
Browsing Category
ଦେଶ
(Video) DSP ମାଡାମଙ୍କର ଖାକିଗିରି: ହେଲମେଟ ପିନ୍ଧି ନଥିବାରୁ ଯୁବକଙ୍କ ଗାଲରେ କଷିଦେଲେ ଶକ୍ତ ଚାପୁଡ଼ା
ନୂଆଦିଲ୍ଲୀ: ଅନେକ ସମୟରେ ସରକାରୀ ଅଧିକାରୀମାନେ ସାଧାରଣ ଲୋକଙ୍କ ଉପରେ ଜୁଲମ୍ କରିଥାନ୍ତି । ପୂର୍ବରୁ ଏଭଳି ଅନେକ ଘଟଣାର ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇସାରିଛି । ତେବେ ପୁଣି ଜଣେ ଖାକି ମାଡାମଙ୍କର ରାଜୁତି…
ସିଦ୍ଧୁ ମୂସେୱାଲା ହତ୍ୟାକାଣ୍ଡ: ଗୁଳି ମାରିଥିବା ୩ ସୁଟରଙ୍କୁ ଧରିଲା ପୋଲିସ
ସିଦ୍ଧୁ ମୂୂସେୱାଲା ହତ୍ୟାକାଣ୍ଡରେ ପୋଲିସକୁ ମିଳିଛି ବଡ଼ ସଫଳତା । ଦିଲ୍ଲୀ ପୋଲିସ୍ ସିଦ୍ଧୁ ମୂସେୱାଲାଙ୍କ ଉପରକୁ ଗୁଳି ଚଳାଇଥିବା ୩ ସୁଟରଙ୍କୁ ଗିରଫ କରିଛି । ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ୍ ତିନି ସୁଟରଙ୍କୁ ଗୁଜରାଟ…
ଗୋଟିଏ ପରିବାରର ୯ ଜଣ ସଦସ୍ୟ ବିଷ ପିଇ ପ୍ରାଣ ହାରିଲେ: ମୃତ୍ୟୁ ପଛର କାରଣ ଆର୍ଥିକ ପରିସ୍ଥିତି ନା ଆଉ କିଛି
ନୂଆଦିଲ୍ଲୀ: ମହାରାଷ୍ଟ୍ରରୁ ଛାତି ଥରାଇ ଦେଲା ଭଳି ଏକ ଘଟଣା ସାମ୍ନାକୁ ଆସିଛି । ଗୋଟିଏ ପରିବାରର ୯ ଜଣ ସଦସ୍ୟ ଏକସଙ୍ଗେ ଆତ୍ମହତ୍ୟା କରିଛନ୍ତି । ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ହଡ଼କମ୍ପ ମଚିଯାଇଛି । ତେବେ ଏହା…
ଅଧା ବାଟରେ ଅଟକିଲା କେବୁଲ କାର୍: ମଝି ଆକାଶରେ ଫସିଲେ ୧୧ ପର୍ଯ୍ୟଟକ
ନୂଆଦିଲ୍ଲୀ: ମଝି ଆକାଶରେ ଅଟକିଲା କେବୁଲ କାର । ଫସିଲେ ୧୧ ପର୍ଯ୍ୟଟକ । ମଝି ଆକାଶରେ କେବୁଲ କାର ଫସିବା ଯୋଗୁଁ ପ୍ରାୟ ୧୧ ପର୍ଯ୍ୟଟକ ମଝି ଆକାଶରେ ଫସି ରହିଛନ୍ତି । ତେବେ ସେମାନଙ୍କୁ ଉଦ୍ଧାର ପାଇଁ ଆରମ୍ଭ ହୋଇଛି…
“ଅଗ୍ନିବୀର’ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ କଲା ଭାରତୀୟ ସେନା, ଜାଣନ୍ତୁ କେବେ ଆରମ୍ଭ ହେବ ନାମ ପଞ୍ଜିକରଣ
ନୁଆଦିଲ୍ଲୀ: ଭାରତୀୟ ସେନା "ଅଗ୍ନିବୀର' ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି। ଏଥିପାଇଁ ଜୁଲାଇରୁ ନାମ ପଞ୍ଜିକରଣ ପ୍ରକ୍ରିୟା ଆରମ୍ଭ ହେବ। ନିକଟରେ ଘୋଷଣା ହୋଇଥିବା "ଅଗ୍ନିପଥ' ଯୋଜନା ମାଧ୍ୟମରେ ଶସସ୍ତ୍ର ବଳ…
ସମଗ୍ର ଦେଶରେ ଲୋକଙ୍କୁ ମିଳିବ ଶସ୍ତା ଚିକିତ୍ସା, ସରକାର ନେଲେ ବଡ଼ ନିଷ୍ପତ୍ତି
ନୁଆଦିଲ୍ଲୀ: ଏଣିକି ଦେଶରେ ଚିିକିତ୍ସା ହେବ ଶସ୍ତା। ଏଥି ପାଇଁ ସରକାର ଏକ ଗୁରୁତ୍ୱପୁର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। କର୍ମଚାରୀ ରାଜ୍ୟ ବୀମା ନିଗମ(ଇଏସଆଇସି) ନିଷ୍ପତ୍ତି ନେଇଛି କି ଏହାର ସ୍ୱାସ୍ଥ୍ୟ ବୀମା ଯୋଜନା ୨୦୨୨…
ବିମାନକୁ ଜରୁରୀକାଳୀନ ଅବତରଣ କରି ଛାଇଗଲେ ମୋନିକା ଖନ୍ନା: ଏପରି ବଞ୍ଚାଇଲେ ୧୮୫ ଯାତ୍ରୀଙ୍କ ଜୀବନ
ନୂଆଦିଲ୍ଲୀ: ସ୍ପାଇସଜେଟର ବିମାନ ଏସଜି-୭୨୩କୁ ରବିବାର ଦିନ ବିହାରର ପାଟନା ଏୟାରପୋର୍ଟରେ ଜରୁରୀକାଳୀନ ଅବତରଣ କରାଯାଇଥିଲା, ଯେଉଁଥିରେ ୧୮୫ ଲୋକ ଥିଲେ । ବିମାନଟି ଉଡ଼ାଣ ଭରିବା ପରେ ଇଞ୍ଜିନରେ ନିଆଁ ଲାଗିଥିଲା,…
ରାସ୍ତାରେ ବୁଲୁଥିଲେ ରାହୁଲଙ୍କ ସମର୍ଥକ, ଲିପ୍ଟ ଦେଇ ସାଙ୍ଗରେ ନେଇଗଲେ ପ୍ରିୟଙ୍କା ଗାନ୍ଧୀ
ନୁଆଦିଲ୍ଲୀ: ନ୍ୟାସନାଲ ହେରାଲ୍ଡ ମାମଲାରେ ଆଜି ମଧ୍ୟ ରାହୁକ ଗାନ୍ଧୀଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ପଚରାଉଚରା ଜାରି ରଖିଛି। ପୁର୍ବ ପରି ଆଜି ମଧ୍ୟ ତାଙ୍କ ଭଉଣି ପ୍ରିୟଙ୍କା ଗାନ୍ଧୀ ତାଙ୍କ ସହିତ ଇଡି…
(Video) ଜନଗହଳି ରାସ୍ତାରେ ପୋଲିସ ଉପରକୁ ମରଣାନ୍ତକ ଆକ୍ରମଣ: ‘ହିରୋ’ ପରି ସାମ୍ନା କଲେ ସବ୍ ଇନ୍ସପେକ୍ଟର
ନୂଆଦିଲ୍ଲୀ: କେରଳ ପୋଲିସ ଉପରେ ଜଣେ ବ୍ୟକ୍ତି ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ କରିଥିବା ଘଟଣା ସାମ୍ନାକୁ ଆସିଛି । ଏହି ଆକ୍ରମଣର ଏକ ଭିଡିଓ ଜାରି ହୋଇଛି, ଯେଉଁଥିରେ ଆକ୍ରମଣକାରୀକୁ ଜଣେ ପୋଲିସ ଅଧିକାରୀ…
ଅଗ୍ନିପଥ ଯୋଜନାକୁ ନେଇ ବ୍ୟାକ୍ଫୁଟ୍ରେ କେନ୍ଦ୍ର ସରକାର, ଅଶାନ୍ତ ଯୁବକଙ୍କୁ ମନାଇବାକୁ ଚଲାଇଛନ୍ତି ପ୍ରଚେଷ୍ଟା
ନୁଆଦିଲ୍ଲୀ: ବଡ଼ ଉତ୍ସାହର ସହିତ ସରକାର "ଅଗ୍ନିପଥ' ଯୋଜନା ଘୋଷଣା କରିବା ପରେ ଏହାକୁ ନେଇ ଦେଶର ବିଭିନ୍ନ ରାଜ୍ୟରେ ବିରୋଧ ପ୍ରଦର୍ଶନ ଲାଗି ରହିଛି। ସଶସ୍ତ୍ର ବଳରେ ସ୍ୱଳ୍ପକାଳିନ ଚୁକ୍ତିଭିତ୍ତିକ ନିଯୁକ୍ତି ଯୋଜନା…