Browsing Category
ଦେଶ ବିଦେଶ
ବିବାହ ପାଇଁ ପୁରୋହିତଙ୍କର ଆବଶ୍ୟକତା ନାହିଁ, ଜାଣନ୍ତୁ କେଉଁ ନିଷ୍ପତ୍ତିରେ ସୁପ୍ରିମକୋର୍ଟ ଦେଲେ ଏପରି ରାୟ
ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ମାଡ୍ରାସ ହାଇକୋର୍ଟର ଏକ ମାମଲାକୁ ନେଇ ନୂଆ ଆଦେଶ ଜାରି କରିଛନ୍ତି । ଯେଉଁଥିରେ କୁହାଯାଇଛି ଯେ, ହିନ୍ଦୁ ବିବାହ ଅଧିନିୟମ ଅନୁଯାୟୀ, ଅଜଣା ଲୋକଙ୍କ ସାମ୍ନାରେ ଲୁଚିକରି ବିବାହ କରିବା ବୈଧ…
ଏବେବି ପିଏମ ମୋଦୀଙ୍କ ସହ ଅଛନ୍ତି ୮୦% ଭାରତୀୟ: ବିଦେଶୀ ସର୍ଭେରେ ରାହୁଲ ଗାନ୍ଧୀଙ୍କ ପାଇଁ ଗୁଡ଼୍ ନ୍ୟୁଜ୍
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିଷୟରେ ୧୦ ଜଣ ଭାରତୀୟଙ୍କ ମଧ୍ୟରୁ ୮ ଜଣଙ୍କର ଭଲ ମତ ରହିଛନ୍ତି । କେବଳ ଏତିକି ନୁହେଁ, ଶତ ପ୍ରତିଶତ ଲୋକ ବିଶ୍ୱାସ କରନ୍ତି ଯେ, ପ୍ରଧାନମନ୍ତ୍ରୀ ବହୁତ ଭଲ କାମ…
ଟ୍ରେନ୍ ଚଳାଉଥିବା ବେଳେ ମୋବାଇଲ୍ ଚେକ୍ କରିବା ପଡ଼ିଲା ମହଙ୍ଗା, ସାମ୍ନାରୁ ଆସୁଥିବା ଟ୍ରେନ୍ ଦେଲା ଜବରଦସ୍ତ ଧକ୍କା: ଦେଖନ୍ତୁ Video
ଗାଡି ଚଳାଇବା ସମୟରେ ଫୋନ୍ ବ୍ୟବହାର ନକରିବାକୁ ଲୋକଙ୍କୁ ପରାମର୍ଶ ଦିଆଯାଏ । ତଥାପି, ଏହି ଜିନିଷ କିଛି ଲୋକଙ୍କ ମସ୍ତିଷ୍କରେ ପଶିନଥାଏ । ଗାଡି ଚଳାଇବା ସମୟରେ ସେମାନଙ୍କ ପାଇଁ ଫୋନ୍ ଉଠାଇବା ଏତେ ଗୁରୁତ୍ୱପୂର୍ଣ୍ଣ ଯେ…
(Video) ମୃତ ଭାଇର ଶବକୁ ରାକ୍ଷୀ ପିନ୍ଧାଇଲା ଭଉଣୀ, କାରୁଣିକ ଦୃଶ୍ୟ ଦେଖି କାନ୍ଦୁଛନ୍ତି ଗାଁ ଲୋକେ
ତେଲେଙ୍ଗାନା: ସାରା ଦେଶରେ ଭାଇ ଭଉଣୀ ଖୁବ୍ ଆଡ଼ମ୍ବର ସହ ରାକ୍ଷୀପୂର୍ଣ୍ଣିମା ପାଳନ କରୁଥିବା ସମୟରେ ତେଲେଙ୍ଗାନାରୁ ଏକ ଦୁଃଖଦାୟକ ଦୃଶ୍ୟ ସାମ୍ନାକୁ ଆସିଛି । ଏଠାରେ ଜଣେ ଭଉଣୀ ନିଜ ମୃତ ଭାଇକୁ ରାକ୍ଷୀ ପିନ୍ଧାଉଛି ।…
ଭାରତରେ GE F-414 ଫାଇଟର ଜେଟ ଇଞ୍ଜିନ ତିଆରି ପାଇଁ ରାସ୍ତା ହେଲା ସଫା, ୟୁଏସ କଂଗ୍ରେସରୁ ମିଳିଲା ଡିଲକୁ ମଞ୍ଜୁରୀ
ନୂଆଦିଲ୍ଲୀ: ଯୁକ୍ତରାଷ୍ଟ୍ର ଆମେରିକା କଂଗ୍ରେସ ଭାରତ-ଆମେରିକାର ଯୁଦ୍ଧ ବିମାନ ଇଞ୍ଜିନ ଚୁକ୍ତିନାମାକୁ ଅନୁମୋଦନ କରିଛି। ଏହି ଚୁକ୍ତିରେ ଆମେରିକା କଂଗ୍ରେସର କୌଣସି ଆପତ୍ତି ନାହିଁ। ହିନ୍ଦୁସ୍ତାନ ଏରୋନେଟିକ୍ସ…
ସେପ୍ଟେମ୍ବରରେ ୧୬ ଦିନ ବନ୍ଦ ରହିବ ବ୍ୟାଙ୍କ: କାମ ଥିଲେ ଏବେ ହିଁ ସାରି ଦିଅନ୍ତୁ
ନୂଆଦିଲ୍ଲୀ: ଆଉ ଗୋଟିଏ ଦିନ ପରେ ଆରମ୍ଭ ହୋଇଯିବ ସେପ୍ଟେମ୍ବର ମାସ । ତେବେ ଏହି ମାସରେ ବ୍ୟାଙ୍କ ସହ ଜଡ଼ିତ କିଛି କାମ ଥିଲେ ଏହାକୁ ଯଇାଶୀଘ୍ର ସାରି ଦିଅନ୍ତୁ । ନଚେତ୍ ବ୍ୟାଙ୍କରେ ସମୟ ପାଇବା କଷ୍ଟସାଧ୍ୟ ହୋଇପଡ଼ିବ ।…
ମହଙ୍ଗା ମଧ୍ୟରେ SBI ଦେଉଛି ଶସ୍ତାରେ ହୋମ ଲୋନ, ଲାଭ ଉଠାଇବାର ଆଜି ଶେଷ ସୁଯୋଗ
ନୂଆଦିଲ୍ଲୀ: ଭାରତର ସର୍ବବୃହତ ପବ୍ଲିକ ସେକ୍ଟର ବ୍ୟାଙ୍କ ଏସବିଆଇ ଗ୍ରାହକଙ୍କୁ ସ୍ୱଳ୍ପ ସୁଧରେ ହୋମ ଲୋନ ଯୋଗାଇ ଦେଇଛି। କମ୍ ସୁଧରେ ହୋମ ଲୋନ ନେବାର ଆଜି ଶେଷ ସୁଯୋଗ । ଯଦି ଆପଣ ଏସବିଆଇରୁ ହୋମ ଲୋନ ନେବାକୁ…
୧୨୦ ବର୍ଷରେ ସବୁଠୁ ଶୁଖିଲା ଅଗଷ୍ଟ: କାହିଁକି ହେଉନି ବର୍ଷା?
ନୂଆଦିଲ୍ଲୀ: ମୌସୂମୀ ବିଭାଗର ରିପୋର୍ଟ ଅନୁସାରେ, ଚଳିତବର୍ଷର ବର୍ଷା ସାରା ଦେଶବାସୀଙ୍କୁ ହତାଶ କରିଛି । ୧୨୦ ବର୍ଷ ମଧ୍ୟରେ ଚଳିତବର୍ଷର ଅଗଷ୍ଟ ମାସ ଅଧିକ ଶୁଷ୍କ ଭାବରେ ରେକର୍ଡ କରାଯାଇଛି । ୧୯୦୧ ମସିହା ପରେ…
ସ୍କୁଲ ପରିସରରେ ରାକ୍ଷୀ ପିନ୍ଧିବା ବା ତିଳକ ଲଗାଇବା ପାଇଁ ଛାତ୍ରଛାତ୍ରୀଙ୍କୁ ଦଣ୍ଡିତ ନ କରାଯାଉ, ଏନସିପିସିଆରର ସମସ୍ତ ବିଦ୍ୟାଳୟକୁ ସୂଚନା
ନୂଆଦିଲ୍ଲୀ: ରାକ୍ଷୀପୂର୍ଣ୍ଣିମାରେ ଛାତ୍ରଛାତ୍ରୀଙ୍କୁ ବିଦ୍ୟାଳୟ ପରିସରରେ ରାକ୍ଷୀ ପିନ୍ଧିବା, ତିଳକ ବା ମେହେନ୍ଦୀ ଲଗାଇବା ପାଇଁ ଦଣ୍ଡିତ ନ କରାଯାଉ ବୋଲି ଶିଶୁ ଅଧିକାର ପ୍ୟାନେଲ ଏନସିପିସିଆର ସମସ୍ତ ରାଜ୍ୟ ତଥା…
ବାନ୍ତି କରିବା ପାଇଁ ବସ୍ ବାହାରକୁ ମୁଣ୍ଡ କାଢିଥିଲେ, ପିଟିଦେଲା ଆଉ ଏକ ବସ୍, ଚାଲିଗଲା ଜୀବନ
ନୂଆଦିଲ୍ଲୀ: ଦିଲ୍ଲୀର ଅଲ୍ଲୀପୁରରେ ଏକ ମର୍ମନ୍ତୁଦ ବସ୍ ଦୁର୍ଘଟଣା ଖବର ସାମ୍ନାକୁ ଆସିଛି । ଜଣେ ୨୦ ବର୍ଷୀୟ ମହିଳାଙ୍କ ଏକ ଭୟଙ୍କର ଦୁର୍ଘଟଣାରେ ମୃତ୍ୟୁ ଘଟିଛି । ଯେତେବେଳେ ସେ ବାନ୍ତି କରିବା ପାଇଁ ବସ୍ ବାହାରକୁ…