CHARIDHAM
Browsing Category

ଦେଶ ବିଦେଶ

ଭାରତ ପରେ ଚୀନକୁ ଝଟକା ଦେଲା ଆମେରିକା, TikTok ବ୍ୟାନ କରିବା ପାଇଁ ସଂସଦରେ ପାସ ହେଲା ବିଲ୍

ନୂଆଦିଲ୍ଲୀ: ଭାରତ ପରେ ଆମେରିକା ମଧ୍ୟ ଚୀନକୁ ଏକ ବଡ ଝଟକା ଦେଇଛି। ଚାଇନିଜ୍ ଆପ୍ ଟିକଟକ ଉପରେ ପ୍ରତିବନ୍ଧକ ଲଗାଇବାକୁ ଆମେରିକା ସଂସଦ ଏକ ବିଲ୍ ପାସ୍ କରିଛି। ବିପୁଳ ସଂଖ୍ୟାଗରିଷ୍ଠତା ସହ ଟିକଟକ ଉପରେ ନିଷେଧାଦେଶ…

ଶସ୍ତା ହେଲା ସୁନା ଏବଂ ରୂପା କିଣିବା, ଆଜି Gold-Silver ଦରରେ ଏତିକି ପାଇଲା ହ୍ରାସ

ନୂଆଦିଲ୍ଲୀ: ଜାତୀୟ ରାଜଧାନୀର ସର୍ରାଫା ବଜାରରେ ବୁଧବାର ଦିନ ସୁନା ମୂଲ୍ୟ ୪୦୦ ଟଙ୍କା କମିବା ସହ ୬୫.୯୫୦ ଟଙ୍କା ପ୍ରତି ୧୦ ଗ୍ରାମ ପିଛା ହୋଇଯାଇଛି । ଗତ କାରବାରରେ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୬୬ ହଜାର ୩୫୦ ଥିଲା…

ଲାଗୁ ହେଲା ନୂଆ ନିୟମ: ମାଙ୍କଡ଼ ଆକ୍ରମଣରେ ମୃତ୍ୟୁ ଘଟିଲେ ୨ ଲକ୍ଷ ଦେବେ ସରକାର, ଆହତଙ୍କୁ ବି ଦୈନିକ ୭୦୦ ମିଳିବ

ନୂଆଦିଲ୍ଲୀ: ଅନେକ ସମୟରେ ରାସ୍ତାଘାଟରେ, ମନ୍ଦିର ନିକଟରେ ଓ କିଛି ପର୍ଯ୍ୟଟନ ସ୍ଥଳୀମାନଙ୍କରେ ମାଙ୍କଡ଼ମାନେ ସାଧାରଣ ଲୋକଙ୍କୁ ଆକ୍ରମଣ କରିଥାନ୍ତି । ଅନେକ ସମୟରେ ମାଙ୍କଡ଼ ଆକ୍ରମଣରେ ଲୋକମାନେ ଆହତ ହେବା ସହିତ…

ଧର୍ମ ପାଇଁ କଠୋର ସାଜିଲା ପ୍ରଶାସନ; ରୋଜା ନ ରଖିବାରୁ ମୁସଲମାନମାନଙ୍କୁ ଗିରଫ କଲା ପୋଲିସ 

ନୂଆଦିଲ୍ଲୀ: ଉତ୍ତର ନାଇଜେରିଆର କାନୋ ରାଜ୍ୟରେ ରମଜାନ ସମୟରେ ଖାଦ୍ୟ ଖାଉଥିବା ୧୧ ଜଣ ମୁସଲମାନଙ୍କୁ ଗିରଫ କରିଛି ଇସଲାମିକ ପୋଲିସ । କାନୋରେ ମୁସଲମାନ ସଂଖ୍ୟାଗରିଷ୍ଠ ଏବଂ ଇସଲାମିକ ଶରିୟା ଆଇନ ବଳବତ୍ତର ରହିଛି ।…

ନିର୍ବାଚନ ସମୟରେ କେତେ ଟଙ୍କା ଖର୍ଚ୍ଚ କରନ୍ତି ରାଜନୈତିକ ଦଳ? ଗତ ପାଞ୍ଚ ବର୍ଷ ନିର୍ବାଚନର ତଥ୍ୟ ଶୁଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ: ଦେଶରେ ନିର୍ବାଚନ ସମୟରେ କୋଟି କୋଟି ଟଙ୍କା ରାଜନୈତିକ ଦଳ ଖର୍ଚ୍ଚ କରନ୍ତି । ଏହା ବ୍ୟତୀତ ପ୍ରତି ନିର୍ବାଚନରେ କୋଟି କୋଟି ଟଙ୍କାର ନଗଦ ରାଶି ଜବତ ହେବାର ଫଟୋ ମଧ୍ୟ ସାମ୍ନାକୁ ଆସିଥାଏ । ତେବେ ଆଗାମୀ…

(Video) ରାସ୍ତାରେ ସ୍କୁଟି ଚଳାଉଥିଲେ; ହଠାତ୍ ଘର ଛପର ଉପରେ ଗାଡ଼ି ପୁରାଇଦେଲେ ଦୁଇ ଯୁବତୀ

ଓଡ଼ିଶା ଭାସ୍କର: ସୋସିଆଲ ମିଡିଆରେ ଅନେକ ଭିଡିଓ ଭାଇରାଲ ହୋଇଥାଏ, କିନ୍ତୁ ଏଥିମଧ୍ୟରୁ କିଛି ଭିଡିଓ ମଜାଳିଆ ହୋଇ ଥାଏ। ଯଦିଓ ଦୁର୍ଘଟଣା କାହା ପାଇଁ ଭଲ ନୁହେଁ, କିନ୍ତୁ ଏଭଳି କିଛି ଦୁର୍ଘଟଣାର ଭିଡିଓ ଥାଏ, ଯାହାକୁ…

(Video) CAA ଲାଗୁ ହେବାରେ ଖୁସି ବ୍ୟକ୍ତ କଲେ ଡାନିଶ କନେରିୟା, ଭଗବାନ ରାମ ଏବଂ ହନୁମାନଙ୍କୁ ନେଇ ଦେଲେ ବିବୃତ୍ତି

ନୂଆଦିଲ୍ଲୀ: ଭାରତରେ କେନ୍ଦ୍ର ସରକାର ସିଏଏ ଆଇନକୁ ଲାଗୁ କରିବାର ଘୋଷଣା କରିଛନ୍ତି । କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତିରେ କେବଳ ଭାରତୀୟ ନୁହେଁ ବରଂ ପଡୋଶୀ ଦେଶ ପାକିସ୍ତାନର ପୁର୍ବତନ କ୍ରିକେଟର ଡାନିଶ କନେରିୟା…

ଲୋକସଭା ନିର୍ବାଚନ: ଦ୍ୱିତୀୟ ପର୍ଯ୍ୟାୟରେ ୭୨ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କଲା ବିଜେପି

ନୂଆଦିଲ୍ଲୀ: ଆଗକୁ ଆସୁଛି ଲୋକସଭା ନିର୍ବାଚନ । ସେନେଇ ରାଜନୈତିକ ଦଳମାନେ ଜୋରସୋରରେ ସେମାନଙ୍କର ପ୍ରସ୍ତୁତି ପ୍ରକ୍ରିୟା ଆରମ୍ଭ କରିଦେଇଛନ୍ତି । ଏହା ମଧ୍ୟରେ ବିଜେପି ଓ କଂଗ୍ରେସ ସେମାନଙ୍କର ପ୍ରଥମ ପର୍ଯ୍ୟାୟ…

୭୦ ବର୍ଷ ଧରି ଲୌହ ଫୁସଫୁସ ସହ ରହୁଥିଲେ ପଲ୍ ଆଲେକଜାଣ୍ଡର, ଜାଣନ୍ତୁ କେପରି ହେଲା ମୃତ୍ୟୁ?…

ନୂଆଦିଲ୍ଲୀ : ପଲ୍ ଆଲେକଜାଣ୍ଡର ନାମକ ଜଣେ ବ୍ୟକ୍ତି, ଯିଏ ଏକ ଲୁହା ଫୁସଫୁସ ଭିତରେ ୭୦ ବର୍ଷ ବିତାଇଥିଲେ । ଯିଏ କି ଏବେ ୭୮ ବର୍ଷ ବୟସରେ ମୃତ୍ୟୁବରଣ କରିଛନ୍ତି । ପିଲାଦିନେ ତାଙ୍କୁ ପୋଲିଓ ହୋଇଥିଲା। ଆଲେକଜାଣ୍ଡର ୬…

ସରନେମକୁ ନେଇ ବିବାହିତ ମହିଳାଙ୍କର ଆଇନରେ କ’ଣ ରହିଛି ଅଧିକାର? ଜାଣନ୍ତୁ ଡିଟେଲ୍ସ

ନୂଆଦିଲ୍ଲୀ: ବିବାହ ପରେ ସାଧାରଣତଃ ଝିଅମାନେ ନିଜ ନାମ ସହ ସ୍ୱାମୀ ସରନେମ ଲଗାଇଥାଆନ୍ତି । ଏହା ସାମାଜିକ ପରମ୍ପରାରେ ରହିଲେ ସୁଦ୍ଧା ଅନେକ ଯୁଗରୁ ଏହା ପ୍ରଚଳିତ ହୋଇଆସୁଛି । କୌଣସି ମାମଲାରେ ଏହା ବ୍ୟକ୍ତିଗତ ପସନ୍ଦ…