୍ଟରରେ ‘ମୋଷ୍ଟ ୱାଣ୍ଟେଡ୍’ ନେତାଙ୍କ ତାଲିକା

ଓଡିଶାଭାସ୍କର: ଏକ ଇରାନୀ ଖବରକାଗଜ ଏକ କଠୋର ଏବଂ ଉତ୍ତେଜନାମୂଳକ ମନୋଭାବ ଗ୍ରହଣ କରିଛି। ଏହା ଅନେକ ବିଦେଶୀ ନେତାଙ୍କ ନାମ ଏବଂ ଫଟୋଗ୍ରାଫ ପ୍ରକାଶ କରିଛି, ଯେଉଁଥିରେ କୁହାଯାଇଛି ଯେ ଇରାନର ସର୍ବୋଚ୍ଚ ନେତା…

ଦୟନୀୟ ଅବସ୍ଥାରେ ମୁନିର୍, ନିଜ ଦେଶର ନେତା ବି ପଚାରୁ ନାହାଁନ୍ତି, ରାଜନେତା ରୁ ଜନତା.. ସମସ୍ତେ କରୁଛନ୍ତି ଧିକ୍କାର

ଓଡ଼ିଶା ଭାସ୍କର ଡେସ୍କ: ପଡ଼ୋଶୀ ଦେଶ ପାକିସ୍ତାନରେ ଏବେ ସେନା ଏବଂ ରାଜନେତାଙ୍କ ମଧ୍ୟରେ ବିବାଦ ଚରମ ସୀମାରେ ପହଞ୍ଚିଛି । ପାକିସ୍ତାନର ସବୁଠାରୁ ପ୍ରଭାବଶାଳୀ ଧାର୍ମିକ ତଥା ରାଜନୈତିକ ନେତା, ଜମିୟତ…

ଘୋଷଣା ହେଲା ତାରିଖ, ଏହିଦିନ ଇସ୍ରାଏଲରେ ହେବ ସାଧାରଣ ନିର୍ବାଚନ, ପୁଣି କ’ଣ କ୍ଷମତାକୁ ଫେରିପାରିବେ ନେତାନ୍ୟାହୁ

ଓଡିଶାଭାସ୍କର: ଅକ୍ଟୋବର ୨୭ ତାରିଖରେ ଇସ୍ରାଏଲରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବ। ୭ ଅକ୍ଟୋବର ୨୦୨୩ରେ ହମାସ ଆକ୍ରମଣ ଏବଂ ପରବର୍ତ୍ତୀ ସମୟରେ ଗାଜା, ଲେବାନନ୍ ଏବଂ ଇରାନ ସହିତ ଜଡିତ ଯୁଦ୍ଧ ପରେ ଏହା ପ୍ରଥମ ଜାତୀୟ…

ଟାଇଫୁନ୍ ବାଭି: ବୁଡ଼ିଲା ଚୀନ, ଧ୍ୱଂସ ପାଇଲା ତାଇୱାନ… ପ୍ରଜନନ କେନ୍ଦ୍ରରୁ ଭାସିଗଲେ ୯୦୦ ସ୍ନେକ୍, ଏବେ ରାସ୍ତାରେ ଘରେ ସବୁଠି ବିଷଧର…

ଓଡିଶାଭାସ୍କର: ପ୍ରଳୟଙ୍କାରୀ ଟାଇଫୁନ ବାଭିର ପ୍ରଭାବରେ ଚୀନ, ତାଇୱାନ ଓ ତାଜିକିସ୍ତାନ ଭୟଙ୍କର ଭାବେ ପ୍ରଭାବିତ ହୋଇଛନ୍ତି। ପ୍ରବଳ ବର୍ଷା ଓ ବନ୍ୟାର ତାଣ୍ଡବରେ ଲକ୍ଷାଧିକ ଲୋକଙ୍କ ଘର ଉଜୁଡିଯାଇଛି। ଜୀବନ…

ହର୍ମୁଜ୍ ପ୍ରଣାଳୀରେ ଇରାନ ଓ ଆମେରିକୀୟ ସେନା ମୁହାଁମୁହିଁ, ସାମ୍ନାକୁ ଆସିଲା ଟ୍ରମ୍ପଙ୍କ ପ୍ରତିକ୍ରିୟା

ଓଡିଶାଭାସ୍କର: ହର୍ମୁଜ୍ ପ୍ରଣାଳୀରେ ଇରାନ ଓ ଆମେରିକୀୟ ସେନା ମୁହାଁମୁହିଁ। ଇରାନ୍ ଉପରେ ଆମେରିକୀୟ ସେନାର ଭୟଙ୍କର ଆକ୍ରମଣ। ତେହେରାନର ବାଣିଜ୍ୟିକ ଜାହାଜ ଉପରେ ଆକ୍ରମଣ। ସେପଟେ ଯୁଦ୍ଧ ପାଇଁ ଇରାନକୁ ଦାୟୀ କଲେ…

ଜାପାନ ଏବେ ମାଲାମାଲ୍, ସମୁଦ୍ର ତଳେ ମିଳିଲା ବିପୁଳ ‘ଅଦୃଶ୍ୟ ସୁନା’ ଭଣ୍ଡାର, ଖଣି ଖନନ ନେଇ ବଢ଼ିଲା ଆଶା

ଓଡ଼ିଶା ଭାସ୍କର ଡେସ୍କ: ଜାପାନ ନିକଟସ୍ଥ ସମୁଦ୍ର ଗର୍ଭରେ ଏକ ବଡ଼ ଏବଂ ଐତିହାସିକ ସଫଳତା ମିଳିଛି। ସାମ୍ନାକୁ ଆସିଥିବା ବୈଜ୍ଞାନିକ ରିପୋର୍ଟ ଅନୁଯାୟୀ, ଜାପାନ ଏକ ବିଶାଳ ସାମୁଦ୍ରିକ ସୁନା ଭଣ୍ଡାର ଉପରେ ବସିଛି।…

ପବ୍‌ରେ ଭୟଙ୍କର ଅଗ୍ନିକାଣ୍ଡ, ଜୀବନ ବଞ୍ଚାଇବାକୁ ଟଏଲେଟ୍ ରେ ଲୁଚିଲେ ଲୋକେ, ୨୭ ଜଣଙ୍କ ମୃତ୍ୟୁ

ଓଡିଶାଭାସ୍କର: ସୋମବାର (ଜୁଲାଇ ୧୩) ସକାଳେ ଥାଇଲ୍ୟାଣ୍ଡର ରାଜଧାନୀ ବ୍ୟାଙ୍କକରେ ଏକ ବଡ଼ ଦୁଃଖଦ ଘଟଣା ଘଟିଛି। ଏକ ପବ୍‌ରେ ଅଗ୍ନିକାଣ୍ଡ ଘଟି ୨୭ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୬୩ ଜଣଙ୍କ ଅବସ୍ଥା ଗୁରୁତର…

ହର୍ମୁଜ୍ ସଙ୍କଟ: ଭାରତୀୟ ଜାହାଜ ଉପରେ ଜୋରଦାର ଆକ୍ରମଣ, ଜଣେ ନାବିକ ନିଖୋଜ, କଡ଼ା ପ୍ରତିକ୍ରିୟା ରଖିଲା ଭାରତ

Iran-US War: ଷ୍ଟ୍ରେଟ୍ ଅଫ୍ ହର୍ମୁଜ୍ ସଙ୍କଟ ମଧ୍ୟରେ ଓମାନ ଉପକୂଳ ନିକଟରେ ଏକ ବାଣିଜ୍ୟିକ ଜାହାଜ ଉପରେ ହୋଇଥିବା ଆକ୍ରମଣକୁ ନେଇ ଭାରତ ସରକାର କଡ଼ା ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ‘GFS Galaxy’ ନାମକ ଏହି…

ପୁଣି ବନ୍ଦ ହେଲା ହର୍ମୁଜ୍, ଏବେ କେତେ ମହଙ୍ଗା ହେବ ପେଟ୍ରୋଲ-ଡିଜେଲ, ଜାଣନ୍ତୁ ଅଏଲ ଲାଇଫଲାଇନର ପୁରା ଗଣିତ

ଓଡିଶାଭାସ୍କର: ହର୍ୟୁଜ୍ ପ୍ରଣାଳୀ ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସାମୁଦ୍ରିକ ପଥ ମଧ୍ୟରୁ ଗୋଟିଏ। ଏହି ସଂକୀର୍ଣ୍ଣ ଜଳପଥରେ ଯେକୌଣସି ବିଭ୍ରାଟ ତୁରନ୍ତ ବିଶ୍ୱ ଶକ୍ତି ବଜାରରେ ଅଶାନ୍ତି ସୃଷ୍ଟି କରେ, କାରଣ ବିଶ୍ୱର…