Browsing Category

ଦେଶ ବିଦେଶ

ରାଜ୍ୟ ପାଖରେ ନାହିଁ ଜନଗଣନା କରିବାର ଅଧିକାର, ସୁପ୍ରିମକୋର୍ଟରେ କହିଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: ବିହାରରେ ଜାତିଗତ ଜନଗଣନା ମାମଲାରେ କେନ୍ଦ୍ର ସରକାର ସୋମବାର ସୁପ୍ରିମକୋର୍ଟରେ ସତ୍ୟପାଠ ଦାଖଲ କରିଛନ୍ତି। ଏଥିରେ କେନ୍ଦ୍ର ସରକାର କହିଛନ୍ତି ଯେ, ଜନଗଣନା କିମ୍ବା ଜନଗଣନା ଭଳି କୌଣସି କାର୍ଯ୍ୟ କରିବାର…

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଫୋନ୍ କରି କଥା ହେଲେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌, କହିଲେ-ଜି୨୦ ସମ୍ମିଳନୀରେ ଭାଗ ନେବେ ବିଦେଶ…

ନୂଆଦିଲ୍ଲୀ: ସୋମବାର ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଫୋନ୍ କଥା ହୋଇଛନ୍ତି। ଏହି ସମୟରେ ସେ ଆଉ କିଛି ଦିନ ପରେ ଭାରତରେ ହେବାକୁ ଥିବା ଜି -୨୦ ସମ୍ମିଳନୀ ଉପରେ ଆଲୋଚନା କରିଥିଲେ।…

ଲୋକସଭା ନିର୍ବାଚନ ଉପରେ କେନ୍ଦ୍ର ସରକାରଙ୍କ ନଜର, ଜୁନ୍ ୨୦୨୪ ପର୍ଯ୍ୟନ୍ତ ୮୦ କୋଟି ଲୋକଙ୍କୁ ମିଳିପାରେ ମାଗଣା ଚାଉଳ

ନୂଆଦିଲ୍ଲୀ: ଚଳିତ ବର୍ଷ ଶେଷରେ ଅନେକ ରାଜ୍ୟରେ ବିଧାନସଭା ନିର୍ବାଚନ ଥିବା ବେଳେ ୨୦୨୪ରେ ଲୋକସଭା ନିର୍ବାଚନ ହେବ । ଏଭଳି ସମୟରେ କେନ୍ଦ୍ରର ମୋଦୀ ସରକାର ୮୦ କୋଟିରୁ ଅଧିକ ଲୋକଙ୍କୁ ମାଗଣାରେ ଚାଉଳ ମିଳୁଥିବା…

(Video) ଅଳ୍ପକେ ଏକ ଗାତରେ ପଡ଼ିବାରୁ ବର୍ତ୍ତିଲା ରୋଭର ପ୍ରଜ୍ଞାନ…

ଓଡିଶା ଭାସ୍କର; ଅଳ୍ପକେ ଏକ ଗାତରେ ପଡ଼ିବାରୁ ବର୍ତ୍ତିଲା ରୋଭର ପ୍ରଜ୍ଞାନ । ଚନ୍ଦ୍ର ପୃଷ୍ଠରେ ଗଡ଼ିବା ବେଳେ ରୋଭର ପ୍ରଜ୍ଞାନ ଏହି ଗାତର ସନ୍ଧାନ କରିଛି । ଯେଉଁ ବାଟ ଦେଇ ରୋଭର ଯାଉଥିଲା ସେହିଠାରୁ ୩ ମିଟର ଆଗରେ ଏକ…

ବୈଷୟିକ ତୃଟି କାରଣରୁ ବନ୍ଦ ହେଲା ବ୍ରିଟେନ୍ ଏୟାର ସ୍ପେସ୍‌, ପ୍ରଭାବିତ ହେଲା ଶହଶହ ବିମାନ ଉଡାଣ

ନୂଆଦିଲ୍ଲୀ: ସୋମବାର ବ୍ରିଟେନ୍ ଏୟାର ଟ୍ରାଫିକ୍ କଣ୍ଟ୍ରୋଲ୍‌ ସିଷ୍ଟମରେ ତୃଟି ପରିଲକ୍ଷିତ ହେବା ପରେ ଏହାର ଏୟାର ସ୍ପେସ୍‌କୁ ବନ୍ଦ କରି ଦିଆଯାଇଛି । ଫଳରେ ନେଟୱାର୍କ ବ୍ୟବସ୍ଥାରେ ତୃଟି କାରଣରୁ ବିମାନ ଯିବା…

ଏଲନ ମସ୍କଙ୍କୁ ମୁଁ ନିଜର ପରାମର୍ଶଦାତା କରିବାକୁ ଚାହେଁ; ଆମେରିକାର ରାଷ୍ଟ୍ରପତି ପ୍ରାର୍ଥୀ

ୱାସିଂଟନ; ଆସନ୍ତା ବର୍ଷରେ ହେବାକୁ ଯାଉଛି ଆମେରିକାର ରାଷ୍ଟ୍ରପତି ନିର୍ବାଚନ । ଏହି ନିର୍ବାଚନରେ ଭାରତୀୟ ମୂଳ ବାସିନ୍ଦା ବିବେକ ରାମାସ୍ୱାମୀ ରିପବ୍ଲିକାନ ପାର୍ଟିରୁ ରାଷ୍ଟ୍ରପତି ପ୍ରାର୍ଥୀ ହେବା ନେଇ ଖୁବ ଚର୍ଚ୍ଚା…

ରାକ୍ଷୀର ଥାଳୀରେ ରଖନ୍ତୁ ଏହି ୫ଟି ଜିନିଷ : ଭାଇ ସହିତ ସମ୍ପର୍କ ରହିବ ଉତ୍ତମ

ଭୁବନେଶ୍ୱର : ଭାଇ-ଭଉଣୀର ସମ୍ପର୍କକୁ ଅତୁଟ ପ୍ରେମର ପ୍ରତୀକ ବୋଲି ମନେ କରାଯାଏ । ଏହି ଦିନରେ ଭଉଣୀ ତାହାର ଭାଇର ।ତରେ ରାକ୍ଷୀ ଅର୍ଥାତ ରକ୍ଷାର ସୂତା ବାନ୍ଧନ୍ତି । ଏହି ଦିନରେ ଭଉଣୀ ମାନେ ଭାଇର ଅଧିକ ଅୟୁର କାମନା…

ବିଜେପି ବିରୁଦ୍ଧରେ ମମତାଙ୍କ ବଡ ଅଭିଯୋଗ, ଆସନ୍ତା ଡିସେମ୍ବରରେ ବିଜେପି କରାଇବ ସାଧାରଣ ନିର୍ବାଚନ, ପ୍ରଚାର ଲାଗି ସବୁ ହେଲିକପ୍ଟର ବୁକ୍…

କୋଲକାତା: ଦେଶରେ ଆସନ୍ତା ଡିସେମ୍ବରରେ ସାଧାରଣ ନିର୍ବାଚନ ହେବ ବୋଲି କହିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ ନେତ୍ରୀ ମମତା ବାନାର୍ଜୀ । ମମତା କହିଛନ୍ତି ସେ ରାଜ୍ୟରେ ମାର୍କସବାଦୀ କମ୍ୟୁନିଷ୍ଟ…

ଘୋଷଣା ହେଲା ସୂର୍ଯ୍ୟ ମିଶନ ଲଞ୍ଚ ହେବା ସମୟ, ସେପ୍ଟେମ୍ବର ଦୁଇ ତାରିଖରେ ହେବ ଲଞ୍ଚ

ନୂଆଦିଲ୍ଲୀ: ସୂର୍ଯ୍ୟ ଅଧ୍ୟୟନ ପାଇଁ ଭାରତର ସୂର୍ଯ୍ୟ ମିଶନ ଆଦିତ୍ୟ- L1 ଲାଞ୍ଚ ହେବାର ତାରିଖ ଏବଂ ସମୟ ଘୋଷଣା ହୋଇଛି। ସୋମବାର (ଅଗଷ୍ଟ ୨୮) ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଏହି ସୂଚନା ଦେଇଛି। ଇସ୍ରୋ କହିଛି ଯେ,…

ଦେବଦୂତ ସାଜିଲେ ଏମ୍ସର ୫ ଡାକ୍ତର: ଉଡ଼ନ୍ତା ଫ୍ଲାଇଟରେ ୨ ବର୍ଷର ଝିଅର କଲେ ସଫଳ ହାର୍ଟ ସର୍ଜରୀ

ନୂଆଦିଲ୍ଲୀ: ରବିବାର ସନ୍ଧ୍ୟାରେ ବାଙ୍ଗାଲୋରରୁ ଦିଲ୍ଲୀ ଯାଉଥିବା ଏକ ବିମାନରେ ଏକ ଚମତ୍କାର ଘଟଣା ଘଟିଥିଲା । ଖବର ମୁତାବକ, ସେଥଇରେ ଥିବା ୨ ବର୍ଷର ବାଳିକାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡି ଯାଇଥିଲା ଏବଂ ସେହି…