
Browsing Category
ଦେଶ ବିଦେଶ
ଆରମ୍ଭ ହେଲା ପିଏମ ସୂର୍ଯ୍ୟଘର ଯୋଜନା ପାଇଁ ରେଜିଷ୍ଟ୍ରେସନ, ଜାଣନ୍ତୁ କିପରି କରିବେ APPLY
ନୂଆଦିଲ୍ଲୀ: କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ମୁକ୍ତ ବିଦ୍ୟୁତ୍ ଯୋଜନା ଆରମ୍ଭ କରିଛନ୍ତି। ବର୍ତ୍ତମାନ ଏହାର ପଞ୍ଜୀକରଣ ଆରମ୍ଭ ହୋଇସାରିଛି। କେନ୍ଦ୍ର ସରକାରଙ୍କ ମାଗଣା ବିଦ୍ୟୁତ୍ ଯୋଜନା ଅଧୀନରେ ହିତାଧିକାରୀମାନେ ୩୦୦…
ଶିବ ଶୋଭାଯାତ୍ରା ବେଳେ ବଡ଼ ଅଘଟଣ: ବିଦ୍ୟୁତ ଆଘାତରେ ୧୪ ଶିଶୁଙ୍କ ଅବସ୍ଥା ଗମ୍ଭୀର, ସମସ୍ତେ ମେଡିକାଲରେ ଭର୍ତ୍ତି
ନୂଆଦିଲ୍ଲୀ: ଆଜି ପବିତ୍ର ମହାଶିବରାତ୍ରି ଅବସରରେ ଏକ ବଡ଼ ଅଘଟଣ ଦେଖିବାକୁ ମିଳିଛି । ଶିବରାତ୍ରି ଅବସରରେ ଶୋଭାଯାତ୍ରା ବାହାରି ଥିବା ବେଳେ ବିଦ୍ୟୁତ ଆଘାତରେ ୧୪ ଜଣ ଶିଶୁଙ୍କ ଅବସ୍ଥା ବିଗିଡ଼ି ଯାଇଛି । ତେଣୁ…
ରାଜ୍ୟସଭା ଲାଗି ମନୋନୀତ ସୁଧା ମୂର୍ତ୍ତି, ଟ୍ୱିଟରରେ ସୂଚନା ଦେଲେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ: ଇନଫୋସିସ୍ ଫାଉଣ୍ଡେସନ ଅଧ୍ୟକ୍ଷ ତଥା ଇନଫୋସିସ୍ ସହପ୍ରତିଷ୍ଠାତା ନାରାୟଣ ମୂର୍ତ୍ତିଙ୍କ ପତ୍ନୀ ସୁଧା ମୂର୍ତ୍ତି ରାଜ୍ୟସଭା ଲାଗି ମନୋନୀତ ହୋଇଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ନିଜେ ଏ ବିଷୟରେ ଘୋଷଣା…
‘ସରି ବାପା, ମୁଁ JEE କ୍ଲିୟର କରିପାରିଲି ନାହିଁ’, ଏପରି କିଛି ଲେଖି ଆତ୍ମହତ୍ୟା କଲେ କୋଟାର ଛାତ୍ର
କୋଟା: ରାଜସ୍ଥାନ କୋଟାରେ ଛାତ୍ର ଆତ୍ମହତ୍ୟା ଘଟଣା ଥମିବାର ନାଁ ଧରୁନାହିଁ । ଆଜି ଶିବରାତ୍ରୀରେ ପୁଣି ସକାଳୁ ସକାଳୁ କୋଟାରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି । ଏଠାରେ ରହି ଜେଇଇ ପାଇଁ ପ୍ରସ୍ତୁତ ହେଉଥିବା ଜଣେ…
କେନ୍ଦ୍ର କର୍ମଚାରୀମାନଙ୍କୁ ମିଳିଲା ଦ୍ୱିଗୁଣା ଖୁସି, DA Hike ପରେ ବୃଦ୍ଧି ପାଇଲା HRA
ନୂଆଦିଲ୍ଲୀ: କେନ୍ଦ୍ର ସରକାର ଲକ୍ଷ ଲକ୍ଷ କେନ୍ଦ୍ରୀୟ କର୍ମଚାରୀଙ୍କୁ ଏବଂ ପେନସନଧାରୀଙ୍କ ପାଇଁ ଅନେକ ଘୋଷଣା କରିଛନ୍ତି । ହୋଲି ପୂର୍ବରୁ ମହଙ୍ଗା ଭତ୍ତା ପରେ ହାଉସ ରେଟ ଆଲାଉନ୍ସରେ ବୃଦ୍ଧି ଘଟି କର୍ମଚାରୀମାନଙ୍କୁ ବଡ଼…
୫ମ ଥର ବିବାହ କରିବାକୁ ଯାଉଛନ୍ତି ୯୨ ବର୍ଷୀୟ ଏହି ମିଡିଆ ଟାଇକୁନ, ପ୍ରେମିକା ଜୁକୋଭାଙ୍କ ସହ ସରିଲା ଏନଗେଜମେଣ୍ଟ
ନୂଆଦିଲ୍ଲୀ: ମିଡିଆ ଟାଇକୁନ୍ ରୁପୋର୍ଟ ମୁର୍ଡୋକ୍ଙ୍କର ୯୨ ବର୍ଷରେ ନିଜ ପ୍ରେମିକା ଏଲେନା ଜୁକୋଭାଙ୍କ ସହ ଏନଗେଜମେଣ୍ଟ ସଂପନ୍ନ ହୋଇଛି । ଏହା ତାଙ୍କର ୫ମ ଏନଗେଜମେଣ୍ଟ । ବିଶେଷ ସୂତ୍ରରୁ ଜଣାପଡିଛି କି ଏଲେନା…
International Women’s Day: ମହିଳାମାନଙ୍କୁ ସରକାର ଦେଲେ ଅନେକ ଉପହାର, FREE ଯାତାୟାତ ସହ ମିଳିବ ହେଲମେଟ
ଜୟପୁର: ପ୍ରତିବର୍ଷ ଭଳି, ଚଳିତ ବର୍ଷ ମଧ୍ୟ ରାଜସ୍ଥାନରେ ମହିଳା ଦିବସ ଅବସରରେ ବସରେ ମହିଳାମାନଙ୍କୁ ମାଗଣା ଯାତ୍ରା ସୁବିଧା ଯୋଗାଇ ଦିଆଯାଉଛି। କିନ୍ତୁ ଏଥର ରାଜସ୍ଥାନର ମହିଳାମାନଙ୍କ ପାଇଁ ଏହି ମହିଳା ଦିବସ ଅତ୍ୟନ୍ତ…
ଦେଶରେ ପ୍ରଥମ ଥର ପାଇଁ ‘ନ୍ୟାସନାଲ କ୍ରିଏଟର୍ସ ଆୱାର୍ଡ’ ପ୍ରଦାନ କଲେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ: ଦେଶରେ ପ୍ରଥମ ଥର ପାଇଁ ‘ନ୍ୟାସନାଲ କ୍ରିଏଟର୍ସ ଆୱାର୍ଡ’ ପ୍ରଦାନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ୩ ଅନ୍ତରାଷ୍ଟ୍ରୀୟଙ୍କ ସମେତ ମୋଟ ୨୩ ଜଣ ବିଜେତାଙ୍କୁ ପ୍ରଧାନମନ୍ତ୍ରୀ ସମ୍ମାନିତ…
Breaking: ଏହି ଦିନ ଖୋଲିବ ବାବା କେଦାର ନାଥଙ୍କ ମନ୍ଦିରର ଦ୍ୱାର
ନୂଆଦିଲ୍ଲୀ: ପ୍ରତିବର୍ଷ ଭଳି, ଚଳିତ ବର୍ଷ ମଧ୍ୟ ମହାଶିବରାତ୍ରୀଙ୍କ ଶୁଭ ଅବସରରେ ବାବା କେଦାରନାଥ ଧାମଙ୍କ ଦ୍ୱାର ଖୋଲିବାର ତାରିଖ ଘୋଷଣା କରାଯାଇଛି। ଶୁକ୍ରବାର ଦିନ ଓମକେଶ୍ୱର ମନ୍ଦିରର ଉଖିମଠରେ ତାରିଖ ଘୋଷଣା…
ପାକିସ୍ତାନକୁ ୧୪ ଅଗଷ୍ଟରେ ଅଭିନନ୍ଦନ ଜଣାଇବା ଅପରାଧ କି? ଜାଣନ୍ତୁ କ’ଣ କହୁଛନ୍ତି ସୁପ୍ରିମକୋର୍ଟ
ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିରେ କହିଛନ୍ତି ଯେ, ଜାମ୍ମୁ କାଶ୍ମୀରରୁ ଧାରା ୩୭୦ କୁ ହଟାଇବା କିମ୍ବା ଅଗଷ୍ଟ ୫ କୁ 'ବ୍ଲାକ ଡେ' ବୋଲି କହିବା ଅପରାଧ ନୁହେଁ। ସୁପ୍ରିମକୋର୍ଟ କହିଛନ୍ତି ଯେ…